ବଲାଙ୍ଗୀର ଜିଲ୍ଲାରେ ଖୋଲାଖୋଲି ଭାବେ ବେଆଇନ ନିଶା କଫ ସିରଫର କାରବାର

ବଲାଙ୍ଗୀର ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଖୋଲା ଖୋଲି ଭାବେ ବ୍ୟାପକ ବେଆଇନ ନିଶା କଫ ସିରଫର କାରବାର ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଳେ ପ୍ରଶାସନ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ନେଇ ବୁଦ୍ଧିଜୀବି ମହଲ ଓ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରକାଶ ଯେ ଏହି ଜିଲ୍ଲାକୁ ବିଭିନ୍ନ ଅଂଚଳ ଓ ନିକଟସ୍ଥ ରାଜ୍ୟର ରାୟପୁର ଅଞ୍ଚଳରୁ ବ୍ୟାପକ ଭାବେ ନିଶା କଫ ସିରଫ ଚାଲାଣ ହୋଇ ଆସିବା ଓ କେତେକ ଅସାଧୁ ଲାଭଖୋର ବ୍ୟବସାୟୀ ଶହେରୁ ଦୁଇଶହ ଟଙ୍କାରେ ବିକ୍ରି କରିବା ଦ୍ୱାରା ନୂତନ ଯୁବ ବର୍ଗ ଛାତ୍ର ଗୋଷ୍ଟି ଏ ନିଶା ସେବନ କରି…

"ବଲାଙ୍ଗୀର ଜିଲ୍ଲାରେ ଖୋଲାଖୋଲି ଭାବେ ବେଆଇନ ନିଶା କଫ ସିରଫର କାରବାର"

କଲାମଙ୍କଠାରୁ ନେତୃତ୍ଵର ପାଠ

– ସରଳ କୁମାର ଦାସ “ନେତା ହେବ କେମିତି ?” “ଅମୁକ ଭାଇ ଯେମିତି।” ସ୍ଳୋଗାନକାରୀଙ୍କୁ ଅମୁକ ଭାଇଙ୍କ ନେତା ସୁଲଭ ବିଶେଷ ଗୁଣ କଥା ପଚାରିଲେ ତାଙ୍କର ବାହୁବଳୀ ଚରିତ୍ର ସହିତ ସେ ନିର୍ବାଚନରେ କିପରି ଅଜସ୍ର ଟଙ୍କା ଖର୍ଚ୍ଚ କରି ପାରିବେ, ମଦର ବନ୍ୟାରେ ଭସାଇ ଦେଇ ପାରିବେ, ସେ ସମ୍ପର୍କରେ ବେଧଡକ କହିବେ। ଏହି ଗୁଣ ଥାଇ ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ଭବ, ନେତା ନୁହେଁ। ତାମିଲନାଡୁର ଏକ ଅଖ୍ୟାତ ପଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମିତ ଓ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ, ବିଭିନ୍ନ କ୍ଷେତ୍ରରେ ସଫଳ ନେତୃତ୍ଵ ଦେଇ ଜନସାଧାରଣଙ୍କ…

"କଲାମଙ୍କଠାରୁ ନେତୃତ୍ଵର ପାଠ"