Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲକାନଗିରି ଜିଲ୍ଲାରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ

0
ମାଲକାନଗିରି,୨୪ା୬ (ଓଡିଆ ପୁଅ ) ଜିଲ୍ଲା ଆଦିବାସୀ କର୍ମାଚାରି ସଂଘ ପକ୍ଷରୁ ମାଲକାନଗିରି ବ୍ଲକ ଗୌଡଗୁଡା ପଚାଂୟତ ଗରେଇଗୁଡା ଆଦିବାସୀ ଗ୍ରାମରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ ହୋଇଯାଇଛି...

ମାଟି ଅତଡା ଧସି ଘାଇସୃଷ୍ଟି ହେବାଯୋଗୁ ନଦୀଗର୍ଭରେ ଲିନହେବାକୁ ଯାଉଛି ସ୍କୁଲ

0
ମାଲକାନଗିରି,୨୪ା୬ (ଓଡିଆ ପୁଅ ) ଗତ କିଛିି ଦିନତଳେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଚଂଳରେ ପ୍ରବଳ ବେଗରେ ବର୍ଷା ହୋଇଥିବାରୁ ନୁଆଗୁଡା ନଦୀରେ ବର୍ଷା ପାଣିପ୍ରବେଶ କରି ବନ୍ୟାପରିସ୍ଥିତି ସୃଷ୍ଟି ହୋଇଥିଲା ।ନଦୀ...

ଅଜଣା ରୋଗରେ ପିଡିତା ବାପା ମା ଛେଉଣ୍ଡ ୯ବର୍ଷର ଝିଅ ର ଚିକିତ୍ସାରେ ଅର୍ଥସାଜିଛି...

0
ମାଲକାନଗିରି,୨୪ା୬(ଓଡିଆ ପୁଅ ) ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇଗୋଡ ଅଚଳହୋଇ ଯାଇଥିବା ବାପା ମା ଛେଉଣ୍ଡ ୯ବର୍ଷର ଜଣେ ଗରିବ ଆଦିବାସୀ ଝିଅର ଚିକିତ୍ସାରେ ଅର୍ଥସାଜିଛି ବାଧକ, ସେ ବଚିଂବା ପାଇଁ...

ମାଲକାନଗିରି ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ ବିଜେକରି ଟଣାଗଲା କୁନିରଥ

0
ମାଲକାନଗିରି,୨୩ା୬(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ଲକଡାଉନ ପରିସ୍ଥିତି ଓ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ସର୍ବସାଧାରଣ ରେ ବଡ ରଥ ଟଣା...

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
ମାଲକାନଗିରି, ୨୧ା୬ (ଓଡିଆ ପୁଅ ) କରୋନା ମହାମାରୀ ପାଇଁ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକ, ଯୁବତୀ, ମହିଳା ଓ ପୁରୁଷ, ସୁରକ୍ଷାକର୍ମୀ ମାନେ ଯୋଗଅଭ୍ୟାସ...

ଜିଲ୍ଲାରେ ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୫୪୨ ନମୁନା ପରୀକ୍ଷଣ ୫୩ ପଜିଟିଭ,...

0
ମାଲକାନଗିରି, ୨୧ା୬( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟହୋଇ ଥିବା ଜଣେ ଆକ୍ରାନ୍ତ କୋରକୁଣ୍ଡା ବ୍ଲକ ସୋମନାଥପୁର ସଙ୍ଗରୋଧ କେନ୍ଦ୍ରର...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ

0
ମାଲକାନଗିରି,୨୦ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକଡାଉନ ପରିସ୍ଥିତି ପାଇଁ କୋଭଡ୧୯ ନିୟମକୁ ମାନି ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ନିରାଡମ୍ବର ସହକାରେ ଜିଲ୍ଲାର...

ଜିଲ୍ଲାରେ ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୫୧ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୪ଜଣ ସୁସ୍ଥ...

0
ମାଲକାନଗିରି,୨୦ା୬(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି  ଆଜି ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଗଡ ଜୋଡାମ୍ବରେ ନୂତନ ଥାନା ଉଦଘାଟନ କରି...

0
ମାଲକାନଗିରି,୨୦ା୬(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଗସ୍ତକରି ମାଓଗଡ ଜୋଡାମ୍ବଠାରେ ନୂତନ ଥାନା ଉଦଘାଟନ କରିଛନ୍ତି । ସେଠାରେ ସେ...

ସହିଦ ଯବାନଙ୍କୁ ଶ୍ରଦ୍ଧାଜଂଳି,ଚୀନ ରାଷ୍ଟ୍ରପତିଙ୍କ କୁଶପୁତଳିକା ଦାହ

0
ମାଲକାନଗିରି,୧୯ା୬(ଓଡିଆ ପୁଅ ) ଚାଇନା ସୀମାରେ ସହିଦ ହୋଥିବା ୨୦ଭାରତୀୟ ଯବାନଙ୍କୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ଭକ୍ତିପୂତ ଶ୍ରଦ୍ଧାଜଂଳି ଜଣାଇବା ସହିତ ଚୀନ ରଷ୍ଟ୍ରପତି ଙ୍କ କୁଶପୁତଳିକା ଦାହ କରାଯାଇଛି...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ମକ ଡ୍ରିଲ

0
ମାଲକାନଗିରି,୧୯ । ୬ (ଓଡିଆ ପୁଅ ) ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ମକ ଡ୍ରିଲ ସ୍ଥାନୀୟ ବାଲିସାଗର ବନ୍ଧ ଠାରେ ଆଜି ଅନୁଷ୍ଟିତ ହୋଇଯାଇଛି । ସାମ୍ଭାବ୍ୟ ବନ୍ୟା...

ରଥ ଯାତ୍ରାରେ ଲାଗିଲା ରୋକ,ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କରାଯିବ ପରିକ୍ରମା

0
ମାଲକାନଗିରି,୧୯ା୬(ଓଡିଆ ପୁଅ)ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ଲକଡାଉନ ପରିସ୍ଥିତି ଓ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାକୁ ବନ୍ଦରଖିବା ନିମନ୍ତେ ମାନ୍ୟବର...

ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ଜଣେ ନୂଆ କରୋନା ଆକ୍ରାନ୍ତ ,ସଂକ୍ରମିତ ସଂଖ୍ୟା ୪୯ରେ...

0
ମାଲକାନଗିରି,୧୯ା୬(ଓଡିଆ ପୁଅ ) ମାଲକାନଗରିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢି ୪୯ ରେ ପହଁଚିଲାଣି...

ଲକଡାଉନ ନିୟମ ଉଲଘଂନ କାରି ମାସ୍କ ପିନ୍ଧିନଥିବା ଅମାନିଆ ଙ୍କ ଠାରୁ ଆଦାୟ ହେଲା...

0
ମାଲକାନଗିରି,୧୮ା୬ (ଓଡିଆ ପୁଅ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ପରେ ଏବେ କିଛି ଦିନହେଲା କଟକଣା ଟିକେ କୋହଳ କରିଦିଆଯାଇଛି ।...

ଜିଲ୍ଲାରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ,୪୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୨ଜଣସୁସ୍ଥ

0
ମାଲକାନଗିରି,୧୮ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି । ଆଜି ପୁଣିଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

ରଜ ଉତ୍ସବକୁ ବିଦାୟ ଦେଇ ବସୁମତୀ ସ୍ନାନ କରି ମା ଧରିତ୍ରୀଙ୍କୁ ପୂଜିଲେ ମହିଳା...

0
ମାଲକାନଗିରି, ୧୭ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ଲକଡାଉନ ପାଇଁ ସମଗ୍ର ରାଜ୍ୟରେ ରଜଉତ୍ସବ ଫିକାପଡି ଯାଇଥିବା ବେଳେ ଓଡିଆର ପରମ୍ପରାକୁ ବଜାଇ ରଖି କୋଭିଡ ନିୟମ ମାନି...

ଶ୍ରୀଜୀୟୁ ଅଣସର ଘରେ,ରଥନିର୍ମାଣ କାମଶେଷ, କରୋନା ପାଇଁ ଘୋଷ ଯାତ୍ରା ହେବା ନେଇ ଅନିଶ୍ଚତତା

0
ମାଲକାନଗିରି,୧୭ା୬(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଇତି ମଧ୍ୟରେ ରଥନିର୍ମାଣ କାମ ସରି ଯାଇଛି । କରୋନା ପାଇଁ ଘୋଷ ଯାତ୍ରା ହେବକି ନହିଁ ଅନିଶ୍ଚତତା ମଧ୍ୟରେ ରହିଛି ।ଦେବସ୍ନାନ ପୁଣ୍ଣ...

ଆଦିବାସୀ ଜମି ବିକ୍ରୀକୁ ବିରୋଧ,ପୁଲିସ କ୍ୟାଟିଂନ ପିଡାତାକୁ ନ୍ୟାୟ ଓ ବାଦମ ମଣ୍ଡିଦୁର୍ନିତିର ତଦନ୍ତ...

0
ମାଲକାନଗିରି,୧୭ା୬ (ଓଡିଆ ପୁଅ )ଆଦିବାସୀ ମାନଙ୍କ ଜମି କିଣା ବିକାରେ ସରକାର ନିୟମ କୋହଳ କରନ୍ତୁ ବୋଲି ଗତକିଛି ଦିନତଳେ ପୁବ ର୍ତନ ସାଂସଦ ବଳଭଦ୍ରମାଝୀ ଓ ଜୟରାମପାଙ୍ଗି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ...

ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

0
ମାଲକାନଗିରି,୧୬ା୬ (ଓଡିଆ ପୁଅ ) ସଭ୍ୟଶିକ୍ଷିତ ସମାଜର କିଛିଲୋକ କେକ କାଟି ,ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ବିବାହବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଦମ୍ପତି...

ପୌରପରିଷଦର ଅବହେଳା ପାଇଁ ଡ୍ରେନ ନଥିବାରୁ ବର୍ଷାପାଣି ପସିଲା ବସ୍ତିବାସୀନ୍ଦା ଙ୍କ ଘରେ

0
ମାଲକାନଗିରି,୧୬ା୬( ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉନ୍ନୟନ ମୁଳକ କାର୍ଯ୍ୟର ତ୍ୱାରାନିତ୍ୱ ହେଉଥିବାର ସରକାର ଡିଣ୍ଡିମ ପିଟୁଥିବା ବେଲେ ପୌରପରିଷଦର ଖାମଖିଆଲି ନିତି ଓ ଅବହେଳା ପାଇଁ ସାହି...