Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ଏମପିଭି ୬୫ ଗ୍ରାମରେ ବୁଥ ଜବର ଦଖଲ, ଇଭିଏମ ଭଙ୍ଗାରୁଜା ହୋଇଥିବାରୁ ସାନି ନିର୍ବାଚନ...

0
ମାଲକାନଗିରି, ୧୩ା୪ (ଓଡିଆ ପୁଅ ) କାଲିମେଳା ବ୍ଲକସ୍ଥ ଏମପିଭି ୬୫ଗ୍ରାମର ୨୫୪ ନମ୍ବର ବୁଥ ଜବର ଦଖଲ, ଇଭିଏମ ଭଙ୍ଗାରୁଜା ଓ ପୁଲିଂ ପାର୍ଟିଙ୍କୁ ମାଡମାରିବା ସଂପର୍କରେ ପୁଲିସ ଓ ଜିଲ୍ଲା...

ପ୍ରେମୀକାର ଅପମାନ ଓ ନିର୍ଯାତନା ସହି ନପାରି ନିଜ ଉପରକୁ ପିସ୍ତଲରୁ ଗୁଳି ଚଳାଇ...

0
ମାଲକାନଗିରି, ୧୩ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରହକୁମା ଠାରେ ଜଣେ କନେଷ୍ଟବଳ ନିଜ ପ୍ରେମିକାର ଅପମାନ ଓ ନିର୍ଯାତନା ସହି ନପାରି ନିଜ ପିସ୍ତଲରୁ ନିଜ ଉପରକୁ ଗୁଳି ଚଳାଇ...

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣ ଯୋଜନା ପଣ୍ଡ: ପୁଲିଂ ପାର୍ଟି ୧୫ କିମି ଜଙ୍ଗଲରେ ଚାଲିଚାଲି...

0
ମାଲକାନଗିରି, ୧୨ା ୪(ଓଡିଆ ପୁଅ ) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ପୋତିଥିବା ଭୟରେ ଗାଡିରେ ନ ଆସି ସମୁଦ୍ର ପତନଠାରୁ ୩ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିର ପାହାଡିଆ ଦୁର୍ଗମ ପଥୁରିଆ ଦୀର୍ଘ ୧୫କିମି...

ପୁଲିସ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସଦର ମହକୁମାରେ ପହଁଚିଲେ ୫୪୦ ବୁଥର ପୁଲିଂ...

0
ମାଲକାନଗିରି, ୧୨ା ୪(ଓଡିଆ ପୁଅ) ଗତକାଲି ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ବଡପର୍ବ। ମତଦାନର ମହୋତ୍ସବ, ଆଦିବାସୀ ଅଧ୍ୟୁଷିତ ମାପ୍ରବଣ ମାଲକାନଗିରି ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସରିଯାଇଛି। ଜିଲ୍ଲାର ୫୪୦ଟି ବୁଥ...

୮ କିମି ଦୂର ଭୋଟକେନ୍ଦ୍ର ହୋଇଥିବାରୁ ଭୋଟ ବର୍ଜନ କଲେ କୋରାପାଲି ଗ୍ରାମର ୯୦୦...

0
ମାଲକାନଗିରି, ୧୧ା୪ (ଓଡିଆ ପୁଅ )ଆଜି ଥିଲା ଗଣତନ୍ତ୍ରର ବଡପର୍ବ, ସମଗ୍ର ମାଲକାନଗିରି ଜିଲ୍ଲାରେ ଆନନ୍ଦରେ ବିଭିନ୍ନ ଗ୍ରାମବାସୀମାନେ ଭୋଟ ଦେଉଥିବା ବେଳେ ସେଥିରୁ ବଚିଂତ ହୋଇଛନ୍ତି ମାଥିଲି ବ୍ଲକସ୍ଥ କୋରାପାଲି ଗ୍ରାମର...

ମାଓଗଡରେ ମତଦାନ,ଦୀର୍ଘ ବର୍ଷପରେ ମାଓପ୍ରବଣ ବଡିଗେଟା ପଚାଂୟତବାସୀ ଭୋଟଦେବାର ସୁଯୋଗ ପାଇଲେ

0
ମାଲକାନଗିରି, ୧୧ା୪ (ଓଡିଆ ପୁଅ  )ଦୀର୍ଘବର୍ଷହେଲା କାଲିମେଳା ବ୍ଲକସ୍ଥ ବଡିଗେଟା ପଚାୟଂତ ବାସୀ ମାଓବାଦୀମାନଙ୍କ ଭୟରେ ଭୋଟ ଦେଇପାରୁନଥିଲେ । ଚଳିତ ନିର୍ବାଚନରେ ମାଓଗଡରେ ମତଦାନ ହୋଇପାରିଛି । ମାଓଗଡ ବଡିଗେଟା ଭୋଟକେନ୍ଦ୍ରରେ...

ଏହି ୧୫ଟି ବୁଥ୍ ରେ ମତଦାନ ଶୂନ: ମାଓ ଭୟରେ ଭୋଟ ଦେଲେନି ଗ୍ରାମବାସୀ

0
ମାଲକାନାଗିରି ୧୧-୪ (ଓଡ଼ିଆ ପୁଅ) ମାଲକାନାଗିରି ଜିଲ୍ଲାର ମାଲକାନାଗିର ଓ ଚିତ୍ରକୁଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ୫୪୦ ଭୋଟକେନ୍ଦ୍ର ଖୋଲାଯାଇଥିଲା। ଏଥିମଧ୍ୟରୁ ଚିତ୍ରକୁଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ...

ମତଦାନ କେନ୍ଦ୍ର ନିକଟରେ ସନଷ୍ଟ୍ରୋକରେ ଚାଲିଗଲା ପ୍ରାଣ- ଭୋଟ ଦେବାକୁ ଆସିଥିଲେ

0
ମାଲକାନଗିରି ୧୧-୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ନାଲାଗୁଣ୍ଠି ଗ୍ରାମପଞ୍ଚାୟତର ଏମ.ଭି ୭୪ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୨୪୯ ନମ୍ବର ବୁଥ୍ କୁ ଭୋଟ ଦେବାପାଇଁ ଆସି...

ମାଓବାଦୀଙ୍କ ଭୋଟବର୍ଜନ ଡାକରା ସ୍ୱତ୍ତ୍ୱେ କଡାସୁରକ୍ଷା ମଧ୍ୟରେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମତଦାନ: ୧୩ଜଣ...

0
ମାଲକାନଗିରି, ୧୧-୪(ଓଡିଆ ପୁଅ) ମାଓବାଦୀଙ୍କ ଭୋଟ ବର୍ଜନ ଡାକରା ସ୍ୱତ୍ତ୍ୱେ କଡାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଆଜି ନିର୍ବାଚନ ଶେଷ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନର ୧୩ଜଣ...

ନିର୍ବାଚନରେ ପ୍ରଥମ ଥରକିର ମହିଳା କର୍ମଚାରି ମାନଙ୍କ ପାଇଁ ମଡେଲ୍ ପିଙ୍କ୍ ଭୋଟକେନ୍ଦ୍ର

0
ମାଲକାନଗିରି,୧୦ା୪ (ଓଡିଆ ପୁଅ ) ଚଳିତ ସାଧାରଣ ନିର୍ବାଚନରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମହିଳାପୁଲିଂ ପାର୍ଟି ଓ ମହିଳା ଭୋଟରଙ୍କ ମତଦାନ ର ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ରଭାବେ ଦୁଇଟି...

ମାଲକାନଗିରି ରେ କାଳବୈଶାଖୀ,ବିଦ୍ୟୁତ,ଟେଲିଫୋନ,ଇଟଂରନେଟ ସେବା ବ୍ୟାହତ

0
ମାଲକାନଗିରି,୧୦ା୪ (ଓଡିଆ ପୁଅ )  ଦୀର୍ଘଦିନ ଧରି ମାଲକାନଗିରି ଜିଲ୍ଲାବାସୀ ତତଲା କଢେଇରେ ସିଜୁଥିବା ବେଳେ ଆଜି ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଘଟି ଝଡ ସହିତ ବର୍ଷା ଆରମ୍ଭ ହୋଇଯାଇଛି...

ମାଲକାନଗିରି ଜିଲ୍ଲାରେ ନିର୍ବାଚନପାଇଁ ୨ଟି ହେଲିକେପ୍ଟର ଓ ୮ଶହ ଗାଡି ନିୟୋଜିତ

0
ମାଲକାନଗିରି, ୯ା୪ (ଓଡିଆ ପୁଅ) ଆସନ୍ତା ୧୧ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନପାଇଁ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ହେବାକୁ ଯାଉଛି। ଏହି ଦୁଇଟି ନିର୍ବାଚନ ମଣ୍ଡଳି ମାଓପ୍ରବଣ...

ସୀମାନ୍ତରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣ, ବିଧାୟକଙ୍କ ସହିତ ୫ ଯବାନ ସହୀଦ, ମାଲକାନଗିରିରେ ହାଇଆଲର୍ଟ

0
ମାଲକାନଗିରି, ୯ା୪(ଓଡିଆ ପୁଅ) ଆଜି ଅପରାହ୍ନରେ ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀମାନେ ଲାଲ ତାଣ୍ଡବ ଘଟାଇଛନ୍ତି। ଦନ୍ତେୱାଡ଼ା ଜିଲ୍ଲା କୁଆକୁଣ୍ଡା ଠାରେ ବିଜେପି ବିଧାୟକ ଭୀମା ମାଣ୍ଡବି ଏକ ଶୋଭାଯାତ୍ରାରେ...

ଇଭିଏମ ମେସିନ ଧରି ପୁଲିଂ ପାର୍ଟୀ ଚାଲିଲେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର...

0
ମାଲକାନଗିରି, ୯ା୪(ଓଡିଆ ପୁଅ) ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ମାଲାକନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ଆସନ ପାଇଁ...

ମାଲକାନଗିରି ମାଓଗଡରେ ବିଜେଡି ସୁପ୍ରୀମୋ ନବୀନଙ୍କ ନିର୍ବାଚନ ପ୍ରଚାର , କେନ୍ଦ୍ରସରକାରଙ୍କ ବିରୋଧରେ ଗର୍ଜିଲେ

0
ମାଲକାନଗିରି,୫ା୪(ଓଡିଆ ପୁଅ ) ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରୀମୋ ନବୀନ ପଟନାୟକ ମାଓଗଡ ମାଲକାନଗିରି ଜିଲ୍ଲାକୁ ଗସ୍ତ କରି କେନ୍ଦ୍ରସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ...

ଆନ୍ଧ୍ର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବାପାଇଁ ଗାଁ...

0
ମାଲକାନଗିରି, ୩ା୪ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଆଭାଷା ସଂସ୍କୃତିର ବିକାଶ ନିମନ୍ତେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆନ୍ଧ୍ରପ୍ରଦେଶ ସୀମାନ୍ତ ମାନ୍ୟମକୋଣ୍ଡା ଗ୍ରାମଠାରେ ଆଡମ୍ବର ସହକାରେ ଗାଁ ସାହିତ୍ୟ...

ମାଓଗଡ କାଲିମେଳାରେ ଭାଜପାର ବିଜୟ ସଙ୍କଳ୍ପ ସମାବେଶ, ନବୀନ ସରକାର ପୋଡା ଟ୍ରାନ୍ସଫରମୋର, ମୋଦୀ...

0
ମାଲକାନଗିରି, ୩ା୪ (ଓଡିଆ ପୁଅ ) ଆଜି ସକାଳେ ମାଲକାନଗିରି ଜିଲ୍ଲାସ୍ଥ ମାଓପ୍ରବଣ କାଲିମେଳା ଠାରେ ଭାଜପା ଦଳର ବିଜୟ ସଙ୍କଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର...

ନିର୍ବାଚନୀ ସଭାରେ ଯୁବ କଂଗ୍ରେସ ସଭାପତିଙ୍କୁ ଏସଡିପିଓଙ୍କ ମାଡ ବିରୋଧରେ କଂଗ୍ରେସର ଥାନା ଘେରାଓ

0
ମାଲକାନଗିରି, ୩ା୪(ଓଡିଆ ପୁଅ ) ଆଜି ମାଲକାନଗିରି ବ୍ଲକସ୍ଥ ମାର୍କାପାଲି ଠାରେ କଂଗ୍ରେସଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ଛତିଶଗଡ ରାଜ୍ୟ କଂଗ୍ରେସଦଳର ମନ୍ତ୍ରୀ ଲକ୍ଷ୍ମାମା...

ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ପାଇଁ ୧୨ଜଣ ଛାତ୍ର ଛାତ୍ରୀ ଟିସି ପାଇବାରୁ ବଞ୍ଚିତ ହେଲେ

0
ମାଲକାନଗିରି, ୧ା୪ (ଓଡିଆ ପୁଅ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ...

ଶତପ୍ରତିଶତ ମତଦାନ ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଗଣଦୈଡ

0
ମାଲକାନଗିରି, ୧ା୪(ଓଡିଆ ପୁଅ) ଆସନ୍ତା ୧୧ତାରିଖରେ ହେବାକୁ ଥିବା ସାଧରଣ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ଶତପ୍ରତିଶତ ମତଦାନ ହେବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଗଣଦୈଡ ର ଆୟୋଜନ ହୋଇ ଜନସଚେତନତା ସୃଷ୍ଟି କରାଯାଇଛି।...