Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ପଠାଣି ସାମନ୍ତ ଅଡିଟୋରିୟମ ନବୀକରଣ ପାଇଁ ୨କୋଟି ମଞ୍ଜୁର, ତୃତୀୟନୟନ ପକ୍ଷରୁ ‘ଅନ୍ଧାରରେ ଆସ’ମଂଚସ୍ଥ

0
ନୟାଗଡ଼, ୧୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର କଳା ଓ ସଂସ୍କୃତିର ଅନୁଷ୍ଠାନ ତୃତୀୟନୟନ ପକ୍ଷରୁ ନାଟକ ‘ଅନ୍ଧାରରେ ଆସ’ ସଫଳତାର ସହ ମଂଚସ୍ଥ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଏକ...

ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ

0
ନୟାଗଡ଼, ୧୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ...

 ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଟିକାକରଣ ପାଇଁ ସଚେତନତା ସଭା

0
ନୟାଗଡ଼, ୧୪-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟିକାକରଣ ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ...

ଅଖିଳ ଭାରତୀୟ ବିଶାଳ ଆଇନ୍ ସେବା ଶିବିର

0
ନୟାଗଡ଼, ୧୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଅଖିଳ ଭାରତୀୟ ଆଇନ ସଚେତନତା ଓ ପ୍ରସାରଣ ଅଭିଯାନ ପରିପ୍ରେକ୍ଷୀରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ସରକାରୀ ଜନମଙ୍ଗଳକାରୀ ସହାୟତା ବଂଟନ...

ନୟାଗଡ଼, ଶରଣକୁଳ ଓ ଓଡ଼ଗାଁ ଥାନାରେ ଆଇଆଇସି ଅଦଳବଦଳ

0
ନୟାଗଡ଼, ୧୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଏସ୍ ପି ସିଦ୍ଧାର୍ଥ କଟାରିଆ ନୟାଗଡ଼ ଟାଉନ ଥାନା, ଶରଣକୁଳ ଥାନା ଓ ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସିକୁ ଅଦଳ ବଦଳ...

ବେନାମୀ କମ୍ପ୍ୟୁଟର ପ୍ରମାଣପତ୍ର ରଦ୍ଦ ପାଇଁ ଦାବି

0
ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ବେନାମୀ କମ୍ପ୍ୟୁଟର ସାର୍ଟିିଫିକେଟ ଦେଇ ଛାତ୍ରଛାତ୍ରୀଙ୍କୁ ଠକୁଥିବା କମ୍ପ୍ୟୁଟର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।...

ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀଙ୍କ ହୃଦ୍‌ଘାତରେ ଦେହାନ୍ତ

0
ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପ୍ରସୂତୀ ଓ ସ୍ତ୍ରୀ ବିଭାଗର ବିଶେଷଜ୍ଞ ତଥା ଶରଣକୁଳ ଡାକ୍ତରଖାନାର ମେଡିକାଲ ଅଫିସର ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀ(୫୮)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ଗୁରୁବାର ଭୋର...

ନନ୍ଦିଘୋର ଠାରେ ମଣ୍ଡଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ

0
ନୟାଗଡ଼, ୧୧ା୧୧ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଜବାହରଲାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବସନ୍ତ କିଶୋର ସାହୁଙ୍କ...

ନୟାଗଡ଼ ପୌରପରିଷଦ ୱାର୍ଡ଼ସଂଖ୍ୟା ୧୩ ରୁ ୧୬କୁ ବୃଦ୍ଧି ସହ ସଂରକ୍ଷଣ ତାଲିକା ପ୍ରକାଶ

0
ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ପୌରପରିଷଦ ୱାର୍ଡ଼ ସଂଖ୍ୟା ୧୩ରୁ ୧୬କୁ ବୃ୍‌ଦ୍ଧି ପାଇବା ସହ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି ସଂରକ୍ଷଣ ବ୍ୟବସ୍ଥାରେ ଅଧା...

ମହିଳା ଆଇନ ସାକ୍ଷରତା ଓ ଶଶକ୍ତି କରଣ ଶିବିର ଅନୁଷ୍ଠିତ

0
ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ମହିଳା କମିଶନଙ୍କ ମଳିତ ସହଯୋଗରେ ମହିଳା ଆଇନ ସାକ୍ଷରତା ଓ ଶଶକ୍ତିକରଣ ଶିବିର ସ୍ଥାନୀୟ ଜିଲ୍ଳା...

୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଗୋସମ୍ପଦ ଓ ମତ୍ସ୍ୟ ଚାଷ ଉପରେ...

0
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ମାଛିପଡ଼ା ଗ୍ରାମପଂଚାୟତ ପଡ଼ିଆଠାରେ ୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଶୁ, ମତ୍ସ୍ୟ, କୃଷି ଓ...

ଇଟାମାଟି ଗ୍ରାମବାସୀଙ୍କ ଦ୍ୱାରା ଯବାନ ସମ୍ମାନୀତ

0
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଇଟାମାଟି ଗ୍ରାମବାସୀଦ୍ୱାରା ସୀମାନ୍ତରେ କାର୍ଯ୍ୟ କରୁଥିବା ଯବାନ କୈଳାସ ଚନ୍ଦ୍ର ସାହୁଙ୍କୁ ଯଥୋଚିତ ସମ୍ମାନୀତ କରାଯାଇଛି। ଇଟାମାଟି ପାଇକସାହିର କୈଳାସ ଦୀର୍ଘ ୨୦ବର୍ଷ୧୦ମାସ ୨୩...

ପୂର୍ବ ଶତୃତାକୁ ନେଇ ସାନଭାଇର ବୋମାମାଡ଼ରେ ବଡ଼ଭାଇ ଗୁରୁତର

0
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଳକ ବାହାଡ଼ାଝୋଲାର ମାଣିକପାଟଣାସାହିରେ ରାଜନୈତିକ ହିଂସାରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବଡ଼ଭାଇ ଓ ସାନଭାଇ ଭିତରେ...

ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଗଣଧାରଣା

0
ନୟାଗଡ଼, ୬ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ନୟାଗଡ଼ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ନୟାଗଡ଼...

ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା

0
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳର ବାଉଁଶିଆ ଗ୍ରାମରେ ସମାଜ କଲ୍ୟାଣ ସଂଗଠନ ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ପ୍ରତିଷ୍ଠାତା...

ଦରଦାମ ବୃଦ୍ଧିକୁ ନେଇ ନୟାଗଡ଼ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା

0
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ର ସରକାରଙ୍କ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହ ପ୍ରତିବାଦ ସଭା...

ଅଫଲାଇନ୍ ଓ ଅନ୍‌ଲାଇନ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ପାଇଁ ବ୍ୟବସ୍ଥା

0
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜିଲ୍ଲାରେ ନଭେମ୍ବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବା ସହ ୨୦୨୨...

ବାଲ୍ୟବିବାହ ରୋକିବାରେ ଗ୍ରାମମୁଖିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଜିଲ୍ଲାପାଳ

0
ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଉପଯୁକ୍ତ ସଚେତନତା ଓ ଶିକ୍ଷା ଗ୍ରହଣରେ ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକାଯାଇପାରିବ ଏବଂ ଏଥିପାଇଁ ଗ୍ରାମମୁଖିଆମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଳାପାଳ...

ଗାନ୍ଧିବାଦୀ ପଦ୍ମଶ୍ରୀ ଏସ୍‌ଏନ ସୁବାରାଓଙ୍କ ସ୍ମୃତିସଭା

0
ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ୍‌.ଏନ୍‌.ସୁବାରାଓଙ୍କ ସ୍ମୃତିରେ ତ୍ରିନାଥ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ...

ଦେଢ଼ବର୍ଷ ପରେ ସ୍କୁଲ ଆସିଲେ ଅଷ୍ଟମ ପିଲା, ଶିକ୍ଷାଧିକାରୀଙ୍କ ଦ୍ୱାରା ବିଦ୍ୟାଳୟ ତଦାରଖ

0
ନୟାଗଡ଼ ୨୫ -୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟକୁ ଆସିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି...