24.1 C
Bhubaneswar
Friday, March 29, 2024
Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ନୟାଗଡ଼ : ୪ ବ୍ଳକର ୩୧ ଜଣ ଜିଆର୍‌ଏସ୍‌ଙ୍କ ଅଦଳ ବଦଳ

0
ନୟାଗଡ଼, ୨୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ୪ଟି ବ୍ଳକର ୩୧ ଜଣ ଜିଆର୍‌ଏସ୍‌ଙ୍କୁ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳ ବଦଳ କରାଯାଇଛି। କେତେକଙ୍କୁ ବ୍ଳକ ଭିତରେ ଅଦଳ...

ଖୋର୍ଦ୍ଧା ତହସିଲଦାରଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି

0
ନୟାଗଡ଼, ୨୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରଣପୁର ତହସିଲଦାରଭାବେ ଯୁଗଳ...

କଂଚନବିଲିରେ ବାଲ୍ୟବିବାହ ମୁକ୍ତ ଗାଁ ଅଭିଯାନ

0
ନୟାଗଡ଼, ୨୪ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସରକାରଙ୍କ ପକ୍ଷରୁ ୨୦୩୦ ମସିହା ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ବାଲ୍ୟବିବାହା ମୁକ୍ତ କରାଯିବା ପାଇଁ ଆହ୍ୱାନ ଦିଆଯିବା ପରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହ...

ନୟାଗଡ଼ ଜିଲ୍ଲାରେ କୋଭିଡ୍‌ କଟକଣାରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ

0
ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସରକାରଙ୍କ ନିୟମ ଅନୁଯାୟୀ ଗୁରୁବାର ଠାରୁ ନୟାଗଡ଼ ଜିଲ୍ଲାର ୫୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜମାନଙ୍କରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର...

୬୨ତମ ଶହୀଦ ସ୍ମୃତି ଦିବସ ପାଳିତ

0
ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୁଲିସ ତାଲିମ ପଡ଼ିଆ ଠାରେ ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶହୀଦ ସ୍ମୃତି...

କୁଆଁରୀମାନଙ୍କ ଉତ୍ସାହ ଓ ଉଦ୍ଦିପନାର ପର୍ବ ଜହ୍ନି ଓଷା ଉଦ୍‌ଯାପିତ

0
ନୟାଗଡ଼, ୨୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାରେ କୁମାରପୂର୍ଣ୍ଣୀମାରେ କୁଆଁରୀମାନଙ୍କ ଉତ୍ସାହ ଓ ଉଦ୍ଦିପନାର ପର୍ବ ଜହ୍ନିଓଷା ମହା ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହୋଇଯାଇଛି।। ଭାଦ୍ରବ ପୂର୍ଣ୍ଣମୀ ଠାରୁ ଜହ୍ନିଓଷା...

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସମାରୋହ

0
ନୟାଗଡ଼, ୨୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସମାରୋହ ବଂଶୀଧର ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ବଂଶୀଧର ମହାବିଦ୍ୟାଳୟ...

ନୟାଗଡ଼ ଜିଲ୍ଲା : ସ୍ଥାନ ସଂରକ୍ଷଣ ପ୍ରକାଶ ପରେ ୧୧୬ ଅଭିଯୋଗ ଦାଖଲ

0
ନୟାଗଡ଼, ୧୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ପ୍ରକାଶ ପାଇବା ପରେ ଅଭିଯୋଗ ଦାଖଲର ସମୟ ସୀମା ଭିତରେ ୧୧୬ଟି ଅଭିଯୋଗ ନୟାଗଡ଼ ଜିଲ୍ଲା...

ନୟାଗଡ଼ ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ

0
ନୟାଗଡ଼, ୧୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦ ପକ୍ଷରୁ ନୟାଗଡ଼ ସହରରେ ଜବର ଦଖଲ ଉଚ୍ଛେଦ କରାଯାଇଛି। ସହରର ଦୁଇ ପାର୍ଶ୍ୱରେ ଥିବା ଉଠା ଦୋକାନୀ ଏବଂ ଆଗକୁ...

ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ତାଲିକା ପ୍ରକାଶ

0
ନୟାଗଡ଼, ୮ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): : ନୟାଗଡ଼ ଜିଲ୍ଲାରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶ ପାଇଥିବାବେେଳେ ୫୦ ପ୍ରତିଶତ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ନୟାଗଡ଼ ପଂଚାୟତ ସମିତିର ଇଳିରି...

ପୁରାତନ ବିଦ୍ୟାର୍ଥୀ ମଂଚରେ ପ୍ରାକ୍ତନ ଛାତ୍ର କୃଷିମନ୍ତ୍ରୀ

0
ନୟାଗଡ଼, ୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ମୋ ସ୍କୁଲ ଅଭିଯାନର ବିଦ୍ୟାର୍ଥୀ ମଂଚରେ ପ୍ରାକ୍ତନ ଛାତ୍ର କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାବେଳ ଛାତ୍ର ଜୀବନର...

ପ୍ରାଚୀନ ପରମ୍ପରାରେ ନୟାଗଡ଼ର ନାରିମାନଙ୍କ ସମ୍ପୃକ୍ତି

0
ନୟାଗଡ଼, ୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ନାରୀମାନଙ୍କ ସମ୍ପୃକ୍ତି ଭୌଗଳିକ, ସାମାଜିକ, ଏøତିହାସିକ, ସାଂସ୍କୃତିକ ପଟ୍ଟଭୂମିରେ ବେଶ୍ ସଶକ୍ତ। ମାତୃଶକ୍ତିରୂପୀ ଯଶସ୍ୱୀ, ସଂସ୍କୃତି ସମ୍ପର୍ଣ୍ଣା, ସଂଗଠିତା ଦୁର୍ଦ୍ଦର୍ଷ ବିଭବଶାଳିନୀ, ସର୍ବଂସହା...

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

0
ନୟାଗଡ଼ ୩ -୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ...

ସ୍ୱଚ୍ଛଭାରତ ମିଶନ ଯୋଜନାରେ ୧୩୦ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

0
ନୟାଗଡ଼, ୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ୱଚ୍ଛଭାରତ ମିଶନ ଯୋଜନାରେ ୨ୟ ପର୍ଯ୍ୟାୟରେ ନୟାଗଡ଼ ପୌରପରିଷଦର ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳନ...

ବର୍ଷେ ପୁରିଲା: ଗାନ୍ଧୀ ଜୟନ୍ତୀରୁ ନୋ-ପ୍ଳାଷ୍ଟିକ କାର୍ଯ୍ୟକାରୀ ହେଲାନି

0
ନୟାଗଡ଼, ୨ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟରେ ଏକ ସୁସ୍ଥ ପରିବେଶ ବଜାୟ ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଗତ ୨୦୧୯ ମସିହା ସେପ୍ଟେମ୍ବର ୩୦ ରେ...

ଆହାର କେନ୍ଦ୍ର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେଲା

0
ନୟାଗଡ଼, ୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ସରକାର ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦେବା ପାଇଁ ଗୁରୁତ୍ୱାରୋପ କରିଥିବାବେଳେ ଶୁକ୍ରବାର ଠାରୁ...

ବାଉଁଶିଆପଡ଼ା ପଂଚାୟତରେ ବିଜେଡିରେ ମିଶ୍ରଣ ପର୍ବ

0
ନୟାଗଡ଼, ୧ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜେଡିର କାର୍ଯ୍ୟାବଳୀ ତଥା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଳକ ବାଉଁଶିଆପଡ଼ା ପଂଚାୟତର ବିଜେପି...

ବିଡିଓମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ବୈଠକ

0
ନୟାଗଡ଼, ୩୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଜିଲ୍ଳାର ବିଡିଓମାନଙ୍କୁ ନେଇ ଜିଲ୍ଲାପାଳ ଡ.ପୋମା ଟୁଡୁ ଭରର୍ଚୁଆଲ ମାଧ୍ୟମରେ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି। ଏଥିରେ ଜିଲ୍ଳାପାଳ ୬ଟି ଗୁରୁତ୍ୱପୂର୍ଣ୍ଣ ଉର୍ନ୍ନୟନମୂଳକ କାର୍ଯ୍ୟବଳୀର ରୂପରେଖ...

ନୟାଗଡ଼ରେ ୩ ଅଧିକାରୀଙ୍କ ବଦଳି

0
ନୟାଗଡ଼, ୩୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପଂଚାୟତକ ନିର୍ବାଚନକୁ ଆଖି ଆଗରେ ରଖି ବଦଳି ଓ ପଦୋନ୍ନତି ପ୍ରକିୟା କରାଯାଇଥିବାବେଳେ ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କୁ ଭଦ୍ରକ ଜିଲ୍ଲାର ଉପଜିଲ୍ଲାପାଳ...

ନୟାଗଡ଼ରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଡ଼ ଧରଣର ଅଦଳବଦଳ

0
ନୟାଗଡ଼, ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଳ୍ଲାସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଡ଼ ଧରଣର ଅଦଳବଦଳ ହୋଇଥିବା ଜିଲ୍ଳା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି।...