Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲକାନଗିର ଜିଲ୍ଲା ର ବିଭିନ୍ନ ସ୍ଥାନରେ ମା ବାଗଦେବୀ ସରସ୍ୱତୀ ଙ୍କ ପୂଜା

0
  ମାଲକାନଗିରି,୩୦ା୧(ଓଡିଆ ପୁ୍‌ଅ ) ମା ବାଗଦେବୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜାରେ ସମଗ୍ର ମାଲକାନଗିରି ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଟାନ ସହିତ ସରକାରି ଓ ବେସରକାରି ଅନୁଷ୍ଟାନ ଗୁଡିକରେ ଉତ୍ସବ ମୁଖର...

ଧାନମଣ୍ଡି ରେ ଉପୁଜିଥିବା ସମସ୍ୟା ସଂପର୍କରେ ବିଜେପି ଦଳର ସାମ୍ବାଦିକ ସମ୍ମିଳନୀ

0
ମାଲକାନଗିରି,୩୦ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗିରହିଥିବା ନାନାପ୍ରକାର ସମସ୍ୟା ସଂପର୍କରେ ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଆଜିସକାଳେ ସ୍ଥନୀୟ ସର୍କିଟହାଉସ ଠାରେ ମାଲକାନଗିରି...

ଶିକ୍ଷା ହିଁ ଜ୍ଞାନର ମାପକାଠି,ମଣିଷ ସମାଜକୁ ସତ୍ ମାର୍ଗଦେଖାଇ ଥାଏ , ମଡର୍ନ ଇଂରାଜୀ...

0
ମାଲକାନଗିରି,୩୦ା୧(ଓଡିଆ ପୁଅ ) ଶିକ୍ଷା ହିଁ ଜ୍ଞାନର ମାପକାଠି,ଶିକ୍ଷାଦ୍ୱାରା ମଣିଷ ସମାଜ ସତ୍ ମାର୍ଗରେ ପରିଚାଳିତ ହୋଇ ଜଣେ ଭଲମଣିଷ ପାଲଟିଥାଏ ବୋଲି ମାଲକାନଗିରି ମର୍ଡନ ଇଂରାଜୀ ବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରବେଶ...

ସ୍ୱାଭିମାନ ଅଚଂଳ ର ତିନୋଟି ଗାଁର ପରିସ୍ଥିତି ସୁଧୁରୁଛି,ଘରକୁ ଫେରିଲେ ଗ୍ରାମବାସୀ

0
ମାଲକାନଗିରି,୨୯ା୧( ଓଡିଆ ପୁଅ ) ଗତ ତିନିଦିନ ଧରି ସ୍ୱାଭିମାନ ଅଚଂଳରେ ଚାଲିଥିବା ମାଓବାଦୀ ପୁଲିସ ଓ ଗ୍ରାମବାସୀ ଙ୍କ ଙ୍କ ମଧ୍ୟରେ ଛକାପଝାଂ ଲୁଚକାଳି ଖେଳର ଅବସାନ ଘଟିଛି । ମାଓବାଦୀଙ୍କ...

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର କ୍ଷତିଗସ୍ତ ଜମାକାରିଙ୍କ ସତ୍ୟାଗ୍ରହ

0
ମାଲକାନଗିରି,୨୯ା୧(ଓଡିଆ ପୁଅ ) ରାଜ୍ୟସରକାର କ୍ଷତିଗସ୍ତଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଥିବାରୁ ଆଜି ମାଲାକନଗିରି ଜିଲ୍ଲାସଦର ମହକୁମା ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି । ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା...

ମାଲକାନଗିରି ଜିଲ୍ଲାରେ ଭାରତବନ୍ଦ ପ୍ରଭାବ,ଦୋକାନବଜାର ବନ୍ଦ ଯାନବାହନ ଚଳାଚଳ ଠପ୍

0
ମାଲକାନଗିରି,୨୯ା୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ବହୁଜନ କ୍ରାନ୍ତୀ ମୋର୍ଚା,ଏସି,ଏସଟି,ଓବିସି, ସଂଖ୍ୟାଲଗୁ ସଂଘ ପକ୍ଷରୁ ଏନଆରସି,ସିଏଏ,ଇଭିଏମ ବିରୋଧରେ ଆଜି ଭାରତବନ୍ଦ ଡାକରା ଦିଆଯାଇଛି, ଏହି ବନ୍ଦଡାକରାରେ ମାଲକାନଗିରି ସହର ସହିତ ବିଭିନ୍ନ ସ୍ଥାନରେ...

ମାଓଗଡରେ ଆଦର୍ଶ ଗ୍ରାମ, ଘରପୋଡି କ୍ଷତି ଗସ୍ତଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ,ସ୍ୱାଭିମାନ ଅଞ୍ଚଳର ବିକାଶପ୍ରତି...

0
ମାଲକାନଗିରି, ୨୮ା୧(ଓଡିଆ ପୁଅ ) ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ସ୍ୱାଭିମାନଅଞ୍ଚଳ ରେ ଗତ ଦୁଇଦିନ ନହେଲା ପୁଲିସ ଛାଉଁଣୀରେ ପରିଣତ ହୋଇଯାଇଛି। ଆଗରୁ ମାଓବାଦୀ ପୁଲିସ ମଧ୍ୟରେ ଛକାପଝାଂର ଲୁଚକାଳି ଖେଳଚାଲିଥିବା...

ଗଜେଂଇ ଚୋରା ଚାଲାଣକାରୀଙ୍କ ଗାଡିକୁ ଧରିବାକୁ ଯାଇ ଗାଡି ଧକ୍କାରେ ହୋମଗାର୍ଡ ଆହତ ।ଗାଡି...

0
ମାଲକାନଗିରି,୨୮ା୧(ଓଡିଆ ପୁଅ) ଗଜେଂଇ ଚୋରାଚାଲାଣ କାରିଙ୍କ ଗାଡିକୁ ଧରିବାକୁ ଯାଇ ସେହି ଗାଡି ଧକ୍କାରେ ଜଣେ ହୋମଗାର୍ଡ ଆହତ ହୋଇଥିବାର ଜଣାପଡିଛି । ଚିତ୍ରକୋଣ୍ଡା ଥାନାସ୍ଥ ଗୁଠାଂଓ୍ୟାର୍ଡା ଅଚଂଳରୁ କିଛି ଲୋକ ଏକ...

ଦୁର୍ଗମଅଚଂଳରେ ରାସ୍ତାନିର୍ମାଣ ପାଇଁ ଦାବିକରି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଗ୍ରାମବାସୀ

0
ମାଲକାନଗିରି,୨୭ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଇଲାକାରେ ଉନ୍ନୟନ କାର୍ଯ୍ୟସହ ରାସ୍ତାଘଟ ନିର୍ମାଣକୁ ମାଓବାଦୀ ମାନେ ବିରୋଧ କରୁଥିବା ବେଳେ ଗ୍ରାମରେ ଉନ୍ନୟନକାର୍ଯ୍ୟ କିପରି ହେବ ସେଥିପ୍ରତି ଗୁରୁତ୍ୱ ଦେଇ ମାଓପ୍ରବଣ...

ମାଁ ମାଁଉଲି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଓ ଦେବାଦେବୀଙ୍କ ଲାଠିପୂଜା ଉଦଯାପିତ

0
ମାଲକାନଗିରି,୨୭ା୧ (ଓଡିଆ ପୁଅ ) ଗତ୪ଦିନ ଧରି ଚାଲିଥିବା ମାଁ ମାଁଉଲୀ ମାଆଙ୍କ ପ୍ରାସାଦ,ବିଗ୍ରହ ପ୍ରତିଷ୍ଠା ଓ ଦେବାଦେବୀଙ୍କ ଲାଠିପୁଜା ଉତ୍ସବ ଆଜି ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାସଦର...

ଅନୁସୂଚିତ ଜାତି ଜନଜାତି ବିଭାଗରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ...

0
ମାଲକାନଗିରି,୨୭ା୧ (ଓଡିଆ ପୁଅ )ମାଲକାନିଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ରେ ଦୀର୍ଘବର୍ଷ ହେଲା ଶତାଧିକ ଶିକ୍ଷକ ପଦବି ଖାଲିପଡିଥିଲେ ମଧ୍ୟ ସେ ଗୁଡିକୁ ପୁରଣ ହେଉ ନଥିବାରୁ ଶିକ୍ଷାଦାନରେ...

ସ୍ୱାଭିମାନଅଚଂଳ ମାଓଇଲାକାରେ ପହଁଚିଲେ ଜିଲ୍ଲାପାଳ ଓ ଏସ.ପି, ଘରପୋଡିରେ କ୍ଷତିଗସ୍ତ ପରିବାରଙ୍କୁ ଭେଟି ସହାୟତା...

0
ମାଲକାନଗିରି,୨୭ା୧(ଓଡିଆ ପୁଅ ) ସ୍ୱାଭିମାନ ଅଚଂଳରେ ଗତ ଶନିବାର ରାତ୍ରରେ ଗ୍ରାମବାସୀ ମାନେ ଜଣେ ମାଓବାଦୀଙ୍କୁ ମାଡମାରିବା ଦ୍ୱାରା ଜଣେ ମାଓବାଦୀର ମୃତ୍ୟୁହେବାସହ ଜଣେ ଆହତ ହୋଇଥିଲେ । ସେହି ଘଟଣାରେ ମାଓବାଦୀ...

ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ,ମାଲକାନଗିରି ଜିଲ୍ଲାରେ ୭୧ତମ ଗଣଣତନ୍ତ୍ର ଦିବସ ପାଳିତ

0
ମାଲକାନଗିରି,୨୬ା୧ (ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯେଉଁ ମହାନମାନବ,ବରପୁତ୍ର ନିଜର ଅସୀମତ୍ୟାଗ,ଆତ୍ମବଳୀ...

ଗ୍ରାମବାସୀଙ୍କ ଆକ୍ରମଣ କୁ ବିରୋଧ କରି ସ୍ୱାଭିମାନ ଅଚଂଳରେ ୧୦ଜଣ ଆଦିବାସୀଙ୍କ ଘର ପୋଡିଲେ...

0
ମାଲକାନଗିରି,୨୬ା୧(ଓଡିଆ ପୁଅ ) ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ମୁକାବିଲା କରି ଗ୍ରାମବାସୀ ମାନଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମାଓବାଦୀ ନିହତ ହେବାସହ ଅନ୍ୟଜଣେ ଆହତ ହେବା ଘଟଣାରେ ମାଓବାଦୀ ମାନେ ଉକ୍ଷିପ୍ତ...

ମାଓଗଡରେ ମାଓବାଦୀଙ୍କୁ ଝଟକା,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ,ଜଣେ ମାଓବାଦୀ ମୃତ ଜଣେ ଆହତ

0
ମାଲକାନଗିରି,୨୬ା୧ (ଓଡିଆ ପୁଅ ) ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ମାଓବାଦୀର ମୃତ୍ୟୁହେବା ସହ ଜଣେ ଆହତ ହୋଇଛନ୍ତି । ଆଜି...

ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥରକରି ଭାଗନେବେ ୧୮ଜଣ ଆଦିମ ବଣ୍ଡା ଜନଜାତି

0
ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆସନ୍ତାକାଲି ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥରକରି ଭାଗନେବେ ମାଲକାନଗିରି ଜିଲ୍ଲା ଖଇରପୁଟ ଦୁର୍ଗମ ଅପହଁଚ ଇଲାକା ମାଓପ୍ରବଣ ବଣ୍ଡାଘାଟିର ୧୮ଜଣ ଆଦିମ ବଣ୍ଡାଜନଜାତି ।...

ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସାହିତ୍ୟସେବା ପାଇଁ ମାଲକାନଗିରି ଜିଲ୍ଲାର ସାହିତ୍ୟିକ ବିଶ୍ୱଭାରତୀ ଶାନ୍ତିନିକେତନ ଠାରେ...

0
ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାହ୍ୟିତିକ,ଗବେଷକ,ଲେଖକ ରତ୍ନାକରଦାଶ ଓଡିଆ ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଉଲେଖ୍ୟନୀୟ ସଫଳତା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଓ...

୧୦ମ ଜାତୀୟ ମତଦାତା ଦିବସ ପାଳନ,ନୁଆଭୋଟରଙ୍କୁ ସ୍ୱାଗତ

0
ମାଲକାନଗିରି,୨୫ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ୧୦ମ ଜାତୀୟ ମତଦାତା ଦିବସ ଆଜି ସ୍ଥାନିୟ ସଂସ୍କୃତି ଭବନ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି ।ଏହିଅବସରରେ ମୁଖ୍ୟଅତିଥି...

ମାଲକାନଗିରି ଜିଲ୍ଲାରେ ବୁଲିଲା କ୍ଷମତା ଏକ୍ସପ୍ରେସ,୧୧ଶହ ଜଣ ଭିନ୍ନକ୍ଷମ ଙ୍କ ନାମ ପଜିଂକରଣ, ୩୬୦ଜଣଙ୍କୁ...

0
ମାଲକାନଗିରି,୨୪ା୧ (ଓଡିଆ ପୁ୍‌ଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି କ୍ଷମତା ଏକ୍ସପ୍ରେସ ସାତଟି ଯାକ ବ୍ଲକ ଭ୍ରମଣ କରି ୧୧୦୦ଜଣ ଭିନ୍ନ କ୍ଷମଙ୍କ ନାମପଜିଂକରଣ ସହ୩୬୦ଜଣଙ୍କୁ ପରିଚୟପ୍ରଦାନ...

ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ,୨୧୮ଜଣ କନ୍ୟା ବିଭିନ୍ନ ପ୍ରତି ଯୋଗୀତାରେ ଭାଗନେଇ ପୁରସ୍କୃତ...

0
ମାଲକାନଗିରି,୨୪ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁମଙ୍ଗଳ କମିଟି ର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ...