Home Authors Posts by Sk Jabir Mohammed

Sk Jabir Mohammed

517 POSTS 0 COMMENTS

ଯୋଡା : ବଜ୍ରପାତରେ ନାବାଳକର ମୃତ୍ୟୁ

0
ଯୋଡା,୦୭ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୂର୍ଗା ଠାରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଶ୍ରୀଧର ହେମ୍ବ୍ରମ (୧୨) ନାମକ ଜଣେ ନାବାଳକ ବଜ୍ରପାତରେ...

ଯୋଡ଼ା : ଟାଟା ଷ୍ଟିଲ ପକ୍ଷରୁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

0
ଯୋଡ଼ା, ୭ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମା ଓ ଶିଶୁର ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନ ସଂକ୍ରାନ୍ତରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ମଧ୍ୟରେ...

ଯୋଡା : ପାହାଡ ଉପରେ ଚଢିଲେ ମିଳେ ନେଟୱର୍କ, ରାଜସ୍ୱ ସଂଗ୍ରହରେ ଅଗ୍ରଣୀ, ମିଳୁନାହିଁ...

0
ଯୋଡା, ୨୯ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରାଜ୍ୟ ସରକାରଙ୍କ ରାଜକୋଷକୁ ସିଂଘଭାଗ ଅର୍ଥ ଦେଇ ସମୃଦ୍ଧ କରୁଥିବା ଯୋଡା ଖଣି କ୍ଷେତ୍ରରେ ଅଧିକାଂଶ ଖଣି ପ୍ରଭାବିତ ଅଞ୍ଚଳବାସୀ...

ଯୋଡା : ପାଣ୍ଡିଆ ବନ୍ଦ ଖଣିରୁ ଲୁହାପଥର ଲୁଟ ପାଇଁ ଛାଡିଦେଇଛି ଖଣି ବିଭାଗ,...

0
ଯୋଡା, ୨୯/୦୭ (ଓଡିୁଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ବନ୍ଦ ପଡିଥିବା ଲୌହ ଓ ମାଙ୍ଗାନିଜ...

ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୭ତମ ଜନ୍ମବାର୍ଷିକୀ ପାଳିତ

0
ଯୋଡା, ୨୯/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ପକ୍ଷରୁ ଗୁରୁବାର ଦିନ ଯୋଡ଼ାଠାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୭ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ସମ୍ପ୍ରତି...

ଯୋଡା : ଆସନ୍ତା ୧୪ରେ ଟ୍ରକ ମାଲିକଙ୍କ ଚୁଡାନ୍ତ ନିଷ୍ପତ୍ତି

0
ଯୋଡା, ୦୭ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟ୍ରକ ଯୋଗେ ପରିବହନ ମୂଲ୍ୟ ବୃଦ୍ଧି ନିମନ୍ତେ ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ ଚଳିତ ମାସ ୪...

ଯୋଡା ପୌରପାଳିକାରେ ଚମ୍ପୁଆ ବିଧାୟିକାଙ୍କ ସମୀକ୍ଷା ବୈଠକ

0
ଯୋଡା, ୦୭ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ଯୋଡା ଛାଡି ବାମେବାରୀ ଅଞ୍ଚଳରେ ମାତିଛନ୍ତି ଲୁଟେରା, ଚୋରା ଲୁହାପଥର ବୋଝେଇ ବେଳେ ଓଲଟିଲା...

0
ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ବିଳମ୍ବିତ ରାତିରେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଲୌହ ଖଣି ନିକଟ ପାଲପାଲ ଠାରେ ଗଚ୍ଛିତ ଥିବା ଚୋରା...

ଯୋଡା – ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ, ‘ମୋ ଖତ’...

0
ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ବାଚ୍ୟୁହାଟିଂ ଠାରେ ଅବସ୍ଥିତ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ ଗୁରୁବାର ‘ମୋ...

ଯୋଡା-ସ୍କର୍ପିଓ ଲୁଟ ଘଟଣାରେ ୨ ଗିରଫ

0
ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗତ ୨୮ ତାରିଖ ପ୍ରାତଃ ସମୟରେ ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ନିକଟରୁ ୩ଜଣ ଦୁର୍ବୁତ୍ତ କଟକରୁ ବଡବିଲ ଅଭିମୁଖେ...

ଯୋଡା – ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ନୈତିକତା ମାସ’ ର ଶୁଭାରମ୍ଭ

0
ଯୋଡା, ୦୧/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଜୁଲାଇ୧ ତାରିଖ ଦିନ ‘ନୈତିକତା ମାସ’ ପାଳନର ଶୁଭାରମ୍ଭ କରାଯାଇଛି । ଉତ୍ତରଦାୟିତ୍ୱ, ଏକତା,...

ଯୋଡା : ପୋଲ ତଳୁ ମୃତ ନବଜାତ ଶିଶୁ କନ୍ୟା ଠାବ

0
ଯୋଡା, ୨୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡ ରାମଜାନ ହାଟିଂର ପୋଲ ତଳୁ ଏକ ନବଜାତ ଶିଶୁ କନ୍ୟା ମୃତ ଅବସ୍ଥାରେ...

ଯୋଡା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ଦେବସ୍ନାନ

0
ଯୋଡା,୨୪/୬ (ଓଡିଆ ପୁ୍ଅ / ସେକ୍ ଜାବିର ମହମ୍ମଦ) ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତଙ୍କ ଗହଳିରେ ଯଥାରିତି ଅନୁଷ୍ଠିତ ହୋଇଯାଇଛି...

ଯୋଡା ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପଉଛି

0
ଯୋଡା, ୨୨ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ପରିଲକ୍ଷିତ କରାଯାଇଛି ।...

ଲାଗୁଛି ଲୌହପଦାର୍ଥ, ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ପ୍ରବାହିତ

0
ଯୋଡା, ୧୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମହଦ) ଏକ ଅଲୌକିକ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଯୋରରେ ଚାରିଆଡେ ପ୍ରାସାରିତ ହେବାରେ ଲାଗିଛି । ମଣିଷ ଦେହରେ ଚୁମ୍ପକୀୟ...

ଯୋଡା : ସାବିତ୍ରୀ ପରେ ଏବେ ରଜ ଭିଡ, ୪ ଲୁଗା ଦୋକାନ ସିଲ୍‌,...

0
ଯୋଡା, ୧୧ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସାବିତ୍ରୀ ଓସା ପରେ ଏବେ ରଜ ଭିଡ ଯୋଡା ସହରରେ ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ଭୃକ୍ଷେପ ନକରି ଲୋକେ...

ଯୋଡା : ଲୁହାପଥର ଚୋରାକାରବାରର ମୁଖ୍ୟ ଅଭିଯୁକ୍ତ ଜାମସେଦପୁରରୁ ଗିରଫ

0
ଯୋଡା, ୧୧ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଆନ୍ତଃରାଜ୍ୟ ଲୁହାପଥର ତସ୍କରଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଗତ ମାର୍ଚ୍ଚ...

ଯୋଡା : ଦାଦା ବଟି ଆଦାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

0
ଯୋଡା, ୧୧ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ ) : ବୁଧବାର ବିଳମ୍ବିତ ରାତ୍ରୀରେ ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅଧିନ କିତାବେଡାଠାରେ ୩ଜଣ ଦୁର୍ବୁତ୍ତ ଦେଓଝର ରାସ୍ତାରେ...

ଯୋଡା : ଆଜି ସାବିତ୍ରୀ: ଦ୍ରୌପଦୀଙ୍କ ଆକ୍ରମଣରେ ସ୍ୱାମୀ ରକ୍ତାକ୍ତ

0
ଯୋଡା, ୧୦ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଆଜି ସାବିତ୍ରୀ ବ୍ରତ । ପ୍ରବାଦ ଅଛି ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଆଜି ଦିନରେ ଯମରାଜଙ୍କ ନିକଟରୁ ମୃତ୍ୟୁ...

ଯୋଡା : ଲୁହାପଥର ଚୋରା କାରବାରରେ ସମ୍ପୃକ୍ତ ଜଣେ ଗିରଫ

0
ଯୋଡା, ୧୦ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲୁହାପଥର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖଣି ମାଫିଆମାନେ ପୁଲିସ, ଖଣି ବିଭାଗ, ଜଙ୍ଗଲ ବିଭାଗ ଆଖିରେ...