Home Authors Posts by Sk Jabir Mohammed

Sk Jabir Mohammed

517 POSTS 0 COMMENTS

ମୋଟରସାଇକେଲ ଚୋରୀ ର‌୍ୟାକେଟର ୧ ଗିରଫ, ୨ ମୋଟରସାଇକେଲ ଜବତ

0
ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ସହରରେ ମୋଟରସାଇକେଲ ଚୋରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ଏହି ଚୋରୀର ଏକ ବଡ ର‌୍ୟାକେଟକୁ ଠାବ...

୩ଲକ୍ଷ ୭୪ ହଜାର ଟଙ୍କା ଠକେଇ ମାମଲାରେ ୧ ଗିରଫ

0
ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଅଞ୍ଚଳର ଏକ ଠକେଇ ମାମଲାରେ ପୁଲିସ ସିଭିଲ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ...

ବାଂଶପାଣି ଗୋଷ୍ଠୀ ସଂଘର୍ଷ ଘଟଣାରେ ୯ ଗିରଫ

0
ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାଂଶପାଣି ଠାରେ ରେଳ ବୋଝେଇକୁ କେନ୍ଦ୍ର କରି ଗତ ୧୧ ତାରିଖ ବିଳମ୍ବିତ ରାତ୍ରୀରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଯୋଡା...

ଲୁହା ପଥର ପରିବହନକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ

0
ଯୋଡା, ୧୨/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲୁହା ପଥର ପରିବହନକୁ କେନ୍ଦ୍ର କରି ବାଂଶପାଣି ଠାରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ସମୟରେ ଏକ ଗୋଷ୍ଠୀ...

ବିଆରପିଏଲ୍ ପାଇପ ଲାଇନ ଫାଟି ବସ୍ତି ବାସିନ୍ଦାଙ୍କ ଘରେ ପଶିଲା ଫାଇନ୍ସ କାଦୁଅ ପାଣି

0
ଯୋଡା, ୧୦/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବ୍ରାହ୍ମଣୀ ରିଭର ପିଲେଟ ଲିଃ (ବି.ଆର.ପି.ଏଲ୍‌.) କମ୍ପାନୀ ଲୁହା ଗୁଣ୍ଡ ସହିତ ଜଳ ମିଶ୍ରଣ କରି ପାଇପ ଲାଇନ ଯୋଗେ...

ବଡବିଲ ତହସିଲଦାରଙ୍କ ହସ୍ତକ୍ଷେପ ପରେ, ୫ ଉଦ୍ଧାର ଶିଶୁଙ୍କ ଜିମା ନେଲେ ଜିଲ୍ଲା ଶିଶୁ...

0
ଯୋଡା, ୦୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ହସ୍ତକ୍ଷେପ ପରେ ଯୋଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ୫ଜଣ ଅନାଥ...

ଇଣ୍ଡିଆନ ଅଏଲ ଓ ରୋଟାରୀ କ୍ଲବ ପକ୍ଷରୁ ଗରିବଙ୍କୁ ସହାୟତା

0
ଯୋଡା, ୦୧/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଲାଇ ଫୁଏଲ ଏବଂ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଇଣ୍ଡିଆନ ଅଏଲ ଦିବସ ଉତ୍ସବରେ ଗରିବ ଲୋକଙ୍କୁ ସହାୟତା...

ଯୋଡା ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
ଯୋଡା, ୩୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକାରେ ସୋମବାର ଦିନ ସ୍ୱାୟତଃ ଶାସନ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ସାମାଜିକ ଦୂରତା...

ଦୁର୍ନୀତିର ଗନ୍ତାଘର ଯୋଡା ପୌରପାଳିକା, ସୂଚନା ଫଳକରେ ଲକ୍ଷାଧିକ ଟଙ୍କା ଆତ୍ମସାତ

0
ଯୋଡା. ୩୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକାରେ କାଉନସିଲ ଭଙ୍ଗ ହେବା ପରେ ସରକାରୀ ଧନ କିଭଳି ଭାବେ ହରିଲୁଟ ହେଉଛି ତାହାର ଏକ ବଡ ଦୃଷ୍ଟାନ୍ତ...

ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ...

0
ଯୋଡା, ୨୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବର୍ଷାରେ ସମଗ୍ର ରାଜ୍ୟବାସୀ ବେହାଲ ହୋଇପଡିଥିବା ବେଳେ ସେଥିରୁ...

ସେଣ୍ଟ ଟେରେସା ସ୍କୁଲରେ ୫୦ ପ୍ରତିଶତ ସ୍କୁଲ ଫି’ କରିବାକୁ ଅଭିଭାବକଙ୍କ ଦାବି

0
ଯୋଡା, ୨୫/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଅବସ୍ଥିତ ଇଂରାଜୀ ମାଧ୍ୟମ ସେଣ୍ଟ ଟେରେସା ସ୍କୁଲରେ ମାସିକ ସ୍କୁଲ ଫି ଅଧା କରିବା ପାଇଁ ଅଭିଭାବକମାନେ...

ଯୋଡା – ନିଶା ସିକ୍ୟୁରିଟିରେ ୨ଭାଇଙ୍କ ଗୁଣ୍ଡା ରାଜ, ଲୁହା ଛଡ ମାଡରେ କର୍ମଚାରୀଙ୍କ...

0
ଯୋଡା, ୨୨/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳ ମଧ୍ୟରେ ଅବସ୍ଥିତ ଯୋଡା ୱେଷ୍ଟ, ଯୋଡା ଇଷ୍ଟ ଓ ଫେରୋ ପ୍ଲାଣ୍ଟ ୩ଟି ସ୍ଥାନରେ ଟାଟା କମ୍ପାନୀ...

ସ୍ୱଚ୍ଛ ସର୍ବେକ୍ଷଣରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ

0
ଯୋଡା, ୨୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ ରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି। ସ୍ୱଚ୍ଛ...

ସର୍ଟ ସର୍କିଟରୁ କ୍ଲିନିକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମିଭୂତ 

0
ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ସୁପରମାର୍କେଟରେ ବୁଧବାର ବିଳମ୍ବିତ ରାତ୍ରୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏଠାରେ ଥିବା...

ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣସାହୀ ଗ୍ରାମରେ ଥିବା ସ୍ମିତା ପେଟ୍ରୋଲ ପମ୍ପ ନିକଟସ୍ଥ ଜଙ୍ଗଲରୁ ଏକ ଯୁବକର...

ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ଏତଲା

0
ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଠାରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଦେଖାଦେଇ ଉଭୟ ପକ୍ଷରୁ ପୃଥକ ମାମଲା...

୫୦ ଫୁଟ ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

0
ଯୋଡା, ୧୮/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରେମିକ ହାତ ଛାଡିଦେଲା, ପୁଲିସ ବୁଝିଲାନି, ଘର ଲୋକ ଗ୍ରହଣ କଲେନି, ଶେଷରେ ଜଣେ ଯୁବତୀ ୫୦ ଫୁଟ ପୋଲ...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୯ ଗିରଫ, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗ୍ରାମବାସୀଙ୍କ...

0
ଯୋଡା, ୧୭/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ଲଙ୍ଗାଲୋଟା ଗ୍ରାମରେ ୧୬ ତାରିଖ ରାତିରେ ୧୫ ତାରିଖର ପତାକା ଉତ୍ତୋଳନ ନେଇ ୨ ଗୋଷ୍ଠୀ...

ଡମ୍ପର-ସ୍କୁଟି ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ନାବାଳକ

0
ଯୋଡା, ୧୭/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ଧରଣୀଧର ଛକ ନିକଟରେ ସଡକ ଦୁର୍ଘଟଣାରେ ଅଳ୍ପକେ ୩ଜଣ ନାବାଳକ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି ।...

ସ୍ୱାଧୀନତା ଦିବସ ଅବସରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ୧୩୭ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0
ଯୋଡା, ୧୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱାଧିନତା ଦିବସ ଅବସରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା...