Home ଜାତୀୟ ମୋଟୀ ବୋହୁଙ୍କ ବୋଲ୍ଡ ଅନ୍ଦାଜ!

ମୋଟୀ ବୋହୁଙ୍କ ବୋଲ୍ଡ ଅନ୍ଦାଜ!

1090

ମୁମ୍ବାଇ:”ଆଣ୍ଡ” ଟିଭିରେ ପ୍ରସାରିତ ବଢ଼ୋ ବୋହୁ ସିରିଏଲରେ ଆପଣ ବୋହୁ କୋମଲଙ୍କୁ ଦେଖିଥିବେ।ରିତେଶା ରାଥୋଡ଼ ଏହି ଭୂମିକାରେ ଅଭିନୟ କରିଛନ୍ତି।”ଆଣ୍ଡ” ଟିଭିର ଏହି ସିରିଏଲ ବଢ଼ୋ ବୋହୁ ଏବଂ କୋମଲ ଚରିତ୍ରରେ ରିତେଶା ଅନେକ ଦର୍ଶକଙ୍କ ଖୁବ୍ ପସନ୍ଦ।ଏଥିରେ ସେ ଏକ ଗୋଲଗାଲ, ମୋଟୀ ବୋହୂର ଭୂମିକାରେ ଅଛନ୍ତି।କିନ୍ତୁ ମୋଟୀ ବୋହୁ ଅବତାରର ଏହି ଆକ୍ଟର ରିତେଶାଙ୍କର ମଧ୍ୟ ଏକ ବୋଲ୍ଡ ଅବତାର ରହିଛି।ଇଣ୍ଟରନେଟରେ ତାଙ୍କର ଏହି ବୋଲ୍ଡ ଅବତାର ଫଟୋ ଖୁବ୍ ଭାଇରାଲ ହେଉଛି।ରିତେଶା ତାଙ୍କ ଇଂଷ୍ଟାଗ୍ରାମରେ ନିଜେ ଏହାକୁ ପୋଷ୍ଟ କରିଛନ୍ତି।

ରିତେଶାଙ୍କର ପୂରା ନାମ ହେଲା ରିତେଶା ଭିପୁଲରୟ ରାଥୋଡ଼।ସେ ୧୯୯୩ ମସିହା ଜାନୁୟାରୀ ୬ ତାରିଖରେ ସିଙ୍ଗାପୁରରେ ଜନ୍ମ ଗ୍ରହଣ କରିଥିଲେ।୨୦୧୪ ମସିହାରେ ସେ ହିନ୍ଦୀ ଟିଭି ସିରିଏଲ ଜଗତରେ ପାଦ ଦେଇଥିଲେ।/ଦେବଦତ୍ତ

https://www.instagram.com/p/BlDrZvLFYWL/?utm_source=ig_web_button_native_share

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.