ମହିଳାଙ୍କୁ ସାହାଯ୍ୟ କରିବା ପଡିଲା ମହଙ୍ଗା, ଅପହରଣ ସନ୍ଦେହରେ ଡ୍ରାଇଭର, ହେଲଫରକୁ ନିଦ୍ଧୁମ ମାଡ

ଯୋଡା- ତା ୧୩/୦୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ମଧ୍ୟାହ୍ମ ଦେଢଟା ସମୟରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିର ହେସାବେଡା ନିକଟରେ ସାଗର ମୁଣ୍ଡା ନାମକ ଜଣେ ଟ୍ରକ ଡ୍ରାଇଭର ଏବଂ ଆୟୁଷ ମୁଣ୍ଡା ନାମକ ହେଲଫର ଦୁଇ ଜଣଙ୍କୁ ଜଣେ ଯୁବତୀଙ୍କୁ ଅପରହଣ କରିନେଉଥିବା ସନ୍ଦେହରେ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ନିର୍ମମ ଭାବରେ ମାଡ ମାରିଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ଦୁଇ ଜଣଙ୍କ ଅବସ୍ତାରେ ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଛି। ତେବେ ଡ୍ରାଇଭର ସାଗର ମୁଣ୍ଡାଙ୍କ ଅବସ୍ଥା ଏପରିହୋଇଛି ଯେ ସେ ସମ୍ପୂର୍ଣ୍ଣ ଶଙ୍ଗ୍ୟା ହରାଇବସିଛନ୍ତି। ଘଟଣାରୁ ପ୍ରକାଶ…

"ମହିଳାଙ୍କୁ ସାହାଯ୍ୟ କରିବା ପଡିଲା ମହଙ୍ଗା, ଅପହରଣ ସନ୍ଦେହରେ ଡ୍ରାଇଭର, ହେଲଫରକୁ ନିଦ୍ଧୁମ ମାଡ"

ଯୋଡା ବିଡିଓଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ମାମଲା

ଯୋଡ଼ା -୧୧/୦୬/୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର ବିଡିଓ ଶ୍ରୀ ଅରୁଣ କୁମାର ମଲ୍ଲିକଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ୧୦ଟି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଫେଡରେସନ୍ର ସଭାପତି ଓ ସମ୍ପାଦକ ପରିବର୍ତ୍ତନ କରି ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବିଡିଓ ଶ୍ରୀ ମଲ୍ଲିକଙ୍କୁ ଜଣାଇବାକୁ ଯାଇଥିଲେ। ଶ୍ରୀ ମଲ୍ଲିକ ସେମାନଙ୍କ କଥା ଶୁଣିବା ତ ଦୂରର କଥା, ସେମାନଙ୍କୁ ଅଶାଳୀନ ଭାଷାରେ ଗାଳି ଦେବା ସହ ଦୁର୍ବ୍ୟବହାର କରି ସେଠାରୁ ଫେରାଇ ଦେଇଥିଲେ ଏବଂ ଏଠାରୁ…

"ଯୋଡା ବିଡିଓଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ମାମଲା"

ଯୋଡା ଟାଟା ଡିଏଭି ସ୍କୁଲକୁ ‘ଗ୍ରୀନ ସ୍କୁଲ ପ୍ରୋଜେକ୍ଟ’ ପୁରସ୍କାରରେ ସମ୍ମାନୀତ

ଯୋଡା- ତା ୦୮/୦୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲ ‘ଗ୍ରୀନ ସ୍କୁଲ ପ୍ରୋଜେକ୍ଟ’ ନିମନ୍ତେ ଚମ୍ପିଆନସିପ୍ ଟ୍ରଫି ପାଇଥିବା ଜଣାପଡିଛି । ଗତ ୬ ତାରିଖ ଦିନ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଜାମସେଦପୁର ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଟାଟା ଏନର୍ଜି ଏଣ୍ଡ ରିସୋର୍ସ ଇନ୍ଚିଚୁ୍ୟଟ (ଟେରୀ) ପକ୍ଷରୁ ଏହି ସମ୍ମାନଜନକ ଟ୍ରଫି ପ୍ରଦାନ କରାଯାଇଛି । ଟେରୀ ର ଡାଇରେକ୍ଟର ଡେନେରାଲ ଡଃ ଅଜୟ ମାଥୁରଙ୍କ ଠାରୁ ଟାଟା ଡିଏଭି ସ୍କୁଲର ଅଧ୍ୟକ୍ଷ ବି. ସାଇ ସିବା ଏବଂ ସହଯୋଗୀ ଇନ୍ଦ୍ରଜିତ ମହାପାତ୍ର ଏହି ଟ୍ରଫିଟି ଗ୍ରହଣ କରିଛନ୍ତି ।…

"ଯୋଡା ଟାଟା ଡିଏଭି ସ୍କୁଲକୁ ‘ଗ୍ରୀନ ସ୍କୁଲ ପ୍ରୋଜେକ୍ଟ’ ପୁରସ୍କାରରେ ସମ୍ମାନୀତ"

ଯୋଡାରେ କନ୍ୟା ଜନ୍ମ ଏକ ଅଭିଶାପ ପାଲଟିଛି; ନବଜାତ ଶିଶୁ କନ୍ୟାକୁ ଛାଡି ମା ଚମ୍ପଟ

ଯୋଡା- ତା ୦୬/୦୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ଆଜଦବସ୍ତି ଠାରେ ଏକ ନବଜାତ ଶିଶୁ କନ୍ୟାକୁ କେହି ଜଣେ ମହିଳା ଅନ୍ୟ ଜଣଙ୍କ ପିଣ୍ଡାରେ ଶୁଆଇଦେଇ ଚମ୍ପଟ ମାରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନବଜାତ ଶିଶୁଟି ୯-୧୦ ଦିନର ହେବ ବୋଲି ଜଣାପଡିଛି। ଶିଶୁଟି ଆଜାଦବସ୍ତିର ଓମା ମୁଣ୍ଡା ନାମକ ଜଣେ ମହିଳାଙ୍କ ଘର ପିଣ୍ଡାରେ ଏକ ଶାଢି ଉପରେ ଶୋଇ ବିକଳରେ କାନ୍ଧୁଥିବା ବେଳେ ଓମା ଘରୁ ବାହାରି ତାକୁ ଦେଖିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଆଖପାଖରେ କାହାରିକୁ ଦେଖିବାକୁ ପାଇନଥିଲେ ଫଳରେ ସେ ଶିଶୁଟିକୁ କେହି…

"ଯୋଡାରେ କନ୍ୟା ଜନ୍ମ ଏକ ଅଭିଶାପ ପାଲଟିଛି; ନବଜାତ ଶିଶୁ କନ୍ୟାକୁ ଛାଡି ମା ଚମ୍ପଟ"

ଖଣିଜ ପରିବହନ ଦର ବୃଦ୍ଧି ଦାବିରେ ଟ୍ରକ ଚଳାଚଳ ଠପ୍, ଦଲାଲ ମାଲେମାଲ, ଗାଡି ମାଲିକ ବେହାଲ

ଯୋଡା- ତା ୦୬/୦୬ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ମଙ୍ଗଳବାର ଠାରୁ ପରିବହନ ମୂଲ୍ୟ ବୃଦ୍ଧି ଦାବିରେ ଟ୍ରକ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିବା ଜଣାପଡିଛି। ତୈଳ ଦର ବୃଦ୍ଧି ସାଙ୍ଗକୁ ଟ୍ରକ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି ଓ ଅତ୍ୟଧିକ ଟ୍ୟାକ୍ସ ବୃଦ୍ଧି ଫଳରେ ଟ୍ରକ ମାଲିକମାନେ ଅନେକ କ୍ଷତିର ସମ୍ମୁଖିନ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବିଭିନ୍ନ ଆର୍ଥôକ ସଂସ୍ଥାରୁ ଋଣ ନେଇ ଟ୍ରକ କିଣିଥିବା ମାଲିକମାନେ ଋଣ ପରିଷୋଧ କରିନପାରି ସେମାନଙ୍କର ଟ୍ରକ ବାର୍ଯ୍ୟାପ୍ତି ହେଉଥିବା ଅନେକ ନଜୀର ରହିଛି। ବାରମ୍ବାର ପରିବହନ ଦର ବୃଦ୍ଧି କରିବାକୁ ସେମାନେ ଦାବି…

"ଖଣିଜ ପରିବହନ ଦର ବୃଦ୍ଧି ଦାବିରେ ଟ୍ରକ ଚଳାଚଳ ଠପ୍, ଦଲାଲ ମାଲେମାଲ, ଗାଡି ମାଲିକ ବେହାଲ"

ଯୋଡ଼ା ଠାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ

ଯୋଡ଼ା, ୩୧/୦୫/୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି। ଏହି ଅବସରରେ ପୃଥକ ପୃଥକ ଜାଗାରେ ରାଲି ଓ ସଚେତନତା ସଭା କରାଯାଇ ସମାଜକୁ ତମାଖୁର ଖରାପ ପ୍ରଭାବ ବିଷୟରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା। ପ୍ରତି ବର୍ଷ ମେ ୩୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ତମାଖୁ ନିରୋଧ ଦିବସ ଭାବେ ପାଳନ କରାଯାଇଥାଏ। ସ୍ୱାସ୍ଥ୍ୟ ଉପରେ ତମାଖୁର କିପରି ଭାବେ ଖରାପ ପ୍ରଭାବ ପଡିଥାଏ, ସେ ନେଇ ଏହି ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଚଳିତ ବର୍ଷର ଥିମ ଥିଲା, ତମାଖୁ ହୃଦୟକୁ ନଷ୍ଟ କରିଥାଏ,…

"ଯୋଡ଼ା ଠାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ"

ଯୋଡ଼ାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ

ଯୋଡ଼ା, ୩୧/୦୫/୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ପୃଥକ ପୃଥକ ଜାଗାରେ ରାଲି ଓ ସଚେତନତା ସଭା କରାଯାଇ ସମାଜକୁ ତମାଖୁର ଖରାପ ପ୍ରଭାବ ବିଷୟରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା । ପ୍ରତି ବର୍ଷ ମେ ୩୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ତମାଖୁ ନିରୋଧ ଦିବସ ଭାବେ ପାଳନ କରାଯାଇଥାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର କିପରି ଭାବେ ଖରାପ ପ୍ରଭାବ ପଡିଥାଏ, ସେ ନେଇ ଏହି ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଚଳିତ ବର୍ଷର ଥିମ ଥିଲା,…

"ଯୋଡ଼ାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ"

ଟାଟା ସ୍ପଞ୍ଜ ଶ୍ରମିକ ସଂଘ ନିର୍ବାଚନ (ରମେଶ ଚନ୍ଦ୍ର ବେହେରା ସାଧାରଣ ସମ୍ପାଦକ, ସଞ୍ଜୟ କୁମାର ମହାନ୍ତ ସଭାପତି)

ଯୋଡା- ତା ୩୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବୁଧବାର ଦିନ ବହୁ ପ୍ରତୀକ୍ଷିତ ଟାଟା ସ୍ପଞ୍ଜ ଶ୍ରମିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ସଞ୍ଜୟ କୁମାର ମହାନ୍ତ, ସାଧାରଣ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ସନ୍ତୋଷ ଓରାମ, ସହ- ସଭାପତି ଭାବେ ସୁରେନ୍ଦ୍ର ବେହେରା, ଉପସଭାପତି ଭାବେ ଗୌରାଙ୍ଗ ପ୍ରସାଦ ନନ୍ଦ, ସମ୍ପାଦକ ଭାବେ ଅରୁଣ କୁମାର ପୋଦାର, ସହ ସମ୍ପାଦକ ଭାବେ ଗୀତାରାଣୀ ବାରିକ ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱ ରଞ୍ଜନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ଯୋଡା ଟାଟା ଷ୍ଟିଲ ମାଙ୍ଗାନିଜ ମାଇନ୍ସ ୱାର୍କସ ୟୁନିଅନର…

"ଟାଟା ସ୍ପଞ୍ଜ ଶ୍ରମିକ ସଂଘ ନିର୍ବାଚନ (ରମେଶ ଚନ୍ଦ୍ର ବେହେରା ସାଧାରଣ ସମ୍ପାଦକ, ସଞ୍ଜୟ କୁମାର ମହାନ୍ତ ସଭାପତି)"

ମୂଲ୍ୟବାନ ଜମି ସରକାର ହାତକୁ ନେଲେ

ଯୋଡା- ତା ୩୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଯୋଡା ପୌରପାଳିକା ଅନ୍ତର୍ଗତ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥର କଡରେ ହୋଟେଲ ମେରିଅଟ ନିକଟରେ ଥିବା ମୂଲ୍ୟବାନ ଜମିକୁ ସରକାର ତାର ବାଡ ବୁଜି ଆଜି ହାତକୁ ନେଇଛନ୍ତି। ଖାତା ନଂ. ୧୭୮ ଏବଂ ପ୍ଲଟ ନଂ.-୧୨୮ ଉପରେ ଅବସ୍ଥିତ ପ୍ରାୟ ୩୫ ଡିସମିଲ ପରିମିତ ଜମିଟି ଦୀର୍ଘ ଦିନ ଧରି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରରେ ରହିଥିଲା। ଏହାକୁ ସେ ନିଜର ଯାନ ବାହାନ ନିମନ୍ତେ ପାର୍କିଂ ଏରିଆ ଭାବେ ବ୍ୟବହାର କରୁଥିଲେ। ଯାହାର ସରକାରୀ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ମେରିଅଟ ହୋଟେଲର ସମ୍ମୁଖରେ ମଧ୍ୟ…

"ମୂଲ୍ୟବାନ ଜମି ସରକାର ହାତକୁ ନେଲେ"

ନୀଳକଣ୍ଠେଶ୍ୱର ପୋଖରୀକୁ ହତ୍ୟା ଉଦ୍ୟମ

ଯୋଡା- ତା ୩୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୧୩ନଂ ୱାର୍ଡ ଖୁଣ୍ଟପାଣୀସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ପୋଖରୀ ୱାର୍ଡ ବାସିନ୍ଦାଙ୍କ ସ୍ନାନ, ପାନୀୟ ଜଳ ଭଳି ମୌଳିକା ସୁବିଧା ମେଣ୍ଟାଇବାର ଏକମାତ୍ର ମାଧ୍ୟମ ଦୀର୍ଘ ଦଶନ୍ଦି ଧରି ପାଲଟିଆସିଥିଲା। କେନ୍ଦ୍ର ସରକାରଙ୍କର ପୋଖରୀ ଉନ୍ନତି କରଣ ଯୋଜନାରେ ଏହାର ପୁନଃଉଦ୍ଧାର କାର୍ଯ୍ୟ ଯୋଡା ପୌରପାଳିକା ହାତକୁ ନେଇଛି। ଏହି ପୋଖରୀଟିରେ ବର୍ଷା ଜଳ ସଂରକ୍ଷିତ ରହିବା ସହିତ ଅନେକ ଗୁଡିଏ ପ୍ରାକୃତିକ ଝର ଯୋଗୁଁ ଗ୍ରୀଷ୍ମ କାଳରେ ମଧ୍ୟ ଏହା ୱାର୍ଡ ବାସୀଙ୍କର ଶୋଷ ମେଣ୍ଟାଇଥାଏ। ଏହି ପୋଖରୀ ଯୋଗୁଁ ନିକଟସ୍ଥ…

"ନୀଳକଣ୍ଠେଶ୍ୱର ପୋଖରୀକୁ ହତ୍ୟା ଉଦ୍ୟମ"