Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇଥାଏ

0
ନୟାଗଡ଼, ୧୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଜୁମ୍ ଆପ୍ ମାଧ୍ୟମରେ ନୟାଗଡ଼ର ଶିକ୍ଷା ସମୂହ ସଂଗଠନ ଦ୍ୱାରା ବଟ...

କରୋନାରେ ୫୭ ଆକ୍ରାନ୍ତ ସହ ସମୁଦାୟ ହେଲେ ୧୧ଶହ, ବଡ଼ପଣ୍ଡୁସର ସଟ୍‌ଡାଉନ

0
ନୟାଗଡ଼, ୧୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ନୟାଗଡ଼ ଜିଲାରେ ପୁଣି ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାପୁର...

ନୟାଗଡ଼ରୁ ୫ଜଣ ପ୍ଲାଜମା ଦାନ କଲେ

0
ନୟାଗଡ଼, ୧୦ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ପ୍ଳାଜମା ହିଁ ଏକମାତ୍ର ସର୍ବୌଷଧି। ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାକୃତଭାବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ହୋଇ...

ନୟାଗଡ଼ରେ ଆଜି କରୋନାରେ ୩୨ ଆକ୍ରାନ୍ତ ଓ ୩ ମୃତ୍ୟୁ

0
ନୟାଗଡ଼, ୧୦-୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି। ଆଜି ଜିଲାରେ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ...

ନୟାଗଡ଼ରୁ ରେକର୍ଡ଼ ସଂଖ୍ୟକ ୧୦୬ ଆକ୍ରାନ୍ତ ଚିହ୍ନଟ

0
ନୟାଗଡ଼, ୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ରେକର୍ଡ଼ ସଂଖ୍ୟକ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୦୬ ଜଣ ହେଲେ ଭାପୁର ବ୍ଳକରୁ ୧୭ଜଣ, ଦଶପଲା ବ୍ଳକରୁ...

କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

0
ନୟାଗଡ଼, ୯ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କ୍ରାନ୍ତି ଦିବସ ପାଳନ ଅବସରରେ ନୟାଗଡ଼ ଜିଲାର ୨ଜଣ ସ୍ୱତନ୍ତ୍ରତା ସୈନିକ ସମ୍ମାନ ପେନସନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି।...

ନୟାଗଡ଼ରେ ଆଜି ପୁଣି ୪୦ ଆକ୍ରାନ୍ତ, ସମୁଦାୟ ହେଲେ ୯୦୫

0
ନୟାଗଡ଼, ୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୌଣସି ଦିନ କମିବାରେ ନାହିଁ। ଗତାକାଲି ସୁଦ୍ଧା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୫ ହୋଇଥିଲାବେଳେ ଆଜି ପୁଣି...

ବର୍ଷାରେ ନୟାଗଡ଼ ଅସ୍ଥାୟୀ ପରିବା ମାର୍କେଟ ବେହାଲ

0
ନୟାଗଡ଼, ୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବର୍ଷାରେ ନୟାଗଡ଼ ଅସ୍ଥାୟୀ ପରିବା ମାର୍କେଟ ବେହାଲ ହୋଇପଡ଼ିଛି। କରୋନା ଭୟାବହତା ସହ ସାମାଜିକ ଦୂରତ୍ୱ ରକ୍ଷା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର...

ଜୀବନ ବିନ୍ଦୁର ଜିଲା ସଂଯୋଜକ ହେଲେ ଗୁରୁ ପ୍ରସାଦ ଜେନା

0
ନୟାଗଡ଼.୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ହେଲେ ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନା  । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସବୁ ଜିଲା...

ନନ୍ଦିଘୋର,ରାବେରା, ନଥିଆପଲ୍ଲୀ, କୁରୁମବାଙ୍କତରାକୁ କଂଟେନମେଂଟ ଜୋନ ଘୋଷଣା, ଜାମୁସାହି ମୁକ୍ତ

0
ନୟାଗଡ଼, ୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କମିବା ବଦଳରେ ସଂକ୍ରମିତ ବଢିବାରେ ଲାଗିଛନ୍ତି। ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କାରେ ଜିଲାପାଳ ଆଗୁଆ...

ନନ୍ଦିଘୋର ପାଇଁ କରୋନା ଚିନ୍ତା ବଢୁଛି

0
ନୟାଗଡ଼, ୭ା୮(ଓଡ଼ିଆ ପୁଅ /ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକର ନନ୍ଦିଘୋର ପଂଚାୟତ ପାଇଁ ଏବେ ଲୋକମାନଙ୍କର କରୋନା ଚିନ୍ତା ବଢିଯାଇଛି। ନନ୍ଦିଘୋର ପଂଚାୟତରେ ଏବେ ଲଗାତର ୫ଜଣ କରୋନା...

ନୟାଗଡ଼ ଜିଲାରେ ୬୧ ସଂକ୍ରମିତ, ରାଜସୁନାଖଳା କଂଟେନମେଂଟ ଜୋନ

0
ନୟାଗଡ଼, ୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ୬୧ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୦୪ ହୋଇଥିବାବେଳେ ଆଜି ନୂଆ ୬୧ ଆକ୍ରାନ୍ତଙ୍କୁ ମିଶାଇ...

ଚାନ୍ଦପୁର ଥାନାର ଏଏସ୍‌ଆଇଙ୍କର କରୋନା ସଂକ୍ରମଣ ହେବା ପରେ ମୃତ୍ୟୁ – କୋଭିଡ୍ ଯୋଦ୍ଧାଭାବେ...

0
ନୟାଗଡ଼, ୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ରବିନ୍ଦ୍ର କୁମାର କବିଙ୍କ ବିୟୋଗ ଘଟିଛି। ତାଙ୍କ ମରଶରୀରକୁ ନୟାଗଡ ଅଣାଯିବା ପରେ ପିଟିଏସ୍ ଠାରେ...

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଚାନ୍ଦପୁର କୋଭିଡ୍ ହସପିଟାଲ ପରିଦର୍ଶନ ଓ ସମୀକ୍ଷା

0
ନୟାଗଡ଼, ୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ନୟାଗଡ଼ ଗସ୍ତ କରି ନୟାଗଡ଼ ଜିଲାର ଚାନ୍ଦପୁର ହସ୍‌ପିଟାଲ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା...

ଓଡ଼ଗାଁର ପଂଚିରିଡ଼ା ମାନପୁର ୫ଦିନ ସଟ୍‌ଡାଉନ

0
ନୟାଗଡ଼, ୬ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ବ୍ଳକ ମାନପୁରର ପଂଚରିଡ଼ା ଗାଁକୁ ୫ଦିନ ସରପଂଚ ମନୋଜ ସାହୁ ସଟଡାଉନ କରିଛନ୍ତି। ମାନପୁର ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ରେ ଚିହ୍ନଟ ହୋଇ...

ନୟାଗଡ଼ରେ ଆଜି ଜଣେ କରୋନାରେ ମୃତ୍ୟୁ, ୨୫ ନୂଆ ଆକ୍ରାନ୍ତଙ୍କ ସହ ସମୁଦାୟ ୮୦୪

0
ନୟାଗଡ଼, ୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ମହାମାରୀ ନୟାଗଡ଼ ଜିଲାରେ ମାଡ଼ି ମାଡ଼ି ଚାଲିଛି। ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ନୂଆ ପଜିଟିଭ୍‌ଙ୍କ ସନ୍ଧାନ ମିଳିଛି। ଏହି...

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭୂମିପୂଜା ଊପଲକ୍ଷେ ନୟାଗଡ଼ ଜିଲାର ବିଭିନ୍ନ ରାମମନ୍ଦିରରେ ପୂଜାପାଠ

0
ନୟାଗଡ଼, ୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଅଯୋଧ୍‌୍ୟାରେ ରାମ ମନ୍ଦିର ନିର୍ମାଣର ପୂମିପୂଜାକୁ ସମ୍ମାନ ଜଣାଇ ନୟାଗଡ଼ ଜିଲାର ବିଭିନ୍ନ ରାମ ମନ୍ଦିର ଓ ହନୁମାନ ମନ୍ଦିର ଗୁଡ଼ିକରେ ପୂଜାପାଠ ସହ ଜୟ...

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୟାଗଡ଼ରେ ଶପଥ ପାଠ

0
ନୟାଗଡ଼, ୫ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କୋଭିଡ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ନୟାଗଡ଼ ଜିଲାର...

ନୟାଗଡ଼: ଆଜି ପୁଣି ୬୦ ପଜିଟିଭ୍ ଚହ୍ନଟ, ସୁସ୍ଥ ୧୪

0
ନୟାଗଡ଼, ୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଆଜି ପୁଣି ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୬୦ ପଜିଟିଭ୍‌ ମଧ୍ୟରୁ ଭାପୁର ବ୍ଳକରେ ୩ ଚିହ୍ନଟ ହୋଇଥିବାବେଳେ ଦଶପଲ୍ଳା...

ଆଜି ସମସ୍ତ ୩୧ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ, ଜିଲାରେ ସମୁଦାୟ ହେଲେ ୭୨୨, ନୟାଗଡ଼...

0
ନୟାଗଡ଼, ୪ା୮( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ପୁଣି ଆଜି ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଯାହାକି ସମୁଦାୟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୨ରେ ପହଂଚିଛି।...