Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟ ଜିଲ୍ଲାର ସାମ୍ବାଦିକ ଜାତୀୟ ସ୍ତରରେ ସମ୍ମାନୀତ

0
କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର  ସାମ୍ବାଦିକ ଗୋପାଳ ପାଢୀଙ୍କୁ ଦିଲ୍ଲୀରେ  କୋଭିଡ ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଦିଲ୍ଲୀରେ ଆୟୋଜିତ ସମାରୋହରେ ଭାରତୀୟ ସେନାର ଲେଫ୍ଟନାଂଟ ଜେନେରାଲ ଚଣ୍ଡି...

ଗ୍ରାମୀନୀ କିଶାନ ବିକାଶ ଆଗ୍ରୋ ଉଦ୍ଦେଶ୍ୟ ସମବାୟ ସମିତି ବୈଠକ

0
କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହଠାରେ  କୋରାପୁଟ ,ମାଲାକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଗ୍ରାମୀନୀ କିଶାନ ବିକାଶ ଆଗ୍ରୋ ଉଦ୍ଦେଶ୍ୟ ସମବାୟ ସମିତିର ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ବୈଠକ...

ଗୈାତମନଗର ପଂଚମୁଖୀ ହନୁମାନ ମନ୍ଦିର ନୂତନ କର୍ମକର୍ତା ମନୋନୀତ

0
କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଗୈାତମନଗର ପଂଚମୁଖୀ ହନୁମାନ ମନ୍ଦିର ନୂତନ କର୍ମକର୍ତା ମନୋନୀତ କରାଯାଇଥିବା ଜଣାପଡିଛି ।ପ୍ରଫୁଲ୍ଲ କୁମାର ମହାପାତ୍ର୍ରୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ...

କୋରାପୁଟ ଜିଲ୍ଲାର ସମୀକ୍ଷା କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ

0
କୋରାପୁଟ ୦୬-୧୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସର୍କିଟହାଉସଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କୋରାପୁଟ ଜିଲ୍ଲାର ସମୀକ୍ଷା କରିଥିବା ଜଣାପଡିଛି ।କାମ ଶୀଘ୍ର ହେଲେ ୨୦୨୩...

କୋରାପୁଟ ଜିଲ୍ଲାରେ ୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ଶେଷ ,ଉଦଘାଟନକୁ ଅପେକ୍ଷା

0
କୋରାପୁଟ ୦୬-୧୧(ଓଡିଆ ପୁଅ /ରଂଜନ ଦାସ) ପ୍ରଥମ ପର୍ଯ୍ୟାୟରେ  କୋରାପୁଟ ଜିଲ୍ଲାର ୧୭ଟି ହାଇସ୍କୁଲକୁ ୫ଟି ହାଇସ୍କୁଲ ରୂପାନ୍ତରିତ କରିବା ନିମନ୍ତେ ଚୟନ କରାଯାଇଥିଲା ।ସରକାରୀ  ହାଇସ୍କୁଲ କୋଟପାଡ,କୁମୁଲି,ନନ୍ଦପୁର,ବନ୍ଧୁଗାଁ,ପଟ୍ଟାଙ୍ଗୀ,ପାଡୁଆ,ପୋଡାଗଡ,କାକିରିଗୁମ୍ମା,ହାଟଗୁଡା,ନାରାୟଣପାଟଣା,ଲମତାପୁଟ,ସେମିଲିଗୁଡା,କୁସୁମି,ନାରିଗାଁ ଓ ଆମ୍ବାଗୁଡା ,କୁନ୍ଦ୍ରାର...

ଗୋଇପଦର ଗ୍ରାମରେ ଅଭାବନୀୟ ଘଟଣା ,ପୋଖରୀରେ ବୁଡି ଦୁଇ  ଶିଶୁ କନ୍ୟାଙ୍କ ମୃତ୍ୟୁ

0
କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ) ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ।ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  ା...

ଚେରେକା ପଂଚାୟତର ତିନୋଟି ଗ୍ରାମର ଗ୍ରାମବାସୀ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି...

0
କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ) ବୈପାରିଗୁଡା ବ୍ଲକ ଚେରେକା ପଂଡାୟତର କାଙ୍ଗୁଗୁଡା,ଅଟଳଗୁଡା ଓ ଝାଲିଆଗୁଡା  ଗ୍ରାମବାସୀମାନେ ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି  ା ...

କୋରାପୁଟ ଟାଉନ ପୋଲିସ ଦ୍ୱାରା୨୧ କିଲୋ  ୫୦୦ ଗ୍ରାମ ଗଞ୍ଜେଇ ଜବତ ଓ ୨...

0
କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚେଲା ରାସ୍ତାର ଶୋଭା ଅଫିସ ନିକଟରୁ ପୋଲିସ ଏକ କାର ସହ ୨୧କିଲୋ ୫୦୦ ଗ୍ରାମ  ଗଞ୍ଜେଇ  ଜବତ କରିଥିବାବେଳେ ଘଟଣାରେ ...

କୋରାପୁଟ ପ୍ରେସକ୍ଲବ ଆନୁକୁଲ୍ୟରେ ବିଦାୟକାଳୀନ ସମ୍ବର୍ନ୍ଧନା ସଭା

0
କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପ୍ରେସକ୍ଲବ ଅନୁକୁଲ୍ୟରେ ଅବସରପ୍ରାପ୍ର ଦୁଇ ଜଣ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଥିବା ଜଣାପଡିଛି ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ନ୍ଧନା...

ଆକାଶଗୁଡାରେ ଡମ୍ପିଂ ୟାର୍ଡ ବନ୍ଦ କରିବାକୁ ଦାବି

0
କୋରାପୁଟ ୦୪-୧୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଆକାଶଗୁଡା ଡମ୍ପିଂ ୟାର୍ଡ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରି ମଇଲା ଭର୍ତି ୨ ଟି ଟ୍ରାକ୍ଟରକୁ ୪ ଘଂଟା ଅଟକ...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଲାନସ ସଚେତନତା ସପ୍ତାହ ଉଦଯାପିତ

0
କୋରାପୁଟ ୦୧-୧୧(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଲାନସ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଛି ।ଏହି ଅବସରରେ  ସ୍ୱାଧିନ ଭାରତ ୭୫ ବର୍ଷ ;ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତା  ଶୀର୍ଷକ ଅନଲାଇନ ଆଲୋଚନା...

ଋନ୍ଧନ ଗ୍ୟାସ ଓ ଖାଇବା ତେଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା...

0
କୋରାପୁଟ ୦୧-୧୧(ଓଡିଆ ପୁଅ /ରଂଜନ ଦାସ) ରନ୍ଧନ ଗ୍ୟାସ ଓ ଖାଇବା ତେଳ ଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ନିର୍ବାଚନମଣ୍ଡଳୀ ବିଜୁ ମହିଳା ଜନତା ଦଳର କର୍ମକର୍ତାମାନେ କୋରାପୁଟ ସହରରେ  ଶୋଭାଯାତ୍ରା କରିବା...

କୋରାପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରାଷ୍ଟ୍ରୀୟ  ଏକତା ଦିବସ ପାଳିତ ହୋଇଯାଇଛି ।କୋଟିଆ ଗ୍ରାମରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର...

ବିଦାୟକାଳୀନ ସମ୍ବର୍ନ୍ଧନା ସଭା ;ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0
କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ଆଜି ଚାକିରୀରୁ ଅବସର ନେଇଥିବା ବେଳେ କାର୍ଯ୍ୟାଳୟ ତରଫରୁ ଏକ ବିଦାୟକାଳୀନ ସମ୍ବର୍ନ୍ଧନା ସଭା ଆୟୋଜନ କରାଯାଇଥିଲା...

କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ଦ୍ୱାରା ନାରୀମାନଙ୍କର ଚାକିରୀ ସମସ୍ୟା ଶୀର୍ଷକ ଅନଲାଇନ...

0
କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ କଲେଜ  ଇତିହାସ ବିଭାଗ ତଥା ନାବ ଭୁବନେଶ୍ୱରର ମିଲି ସହଯୋଗରେ କୋଭିଡ-୧୯ ପରିସ୍ଥିତିରେ ନାରୀମାନଙ୍କର ଚାକିରୀ ସମସ୍ୟା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ...

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0
କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ଓ ସ୍ମାରକୀ କମିଟି ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସୂଚନା ଓ...

ମୋ ପାଠାଗାର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ

0
କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ଡିଏନକେ ଛକଠାରେ ନିର୍ମିତ ମୋ ପାଠାଗାର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ...

ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟାରେ ରାଜନୈତିକ ଦଳ ସହଯୋଗ କରିବାକୁ  କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ...

0
କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟା ଆରମ୍ଭ ହେବ ।ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ମିନିସଭାଗୃହଠାରେ ରାଜନୈତିକ ଦଳ ନେତାମାନଙ୍କୁ ନେଇ ଏକ ବୈଠକ...

ମାନବାରଠାରେ ପଂଚାୟତସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

0
କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ  ପଂଚାୟତସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁର୍ନୀତିକୁ ରୋକିବା ପାଇଁ...

କୋରାପୁଟ ଓ ପଟ୍ଟାଙ୍ଗୀ ବିଜେପି ତରଫରୁ ଥାନାରେ ଦାବିପତ୍ର ପ୍ରଦାନ

0
କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)ମମିତା ହତ୍ୟା ଘଟଣାରେ କୋରାପୁଟ ଓ ପଟ୍ଟାଙ୍ଗୀ ବିଜେପି ତରଫରୁ ଗୃହ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ନିମନ୍ତେ...