Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମଦ୍ୟପ ବାପାର କାରନାମା ,ଭାତରେ ବିଷ ମିଶାଇ ପରିବାରକୁ ମାରିଦେବାର ଉଦ୍ୟମ,୫ ଅସୁସ୍ଥ

0
ମାଲକାନଗିରି,୧୬ା୬ (ଓଡିଆ ପୁଅ ) ଜଣେ ମଦ୍ୟପ ବାପା ସଇତାନ ସାଜି ଭାତରେ ବିଷ ମିଶାଇ ପରିବାରକୁ ମାରିଦେବା ଉଦ୍ୟମ କରି ଛନ୍ତି,ଏହି ବିଷ ମିଶା ଭାତଖାଇ ପରିବାରରୁ ୫ଜଣ ଅସୁସ୍ଥ ହୋଇ...

ଗୋଟିଏ ଦିନରେ ଜିଲ୍ଲାରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଲକଡାଉନ ନିୟମ ପାଳନ କରିବା...

0
ମାଲକାନଗିରି, ୧୬ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି। ଆଜି ଗୋଟିଏ ଦିନରେ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟହୋଇ...

ମାଲକାନଗିରି ଜିଲ୍ଲାରେ ଜଣେ ନୁଆ କୋରାନା ଆକ୍ରାନ୍ତ ଚିହ୍ନଟ, ୨୬ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ସୁସ୍ଥ...

0
ମାଲକାନଗିରି, ୧୪ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟହୋଇଛନ୍ତି। ଆକ୍ରାନ୍ତ ଯୁବକ ମହାରାଷ୍ଟ୍ର ପେରନ୍ତା, ସେ ପଡିଆବ୍ଲକର ଏସଏସଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା...

ଆନ୍ଦ୍ରସୀମାନ୍ତର ୭ କିଲୋମିଟର ରାସ୍ତାନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

0
ମାଲକାନଗିରି,୧୩ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜଲକୋଣ୍ଡା ଠାରୁ ଆନ୍ଦ୍ରପ୍ରଦେଶ ର ପିଲିଗୁଡା ଗ୍ରାମପର୍ଯ୍ୟନ୍ତ ମାତ୍ର୭କିଲୋମିଟର ରାସ୍ତା ଓଡିଶା ଆନ୍ଦ୍ରପ୍ରଦେଶ ସୀମାନ୍ତରେ ଥିବାରୁ କିଏ ଏହି ରାସ୍ତାନାର୍ମାଣ କରିବ...

ବର୍ଷାରେ ଗଛପଡି ଭାଙ୍ଗିଲା ଘର,ଅଳ୍ପକେ ବର୍ତିଲେ ଦୁଇପରିବାର

0
ମାଲକାନଗିରି,୧୩ା୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା କିଆଙ୍ଗ ପଚାଂୟତସ୍ଥ ନୁଆଗୁଡା ଗ୍ରାମର ରଇଧର ମାଳି ଙ୍କ ଘର ଗତକାଲି ରାତ୍ରରେ ବର୍ଷାରେ ଗଛପଡି ଭାଙ୍ଗି ଯାଇଥିବା ବେଳେ ଘରଭିତରେ ଶୋଇଥିବା ଦୁଇପରିବାର ର...

ସ୍ୱାଭିମାନ ଅଚଂଳରେ ଆଦିବାସୀ ମହିଳା ଆରମ୍ଭ କଲେ ପୁଷ୍ଟି ବଗୀଚା ,ମାଲକାନଗିରି ଜିଲ୍ଲାରେ ଅପପୁଷ୍ଟି...

0
ମାଲକାନଗିରି,୧୩ା୬ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷତି ମାଲକାନଗିରି ଜିଲ୍ଲାରେ ପୁଷ୍ଟିହିନତା ଯୋଗୁଁ ପ୍ରତିବର୍ଷ ବହୁସଂଖ୍ୟା ରେ ଗର୍ଭବତୀ ଓ ପ୍ରସୂତୀ ମହିଳା,ଶିଶୁ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାକୁ ରୋକିବା...

ପୁଲିସ ହାବିଲଦାର ସହ ୩ ଆକ୍ରାନ୍ତ ଚିହ୍ନଟ, ସଙ୍ଗରୋଧରେ ରହିଲେ ଥାନା ଅଧିକାରୀଙ୍କ ସହ...

0
ମାଲକାନଗିରି, ୧୨ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୀମାନ୍ତ...

୪ମାସର ଦରମା ନପାଇ ଘରୋଇବସ କର୍ମଚାରୀ ମାନଙ୍କ ପରିବାର ଭୋକରେ

0
ମାଲକାନଗିରି,୧୧ା୬ (ଓଡିଆ ପୁଅ ) ମହାମାରି କରୋନା ସମଗ୍ରବିଶ୍ୱ ରେ କାୟାବିସ୍ତାର କରିଚାଲିଥିବାରୁ ଲକଡାଉନ ପରିସ୍ଥିତି ପାଇଁ ଯାନ ବାହନ ଚଳାଚଳ ପ୍ରତିକଟକଣା ହୋଇଥିଲା ଏହା ଯୋଗୁ ବସଗୁଡିକ ଗତତିନି ମାସ ହେଲା...

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର...

0
ମାଲକାନଗିରି,୧୧ା୬( ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗାଁରେ ଅଜଣା ରୋଗରେ ଗତ ତିନିମାସ ମଧ୍ୟରେ ୧୭ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁକୁ ନେଇ ଗୁଣିଆ ସନ୍ଦେହରେ ସେହି ଗାଁର...

ମାସ୍କ,ପିପିଇ କିଟ କିଣାରେ ଦୁର୍ନତୀର ତଦନ୍ତ ଦାବିକରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ...

0
ମାଲକାନଗିରି,୧୧ା୬ (ଓଡିଆ ପୁଅ )ମହାମାରି କରୋନା ଭୟରେ ସମଗ୍ରବିଶ୍ୱବାସୀ ଆତଙ୍କିତ ହୋଇ ଲଢାଇ ଜାରି ରଖିଥିବା ବେଳେ ରାଜ୍ୟସରକାର ମାସ୍କ,ପିପିଇକିଟ ଓ ଅନ୍ୟାନ ମେସିନ କିଣାରେ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବାରୁ...

ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

0
ମାଲକାନଗିରି,୯ା୬(ଓଡିଆ ପୁଅ )ରୋଗ ଯନ୍ତ୍ରଣା ସହିନପାରି ନିଜର ମାନଶିକ ଭାରସ୍ୟମ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏପରି...

ଓରକେଲ ଥାନା ପୁଲିସ ପକ୍ଷରୁ ୨୧୮କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

0
ମାଲକାନଗିରି, ୦୯.୦୬. (ଓଡିଆ ପୁଅ ) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ (ବାଲିମେଳା) ପୁଲିସ ୨୧୮କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି...

ପଥର କ୍ରସର ରେ କାମକରୁଥିବା ବେଳେ ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ,ପୁଲିସର ତଦନ୍ତ ଆରମ୍ଭ

0
ମାଲକାନଗିରି,୯ା୬(ଓଡିଆ ପୁଅ ) ଜଣେ କଲେଜ ପଢୁଆ ଆଦିବାସୀ ଛାତ୍ର ନିଜପରିବାର ପ୍ରତିପୋଷଣ ପାଇଁ ପଥର କ୍ରସରରେ କାମକରୁଥିବା ବେଳେ ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣାଘଟିଛି...

କୋରକୁଣ୍ଡା ବ୍ଲକକୁ ଛୁଇଁଲା ‘କରୋନା’,ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ।

0
ମାଲକାନଗିରି,୯. ୬ (ଓଡିଆ ପୁଅ ) ମହାମାରୀ କରୋନା ଦାଉରୁ ଅଳ୍ପକେ ରକ୍ଷା ପାଇଥିବା ମାଲକାନଗିରି ଜିଲାକୁ କରୋନା ମୁକ୍ତ ଜିଲା ବୋଲି  ସୋମବାର ଦିନ ଜିଲା ପ୍ରଶାସନ ଘୋଷଣା କରିଥିଲେ । କିନ୍ତୁ...

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିବାରୁ ମାଲକାନଗିରି ଜିଲ୍ଲାରେ...

0
ମାଲକାନଗିରି,୮ା୬ (ଓଡିଆ ପୁଅ ) କାନ୍ତକବି ଲକ୍ଷ୍ଣୀ କାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ବନ୍ଦନା କୋଟି କୋଟି ଓଡିଆଙ୍କ ପ୍ରାଣର ସ୍ୱର ହୋଇଥିବାରୁ ବଳିମ୍ବରେ ହେଉପଛେ ରାଜ୍ୟସରକାର ଏହି ସଙ୍ଗୀତକୁ...

ମାଲକାନଗିରି ପୁଲିସର ସଫଳତା, ଜଙ୍ଗଲରୁ ଜବତ କଲେ ୯କ୍ୱିଟାଂଲ୧୦ କେଜି ଗଜେଂଇ

0
ମାଲକାନଗିରି,୮ା୬(ଓଡିଆ ପୁଅ ) ମାଲକାନଗିରି ଥାନା ପୁଲିସ କୁ ମିଳିଛି ବଡ ସଫଳତା, ମାଲକାନଗିରି ଥାନା ଉଡୁପା ପଚାଂୟତ ଛତିଶଗଡ ସୀମାନ୍ତ ତଣ୍ଡାପାଲି ଗ୍ରାମ ଜଙ୍ଗଲରେ ଚଢଉ କରି ୯୧୦କେଜି ଗଜେଂଇ ଜବତ...

ମାଲକାନଗିରି ଜିଲ୍ଲାହେଲା କରୋନା ସଂକ୍ରମଣ ମୁକ୍ତ, ୨୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ୨୧ଜଣ ସୁସ୍ଥ ହୋଇ...

0
ମାଲକାନଗିରି,୭ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଆଜି କରୋନା ସଂକ୍ରମଣ ମୁକ୍ତ ହୋଇଛି । ଜିଲ୍ଲାବାସୀଙ୍କ ପାଇଁ ପୁଣି ଆସିଛି ଶୁଭଖବର । ୨୧ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ...

ପାନୀୟ ଜଳ ଦାବିନେଇ ଖାଲି ଗରା,ବାଲ୍ଟି ରାଜରାସ୍ତାରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

0
ମାଲକାନଗିରି,୭ା୬ (ଓଡିଆ ପୁଅ ) ପାନୀୟ ଜଳ ଟୋପାଏ ପାଇଁ ପ୍ରତିଦିନ ସଂଘର୍ଷ କରୁଥିବା ଗ୍ରାମର ମହିଳା ଓ ପୁରଷ ମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରବଳ ଖରାରେ ମୁଖ୍ୟରାସ୍ତାରେ ଖାଲି...

ମୃତପରିବାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

0
ମାଲକାନଗିରି,୭ା୬ (ଓଡିଆ ପୁଅ ) ସଭ୍ୟଶିକ୍ଷିତ ସମାଜର କିଛିଲୋକ କେକ କାଟି ,ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ଜନ୍ମବାର୍ଷିକୀ, ବିବାହବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ...

ଆଦିବାସୀ ଯୁବକକୁ ଅପହରଣ ପରେ ହତ୍ୟା, ପୋତା ଯାଇଥିବା ଶବକୁ ଉଦ୍ଧାର କଲା ପୁଲିସ,୪...

0
ମାଲକାନଗିରି,୬ା୬ (ଓଡିଆ ପୁଅ ) ଅତ୍ୟାଧୁନିକ ବିଜ୍ଞାନ ଓ ଇଟଂରନେଟ ଯୁଗରେ ସଭ୍ୟ ଶିକ୍ଷିତ ମଣିଷ ସମାଜ ଚନ୍ଦ୍ରମଣ୍ଡଳରେ ପହଁଚି ମଙ୍ଗଳଗ୍ରହରେ ରହିବାପାଇଁ ଗବେଷଣା କରୁଥିବା ବେଳେ ଏବେ ବି କିଛି ଲୋକ...