ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?

ଖଡିଆଳ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲାରେ ଅନେକ ପ୍ରାଚୀନ ପୈାରାଣିକସ୍ଥଳୀ ଅବସ୍ଥିତ। ସେଥିମଧ୍ୟରୁ ବୋଡେନ ବ୍ଲକର ‘ପାତାଳଗଙ୍ଗା’ ଅନ୍ୟତମ। ନୁଆପଡା ଜିଲା ସଦର ମହକୁମାଠାରୁ ୧୦୦ ଏବଂ ଖଡିଆଳ ସହରଠାରୁ ୩୦ କି.ମି ଦୂରରେ ଅବସ୍ଥିତ ଏହି ଅବହେଳିତ ପର୍ଯ୍ୟଟନସ୍ଥଳୀ ପାତାଳଗଙ୍ଗା। ପୈାରାଣିକ ଦୃଷ୍ଟିରୁ ବିଚାର କଲେଏହି ଧର୍ମସ୍ଥଳୀର ଉତ୍ପତ୍ତି ମୁନରେ ୨ଟି କାରଣ ରହିଛି।  ଗୋଟିଏ ହେଲା ତେତ୍ରୟା ଯୁଗରେ ଚଉଦ ବର୍ଷବନବାସ ପାଇଁ ରାମ ଲକ୍ଷ୍ମଣ ସୀତା ପଞ୍ଚବଟୀ ପାରହୋଇ ଦଣ୍ଡକାରଣ୍ୟରେ ପ୍ରବେଶ କରି ଗୁରୁଡଙ୍ଗର ପାଦ ଦେଶରେ ପହଞ୍ଚି ଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମଋତୁ ଥିବାରୁ ତୃଷ୍ଣା ନିବାରଣ ପାଇଁ ଲକ୍ଷ୍ମଣ  ପାଣିର ସନ୍ଧାନ ନପାଇ ଶର ଦ୍ୱାରା ଧରିତ୍ରୀର…

"ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?"

ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି

ଖଡିଆଳ ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରେ ବର୍ତ୍ତମାନ ତାପମାନ ୪୩ ଡିଗ୍ରୀ କୁ ଛୁଇଲାଣି। ତାପମାନ ପ୍ରକୋପରେ ସକାଳ ୮ ଘଣ୍ଟାରୁ ଅନୁଭୁତ ହେଉଛି। ନିଜ ଦୈନନ୍ଦିନ କାମ ଥିଲେ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନେ ସକାଳରୁ ନିଜ ନିଜ ଦୈନିକ ବଜାର କାମ ସାରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ଦିନ ୧୦ ତା ରୁ ୧୧ ସମୟରେ ଖଡିଆଳ ସହର ଶୁନଶାନ ହୋଇଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ମହାବିଦ୍ୟାଳୟ ମାନ ପାଠ ପଢା ହେଉଛି। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ଅଂଶୁଘାତ ଜନିତ ସମସ୍ୟା ଶୃଷ୍ଟିହୋଇ ପାରେ ବୋଲି ଆଂଶଙ୍କା…

"ଖଡିଆଳରେ ତାପମାନ ବଢ଼ିଲା ,ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି"

ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?

ଖଡିଆଳ ୨/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି।  ଫଳରେ ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ ଫ୍ଲୋରାଇଡ୍ ଯୁକ୍ତ ବିଷାକ୍ତ  ପାନୀୟଜଳ ସେବନ କରି  ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଜଣାଇ ଆସୁଥିଲେ ହେଁ କୈାଣସି ସୁଫଳ ମିଳିନଥିବା ନେଇ ଗ୍ରାମର ମହିଳା ଓ ପୁରୁଷମାନେ ଅଭିଯୋଗ କରିଛନ୍ତି। ନୂଆପଡା ଜିଲାରେ ପ୍ରଚଣ୍ଡ ରୁଦ୍ର ତାପର ପ୍ରକୋପ ଦେଖିବାକୁ ମିଳିଛି। ସକାଳ ୯ଘଣ୍ଟା ସମୟରୁ  ସୂର୍ଯ୍ୟରଶ୍ମି କିରଣରେ ଲୋକେ…

"ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?"

ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ

ଖଡିଆଳ୨୮/୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସହରର ଓ ଗ୍ରାମାଞ୍ଚଳରେ ମନମୁଖି ବିଦ୍ୟୁତ୍ କାଟ ହେଉଥିବାରୁ ଜନସାଧାରଣ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ସମସ୍ୟା ଦୀର୍ଘ ବର୍ଷରୁ ଲାଗି ରହିଥିଲେ ମଧ୍ୟ ତାର ସମାଧାନ କ୍ଷେତ୍ରରେ କେହିମଧ୍ୟ ଗୁରୁତ୍ୱ ଦେଉନାହାନ୍ତି।  ଫଳରେ ବର୍ତ୍ତମାନ ୪୪ଡିଗ୍ରୀର ତାପମାତ୍ରାରେ ଲୋକେ ନାନା ସମସ୍ୟା ଭୋଗ କରୁଥିବା ବେଲେ ଅଘୋଷିତ ବିଦ୍ୟୁତ୍ କାଟ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରୋଗୀ,ବୃଦ୍ଧ,ବୃଦ୍ଧା ଓ ଛୋଟ ଶିଶୁ ମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଅଭାବ ରହୁଥିବା କହି ବିଭାଗୀୟ ଅଧିକାରୀ ନିଜ ଦୋଷରୁ ଏଡାଇ ଯାଉଛନ୍ତି। ଖଡିଆଳ ସହରର ବିଦ୍ୟୁତ୍ ଯୋଗାଣ ନିୟମିତ…

"ଅହେତୁକ ବିଦ୍ୟୁତ୍ କାଟ ଜନଜୀବନ ଅସ୍ତବ୍ୟସ୍ତ"

ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱରରୁ ସମ୍ମାନୀତ

ଖଡିଆଳ୨/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସହର ବ୍ରାହ୍ମଣ ପଡା ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ପୁର୍ବତନ ଉପ କୁଳପତି ପ୍ରମୋଦ ଦଣ୍ଡସେନା ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱର ଦ୍ୱାରା ସମ୍ମାନୀତ ହୋଇଛନ୍ତି। ପ୍ରକାଶ ଯେ ଗତ ୧୪ ଏପ୍ରିଲ ତାରିଖ ରେ ଭୁବନେଶ୍ୱର ଠାରେ ଉତ୍କଳ ବିକାଶ ପରିଷଦ ଉନିବିଂଶ ତମ ବାର୍ଷିକ ବିଷୁବ ଅଧିବେଶନରେ ତଥା ପାଇକ ବିଦ୍ରୋହ ଦ୍ୱିଶତ ବର୍ଷ ପୁର୍ତ୍ତି ପାଳନ ଅବସରରେ ଶ୍ରୀ ଦଣ୍ଡସେନା ଙ୍କୁ ସମ୍ମାନୀତ କରାଯାଇଥିଲା। ଶ୍ରୀ ଦଣ୍ଡସେନା ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ଉପ କୁଳପତି ରହି ସମାଜ ର ଉନ୍ନିତି ପଥରେ ଆଗେଇ ନେବାରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା…

"ଉତ୍କଳ ବିକାଶ ପରିଷଦ ଭୁବନେଶ୍ୱରରୁ ସମ୍ମାନୀତ"

ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ପାଳିତ

ଖଡିଆଳ ୨୨-୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲା ଖଡିଆଳ ସ୍ଥିତ ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓମ ସାଇ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ନିଦେ୍ର୍ଦଶକ ଅନିଲ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବ୍ଲକଅଧ୍ୟକ୍ଷ ବାଲକୃଷ୍ଣ ଶବର, ମୁଖ୍ୟ ବକ୍ତା ଭାବରେ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଭାଗ ମୁଖ୍ୟ ଡ. ପଦ୍ମଲୋଚନ ବର୍ମା, ସମ୍ମାନୀତ ଅତିଥି ଭାବରେ ନୁଆପଡା ଜିଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ବିଜେଡି ନେତା ତଥା ଆଇନଜୀବି ଦିନେଶ ପ୍ରସାଦ ତିୱାରୀ, ଟ୍ରଷ୍ଟି ପ୍ରେସିଡେଣ୍ଟ ରବିନ୍ଦ୍ର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର…

"ଓମ ସାଇ ପବ୍ଲିକ ସ୍କୁଲର ୫ତମ ବାର୍ଷିକ ଉତ୍ସବ ପାଳିତ"

ଭାରତ ବିକାଶ ପରିଷଦର ବୈଠକ

ଖଡିଆଳ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲା ଖଡିଆଳ ସ୍ଥିତ ଭାରତ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡିଆଳ ସହରର ମୁଖ୍ୟରାସ୍ତାର ଦୁରାବସ୍ଥା, ପୋଲିସପଡା ରୁ ସତନାମୀପଡା, ପଋଥିରାଜ ଲଜରୁ ବସଷ୍ଟାଣ୍ଡ, ଆହାର କେନ୍ଦ୍ରରୁ ବସଷ୍ଟାଣ୍ଡ ରାସ୍ତା, ମୁକ୍ତାପୁର ରାସ୍ତା ନିର୍ମାଣ, ଉନ୍ନତ ଡ୍ରେନ ବ୍ୟବସ୍ଥା, ଲାଇଟବ୍ୟବସ୍ଥା, ୧ନଂ ୱାର୍ଡରେ ପାନୀୟ ଜଳ ସମସ୍ୟା ଉପରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲେଚନା ହୋଇ ସମାଧାନ ପାଇଁ ଅନୁରୋଧ କରାଯାଇଥିଲା। ଏହା ସହ ଟ୍ରାଫିକ ସମସ୍ୟା, ନାବାଳକଙ୍କ ଗାଡି ଚାଳନା ବିଷୟକୁ ନେଇ ଆଲୋଚନା ହୋଇ ଖଡିଆଳ ଥାନାଧିକାରୀଙ୍କୁ ଏକ ଅନୁରୋଧ ପତ୍ରଦେଇ ସମାଧାନ କ୍ଷେତ୍ରରେ ଦୃଷ୍ଟିଦେବାକୁ…

"ଭାରତ ବିକାଶ ପରିଷଦର ବୈଠକ"

୬୨ ବର୍ଷର ବୃଦ୍ଧ ହାଇଡ୍ରୋସିଲ ବେମାରୀ ରେ ଆକ୍ରାନ୍ତ, ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ

ଖଡିଆଳ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲଛିପୁର ଗ୍ରାମରେ ରୁହନ୍ତି ଗଗନ ବିହାରୀ ଦାଶ। ବୟସ (୬୨)। ଦିର୍ଘ ଦିନରୁ ସେ ହାଇଡ୍ରୋସିଲ ବେମାରୀ ରେ ଆକ୍ରନ୍ତ ଅଛନ୍ତି। ହେଲେ କୈାଣସି ଲୋକ ତାଙ୍କୁ ସାହାର୍ଯ୍ୟ କରିନଥିବା ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଅଛନ୍ତି। ସେ ଜଣେ ଗରିବ ଶ୍ରେଣୀ ର ହୋଇଥିବାରୁ ଚିକିସ୍ôା କରାଇପରୁ ନ ଥିବା ପ୍ରକାଶ କରିବା ସହିତ ଭିକ୍ଷା ବୃର୍ତ୍ତି କରି ଚିକିତ୍ସା କରାଇ ବୋଲି ପ୍ରକାଶ କରିଛନ୍ତି। ଖଡିଆଳ ର ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ଭିକ୍ଷା ବୃର୍ତ୍ତି କରୁଥିବା ଦେଖିବାକୁ ମିଲିଛି। ଏବିଷରେ ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକରୀ ଜଗଦିଶ…

"୬୨ ବର୍ଷର ବୃଦ୍ଧ ହାଇଡ୍ରୋସିଲ ବେମାରୀ ରେ ଆକ୍ରାନ୍ତ, ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ"

ଖଡିଆଳରେ ତାପମାନ ୪୩ ଛୁଇଲା, ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି

ଖଡିଆଳ ୨୩ – ୪ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରେ ବର୍ତ୍ତମାନ ତାପମାନ ୪୩ ଡିଗ୍ରୀ କୁ ଛୁଇଲାଣି। ତାପମାନ ପ୍ରକୋପରେ ସକାଳ ୮ ଘଣ୍ଟାରୁ ଅନୁଭୁତ ହେଉଛି। ନିଜ ଦୈନନ୍ଦିନ କାମ ଥିଲେ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକ ମାନେ ସକାଳରୁ ନିଜ ନିଜ ଦୈନିକ ବଜାର କାମ ସାରି ଘରକୁ ଫେରିଯାଉଥିବା ଦେଖିବାକୁ ମିଲିଛି। ଦିନ ୧୦ ତା ରୁ ୧୧ ସମୟରେ ଖଡିଆଳ ସହର ଶୁନଶାନ ହୋଇଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ମହାବିଦ୍ୟାଳୟ ମାନ ପାଠ ପଢା ହେଉଛି। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ର ଅଂଶୁଘାତ…

"ଖଡିଆଳରେ ତାପମାନ ୪୩ ଛୁଇଲା, ବିଦ୍ୟାଳୟ ମାନଙ୍କୁ ଛୁଟି କରିବା ପାଇଁ ଦାବି"