ବରୀରେ ବିଶ୍ୱଙ୍କ ପରିବର୍ତ୍ତନ ମହାସଭା

ବରୀ ୩୧ ମଇ (ଓଡ଼ିଆ ପୁଅ) ବରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ବରୀ ବିଧାୟକ ଦେବାଶିଷ ନାୟକଙ୍କ ପ୍ରତିଦ୍ୱନ୍ଦୀ ବିଶ୍ୱରଂଜନ ମଲିକଙ୍କ ନେତୃତ୍ତ୍ୱରେ ଯାଜପୁର ବ୍ଲକର ଏରବାଙ୍କ ପଡିଆରେ ଏକ ମହା ପରିବର୍ତନ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂ ଦେଓ ଜିଲା ବିଜେପି ସଭାପତି ଗୌତମ ରାୟ, ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ, ବରୀ ବ୍ଲକ ଉପାଧ୍ୟକ୍ଷ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବେନ୍ଦ୍ର ଦାସଙ୍କ ସମେତ ବିଶ୍ୱ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବିଜେପି କର୍ମୀ ଓ ସେମାନଙ୍କ ସମର୍ଥକ ବହୁ ପରିମାଣରେ ଉପସ୍ଥିତ ଥିଲେ। ବିଶ୍ୱ ତାଙ୍କ ଅଭିଭାଷଣରେ ଭୋଟରମାନଙ୍କୁ…

"ବରୀରେ ବିଶ୍ୱଙ୍କ ପରିବର୍ତ୍ତନ ମହାସଭା"

ଇଚ୍ଛାପୁରରେ ୨୧ ତମ ପୌଷ ପୂର୍ଣ୍ଣିମୀ ଅନୁଷ୍ଠିତ

ବରୀ ୫-୧ (ଓଡ଼ିଆ ପୁଅ/ସୁରେଶ କର) ବରୀ ବ୍ଳକ୍ ବାଇଁଶିରିଆ ପଂଚାୟତର ଇଚ୍ଛାପୁର ଗ୍ରାମରେ ଶଙ୍କରେଶ୍ୱର ମହାଦେବଙ୍କଠାରେ ପୋଷ ପୂର୍ଣ୍ଣମୀ ଅବସରର ପ୍ରତିବର୍ଷ ପରି ଏ ବର୍ଷ  ମଧ୍ୟ ବାବା ଅଖଣ୍ଡଳମଣୀଙ୍କ ମହାମେଳା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସ ମଙ୍ଗଳବାର ଦିନ ବାବାଙ୍କ ମେଳା ସହ ସଂକୀର୍ତ୍ତିତ ନାମ ଓ ପ୍ରସାଦ ସେବନ ହୋଇଥିଲା। ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହେବା ସହ ବୁଧବାର ଗୁରୁବାର ଦୁଇ ଦିନ ଧରି ପାଲାରେ ହଜାର ହଜାର ଦର୍ଶକ ଏବଂ ଶେଷ ରାତ୍ରି ଶୁକ୍ରବାରରେ ଭଜନ ସଂଧ୍ୟାରେ ବହୁ ଲୋକ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ୨୧ ବର୍ଷ ଧରି ହେଉଥିବା ଅନୁଷ୍ଠାନର…

"ଇଚ୍ଛାପୁରରେ ୨୧ ତମ ପୌଷ ପୂର୍ଣ୍ଣିମୀ ଅନୁଷ୍ଠିତ"

ଯାଜପୁର: ବରୀ: ବିଦ୍ୟାଳୟରୁ ବହୁ ଶିକ୍ଷକ ଶୀଘ୍ର ପଳାଉଛନ୍ତି

ବରୀ ୪-୧ (ଓଡ଼ିଆ ପୁଅ/ସୁରେଶ କୁମାର କର) ବରୀ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଳମ୍ବରେ ଆସି ପୁଣି ୪ ଟା ପୂର୍ବରୁ ପଳାଇବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ବିଇଓ ଙ୍କୁ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ସେ ନ ନେଇ ସେମାନଙ୍କ ଠାରୁ ଚାନ୍ଦା ଆଦାୟ କରି ଚୁପ୍ ଚାପ୍ ବସି ଯାଉଛନ୍ତି। ଗତ କାଲି ଚୁଡ଼ା କଳ ଛକରେ ଦୁଇ ଜଣ ଶିକ୍ଷୟତ୍ରୀ ୩.୧୫ ମି. ରେ ନିଜ ବିଦ୍ୟାଳୟ ଛାଡି ଘରକୁ ପଳାଉଥିବା କଥା ସିଧା ବିଇଓ ବରୀ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିବା ଶିକ୍ଷା…

"ଯାଜପୁର: ବରୀ: ବିଦ୍ୟାଳୟରୁ ବହୁ ଶିକ୍ଷକ ଶୀଘ୍ର ପଳାଉଛନ୍ତି"