Home Authors Posts by Ranjan Das

Ranjan Das

1805 POSTS 0 COMMENTS

ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ୩ଟଙ୍କିଆ ବିସ୍କୁଟ

0
କୋରାପୁଟ ୧୫-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାନ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯେଗାଇ ଦେବାକୁ ରାଜ୍ୟ ସରକାର ଦୈନନ୍ଦିନ ଖାଦ୍ୟ ସରାଣୀ ପ୍ରଚଳିତ କରିଛନ୍ତି। ସରକାର...

ସର୍ବୋଦୟ ନେତା ଅକ୍ଷୟ ମହାନ୍ତିଙ୍କ ପରଲୋକ

0
କୋରାପୁଟ ୧୫-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଅକ୍ଷୟ ମହାନ୍ତିଙ୍କର ଗତକାଲି ରାତିରେ ଭୁବନେଶ୍ୱରର ଏକ ଘୋରଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ...

ବିଶ୍ୱ ବୃକକ ଦିବସରେ ଲୋକମାନେ ସୁସ୍ଥ ଖାଦ୍ୟ, ବ୍ୟୟାମ ଓ ଚିନ୍ତାମୁକ୍ତ ରହିବାକୁ ଡାକ୍ତର...

0
କୋରାପୁଟ ; ତା୧୪-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆଜି ହେଉଛି ବିଶ୍ୱ ବୃକକ ଦିବସ।ଏହି ଦିବସ ଅବସରରେ ଲୋକମାନେ ସୁସ୍ଥ ଖାଦ୍ୟ, ବ୍ୟୟାମ ଓ ଚିନ୍ତାମୁକ୍ତ ରହି ବୃକକକୁ ସୁସ୍ଥ ରଖିବାକୁ କୋରାପୁଟ ସହୀଦ...

ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0
କୋରାପୁଟ;ତା୧୪-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ସ୍କୁଲ ପଛ ପାଖେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ କରା ଯାଇଛି। ମୃତଦେହଟି ତୋୟାପୁଟ ଗ୍ରାମର ମହେନ୍ଦ୍ର ଖୋସ୍ଲା(୪୭)ଙ୍କର ବୋଲି ଚିହ୍ନଟ...

ପଦାବାଗ୍ରୀରେ ଆନ୍ଥ୍ରାକ୍ସ ଆଶଙ୍କା

0
କୋରାପୁଟ ; ତା୧୪-୦୩-୧୯(ଓଡ଼ିଆ ପୁଅ/ରଂଜନ ଦାସ) ଗତ ୪ଦିନ ମଧ୍ୟରେ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଂଚାୟତର ପଦାବାଗ୍ରୀ ଗ୍ରାମରେ ଝାଡାବାନ୍ତି ଯୋଗୁଁ ଦୁଇଜଣ ପ୍ରାଣ ହରାଇଥିବାବେଳେ ୧୧ଜଣ ଆକ୍ରାନ୍ତ ହେବା ଖବର ବିଭିନ୍ନ...

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

0
କୋରାପୁଟ ;ତା୧୪-୦୩-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା କାକିରିଗୁମ୍ମା ଥାନା ଦାମନଯୋଡି ରାସ୍ତାର ସାନ ନେରେଗା ଛକରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ...

ଡିଭିଏଫ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

0
କୋରାପୁଟ;ତା୧୪-୦୩-୧୯(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ଜିଲା ପାଡୁଆ ଥାନା ହାତୀବାରୀ ଅଂଚଳରେ ବୁଧବାର ରାତିରେ ଡିଭିଏଫଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣା ପଡିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତିର...

ରକ୍ତସିକୁଲୀ ରୋଗ ସମ୍ପର୍କରେ ଆଲୋଚନା ଚକ୍ର

0
କୋରାପୁଟ ; ତା୧୩-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମିଳନୀ କକ୍ଷରେ ରକ୍ତ ସିକୁଲୀ ରୋଗ ସମ୍ପର୍କର୍ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି...

ସାଧାରଣ ନିର୍ବାଚନ ପରିଚାଳନା ପାଇଁ ମାଜିଷ୍ଟ୍ରେଟ-ପୁଲିସ ବୈଠକ

0
କୋରାପୁଟ;ତା୧୩-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ)୨୦୧୯ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ କୋରାପୁଟ ଜିଲା ପ୍ରଶାସନ ଦ୍ୱାରା ବୁଧବାର ମାଜିଷ୍ଟ୍ରେଟଏବଂ ପୁଲିସ ଅଧିକାରୀ ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ...

ନିର୍ବାଚନ-୨୦୧୯ ; କୋରାପୁଟ ଲୋକସଭା ଆସନ ନିମନ୍ତେ ବିଜେଡିର ମହିଳା ପ୍ରାର୍ଥିନୀ କୈାଶଳା ହିକକା...

0
କୋରାପୁଟ ; ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ବିଜେଡି ସଭାପତି ନବୀନ ପଟନାୟକ ଲୋକସଭା ଆସନରେ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା...

ଅଚିହ୍ନା ନିସହାୟ ଯୁବକ କୋରାପୁଟ ମେଡିକାଲରେ ଭର୍ତି

0
କୋରାପୁଟ ; ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ନିଜ ନାଁ କହିପାରୁ ନ ଥିବା କେବଳ କଥା ବୁଝୁଥିବା ଜଣେ ଅଚିହ୍ନା ନିସହାୟ ଯୁବକ କୋରାପୁଟ ରାମକୃଷ୍ଣ ବିଦ୍ୟାଳୟ ନିକଟରେ ପଡିଥିବା କେତେଜଣ...

ଥମୁନି ଝାଡାବାନ୍ତି, ପୁଣି ୫ ଆକ୍ରାନ୍ତ

0
କୋରାପୁଟ ;ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ୍ ଡୁମ୍ବାଗୁଡା ପଂଚାୟତର ପଦାବାଗ୍ରୀ ଗ୍ରାମରେ ଝାଡାବାନ୍ତି ଯୋଗୁଁ ପୁଣି ୫ଜଣ ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଳେନ୍ଦ୍ରରେ ଭର୍ତି ହୋଇଛନ୍ତି। ଗତ...

ସ୍ୱଚ୍ଛ ନିର୍ବାଚନ ପାଇଁ ରାଜନୈତିକ ଦଳର ସହଯୋଗ କାମନା

0
କୋରାପୁଟ ;ତା୧୨-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ) ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ରବିବାର ଅପରାନ୍ନରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ତୂରନ୍ତ ଜିଲ୍ଲାର ବିଭିନ୍ନ...

୩ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

0
କୋରାପୁଟ ; ତା୧୧-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ )କୋରାପୁଟରେ ୩ ଅଧିକାରୀ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।ଜୟପୁର ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ଦଧିବାମନ ତ୍ରୀପାଠୀ ପଦୋନ୍ନତି ପାଇ କୋରାପୁଟ ସିଡିଏମଓ ଭାବେ କାର୍ଯ୍ୟରେ...

ନିର୍ବାଚନକୁ ନେଇ ଜିଲ୍ଲାପ୍ରଶାସନର ସାମ୍ବାଦିକ ସମ୍ମିଳନୀ

0
କୋରାପୁଟ ; ତା୧୧-୦୩-୧୯(ଓଡିଆପୁଅ ରଂଜନ କୁମାର ଦାସ)ଭାରତ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଗତକାଲିଠାରୁ ଆଦର୍ଶ ଆଚରଣ ବିଧିନ ଲାଗୁ ହେଲା ବୋଲି ଘୋଷଣା କରିବା ପରେ କୋରାପୁଟ...

ଇଭିଏମ-ଭିଭିପାଟ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ

0
କୋରାପୁଟ; ତା୧୦-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଭାରତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ଦ୍ୱାରା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା, ପଂଚାୟତ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଇଭିଏମ-ଭିଭିପାଟ...

ଆଦିବାସୀ ସାହିତ୍ୟରେ ଲୋକକଥାକୁ ନେଇ ଆଲୋଚନା ଚକ୍ର ଉଦଯାପିତ

0
କୋରାପୁଟ ; ତା୧୦-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ସାହିତ୍ୟ ଏକାଦେମୀ ଓ ନାଲକୋର ମିଳିତ ଆନୁକୁଲ୍ୟରେ ଦାମନଯୋଡିଠାରେ ଆୟୋଜିତ ୨ ଦିନିଆ ଆଦିବାସୀ ସାହିତ୍ୟରେ ଲୋକକଥାକୁ ନେଇ ହୋଇଥିବା ଆଲୋଚନାଚକ୍ର ଉଦଯାପିତ...

ନିର୍ବାଚନକୁ ନେଇ ଆନ୍ତଃରାଜ୍ୟ ସମନ୍ନୟ ବୈଠକ

0
କୋରାପୁଟ ; ତା୦୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଆଗକୁ ସାଧାରଣ ନିର୍ବାଚନ ଏହାକୁ ନେଇ କୋରାପୁଟଠାରେ ଏକ ଆନ୍ତଃରାଜ୍ୟ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୀମାନ୍ତ ଆନ୍ଧ୍ରପ୍ରଦେଶର ପ୍ରଶାସନ...

ଜୟପୁରରେ ରାହୁଲ ଗାନ୍ଧୀ ; ଓଡିଶା ଗରୀବ ନୁହେଁ, ଲୋକେ ଗରୀବ-ରାହୁଲ

0
କୋରାପୁଟ ; ତା୦୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଜୟପୁରଠାରେ ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଗସ୍ତରେ ଆସି ଫେରିଯାଇଛନ୍ତି।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜୟପୁରଠାରେ ଏକ...

କେନ୍ଦ୍ର ପାନୀୟ ଜଳ ଓ ପରିମଳ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

0
କୋରାପୁଟ ; ତା୦୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କେନ୍ଦ୍ର ପାନୀୟ ଜଳ ଓ ପରିମଳ ସଚିବ ପରମେଶ୍ୱରନ ଆୟାର ଆଜି କ୍ଷେତ୍ର ପରିଦର୍ଶନ କରିବା ସହ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ ବୋଲି ଜଣାପଡିଛି।...