କେନ୍ଦ୍ର ସରକାରଙ୍କ ପୂଜା ଭେଟି: କର୍ମଚାରୀଙ୍କ ଅତିରିକ୍ତ ମହଙ୍ଗା ଭତ୍ତା ୧ ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୀ ଅଧ୍ୟକ୍ଷତା ରେ କେନ୍ଦ୍ରୀୟ କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୧ ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନ୍ସନଭୋଗିମାନଙ୍କ ପାଇଁ ମହଙ୍ଗା ସହାୟତା ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏହା ୧ ଜୁଲାଇ ରୁ ଲାଗୁ ହେବ।

Leave a Reply

Your email address will not be published. Required fields are marked *