Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ମଠ ପରମ୍ପରାରେ ଢେଙ୍କେଣାର ବହୁ ପୁରାତନ ରାମନନ୍ଦୀ ମଠ

0
ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗାଁ ବ୍ଳକ ଅନ୍ତର୍ଗତ ଢେଙ୍କେଣା ଠାରେ ବିରାଜମାନ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଓଡ଼ିଶାର ସଂସ୍କୃତି ସାହିତ୍ୟ ଇତିହାସରେ...

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅବକାରୀ ବିଭାଗ ଏସ୍‌ଆଇଙ୍କୁ ଗିରଫ ଦାବିରେ ଧାରଣା

0
ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଦୁର୍ବ୍ୟବହାର କରିବା ପ୍ରତିବାଦରେ ନୟାଗଡ଼ ଟାଉନ...

ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୫୦ ପ୍ରତିଶତ

0
ନୟାଗଡ଼, ୨୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପାଶ୍ ହାର ହୋଇଥିବାବେଳେ ରେଗୁଲାର ପାସ୍ ହାର ୯୮.୧୭ ଏବଂ ଏକ୍ସ-ରେଗୁଲାର ୯୨ ପ୍ରତିଶତ ହୋଇଛି।...

ଅବ୍ୟବସ୍ଥା ଭିତରେ ମାଳିସାହି ସିଣ୍ଡିକେଟ୍ ବ୍ୟାଙ୍କ

0
ନୟାଗଡ଼, ୨୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହିରେ ଥିବା ସିଣ୍ଡିକେଟ୍ ବ୍ୟାଙ୍କ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଥିବା ଦେଖିବାକୁ ମିଳୁଛି । ଆବଶ୍ୟକ...

ମୁଖ୍ୟମନ୍ତ୍ରୀଙ୍କ ଦ୍ନାରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଉଦ୍‌ଘାଟିତ

0
ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ଦିନିଆ ରିମାଣ୍ଡରରେ ଯିବ

0
ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ରବି ଦଳେଇଙ୍କ...

ଭାଇରାଲ ହେଲା ରଜଗୀତର ରଚୟିତାଙ୍କ ପରିଚୟ

0
ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶାର ପ୍ରତି ଘରେ ଘରେ ଜନ ମାନସରେ ଆଦୃତ ତଥା ରଜପର୍ବର ଲୋକପ୍ରିୟ ଗୀତ ‘ବନସ୍ତେ ଡାକିଲା ଗଜ-ବରଷକେ ଥରେ ଆସିଛି ରଜ...

ବିରୁଡ଼ାରେ ରାଜସ୍ୱ ରଥର ଶୁଭାରମ୍ଭ

0
ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ାଠାରେ ମଙ୍ଗଳବାର କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କ ଦ୍ୱାରା ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ଲଗ୍ନଜିତ...

ଅରୁଣ ସାହୁଙ୍କ ପୁସ୍ତକ’ମଣିଷ ବ୍ୟତିରେକ’ ପାଠକାର୍ପଣ

0
ନୟାଗଡ଼, ୧୬-୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ’ମଣିଷ ବ୍ୟତିରେକ’ଡିଜିଟାଲ ପ୍ଲାଟଫର୍ମରେ ପାଠକାର୍ପଣ ହୋଇଛି।...

ନୟାଗଡ଼ରେ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ବଢୁଛି

0
ନୟାଗଡ଼, ୧୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ଅହରହ ଅଘୋଡିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସହ ହିଂସା ବଢୁଥିବା ଦେଖିବାକୁ ମିଳୁଛି। ଏହା ନିତିଦିନିଆ ସମସ୍ୟା...

ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ଏନ୍‌ଜିଟିରେ

0
ନୟାଗଡ଼, ୧୨ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପହଂଚିଛି। ୨୦୧୭ ମସିହାରୁ ଲାଗି...

ଆରପାରିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

0
ନୟାଗଡ଼, ୧୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଶ୍ୱର ଜଣେ ଆଗଧାଡ଼ିର ବିଶିଷ୍ଟ ପରିବେଶ୍‌ବିତ୍ , ଅର୍ଥନୀତିଜ୍ଞ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭୁବନେଶ୍ୱରର ଏକ...

ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା

0
ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପହଂଚି...

ନୟାଗଡ଼ରେ ୧୮ରୁ ୪୪ ବୟସ୍କଙ୍କ ପାଇଁ ଟୀକାକରଣ

0
ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସହରରେ ବାସ କରୁଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆସନ୍ତାକାଲି ସୋମବାର ୭ ତାରିଖ ଠାରୁ ଆରମ୍ଭ ହେବ ବୋଲି ସରକାରୀଭାବେ...

ନୟାଗଡ଼ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ ଗୃହର ଶୁଭାରମ୍ଭ

0
ନୟାଗଡ଼, ୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଶହେ ଶଯ୍ୟା ବିଶିଷ୍ଟ ୬ ମହଲା ଗୃହର ନିର୍ମାଣ କାର୍ଯ୍ୟକୁ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ...

ଦଶପଲ୍ଲାରେ କୋଭିଡ୍ କେୟାର ସେଂଟର ଖୋଲିଲା

0
ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ୍ କେୟାର ସେଂଟର ଖୋଲାଯାଇଛି। ଦଶପଲ୍ଲା ଅଂଚଳରେ କରୋନା ମହାମାରୀରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ସୁବିଧାରେ...

ଦଶପଲ୍ଲାରେ ରାଜସ୍ୱ ରଥର ଶୁଭାରମ୍ଭ  

0
ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି। ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଳାପାଳ ଡ.ପୋମା...

ଅବ୍ୟବହୃତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ପୁରୁଣା ଜେଲ

0
ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥର ନୟାଗଡ଼ ସହର ଟ୍ରାଫିକ ଛକ ତଥା ନୟାଗଡ଼ ସା୍ମ୍ବାଦିକ ଭବନ ସାମନ୍ାରେ ଥିବା ଏବେ ଅବ୍ୟବସ୍ଥା, ଅବ୍ୟବହୃତ ଓ ଅପନ୍ତରାଭାବେ...

ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ପାଳିତ

0
ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ଜୁମ୍ ଆପ୍ ଦ୍ୱାରା ପାଳିତ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ...

ନୟାଗଡ଼ରେ ଗତକାଲି ଥିଲା ୨୮୩ ଆଜି ନୂଆ ହେଲା ୨୮୫

0
ନୟାଗଡ଼, ୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଗତକାଲି ୨୮୩ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ମଙ୍ଗଳବାର ଆଉ ନୂଆ ଆକ୍ରାନ୍ତ ୨୮୫ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାରେ ସମୁଦାୟ ସକ୍ରିୟ...