Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

କରୋନା କଟକଣାକୁ ଫୁ,ଦୁର୍ଗାଭଷାଣୀରେ ଡିଜେ ବଜାଇ ନାଚିଲେ ଯୁବକ ।

0
ମାଲକାନଗିରି,୨୯ା୧୦ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୁପ ନେଇଥିବା ବେଳେ ଦୁର୍ଗାପୂଜା,ଜାନିଯାତ୍ରା,ଜନଗହଳିକୁ ବାରଣ କରାଯାଇଛି । ହେଲେ ଏହି ବାରଣକୁ ନମାନି କରୋନା କଟକଣାକୁ ଫୁ କରି ମାଲକାନଗିରି ଜିଲ୍ଲା...

ଭକ୍ତଶୂନ୍ୟରେ ଦୁର୍ଗାପୂଜା,ମଣ୍ଡପରେ ଅଷ୍ଟମୀ ଓ ମନ୍ଦିର ପୀଠରେ ନବମୀ

0
ମାଲକାନଗିରି,୨୪ ।୧୦ (ଓଡିଆ ପୁଅ ) ମହାମାରି କରୋନା ର ପାଦୃଭାବ ଦେଖା ଦେଇଥିବାରୁ ଚଳିତ ବର୍ଷ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ପୂଜା...

ଅବକାରୀ ବିଭାଗର ଚଢଉ,୫ଶହ ଲିଟର ମଦ ଓ ୧୬୦୦କେଜି ମହୁଲ ପୋଚ ଜବତ

0
ମାଲକାନଗିରି,୨୪ା୧୦(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ଚୋରା ମଦ ବେପାରି ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା...

ବନବିଭାଗର ସଫଳତା,ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ ଜଣେ ଗିରଫ

0
ମାଲକାନଗିରି,୨୨ା୧୦ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ମାଲାକନଗିରି ବନାଚଂଳ...

୨୦ହଜାର ଟଙ୍କା ଲାଚଂନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରାଗିରଫ ହେଲେ ହସପିଟାଲ ବିପିଏମ

0
ମାଲକାନଗିରି, ୨୦ା୧୦(ଓଡିଆ ପୁଅ ) ହସପିଟାଲରେ ଲାଗଯାଇଥିବା ଭଡାଗାଡିର ବିଲ କରିବା ପାଇଁ ଗାଡି ମାଲିକଙ୍କ ଠାରୁ ୨୦ହଜାର ଟଙ୍କା ଲାଚଂ ନେଉଥିବା ବେଳେ ପଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଙ୍କୁ ଭିଜିଲାନ୍ସ...

୭ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

0
ମାଲକାନଗିରି, ୨୦ା୧୦(ଓଡିଆ ପୁଅ ) ମାଲକାନଗିରି ବ୍ଲକସ୍ଥ ଏମଭି୭ ଗ୍ରାମରୁ ଏକ ୭ ଫୁଟ ଲମ୍ବର ଅଜଗର ସାପକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ବର୍ଷା...

ଏଣ୍ଡ୍ରେଏଡ ମୋବାଇଲ ଫୋନ ପାଇଁ ଦାଦାନ ଖଟିବାକୁ ଯାଉଥିବା ବେଳେ ନବଦୋୟ ବିଦ୍ୟାଳୟର ୯ମ...

0
ମାଲକାନଗିରି,୧୯ା୧୦(ଓଡିଆ ପୁଅ ) କରୋନା ମହାମାରି ଯୋଗୁ ସ୍କୁଲ କଲେଜ ସବୁ ବନ୍ଦଥିବାରୁ ଛାତ୍ର ଛାତ୍ରୀମାନଙ୍କୁ ଏଣ୍ଡ୍ରେଏଡ ମୋବାଇଲ ଫୋନ ମାଧ୍ୟମରେ ଅନଲାଇନରେ ପାଠପଢା ହେଉଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା...

ମାଲକାନଗିରି ଦୁର୍ଗାଗୁଡି ସାହିର ଦୁର୍ଗାମନ୍ଦିରରେ ନବରାତ୍ର ପାଇଁ ମାଦୁର୍ଗାଙ୍କ ବ୍ରହ୍ମଚାରିଣୀ ରୁପ ।

0
ମାଲକାନଗିରି,୧୮ା୧୦(ଓଡିଆ ପୁଅ )ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ଦୁର୍ଗାଗୁଡିସାହିରେ ଥିବା ବହୁପୁରାତନ ଦୁର୍ଗାମନ୍ଦିରରେ ନବରାତ୍ର ପୁଜା ଆରମ୍ଭ ହୋଇ ଯାଇଛି । ନବରାତ୍ର ପାଇଁ ଆଜି ଦ୍ୱିତୀୟ ଦିବସରେ ମା ଦୁର୍ଗାଙ୍କୁ ବ୍ରହ୍ମଚାରୀଣୀ ରୂପରେ...

ଗୋବିନ୍ଦ ପୁଣି ମାଲକାନଗିରି ଜିଲ୍ଲାକଂଗ୍ରେସ କମିଟି ସଭାପତି

0
ମାଲକାନଗିରି,୧୮ା୧୦(ଓଡିଆ ପୁଅ ) ଜାତୀୟ କଂଗ୍ରସ ସଭାପତି ଙ୍କ ଅନୁମୋଦନ କ୍ରମେ ଜାତୀୟ କଂଗ୍ରସ କମିଟି ସାଧାରଣ ସଂପାଦକ ତଥା ସଂସାଦ କେ.ସି .ବେଣୁ ଗାପାଳ ଆଜି ଓଡିଶା କଂଗ୍ରସ ଦଳର ୩୩ଟି...

ଚିକିତ୍ସାରେ ଅବହେଳା ପାଇଁ ରୋଗିର ମୃତ୍ୟୁ ହେଲା ବୋଲି ଡାକ୍ତର ଓ ନର୍ସଙ୍କୁ ଦାୟୀକରି...

0
ମାଲକାନଗିରି,୧୮ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାହସପିଟାଲରେ ଆଜି ସନ୍ଧ୍ୟାରେ ଏକ ରୋଗୀଙ୍କର ମୃତ୍ୟୁକୁ ନେଇ ପରିବା ଲୋକେ ଡାକ୍ତର ଓ ନର୍ସଙ୍କ ଅବହେଳା କୁ ଦାୟୀ କରି ହାଙ୍ଗାମା କରିଛନ୍ତି । ମାଲକାନଗିରି...

ସିରୋଲୋଜିକାଲ ସର୍ଭେ ରିପୋର୍ଟ,୫୦ପ୍ରତିଶତ ଲୋକଙ୍କ ଦେହରେ କରୋନା ପ୍ରତିରୋଧକ ଶକ୍ତି ରହିଛି

0
ମାଲକାନଗିରି,୧୭ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଆରଏମଆରସି ର ପ୍ରୟାସରେ ପୌରାଚଂଳରେ ସିରୋଲୋଜିକାଲ ସର୍ଭେ ଓ ୧୬୧୩ ଜଣଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠା ଯାଇଥିଲା । ଇତିମଧ୍ୟରେ ରିପୋର୍ଟ...

ମାଲକାନଗିରି ଜିଲ୍ଲାରେ ଏଲୋଓ୍ୟାଣ୍ଣ,ସମ୍ଭାବ୍ୟ ବନ୍ୟାପରିସ୍ଥିତି ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି

0
ମାଲକାନଗିରି,୧୭ା୧୦ (ଓଡିଆ ପୁଅ ) ଆସନ୍ତା୧୯ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ବଙ୍ଗପ ସାଗରରେ ଲଘୁଚାପ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ଏଲୋଓ୍ୟାଣ୍ଣ ର୍ି ଦେଇଥିବାରୁ ରାଜ୍ୟପ୍ରାକୃତି ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ...

ବନବିଭାଗର ସଫଳତା,ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ ୨ଜଣ ଗିରଫ

0
ମାଲକାନଗିରି,୧୫ା୧୦ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ଏକ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ସକାଳେ...

ବିଷାକ୍ତ ଖାଦ୍ୟ ଖାଇ ତିନି ଭାଇଭଉଣୀ ଙ୍କ ମୃତ୍ୟୁ,ଦୁଇଜଣ ଗୁରୁତର,ଡାକ୍ତରରୀ ଦଳ ଓ ପୁଲିସ...

0
ମାଲକାନଗିରି,୧୫ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଉଡୁପା ପଚାଂୟତ କାଚେଲି ଆଦିବାସୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଷାକ୍ତ ଖାଦ୍ୟଖାଇ ଗୋଟିଏ ପରିବାରରୁ ତିନିଜଣ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ...

ଅବକାରୀ ବିଭାଗର ଚଢଉ,ଗଜେଂଇ ଓ ମଦ ଜବତ ୫ ଜଣ ଗିରଫ

0
ମାଲକାନଗିରି,୧୫ା୧୦(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ଚୋରା ମଦ ବେପାରି ବେଆଇନ ଭାବେ ଦେଶି ମଦ ଚାଲାଣ...

ପୌରାଚଂଳର ଭୂମିହୀନ ଗରିବଙ୍କୁ ଜାଗାମିଶନ ଯୋଜନାରେ ଘରବାରି ପଟା ବଟଂନ

0
ମାଲକାନଗିରି,୧୪ା୧୦(ଓଡିଆ ପୁଅ ) ରାଜ୍ୟସରକାର ଙ୍କ ଜଗାମିଶନ ଯୋଜନାରେ ମାଲକାନଗିରି ପୌରାଚଂଳ ରେ ୨୯୦ଜଣ ଭୂମିହୀନ ଘରବାରି ପଟାପାଇବା ପାଇଁ ଯୋଗ୍ୟହୋଇଛନ୍ତି । ଆଜି ନଗରଭବନ ଠାରେ କୋଭିଡ ନିୟମପାଳନ କରି ସାମାଜିକ...

ନଳକୂପ ରୁ ଅନବରତ ବାହାରୁଛି ପାଣି, ସେହି ପାଣିକୁ ବ୍ୟବହାର କରି ଗରିବ ଆଦିବାସୀ...

0
ମାଲକାନଗିରି,୧୪ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ନାୟକଗୁଡା ପଚାଂୟତ ତଙ୍ଗଗୁଡା ଆଦିବାସୀ ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଯହାକି ଇଂଜିନିୟର ମାନେ ଏହାର କରାଣ କଣ ଜାଣିବା...

ମାଲକାନଗିରି ଜିଲ୍ଲାରେ ଆନ୍ତରାଷ୍ଟ୍ରୀୟ ଶିଶୁକନ୍ୟା ଦିବସ ପାଳିତ

0
ମାଲକାନଗିରି,୧୧ା୧୦(ଓଡିଆ ପୁଅ ) ମାହାମାରି କରୋନା କଟକଣା ଚାଲିଥିବାରୁ ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ େଓ୍ୟବନାର ମାଧ୍ୟମରେ ୭ଟିବ୍ଲକ ର ଶିଶୁମହିଳା କଲ୍ୟାଣ ଅଧିକାରୀ,ସୁପରଭାଇଜର ଓ ଅଙ୍ଗନଓ୍ୟାର୍ଡି କର୍ମୀମାନଙ୍କୁ ନେଇ...

ନିର୍ମାଣର ମାସେ ନ ଯାଉଣୁ କଲଭର୍ଟ ଭାଙ୍ଗିଲା, ଯାତାୟତ ରେ ବାଧା

0
ମାଲକାନଗିରି,୧୧ା୧୦(ଓଡିଆ ପୁଅ ) ମାଲକାନଗିରି ସହର ଉପକଠଂରେ ଥିବା ପୁରୁଣା ଚେକଗେଟ ନିକଟ ମୁଖ୍ୟରାସ୍ତା କଡରେ ଥିବା ଜୟପୁରିଆଗୁଡା ଠାରୁ ଆର୍ଶିବାଦ କଲୋନି କୁ ସଂଯୋଗ କରୁଥିବା ରାସ୍ତାରେ ଗତ ମାସକତଳେ ପୌରପରିଷଦ...

ମାଲକାନଗିରି ଥାନା ଅଧିକାରୀଙ୍କ ନାମରେ ଫେକ ଫେସବୁକ ଏକାଉଟଂ

0
ମାଲକାନଗିରି,୧୦ା୧୦,(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସାଇବର କ୍ରାଇମ ବଢିଚାଲିଛି । ପୁଲିସ ତାର ଟେର ପାଉନଥିବା ବେଳେ ଏହି ଠକାମିର ଶିକାର ଶିକାର ହୋଇଯାଇଛନ୍ତି ଖୋଦ ପୁଲିସ ଅଫିସର...