ବିଜେପୁର ଉପ-ନିର୍ବାଚନ : ସମୀକରଣ ବଦଳୁଛି : ଶଙ୍କାରେ ବିଜେଡ଼ି ଓ ବିଜେପି

ବରଗଡ଼, ତା.୦୭.୧୨(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ଦିନକୁ ଦିନ ସମୀକରଣ ବଦଳିବାରେ ଲାଗିଛି। ଗତ କିଛିଦିନ ଆଗରୁ ବାହୁଷ୍ଫଟ ମାରୁଥିବା ନେତାଏ କଂଗ୍ରେସ ଦଳର ପ୍ରାର୍ଥିତ୍ୱ ବଦଳିବା ଓ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇବା ଖବର ପ୍ରଚାରିତ ହେବାପରେ ଏବେ ଚିନ୍ତାରେ ଥିବା ଆଲୋଚନାର ବିଷୟ ହୋଇଛି। ଅନ୍ୟଦଳ ଗୁଡ଼ିକର ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ କଂଗ୍ରେସ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପ୍ରାର୍ଥିତ୍ୱକୁ ନେଇ ଉତ୍ସୁକତା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ କଂଗେସ ଦଳ ତାର ପୂର୍ବସ୍ଥିତି ବଜାୟ ରଖିବାର ଉଦ୍ୟମ ଜାରି ରଖିବାକୁ ଚେଷ୍ଟିତ…

"ବିଜେପୁର ଉପ-ନିର୍ବାଚନ : ସମୀକରଣ ବଦଳୁଛି : ଶଙ୍କାରେ ବିଜେଡ଼ି ଓ ବିଜେପି"

ବିଜେପୁର ଉପ-ନିର୍ବାଚନ ଖୁସି ଆଣିବ: ନିର୍ବାଚନ ମଣ୍ଡଳୀ ବାସୀ ବିକାଶ ର ଚେହେରା ଦେଖିବାର ସୁଯୋଗ ପାଇବେ

ବରଗଡ଼, ତା.୨୫.୧୧(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ହେଉଛି ସବା ଆଗ ଧାଡ଼ିରେ ଥିବା ଏକ ଅବହେଳିତ ଅଞ୍ଚଳ। ବିକାଶ କଣ? ଅଞ୍ଚଳର ଲୋକେ ଏଯାଏଁ ତାର ସଠିକ୍ ରୂପ ବି ଦେଖି ନାହାଁନ୍ତି ବୋଲି ଚାରିଆଡ଼େ ଆଲୋଚନା ଚାଲିଛି। ମାତ୍ର ଏବେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ହେବାକୁ ଥିବା ଉପ-ନିର୍ବାଚନ ଯୋଗୁଁ ଅଞ୍ଚଳବାସୀ ବିକାଶର ରୂପ ଦେଖିବେ ବୋଲି ବର୍ତ୍ତମାନ ବୁଦ୍ଧିଜିବୀ ମହଲରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ବିଜେପୁର ବିଧାନସଭା କ୍ଷେତ୍ର ସ୍ୱଚ୍ଛ ଭାରତ ଅଭିଯାନର ଏକ ସ୍ୱତନ୍ତ୍ର ନମୂନା ହେବାକୁ ଯାଉଛି ବୋଲି ମଧ୍ୟ ଆଲୋଚନା ଆରମ୍ଭ ହେଲାଣି।…

"ବିଜେପୁର ଉପ-ନିର୍ବାଚନ ଖୁସି ଆଣିବ: ନିର୍ବାଚନ ମଣ୍ଡଳୀ ବାସୀ ବିକାଶ ର ଚେହେରା ଦେଖିବାର ସୁଯୋଗ ପାଇବେ"

ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି

ବରଗଡ, ତା.୨୪/୧୧, (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବିଜେପୁର ଉପନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ଲାଗି ରହିଛି ଏକ ରକମ ଅପ୍ରିତିକର ପରିସ୍ଥିତ । ଗୋଟିଏ ପଟେ ବିଜେପି କର୍ମକର୍ତ୍ତା କ୍ୟାମ୍ପ ଛାଡ଼ି ବିଜେଡ଼ିରେ ଯୋଗଦାନ କରି ଚାଲିଥିବା ବେଳେ ଅନ୍ୟପଟରେ ଦଳ ଗୁଡ଼ିକର ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯେଉଁଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ୰ସୁବଳ ସାହୁଙ୍କ ଅକାଳ ମୃତୁ୍ୟ ହୋଇଥିଲା ତାର କିଛିଦିନ ପରଠାରୁ ଆରମ୍ଭ ହୋଇଯାଇଛି ଏହି ପ୍ରକ୍ରୀୟା । ସ୍ୱର୍ାର୍ଥପର ନେତାଏ ନିଜକୁ ସୁହାଇଲା ଭଳି ଦଳ ପରିବର୍ତ୍ତନ କରୁଥିବାବେଳେ ପ୍ରତ୍ୟେକ ଦଳର ମୂଖ୍ୟତଃ ବିଜେପି ଓ ବିଜେଡ଼ି ଦଳର ପ୍ରକୃତ କର୍ମକର୍ତ୍ତାଙ୍କ ଭିତରେ…

"ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି"

ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଓ ଚାଷୀଙ୍କ ଫସଲ ହାନୀ ବିରୁଦ୍ଧରେ ପ୍ରଦର୍ଶନ: କଂଗ୍ରେସ ରାଜ୍ୟ ସଭାପତି ଓ ସମ୍ପାଦକ ସମେତ ବହୁକର୍ମି ଗିରଫ

ବରଗଡ, ତା.୦୭.୧୧(ଓଡ଼ିଆପୁଅ/ସଚ୍ଚିଦାନନ୍ଦ ପାତ୍ର): ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ ଚାଷୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜ୍ୟ ସରକାର କରୁଥିବା ନିଚ୍ଚ ରାଜନୀତିକୁ ଆଜି କଂଗ୍ରେସ ବରଗଡ଼ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପେକ୍ଷିରେ ଆଜି ସ୍ଥାନୀୟ ଗୋପାଲ ଗୋଶାଲା ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢ଼ୀ ଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ ସମ୍ପାଦକ ସମେତ ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସାଧୁଚରଣ ନେପାକ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଯୁବନେତା…

"ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଓ ଚାଷୀଙ୍କ ଫସଲ ହାନୀ ବିରୁଦ୍ଧରେ ପ୍ରଦର୍ଶନ: କଂଗ୍ରେସ ରାଜ୍ୟ ସଭାପତି ଓ ସମ୍ପାଦକ ସମେତ ବହୁକର୍ମି ଗିରଫ"

ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଓ ସରକାର ପ୍ରତ୍ୟକ୍ଷ ଭାବରେ ଦାୟୀ: ବି.ଜେ.ପି.

ବରଗଡ, ତା.୦୭.୧୧(ଓଡ଼ିଆପୁଅ/ସଚ୍ଚିଦାନନ୍ଦ ପାତ୍ର): ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ ଚାଷୀ ଆତ୍ମହତ୍ୟା ଘଟଣା କୁ ନେଇ ବିଜୁ ଜନତା ଦଳ ରାଜ୍ୟରେ କରୁଥିବା ନିଚ୍ଚ ରାଜନୀତିକୁ ଆଜି ଭାରତୀୟ ଜନତା ପାର୍ଟି, ବରଗଡ଼ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପେକ୍ଷିରେ ଆଜି ସ୍ଥାନୀୟ ପୁରୋହିତ ଭବନ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ଦୀର୍ଘ ୧୮ ବର୍ଷ ମଧ୍ୟରେ ଚାଷୀ ମାନଙ୍କ ଦୁଃଖ ବୁଝିଲାନି କି ତାଙ୍କ ଖେତକୁ ପାଣି ଯୋଗେଇ ପାରିଲାନି ଯଦ୍ୱାରା ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ଚାଷୀ ମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ…

"ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଓ ସରକାର ପ୍ରତ୍ୟକ୍ଷ ଭାବରେ ଦାୟୀ: ବି.ଜେ.ପି."

ବିଜେପୁର ଉପ-ନିର୍ବାଚନ: ବିଜେପି ଦଳର ସ୍ଥିତି ପ୍ରାର୍ଥି ଘୋଷଣା ଉପରେ ନିର୍ଭର କରିବ

ବରଗଡ, ତା.୪.୧୧ (ଓଡ଼ିଆପୁଅ/ସଚ୍ଚିଦାନନ୍ଦ ପାତ୍ର): ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ୰ଶ୍ରୀ ସୁବଳ ସାହୁ ଙ୍କ ବିୟୋଗ ପରେ ଉପ-ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ସବୁ ଦଳର କର୍ମକର୍ତ୍ତା ଅଣ୍ଟା ଭିଡ଼ି ବିଜେପୁର ଅଞ୍ଚଳରେ ଡ଼େରା ବାନ୍ଧିଛନ୍ତି । ବିଜେପି ଅଦ୍ୟବଧି ତାର ପ୍ରାର୍ଥୀ ଘୋଷଣା କରିନଥିବା ଯୋଗୁଁ ଭୋଟର ମାନେ ତାଙ୍କ ନେତା କିଏ ଜାଣିବାର ଉକ୍ରଣ୍ଠା ପ୍ରକାଶ କରୁଥିବା ଦୃଷ୍ଟିଗୋଚର ହେଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନେତା କିଏ? ବିଜେପି ଦଳରେ ଥିବା ବିଜେପୁର ନିର୍ବାଚନ ମଣ୍ଡଳୀର ପୁରୁଖା ନେତା ମାନଙ୍କ ମଧ୍ୟରୁ କେହି ନା କେହି ନୁଅାଁ ଚେହେରା? ନା ବିଜେପୁର ନିର୍ବାଚନ ମଣ୍ଡଳୀର ଅନ୍ୟ…

"ବିଜେପୁର ଉପ-ନିର୍ବାଚନ: ବିଜେପି ଦଳର ସ୍ଥିତି ପ୍ରାର୍ଥି ଘୋଷଣା ଉପରେ ନିର୍ଭର କରିବ"

ବିଜେପୁର ଉପ-ନିର୍ବାଚନ : କଂଗ୍ରେସ ତାର ଗଡ଼ କୁ ଅନ୍ୟ ଦଳ ହାତକୁ ଟେକିବା ଷଡ଼ଯନ୍ତ୍ର

ବରଗଡ,ତା.୪.୧୧ (ଓଡ଼ିଆପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନ କୁ କଂଗ୍ରେସ ର ଗଡ଼ ବୋଲି ପ୍ରମାଣିତ କରିଥିବା ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ବିଯୋଗ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ଉକ୍ତ ଗଡ଼କୁ ହାତେଇବା ପାଇଁ । ଉକ୍ତ ଗଡ଼କୁ ଲଗାତାର ତିନି ତିନି ଥର ଜିତି କଂଗ୍ରେସ ଦଳର ସ୍ଥିତି ସଦୃଢ଼ କରି ରଖି ଆସିଥିଲେ ସ୍ୱର୍ଗତ ଶ୍ରୀ ସାହୁ । ମାତ୍ର ଏବେ ଘରଢ଼ିଙ୍କି କୁମ୍ଭୀର ସାଜିଲେ ଯେଉଁ ପରିସ୍ଥିତି ତାହା ସ୍ୱଷ୍ଟ ହୋଇ ଦିଶୁଛି ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା କ୍ଷେତ୍ରରେ । ଗୋଟିଏ ପଟେ ସ୍ୱର୍ଗତ ବିଧାୟକଙ୍କ ପତ୍ନୀ ଶ୍ରୀମତୀ ରୀତା ସାହୁ ଙ୍କୁ ଶାସକ ବିଜେଡ଼ି…

"ବିଜେପୁର ଉପ-ନିର୍ବାଚନ : କଂଗ୍ରେସ ତାର ଗଡ଼ କୁ ଅନ୍ୟ ଦଳ ହାତକୁ ଟେକିବା ଷଡ଼ଯନ୍ତ୍ର"

ବାଲକୋ ଆନେ୍ଦାଳନର ତୃଟିପୂର୍ଣ୍ଣ ଇତିହାସ ସଂଶୋଧନ ଦାବୀ : ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା

ବରଗଡ଼, ତା.୨୯.୧୦(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଥିବା ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ପୀଠ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ କୁ ବିରୋଧ କରି ୮୦ ଦଶକରେ “ବାଲକୋ ହଟାଓ – ଗନ୍ଧମାର୍ଦ୍ଦନ ବଞ୍ଚାଅ” ଆନେ୍ଦାଳନ ଜିଲ୍ଲା, ରାଜ୍ୟ ତଥା ଦେଶରେ ତାର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା । ୧୯୮୦ ମସିହାରେ ଆରମ୍ଭ ହୋଇଥିବା “ବାଲକୋ ହଟାଓ” ଆନେ୍ଦାଳନ ଚାଲିଥିବା ବେଳେ ତା.୧୯.୦୮.୧୯୮୫ ଦିନ ଗଠନ ହୋଇଥିଲା “ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ” । ଏହାପରେ ଆନେ୍ଦାଳନ ଏତେ ତୀବ୍ର ରୂପ ଧାରଣ କଲା ଯେ, ୧୯୮୮ ମସିହାରେ ଖଣିଖନନ ବନ୍ଦ ହେବା ସାଙ୍ଗକୁ ସଫଳ ହୋଇଥିଲା(ବେସରକାରୀ ଭାବେ)…

"ବାଲକୋ ଆନେ୍ଦାଳନର ତୃଟିପୂର୍ଣ୍ଣ ଇତିହାସ ସଂଶୋଧନ ଦାବୀ : ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା"

ବିଜେପୁର ଉପ ନିର୍ବାଚନ : ଘୋଡ଼ା ବେପାର ଦର୍ଶାଇ ଶୋସିଆଲ ମିଡ଼ିଆରେ ଭାଇରାଲ

ବରଗଡ଼, ତା.୨୮.୧୦(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା କ୍ଷେତ୍ରରେ ହେବାକୁଥିବା ଉପ-ନିର୍ବାଚନ କୁ ଦୃଷ୍ଟିରେ ରଖି ଗୋଟିଏ ପଟେ ଆରମ୍ଭ ହୋଇଛି ଘୋଡ଼ା ବେପାର ଚର୍ଚ୍ଚା ତ ଅପରପଟେ ବର୍ତ୍ତମାନର ଘୋଷଣା ସବୁକୁ ଦେଖି କମେଣ୍ଟ କରିବା ଏବେ ଶୋସିଆଲ ମିଡ଼ିଆରେ ଦିନକୁ ଦିନ ଭାଇରାଲ ହେଉଛି । ଏବେ ନିର୍ବାଚନ ଜିତିବା ପାଇଁ ବର୍ତ୍ତମାନ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ବିଜେପୁର ଉପ-ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରକଳ୍ପ ଉପରେ ପ୍ରକଳ୍ପ ଘୋଷଣା କରିଚାଲିଛନ୍ତି । ଏହା ପୂର୍ବରୁ ମଧ୍ୟ ପଞ୍ଚାୟତ ନିର୍ବାଚନ ବେଳେ ବର୍ତ୍ତମାନ କ୍ଷମତାରେ ଥିବା ବିଜୁ ଜନତା ଦଳ ସରକାର ୩୫୦୦ କୋଟି…

"ବିଜେପୁର ଉପ ନିର୍ବାଚନ : ଘୋଡ଼ା ବେପାର ଦର୍ଶାଇ ଶୋସିଆଲ ମିଡ଼ିଆରେ ଭାଇରାଲ"

ବରଗଡ଼ : ନଭେମ୍ବର ୧୭ରେ ଯୁବ ମହୋତ୍ସବ

ବରଗଡ଼, ତା.୨୮.୧୦(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ଆସନ୍ତା ନଭେମ୍ବର ୧୭ ତାରିଖ ଦିନ ବରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରତ୍ୟେକ ୧୨ ଟି ଯାକ ବ୍ଲକ ସ୍ତରରେ ଯୁବ ମହୋତ୍ସବକୁ ସଫଳ କରିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଅରମ୍ଭ ହୋଉଛି । ବରଗଡ଼ ସଦର ସ୍ଥିତ ସୌଖିନ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ନଭେମ୍ବର ୧୭ ଓ ୧୮ ଦୁଇ ଦୀନ ଧରି ଅନୁଷ୍ଠିତ ହେବ । ଏଥିରେ କଳାକାର ମାଙ୍କ ବୟସ ସୀମା ୧୩ ରୁ ୧୫ ବର୍ଷ ମଧ୍ୟରେ ହୋଇଥିବା ଧାର୍ଯ୍ୟ କରାଯାଇଥିବା ବେଳେ ପରିଚୟ ପତ୍ର ସହ ବୟସ ପ୍ରମାଣ…

"ବରଗଡ଼ : ନଭେମ୍ବର ୧୭ରେ ଯୁବ ମହୋତ୍ସବ"