ବୌଦ୍ଧ ପୋଲିସ ପକ୍ଷରୁ ପରୀ ର ଜନ୍ମଦିନ ପାଳନ

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ସାରା ରାଜ୍ୟରେ ନାବାଳିକା ଓ ମହିଳା ସୁରକ୍ଷା ନେଇ ସଚେତନତା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପରୀ ରଥ ଯାତ୍ରା କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ସମାଜରେ ଶିଶୁକନ୍ୟା ମାନଙ୍କ ସୂରକ୍ଷା ଓ ଅପରାଧି ମାନସିକତାରେ ପରିବର୍ତ୍ତନ ର ବାର୍ତ୍ତା ନେଇ ଆଜି ବୌଦ୍ଧ ଏନଏସି ନିକଟରେ ଥିବା ବନ୍ୟା ଆଶ୍ରୟସ୍ଥଳୀରେ ପରୀର ଜନ୍ମଦିନ ପାଳନ କରାଯିବା ଅବସରରେ ଛୋଟ ଛୋଟ ଶିଶୁମାନଙ୍କ ଦ୍ୱାରା କେକ୍ କଟାଯିବା ସହିତ ମିଷ୍ଟାନ୍ନ୍ ବଂଟନ କରାଯାଇଥିଲା। ଏହି ଅବସରରେ ବୌଦ୍ଧଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଳ କୁମାର…

"ବୌଦ୍ଧ ପୋଲିସ ପକ୍ଷରୁ ପରୀ ର ଜନ୍ମଦିନ ପାଳନ"

ବୌଦ୍ଧ ଚୈତନ୍ୟ ସଂକିର୍ତ୍ତନ ମହାସଂଘର ବୈଠକ

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାର ଶ୍ରୀ ଶ୍ରୀ ଚେଅତନ୍ୟ ମହାସଂଘର ଏକ ଜିଲାସ୍ତରୀୟ ବୈଠକ ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ପଂଚାୟତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏନଏସି ତଥା ତିନିଗୋଟି ବ୍ଲକର କୋଣ ଅନୁକୋଣରୁ ଶତାଧିକ ସଂକିର୍ତ୍ତନ ମଣ୍ଡଳୀର ପ୍ରତିନିଧି ଯୋଗଦେଇଥିଲେ। ଏହି ବୈଠକରେ ମହାସଂଘ ପକ୍ଷରୁ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ହରଭଙ୍ଗା ବିଡିଓ ଓ କଂଟାମାଳ ବିଡିଓଙ୍କୁ ଯୋଗଦେବାକୁ ପୂର୍ବରୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା। କିନ୍ତୁ ଜିଲାର ଜଣେ ହେଲେ ପ୍ରଶାସନିକ ଅଧିକାରୀ ଏହି ବୈଠକରେ ଯୋଗ ନଦେବାରୁ ସଂକିର୍ତ୍ତନ ମହାସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏନେଇ ଆସନ୍ତା ୧୯…

"ବୌଦ୍ଧ ଚୈତନ୍ୟ ସଂକିର୍ତ୍ତନ ମହାସଂଘର ବୈଠକ"

ରତ୍ନଭଣ୍ଡାର ଚାବି ହଜିବା ଘଟଣା, ବୈାଦ୍ଧ ବିଜେପିର ଜନ ଜାଗରଣ ଯାତ୍ରା

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର •ବି ହଜି ଯାଇଥିବା ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡିଥିବା ବେଳେ ସରକାରଙ୍କ ଅପରାଗତାକୁ ଦାୟି କରି ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯାଇଛି । ଏନେଇ ବୌଦ୍ଧ ଜିଲା ବିଜେପି ପକ୍ଷରୁ ଜିଲାରେ ଜନଜାଗରଣ ଯାତ୍ରା କରାଯାଇଛି । ଜିଲା ବିଜେପି ପକ୍ଷରୁ ଜିଲା ସଭାପତି ସୌମିତ୍ରୀ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟରୁ ଏକ ମଟର ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚôଥିଲା । ମହାପ୍ରଭୁଙ୍କ ପ୍ରାଚୁର୍ଯ୍ୟଭରା ରତ୍ନଭଣ୍ଡାରର •ବି ହଜିଯିବା, ବଡ ଠାକୁରଙ୍କ…

"ରତ୍ନଭଣ୍ଡାର ଚାବି ହଜିବା ଘଟଣା, ବୈାଦ୍ଧ ବିଜେପିର ଜନ ଜାଗରଣ ଯାତ୍ରା"

ବୌଦ୍ଧ ତହସିଲ କିରାଣିଙ୍କ ଅକାଳ ବିୟୋଗ

ବୌଦ୍ଧ, ୧୧ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ତହସିଲର କନିଷ୍ଟ କିରାଣି ପ୍ରଫୁଲ ମିଶ୍ର (ବୁଲୁ) ଙ୍କର ଅକାଳ ବିୟୋଗ ହୋଇଯାଇଛି। ସେ କିଛି ଦିନ ହେଲା ସିକ୍ଲିନ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ଜଣେ ସଚ୍ଚୋଟ, କର୍ତବ୍ୟପରାୟଣ ଓ ଆଦର୍ଶ କର୍ମଚାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଜିଲାପାଳ ମଧୂସୂଦନ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲାପାଳ, ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ଓ କର୍ମଚାରୀ, ଅଣଗେଜେଟେଡ଼ କର୍ମଚାରୀ ସଂଘର କର୍ମକର୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର…

"ବୌଦ୍ଧ ତହସିଲ କିରାଣିଙ୍କ ଅକାଳ ବିୟୋଗ"

ପ୍ରାକ ମୌସୁମୀ ବର୍ଷାରେ କ୍ଷତିଗ୍ରସ୍ତ ଡାଳୁଅଧାନ, ଚିନ୍ତାରେ ଚାଷୀ

ବୌଦ୍ଧ, ୧୧ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାର ମନମୁଣ୍ଡା ଅଂଚଳରେ ଉଠାଜଳସେଚନ ମାଧ୍ୟମରେ ବହୁଳ ଭାବରେ ଡାଳୁଅଧାନ ଚାଷ କରାଯାଉଥିବାବେଳେ ଚଳିତବର୍ଷ ପ୍ରାକ ମୌସୁମୀ ବର୍ଷାରେ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ସରକାର କୃଷି ଓ କୃଷକର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ୯୦ ପ୍ରତିଶତ ରିହାତି ଦରରେ (ମାତ୍ର ୨୦ ହଜାର ଟଙ୍କା) ବୋରୱେଲ ଯୋଗାଇ ଦେଇଛନ୍ତି। ଯାହା ଫଳରେ ଅଂଚଳର ଚାଷୀମାନେ ବର୍ଷକୁ ଦୁଇଥର ଧାନଚାଷ କରିବାର ସୁଯୋଗ ପାଉଛନ୍ତି। ଚଳିତବର୍ଷ ଚାଷୀମାନେ କଠିନ ପରିଶ୍ରମ କରି ଲକ୍ଷ୍ୟଠାରୁ ଅଧିକ ଧାନ ଅମଳ କରିବାକୁ ଆଶା ବାନ୍ଧିଥିବାବେଳେ ଏହି ପ୍ରାକ୍ ମୌସୁମୀ ବର୍ଷା ଯୋଗୁଁ ଚାଷୀଙ୍କ…

"ପ୍ରାକ ମୌସୁମୀ ବର୍ଷାରେ କ୍ଷତିଗ୍ରସ୍ତ ଡାଳୁଅଧାନ, ଚିନ୍ତାରେ ଚାଷୀ"

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାନ୍ତିଙ୍କ ବିୟୋଗରେ ଶୋକ ସଭା

ବୌଦ୍ଧ, ୧୧ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ଭାରତୀୟ ପେଶାଦାର ସାମ୍ବାଦିକ ସଂଘର ପୂର୍ବତନ ଉପସଭାପତି ସାମ୍ବାଦିକ ପ୍ରଶାନ୍ତ ମହାନ୍ତିଙ୍କ ବିୟୋଗରେ ବୌଦ୍ଧ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶଦ୍ଧାଞଳୀ ଅର୍ପଣ କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ସଂପଦ କୁମାର ଅଗ୍ରୱାଲାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘର କଲ୍ୟାଣ ପାଣ୍ଠିର ଆବାହକ ରବିନ୍ଦ୍ର କୁମାର ରାଉତ ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ପୁରୋହିତ ସ୍ମୁତି ଚାରଣ କରି ସେ ଜଣେ ଦକ୍ଷ ସଂଗଠକ ଏବଂ ବରିଷ୍ଠ ସାମ୍ବାଦିକ ଥିଲେ ଓ ରାଜ୍ୟରେ ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ନେଇ ସର୍ବଦା ପ୍ରୟାସ…

"ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାନ୍ତିଙ୍କ ବିୟୋଗରେ ଶୋକ ସଭା"

ମହିଳା ସୂରକ୍ଷା ସଚେତନତା ପାଇଁ ଜିଲା ପୋଲିସର କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ.୧୦ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସାରା ରାଜ୍ୟରେ ନାବାଳିକାଙ୍କୁ ଯୌନ ଶୋଷଣ ଓ ମହିଳା ନିର୍ଯ୍ୟାତନା ଘଟଣା ବଢି ଚାଲିଥିବାବେଳେ ସରକାର ମଧ୍ୟ ଏଥିପାଇଁ ପକ୍ସୋ ଭଳି କଡା ଆଇନ ପ୍ରଣୟନ କରିଛନ୍ତି। ତେବେ ଅପରାଧ କରିବା ଏକ ମାନସିକତା ହୋଇସାରିଥିବାବେଳେ ସମାଜରେ ସଚେତନତାହିଁ ଅପରାଧ ନିୟନ୍ତ୍ରଣ କରିପାରିବ ଏହି ଲକ୍ଷ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ପରୀ ରଥ ସାରା ରାଜ୍ୟରେ ପରିକ୍ରମା କରି ସଚେତନତା ସୃଷ୍ଟି କରୁଛି। ଏହି ଯାତ୍ରା ସମୟରେ ବିଭିନ୍ନ ଥାନା ଅଂଚଳରେ ସଭା ସମିତି ଓ ପ୍ରଥପ୍ରାନ୍ତ ସଭା କରାଯାଇ ସାଧାରଣଲୋକଙ୍କୁ ପକ୍ସୋ ଆଇନରେ ରହିଥିବା କଡା ଦଣ୍ଡବିଧାନ…

"ମହିଳା ସୂରକ୍ଷା ସଚେତନତା ପାଇଁ ଜିଲା ପୋଲିସର କ୍ୟାଣ୍ଡେଲ ଶୋଭାଯାତ୍ରା"

ମହିଳା ସୂରକ୍ଷା ସଚେତନତା ପାଇଁ ଜିଲା ପୋଲିସର କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ.୧୦ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସାରା ରାଜ୍ୟରେ ନାବାଳିକାଙ୍କୁ ଯୌନ ଶୋଷଣ ଓ ମହିଳା ନିର୍ଯ୍ୟାତନା ଘଟଣା ବଢି ଚାଲିଥିବାବେଳେ ସରକାର ମଧ୍ୟ ଏଥିପାଇଁ ପକ୍ସୋ ଭଳି କଡା ଆଇନ ପ୍ରଣୟନ କରିଛନ୍ତି। ତେବେ ଅପରାଧ କରିବା ଏକ ମାନସିକତା ହୋଇସାରିଥିବାବେଳେ ସମାଜରେ ସଚେତନତାହିଁ ଅପରାଧ ନିୟନ୍ତ୍ରଣ କରିପାରିବ ଏହି ଲକ୍ଷ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ପରୀ ରଥ ସାରା ରାଜ୍ୟରେ ପରିକ୍ରମା କରି ସଚେତନତା ସୃଷ୍ଟି କରୁଛି। ଏହି ଯାତ୍ରା ସମୟରେ ବିଭିନ୍ନ ଥାନା ଅଂଚଳରେ ସଭା ସମିତି ଓ ପ୍ରଥପ୍ରାନ୍ତ ସଭା କରାଯାଇ ସାଧାରଣଲୋକଙ୍କୁ ପକ୍ସୋ ଆଇନରେ ରହିଥିବା କଡା ଦଣ୍ଡବିଧାନ…

"ମହିଳା ସୂରକ୍ଷା ସଚେତନତା ପାଇଁ ଜିଲା ପୋଲିସର କ୍ୟାଣ୍ଡେଲ ଶୋଭାଯାତ୍ରା"

ବୌଦ୍ଧଜିଲ୍ଲା ଯୋଜନା କମିଟି ବୈଠକ, ଦୁଇବର୍ଷ ମଧ୍ୟରେ ମର୍ଜାକୁଦ ସେତୁ ସଂପୂର୍ଣ୍ଣ ହେବ

ବୌଦ୍ଧ, ୧୦ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ପଂଚାୟତ ଭବନଠାରେ ବୌଦ୍ଧଜିଲ୍ଲା ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା। ବୌଦ୍ଧଜିଲ୍ଲା ଅନ୍ତର୍ଗତ ୩ଗୋଟି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିବା ସହିତ ଖୁଂଟବନ୍ଧ ଠାରେ ଏହି ଶୀତଳଭଣ୍ଡାର କରିବା ପାଇଁ ପ୍ରସ୍ତାବ ହୋଇଥିଲା। ବୌଦ୍ଧଜିଲାରେ ଆଭ୍ୟନ୍ତରୀଣ ଅଂଚଳରେ ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବା ବୈଠକରେ ଅଭିଯୋଗ ହୋଇଥିଲା। ବୌଦ୍ଧ, ମନମୁଣ୍ଡା ଓ ପୁରୁଣାକଟକ…

"ବୌଦ୍ଧଜିଲ୍ଲା ଯୋଜନା କମିଟି ବୈଠକ, ଦୁଇବର୍ଷ ମଧ୍ୟରେ ମର୍ଜାକୁଦ ସେତୁ ସଂପୂର୍ଣ୍ଣ ହେବ"

ବାଘ ଜଳସେଚନ ପ୍ରକଳ୍ପ ଦକ୍ଷୀଣ ପାର୍ଶ୍ୱ କେନାଲ ସଂପ୍ରସାରଣ ପାଇଁ ଦାବି

ବୌଦ୍ଧ, ୧୦ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲା ଗୋଛପଡା ପଂଚାୟତର ଝାରମୁଣ୍ଡା, ଉଡବିଲକା, ବନପାଲି, ବରାହପଥର, ତ୍ରିବେଣୀପୁର, ଅଇଁଳାଚୁଆଁ, ଥପାପାଲି ଗ୍ରାମର ଚାଷୀମାନେ ବାଘ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ୱ କେନାଲ ସଂପ୍ରସାରଣ ପାଇଁ ଯୋଜନାବୋର୍ଡ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଏହି ପ୍ରକଳ୍ପ ପାଶ୍ୱର୍ରେ ୧୦ ଖଣ୍ଡ ଗ୍ରାମର ୬୫୦ ହେକ୍ଟର ଜମି ଜଳସେଚନରୁ ବଂଚିତ ହେଉଥିବା ସହ ଏହି ପ୍ରକଳ୍ପର କେନାଲ ଖନନ କାର୍ଯ୍ୟକୁ ବିଜାପଦର ଗ୍ରାମଠାରୁ ଥପାପାଲି ପର୍ଯ୍ୟନ୍ତ ସଂପ୍ରସାରଣ କରାଗଲେ ବହୁ ଚାଷୀ ଉପକୃତ ହେବେ। ଏନେଇ ଚାଷୀମାନେ ବାଚସ୍ପତି ପ୍ରଦିପ କୁମାର ଅମାତ ଚିଠି ନମ୍ବର ୧୦୮୩/ଏସପିକେ ଅନୁସାରେ ତତ୍କାଳୀନ କଂଟାମାଳର ବିଧାୟକ ଭଗବାନଙ୍କ କହଁରଙ୍କ…

"ବାଘ ଜଳସେଚନ ପ୍ରକଳ୍ପ ଦକ୍ଷୀଣ ପାର୍ଶ୍ୱ କେନାଲ ସଂପ୍ରସାରଣ ପାଇଁ ଦାବି"