ଋକ୍ତ ଗୋଳାପ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ ଅଭିଯାନ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ଗ୍ରାମରେ ଥିବା ରକ୍ତ ଗୋଳାପ ଯୁବକ ସଂଘ ଓ ଜାତୀୟ ଯୁବ ସ୍ୱେଛାସେବିନୀ ଶକ୍ତିମୟୀ ମାଝୀ ଙ୍କ ନେତୃତ୍ୱରେ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଂଘ ପକ୍ଷରୁ ଗ୍ରାମରେ ଥିବା ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ ପରିସରରେ ଥିବା ଆଲିଆ ଆବର୍ଜନା କୁ ସଫା କରାଯାଇଥିଲା। ଗ୍ରାମରେ ସ୍ୱଛତା କିପରି ବଜାୟ ରହିବ ତା ଉପରେ ସଚେତନତା ର୍ୟାଲି ଯୁବକ ସଂଘ କର୍ମକର୍ତ୍ତା ଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ରକ୍ତ ଗୋଲାପ ଯୁବକ ସଂଘର ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଅକ୍ଷୟ କୁମାର ମାଝୀ, ସଭ୍ୟ ନିଶିକାନ୍ତ…

"ଋକ୍ତ ଗୋଳାପ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ ଅଭିଯାନ"

ଭଡାରେ ଚାଳିଛି ନୁତନ ଗ୍ରାମପଚାଂୟତ ଦେଢ ବର୍ଷପରେ ମଧ୍ୟ ନିର୍ମାଣ ହୋଇ ପାରିନି ଗ୍ରାମପଚାଂୟତ କାର୍ଯ୍ୟାଳୟ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଚାଂୟତି ରାଜ ଶାସନକୁ ଲୋକାଭିମୁଖୀ କରିବା ସହିତ ସମସ୍ତ ଙ୍କ ପାଖକୁ ସୁବିଧା ସୁଯୋଗ ପହଚାଂଇବା ଉଦ୍ଦେଶ୍ୟରେ ବଡ ବଡ ଗ୍ରା.ପ ମାନଙ୍କୁ ଛୋଟ ଛୋଟ କରି ନୁତନ ଗ୍ରା.ପ ସୃଷ୍ଟି କରିଥିଲେ। ତଦନୁରୁପ ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ୧୦୮ ଗ୍ରା.ପ ବଦଳରେ ୨୬ ଗୋଟି ଗ୍ରା.ପ ବଢାଇ ୧୩୨ ଗୋଟି ଗ୍ରା.ପ ସୃଷ୍ଟି କଲେ। ବୋଡେନ ବ୍ଲକ ର ଡମଝର ଗ୍ରା.ପ ଏକ ବଡ ଗ୍ରା. ପ ଥିବାରୁ ତାକୁ ଦୁଇ ଗୋଟି ଗ୍ରା.ପ ରେ ବିଭକ୍ତ କରି ପଲସଦା ଗ୍ରାମ କୁ ଏକ ଗ୍ରା.ପ. କରାଯାଇଥିଲା। ନୂତନ ଗ୍ରା.ପ…

"ଭଡାରେ ଚାଳିଛି ନୁତନ ଗ୍ରାମପଚାଂୟତ ଦେଢ ବର୍ଷପରେ ମଧ୍ୟ ନିର୍ମାଣ ହୋଇ ପାରିନି ଗ୍ରାମପଚାଂୟତ କାର୍ଯ୍ୟାଳୟ"

ତାଳୁକ ସ୍ତରୀୟ ଆଇନ ସଚେତନତା ଶିବିର

ଖଡିଆଳ/ନୂଆପଡା-୩୦.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):-ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାମନାଥ ଉଚ୍ଚ ବିଦ୍ୟାପୀଠ ପରିସରରେ ତାଲୁକ ସ୍ତରୀୟ ଆଇନ ସହାୟତା ପ୍ରାଧିକରଣ ତରଫରୁ ବାଳ ଅପରାଧ ଆଇନ ଓ ଶିକ୍ଷାଗତ ଆଇନ ବିଷୟରେ ଏକ ତାଲୁକ ସ୍ତରୀୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଏଲଏସଟି ସମିତିର ଅଧ୍ୟକ୍ଷ ସଂଘମିତ୍ରା ଦାଶ ଅଧ୍ୟକ୍ଷତା କରିଥିବା ବେଲେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରଦ୍ଦାଜଂଳୀ ମାଣ୍ଡୋଠିଆ ବାଳ ଅପରାଧ ଆଇନ ବିଷୟରେ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ଆଇନଜିବୀ ଆଇନଜୀବୀ ମନରଜଂନ ରାଉତ ଶୀକ୍ଷା ଅଧିକାର ଆଇନ ଉପରେ ଆଲୋକପାତ କରିଥିବା ବେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୀବ…

"ତାଳୁକ ସ୍ତରୀୟ ଆଇନ ସଚେତନତା ଶିବିର"

ବରିଘାଟ ଆଶ୍ରମ ବିଦ୍ୟାଲୟରେ ଶିକ୍ଷକ ଓ ଅଭିଭାବକ ଅଭିଭାବିକା ସମ୍ମିଳନୀ

ଖଡିଆଳ/ନୂଆପଡା-୩୦.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଖଡିଆଳ ବ୍ଲକ ବିରିଘାଟ ଗ୍ରାମ ଥିବା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଓ ଆଭିଭାବକ ଅଭିଭାବିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଳୈବାନ ବାଗ ସଭାପତିତ୍ୱ କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଖଡିଆଳ ମଙ୍ଗଳ ସଂପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ, ସମ୍ମାନ୍ଥଚ୍ଛ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟୀର ସଭାପତି ହୃଦୟ ସୁନାନୀ, ବିରିଘାଟ ସରପଚଂ ବିନୋଦ ଧରୁଆ, ସମାଜସେବୀ ଘନଶ୍ୟାମ ଭିତିରିଆ ପ୍ରମୁଖ ଯୋଗଦାନ କରିଥିଲେ। ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆଶ୍ରମ ବିଦ୍ୟାଳୟ ର ପୁର୍ବତନ ଛାତ୍ରଛାତ୍ରୀ ମାନେ ସକ୍ରୀୟ ଅଂଶ ଗ୍ରହଣ କରି ବିଦ୍ୟାଳୟ କୁ ଉନ୍ନତି ପଥରେ…

"ବରିଘାଟ ଆଶ୍ରମ ବିଦ୍ୟାଲୟରେ ଶିକ୍ଷକ ଓ ଅଭିଭାବକ ଅଭିଭାବିକା ସମ୍ମିଳନୀ"

ଭାରତୀୟ ମଜଦୁର ସଂଘର ୬୪ ତମ ପ୍ରତିଷ୍ଠା ଦିବସ ପାଲିତ

ଖଡିଆଳ/ନୂଆପଡା-୨୩.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଅଗ୍ରସେନ ଭବନ ଠାରେ ଭାରତୀୟ ମଜଦୁର ସଂଘର ୬୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ୱ ମଜଦୁର ସଂଘର ସମ୍ପାଦକ ସଭାପତିତ୍ୱ କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ସଂଘ ସଭାପତି ସୁକ୍ଲାମ୍ବର ନିଆଲ, ଉପଦେଷ୍ଟା ଆଇନଜୀବୀ ବାଳକୃଷ୍ଣ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଭାରତୀୟ ମଜଦୁର ସଂଘର ନିୟମାବଳୀ ସମେତ ବିଭିନ୍ନ ଦୀଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୀରବଳ ପଟେଲ, କୁଞ୍ଜ ବିହାରୀ କଟା, ମନରଜଂନ ବଘେଲ, ରତ୍ନାକର ଅଦା, ଖଗେଶ୍ୱର ଭୋଇ, ସଞ୍ଜୟ ନାୟକ, ପ୍ରେମାନନ୍ଦ ରାଉତ,…

"ଭାରତୀୟ ମଜଦୁର ସଂଘର ୬୪ ତମ ପ୍ରତିଷ୍ଠା ଦିବସ ପାଲିତ"

ରାଜା.ଏ.ଟି ହାଇସ୍କୁଲର ପ୍ଲାଟିନମ ଜୟନ୍ତୀ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ

ଖଡିଆଳ/ନୂଆପଡା-୨୩.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲା ଖଡିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ ଠାରେ ରାଜା ଏ.ଟି ହାଇସ୍କୁଲ ପୁର୍ବତନ ପ୍ରଧାନ ଶିକ୍ଷକ ବଳଭଦ୍ର ମହାଉତି ଙ୍କ ଅଧୟକ୍ଷତାରେ ଓଡିଶାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ରାଜା.ଏ.ଟି ହାଇସ୍କୁଲ ର ପ୍ଲାଟିନମ ଜୟନ୍ତୀ ପାଳନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ଲାଟିନମ ଜୟନ୍ତୀ ଆସନ୍ତା ବିଜୟ ଦଶମୀ ୧୯.୧୦.୧୮ ଠାରୁ ୪ଦିନ ବ୍ୟାପୀ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ପ୍ଲାଟିନମ ଜୟନ୍ତୀ ପାଳନରେ ସାମ୍ବାଦିକ ମାନଙ୍କ ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଭାରତ ସ୍ୱାଧିନ ନହେବା…

"ରାଜା.ଏ.ଟି ହାଇସ୍କୁଲର ପ୍ଲାଟିନମ ଜୟନ୍ତୀ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ"

ଖଡିଆଳ ଯୁବ ମୋର୍ଚ୍ଚା ଆନୁକ୍ୟଲ୍ୟରେ ସମସ୍ତ ରାଜନୈତିକ ପକ୍ଷରୁ ଖଡିଆଳ ବନ୍ଦ ଡାକରା

ଖଡିଆଳ/ନୂଆପଡା-୨୩.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲା ଖଡିଆଳରେ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୁର୍ଣ୍ଣ ଭାବରେ ଭୁଶୁଡି ଯାଇଥିବା ସହିତ ଆବଶ୍ୟକ ଡାକ୍ତର ନଥିବା ଯୋଗୁଁ ଖଡିଆଳ ଯୁବ ମୋର୍ଚ୍ଚା ଆନୁକ୍ୟୁଲ୍ୟରେ ଖଡିଆଳର ସର୍ବଦଳ ପକ୍ଷରୁ ଖଡିଆଳ ବନ୍ଦ ଡାକରା ଦିଆଯାଇଛି। କେବଳ ବ୍ୟାଙ୍କ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଲେ ସମସ୍ତ ଦୋକାନ ବଜାର ଖୋଲା ରହିବା ପାଇଁ ନିଷ୍ପର୍ତ୍ତି ନିଆଯାଇଥିବା ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରକାଶ କରାଯାଇଛି।

"ଖଡିଆଳ ଯୁବ ମୋର୍ଚ୍ଚା ଆନୁକ୍ୟଲ୍ୟରେ ସମସ୍ତ ରାଜନୈତିକ ପକ୍ଷରୁ ଖଡିଆଳ ବନ୍ଦ ଡାକରା"

ଡୁଆଝର ଗ୍ରାମର ହତ୍ୟାକାଣ୍ଡ କୁ ନେଇ ସାମ୍ବାଦିକ ସମ୍ବିଳନୀ

ଖଡିଆଳ/ନୂାାପଡା-୨୨.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲ୍ଲା ଖଡିଆଳ ଥାନ ଡୁଆଝର ଗ୍ରାମରେ ଗତ ଜୁଲାଇ ୧୮ ତାରିଖ ଦିନ ଦ୍ୱିପହରେ ଟାଙ୍ଗିଆ ରେ ଜଣେ ବ୍ୟକ୍ତି ଙ୍କୁ ହାଣି ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପରେ ଖଡିଆଳ ପୋଲିସ ତଦନ୍ତ କୁ ଯୋରଦାର କରି ହତ୍ୟା କରିଥିବା ଅଭିଯୁକ୍ତ ଭୁବନ ଖାଡିଆ କୁ ଗିରଫ କରି ପଚାରା ଉଚୁରା ପରେ ହତ୍ୟା କରିଥିବା ଘଟଣା ପଦାକୁ ଆସିଥିବା ଖଡିଆଳ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ସୂଚନା ମତେ ମୃତ ଦୟାସାଗର ଜାନୀ ଙ୍କ ସ୍ତ୍ରୀ କୁ ଭୁବନ ଖାଡିଆ ର ପ୍ରେମ ସମ୍ପର୍କ ରହିଥିବା ଦୟାସାଗର ସନ୍ଦେହ କରିଥିଲା ଓ…

"ଡୁଆଝର ଗ୍ରାମର ହତ୍ୟାକାଣ୍ଡ କୁ ନେଇ ସାମ୍ବାଦିକ ସମ୍ବିଳନୀ"

ପ୍ରଧାନମନ୍ତ୍ରୀ ଫସଲ ବୀମା ୱେବସାଇଟ ଚାଲୁନାହିଁ, ଚାଷିକୁଳ ଚିନ୍ତାରେ

ଖଡିଆଳ/ନୂାାପଡା-୨୨.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ସରକାର ଚାଷିଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ୱେବସାଇଟ ଖୋଲୁନଥିବାରୁ ଚାଷିକୂଳ ହତାଶାଭାବ ଦେଖାଇଛନ୍ତି। ସରକାର ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଷି ସେମାନଙ୍କ ଚାଷ ଜମିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଭୂକ୍ତ କରିପାରିବେ ବୋଲି ନିୟମ କରିଛନ୍ତି। ହେଲେ ଏନେଇ ଏକ ୱେବସାଇଟ ଜାରୀ କରାଯାଇଥିବା ବେଲେ ଏହି ୱେବସାଇଟ ଖୋଲୁନଥିବାରୁ ଚାଷି ମାନେ ସେମାନଙ୍କ ବୀମାରାଶୀ ପୈଠ କରିପାରୁନାହାନ୍ତି। ଏଭଲି ପରିସ୍ଥିତିର ସମ୍ମୁଖିନରେ ପଡିଛନ୍ତି ନୂଆପଡା ଜିଲାର ସମସ୍ତ ଚାଷିକୂଳ। ବର୍ତ୍ତମାନ ଫସଲ ବୀମା କରିବାର ୨୧…

"ପ୍ରଧାନମନ୍ତ୍ରୀ ଫସଲ ବୀମା ୱେବସାଇଟ ଚାଲୁନାହିଁ, ଚାଷିକୁଳ ଚିନ୍ତାରେ"

ବିଜୁ ଯୁବବାହିନୀ ତରଫରୁ ପ୍ରସ୍ତୁତି ବୈଠକ

ଖଡିଆଳ/ନୂାାପଡା-୨୧.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ଏକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଖୁଲଣା ବେହେରା ଅଧ୍ୟକ୍ଷତା କରିଥିବା ବେଲେ ଏଥିରେ ବର୍ତ୍ତାମାନ ବନ ମହୋସ୍ôବ ପକ୍ଷ ଅବସରରେ ଏନ.ଏ.ସି ଏରିଆରେ ବିଭିନ୍ନ ପ୍ରକାର ଗଛ ରୋପଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁ, ନୋଡାଲ ଅଫିସର ଡ. ସିଦ୍ଧାର୍ଥ ଶଙ୍କର ମହାପାତ୍ର ସମେତ ପଞ୍ଚସଖା ଯୁବକ ସଂଘ ବାଦୀର ସଭାପତି ପରକ୍ଷିତ ସତନାମୀ ଉପସ୍ଥିତ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ…

"ବିଜୁ ଯୁବବାହିନୀ ତରଫରୁ ପ୍ରସ୍ତୁତି ବୈଠକ"