Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

କଂଚନବିଲିରେ ଗହ୍ମାଡିଆଁ ଉତ୍ସବ ପାଳିତ

0
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଠାରେ ରାକ୍ଷୀବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଅବସରରେ ଗହ୍ମାଡିଆଁ ଉତ୍ସବ କୋଭିିଡ୍ କଟକଣାରେ...

ସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ

0
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ପୋଷ୍ୟଗ୍ରାମ ନୟାଗଡ଼୍ ବ୍ଳକ ଅନ୍ତର୍ଗତ କଂଚନବିଲି ଠାରେ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଅମୃତ କଳସ ପ୍ରଦାନ...

କିସମ ପରିବର୍ତ୍ତନ କରି ଚାଷଜମି ହେଉଛି ଘରବାରି

0
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସହର ବିନା ପ୍ଲାନିଙ୍ଗ୍‌ରେ ବଢୁଛି। ଯିଏ ଯେମିତି ଚାହିଁଲା ସେମିତି ରହିଲା। ବିନା ପ୍ଲାନିଙ୍ଗ୍‌ରେ ସହରସାରା ଘରଦ୍ୱାର। ନୟାଗଡ଼ ସହର ଯେତିକିରେ ସୀମିତ...

ନୟାଗଡ଼ କଲେଜ ପରିଚାଳନା କମିଟି ପୁନର୍ଗଠିତ

0
ନୟାଗଡ଼, ୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ଏହାର ସଭାପତି ଭାବେ ଅବସରପ୍ରାପ୍ତ ଜିଲ୍ଳା...

ନୟାଗଡ଼ ବଡ଼ମଠ ମହନ୍ତଙ୍କ ପରଲୋକ

0
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୁରୁଣାସହର ବଡ଼ମଠ ମହନ୍ତ ମହାରାଜ ସୁଦାମ ଚରଣ ଦାସ(୭୮)ଙ୍କ ପରଲୋକ ହୋଇଯାଇଛି। ୧୯୬୮ ମସିହାରେ ସନ୍ୟାସୀ ସୁଦାମ ଚରଣ ବଡ଼ମଠ ମହନ୍ତ ଭାବେ ଦାୟିତ୍ୱ...

ରାଜ୍ୟପାଳଙ୍କ କରକମଳରେ ‘ନୟାଗଡ଼ ଇତିହାସ’

0
ନୟାଗଡ଼, ୨୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟପାଳ ଡଃ ଗଣେଶୀ ଲାଲ୍‌ଙ୍କ କରକମଳରେ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ରଙ୍କ ‘ନୟାଗଡ଼ ଇତିହାସ’ ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରର ଏକ ସ୍ୱତନ୍ତ୍ର ପରିବେଶରେ...

ନୟାଗଡ଼ ଷ୍ଟେସନରେ ପୁଣି ଉଡିଲା ନଭଶ୍ଚୁମ୍ଭି ଜାତୀୟ ପତାକା

0
ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଟାଉନ ଷ୍ଟେସନରେ ପୁଣି ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା...

ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦରେ ରାଜରାସ୍ତା ରୋକ୍‌

0
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପଡ଼ିଥିଲାବେଳେ ଗୁରୁବାର ଖୋର୍ଦ୍ଧା-ବଲାଙ୍ଗୀର...

ଅଧିକ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କୃଷିମନ୍ତ୍ରୀ

0
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼କୁ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୁରୁବାର ନୟାଗଡ଼କୁ ୨ ଦିନିଆ ଗସ୍ତରେ ଆସି...

ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ

0
ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଆନ୍ତର୍ଜାତିକ ମାନବାଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ର ନୂତନ କାର୍ଯ୍ୟାଳୟ ସ୍ଥାନୀୟ ଶିବାଜୀନଗର ଠାରେ ଉଦ୍ଘାଟିତ ହୋଇଯାଇଛି। ଆନ୍ତର୍ଜାତିକ ମାନବାଧିକାର ପରିଷଦର ସଭାପତି ମୀନକେତନ ପଟ୍ଟନାୟକ...

ନୟାଗଡ଼ ମ୍ୟୁନିସିପାଲିଟିରେ ୧୫ଟି ପରିବାର ହୋଲଡିଂ ଟିକସ ଜମା ଦେଲେ

0
ନୟାଗଡ଼, ୯ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମ୍ୟୁନିସିପାଲିଟିର ୱାର୍ଡ଼ ନଂ ୯ ଅନ୍ତର୍ଗତ ଶିଶୁମନ୍ଦିର ପଛପାର୍ଶ୍ୱ କଲୋନୀରେ ନୂତନ ଭାବେ ଗୃହ ନିର୍ମାଣ କରି ରହୁଥିବା ୧୫ଟି ପରିବାର...

ନୟାଗଡ଼ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ଏସ୍‌ଆଇଙ୍କୁ ବଦଳି

0
ନୟାଗଡ଼, ୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଆକ୍ରମଣ କରିବା ଘଟଣାରେ ଏସ୍ ଆଇ ଧନଞ୍ଜୟ ପାତ୍ରଙ୍କୁ...

ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସୁନି: ୧୦୫ ସଂକ୍ରମିତ, ୨ ମୃତ

0
ନୟାଗଡ଼, ୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳକୁ ଖସୁନଥିବାବେଳେ ଦୈନିକ ଶହେ ଉପରେ ରହୁଛି, ଯାହା ଦିନେ ଦିନେ କେବଳ ଶହେ ତଳକୁ ରହୁଛି।...

ଓଡ଼ଗାଁ ବ୍ଳକରେ କୃଷିମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

0
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ବିଧାନସଭା ମଣ୍ଡଳର ଓଡ଼ଗାଁ ବ୍ଳକର ବିଭିନ୍ନ ପଂଚାୟତକୁ ଗସ୍ତ କରି କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏପରିକି...

ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର

0
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ଆନୁକୂଲ୍ୟରେ ନୟାଗଡ଼ ମଂଚ ନାଟକର ସ୍ଥତି ଓ ପ୍ରଗତି ଉପରେ ଅନ୍‌ଲାଇନ ମାଧ୍ୟମରେ...

ନୟାଗଡ଼ରେ ବୃକ୍ଷୋରୋପଣ କାର୍ଯ୍ୟକ୍ରମ

0
ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଆଇନ୍ ସେିବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ଦମକଳ...

ଜିଲ୍ଲାରେ ମାଟ୍ରିକ ପାଶ୍ କରିଛନ୍ତି ୧୩ ହଜାର ଯୁକ୍ତ ଦୁଇ ସିଟ୍ ଅଛି ୧୧...

0
ନୟାଗଡ଼, ୨୯ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ୧୩ ହଜାର ୩୭ ଛାତ୍ରଛାତ୍ରୀ ପାଶ୍ କରିଥିବାବେଳେ ଯୁକ୍ତ ଦୁଇରେ ୧୧ ହଜାର ୨୫୮ ସିଟ୍ ରହିଛି। ଯାହାକୁ...

ନୟାଗଡ଼ରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

0
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରପରିଷଦ ପକ୍ଷରୁଚ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିକଟରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା,...

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ

0
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଆକ୍ରମର କରିବା ଘଟଣାରେ ସାମ୍ବାଦିକଙ୍କ ୩ଦିନ ଧରି ଚାଲିଥିବା...

ତଥାସ୍ତୁ ଆନୁକୂଲ୍ୟରେ ଗଳ୍ପ, ଅଲୋଚନା ଓ ଚିତ୍ର କବିତା ପ୍ରତିଯୋଗୀତା

0
ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଅଗ୍ରଣୀ କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଗଳ୍ପପାଠ, ଗଳ୍ପ ଅଲୋଚନା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା...