Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌଚାଳନା ପ୍ରତି ଯୋଗୀତା

0
ମାଲକାନଗିରି,୬ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ,ଏହି ଉତ୍ସବ ଉପଲକ୍ଷେ ଆଜି ଅପରାହ୍ନରେ ସତିଗୁଡା ଜଳଭଣ୍ଡାର ରେ ନୌଚାଳନା ପ୍ରତି ଯୋଗୀତା...

ସାମ୍ବାଦିକ ଙ୍କୁ ପୁଲିସ ସବଇନିସପେକ୍ଟର ଙ୍କ ଦୁବ୍ୟ ର୍ବହାର ବିରୋଧରେ ଏସପି ଙ୍କ କାର୍ଯ୍ୟାଳୟ...

0
ମାଲକାନଗିରି,୬ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ପୁଲିସ ସବଇନିସପେକ୍ଟର ମାଡ ମାରିବା ସହ ଦୁବ୍ୟ ର୍ବହାର କରିବା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବିକରି ଆଜି...

କ୍ୟାନ୍ସର ରୋଗରେ ପିଡିତ ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ ଓ ପୁଅ ବିକୁଛନ୍ତି ଠେଲା...

0
  ମାଲକାନଗିରି,୫ା୨(ଓଡିଆ ପୁଅ ) ସ୍ୱାମୀ ହେଲେ ଜଣେ ବିବାହିତା ସ୍ତ୍ରୀ ପାଇଁ ଇହ ଓ ପରକାଳର ଦେବତା,ସେହି କଥା କୁ ଏବି ବି ସମ୍ମାନ ଜଣାଇଛନ୍ତି ଜଣେ ଗରିବ ଘରର ବିବାହିତା ମହିଳା,...

ସମାଜସେବି ଓ ଖବରକାଗଜ ବିକ୍ରେତା ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ

0
ମାଲକାନଗିରି,୫ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ପ୍‌୍ରଥମ ଖବରକାଗଜ ବିକ୍ରେତା ବରିଷ୍ଠ ନାଗରିକ ସମାଜ ସେବି ଆର.ସଦାନନ୍ଦ ପଟନାୟକ ଙ୍କ ଶ୍ରଦ୍ଧାଜଂଳି ସମାରୋହ ସ୍ଥାନୀୟ ପାତ୍ରଗୁଡା ସାହି ର ଶ୍ରୀ ସାଇ...

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଦକ୍ୟତା,୪୦କିଲୋମିଟର ସାଇକେଲ ରେସରେ ଭାଗନେଇ କୃତିତ୍ୱ ହାସଲ କଲେ...

0
ମାଲକାନଗିରି,୫ା୨ (ଓଡିଆ ପୁଅ ) ଉଦ୍ୟମ,ଆଗ୍ରହ ଓ ଇଚ୍ଚାଶକ୍ତି ଥିଲେ ଅସାଧ୍ୟକାମ ସଫଳତାର ସହିତ ହୋଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସହରରେ ,ଇଚ୍ଛାଶକ୍ତି ଆଗରେ ହାରମାନିଛି ବାର୍ଦ୍ଦକ୍ୟତା,ଦୀର୍ଘ୪୦କିଲୋମିଟର...

ମାଲକାନଗିରି ମହାବିଦ୍ୟାଳୟର ୪୦ମ ବାର୍ଷିକ ଉତ୍ସବ ପାଳିତ

0
ମାଲକାନଗିରି,୫ା୨ (ଓଡିଆ ପୁଅ ) ଆଜି ଜିଲ୍ଲାସଦର ମହକୁମା ଠାରେ ଥିବା ମାଲକାନଗିରି ମହାବିଦ୍ୟାଳୟର ୪୦ମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ...

ସରକାରି ଉଚ୍ଚବାଳିକା ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

0
ମାଲକାନଗିରି,୫ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ସରକାରି ଉଚ୍ଚବାଳିକା ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିରାଣୀ ବିଶ୍ୱାସ ଙ୍କ...

ମା ମାଉଲି ମା ଙ୍କ ମାଘଯାତ୍ରା, ଆଲୁରମୁଠା ରେ ଯୋଗଦେଲେ ଶତାଧିକ ଦିଶାରୀ

0
ମାଲକାନଗିରି,୫ା୨(ଓଡଆ ପୁଅ ) ମାଲକାନଗିରି ସଦରବ୍ଲକ ଚାଲାଣଗୁଡା ପଚାଂୟତ ସ୍ଥ ଆଲୁର ମୁଠା ଠାରେ ପାରମ୍ପାରିକ ରିତି ନତି ଅନୁସାରେ ଗତ ତନିଦିନ ଧରି ଚାଲିଥିବା ମା ମାଉଲି ମାଙ୍କ ମାଘଯାତ୍ରା ଉତ୍ସାହ...

ମାଲକାନଗିରି ରେ ଇନ୍ଧନ ସଂରକ୍ଷଣ ସକ୍ଷମ ଜନସଚେତନତା କାର୍ଯ୍ୟକ୍ରମ

0
ମାଲକାନଗିରି,୩ା୨ (ଓଡିଆ ପୁଅ)ଆଇଓସିଏଲ ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଇନ୍ଧନ ସଂରକ୍ଷଣ ର ସଚେତନତା ସକ୍ଷମ କାର୍ଯ୍ୟକ୍ରମ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଆଇଓସିଏଲ ସଂସ୍ଥା ଏସଡିପି ସ୍ଥତିପ୍ରଜ୍ଞା ଦାସଙ୍କ ଅଧ୍ୟକ୍ଷତାରେ...

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

0
ମାଲକାନଗିରି,୩ା୨ (ଓଡିଆ ପୁଅ) ମାଲକାନଗିରି ଜୟପୁର ମୁଖ୍ୟରାଜପଥ ଝାଟିଗୁଡା ଘାଟିରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହେବାସହ ଅନ୍ୟଜଣେ ଆହତ ହୋଇଥିବାର ଜଣାପଡିଛି । ମାଲକାନଗିରି ବ୍ଲକ ମାର୍କାପାଲି ପଚାଂୟତସ୍ଥ...

ମାଲକାନଗିରି ରେ ବୈଦିକ ବ୍ରାହ୍ମଣ ସମାଜ କାର୍ଯ୍ୟକାରିଣୀ ବୈଠକ,ରାଜନିତୀ ଓ ଅନ୍ୟାନ କ୍ଷେତ୍ରରେ ସ୍ଥାନ...

0
ମାଲକାନଗିରି,୩ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ତଳସାହିସ୍ଥ ବ୍ରାହ୍ମଣ ସମାଜ ସଭାଗୃହରେ ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରଣି ବୈଠକ ମାଲକାନଗିରି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ବିନାୟକ...

ମାଲ୍ୟବନ୍ତ ମହୋତ୍ସବ ପାଇଁ ମୋଟୁ ଠାରେ ମାଗଣାରକ୍ତଦାନ ଶିବିର,୨୩ ୟୁନିଟ ରକ୍ତ ସଂଗ୍ରହ

0
ମାଲକାନଗିରି,୩ା୨(ଓଡିଆ ପୁଅ )ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା ଅବସରେ ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳ ମୁଗିପଏଟଂ ମଧୂସୁଦନ ପାର୍କ ଠାରେ ମାଗଣା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ...

ସମ୍ଭାବ୍ୟ କରୋନା ଭୂତାଣୁ ଆକ୍ରାନ୍ତ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ...

0
ମାଲକାନଗିରି,୨ା୨(ଓଡିଆ ପୁଅ) ଚାଇନା ରୁ ବ୍ୟାପିଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ହୋଇ ଏବେ କେରଳ ଓ ଓଡିଶାରେ ପ୍ରବେଶ କରିଥିବାରୁ ଏହାକୁ ମୁକାବିଲା କରିବା ଓ ପ୍ରତିଶେଷଧକ ବ୍ୟବସ୍ଥା ପାଇଁ ମାଲକାନଗିରି...

ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଆରମ୍ଭ ହେଲା ଉତ୍ସବର...

0
ମାଲକାନଗିରି,୨ା୨(ଓଡିଆ ପୁଅ )ଆନ୍ଦ୍ର ତେଲାଙ୍ଗାନା,ଛତିଶଗଡ ଓଡିଶା ସୀମାନ୍ତ ମୋଟୁ ମୁଗିପଏଟଂ ତ୍ରୀନଦୀ ସଙ୍ଗମ ସ୍ଥଳରୁ ମାଲକାନଗିରି ଜିଲ୍ଲାର ଐତିହ,କଳାସଂସ୍କୃତି,ସଙ୍ଗୀତ ନୃତ୍ୟର ମୁର୍ଚ୍ଚନା ମାଲ୍ୟବନ୍ତମହୋତ୍ସବ ର ଶୁଭାରମ୍ଭ ର ବ ବାଜିଛି । ଏହି...

ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳରେ ବାଜିଲା ମାଲ୍ୟବନ୍ତର ବିଗୁଲ, ଆରମ୍ଭ ହେଲା ଉତ୍ସବର...

0
ମାଲକାନଗିରି,୨ା୨(ଓଡିଆ ପୁଅ )ଆନ୍ଦ୍ର ତେଲାଙ୍ଗାନା,ଛତିଶଗଡ ଓଡିଶା ସୀମାନ୍ତ ମୋଟୁ ମୁଗିପଏଟଂ ତ୍ରୀନଦୀ ସଙ୍ଗମ ସ୍ଥଳରୁ ମାଲକାନଗିରି ଜିଲ୍ଲାର ଐତିହ,କଳାସଂସ୍କୃତି,ସଙ୍ଗୀତ ନୃତ୍ୟର ମୁର୍ଚ୍ଚନା ମାଲ୍ୟବନ୍ତମହୋତ୍ସବ ର ଶୁଭାରମ୍ଭ ର ବିଗୁଲ ବାଜିଛି । ଏହି...

ମାଲ୍ୟବନ୍ତ ମହୋତ୍ସବ ସଂପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଆଜି କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ...

0
ମାଲକାନଗିରି,୨ା୨(ଓଡିଆ ପୁଅ )ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ ଆଜି ଠାରୁ କଳସ ଯାତ୍ରା ଓ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ହୋଇ ଯାଇଛି ।ଏହି ଉତ୍ସବକୁ...

ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ ,ଉନ୍ନୟନ କାର୍ଯ୍ୟ ଓ ମାଓଦମନ ନେଇ...

0
ମାଲକାନଗିରି,୧ା୨(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଓଗଡ ସ୍ୱାଭିମାନ ଅଚଂଳ ପରିଦର୍ଶନ କରିବା ସହ ମାଲକାନଗିରି ଜିଲ୍ଲାସଦର ମହକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ରାଜ୍ୟ...

ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ,ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

0
ମାଲକାନଗିରି,୩୧ା୧ (ଓଡିଆ ପୁଅ ) ବିଭିନ୍ନ ଦାବିନେଇ ଆଜି ଠାରୁ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତରାଷ୍ଠ୍ରୀୟ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି...

ସ୍ୱାଭିମାନ ଅଚଂଳରେ ମାଓସମର୍ଥକ ଓ ମାଓବିରୋଧି ଦୁଇ ଗୋଷ୍ଠି ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଜାମେଳି

0
ମାଲକାନଗିରି,୩୧ା୧(ଓଡିଆ ପୁଅ)ଗତ୨୫ତାରିଖ ଘଟଣାପରେ ଆଶାନ୍ତ ହୋଇ ଉଠିଛି ମାଓଗଡଭାବେ ପରିଚିତ ସ୍ୱାଭିମାନ ଅଚଂଳ,ଜଣେ ମାଓବାଦୀର ମୃତ୍ୟୁ ଓ ଘରପୋଡି ଘଟଣାପରେ ଭାଗ ଭାଗ ହୋଇଯାଇଛନ୍ତି ସ୍ୱାଭିମାନ ଅଚଂଳ ବାସୀ । ଏହି ଅଶାନ୍ତ...

ଅପରେସନ ସବୁଜ ଜହର,ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ୮୮୩କୋଟି୭ଲକ୍ଷ ୯ହଜାର ଟଙ୍କାର ଗଜେଂଇ ଗଛ...

0
ମାଲକାନଗିରି,୩୧ । ୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଅପରେସନ ସବୁଜ ଜହର ଆରମ୍ଭ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର...