24.1 C
Bhubaneswar
Friday, March 29, 2024
Home Authors Posts by Ranjan Das

Ranjan Das

1805 POSTS 0 COMMENTS

        ମାଛକୁଣ୍ଡ ପୋଲିସ ଦ୍ୱାରା   ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ ଟଙ୍କାର  ଗଞେଇ...

0
କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମାଛକୁଣ୍ଡ  ପୋଲିସ ଦ୍ୱାରା  ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ  ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା...

         କୋରାପୁଟ  ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

0
କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ ପୁଟ୍ରାଘାଟିରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି ।...

ରେଡକ୍ରସ ସ୍ୱେଛାସେବୀଙ୍କ ପକ୍ଷରୁ ଚାଲାଣପୁଟଠାରେ କରୋନା ସଂପର୍କିତ ସଚେତନତା ଓ ମାସ୍କ ବଂଟନ

0
କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଂଚାୟତର ଚାଲାଣପୁଟଠାରେ ଭାରତୀୟ ରେଡକ୍ରସର ସ୍ୱେଛାସେବୀଙ୍କ ପକ୍ଷରୁ କରୋନା ସଂପର୍କିତ ସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ମାନବାର ଓ କେନ୍ଦାର ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

0
କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ଓ କେନ୍ଦାର ପଂଚାୟତଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବ୍ଲକ ସଭାପତି ସଂଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ...

କୋରାପୁଟରେ ସପ୍ତାହବ୍ୟାପୀ ଆଜାଦୀ କି ଅମୃତ ଉତ୍ସବ ପାଳନ କରାଯିବ

0
କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କୋରାପୁଟଠାରେ  ଚଳିତ ମାସ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ...

କୋରାପୁଟ କଫି  କର୍ଣ୍ଣାଟକର କୁଶଳନଗରକୁ ଗଲା

0
କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟର ଉତ୍ପାଦିତ କଫିକୁ ଆଜି କର୍ଣ୍ଣାଟକର କୁଶଳନଗରକୁ ପଠାଯାଇଥିବା ଜଣାପଡିଛି ।ଦୁଇଟି ଟ୍ରକରେ ବୋଝେଇ ୩୧୮ କ୍ୱିଂଟାଲ କଫିକୁ ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତର ପତାକା ଦେଖାଇ...

ଋକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ଯୁବ ରକ୍ତଦାତା

0
କୋରାପୁଟ ୦୬-୦୮(ଓଡିଆ ପୁଅ / ରଂଜନ ଦାସ)କୋରାପୁଟ ଜିଲ୍ଲାର ନିଶାମାନିଗୁଡା ଗ୍ରାମର ପିଙ୍କି ହନ୍ତାଲଙ୍କ ଜୀବନ ରକ୍ଷା ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଡାକ୍ତରମାନେ ଏକ...

ଆନ୍ଧ୍ର ଅନୁପ୍ରବେଶ ବହୁତ ହୋଇଗଲାଣି ,ଏଣିକି ଆସିଲେ ମାଡ ଖାଇବ ବୋଲି ଚେତାବନୀ ଦେଲେ...

0
କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆ ପଂଚାୟତର ଗ୍ରାମପୁଞରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି ।ଆନ୍ଧ୍ରପ୍ରଦେଶର ରାଜନେତା ,ସାମାଜିକ କର୍ମି ଓ ସରକାରୀ ଅଧିକାରୀ ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଥିବା ଖବର ବିଭିନ୍ନ...

ବିଜେଡିର ରାଜ୍ୟ  ସାଙ୍ଗଠନିକ ସଂପାଦକଙ୍କୁ  କୋରାପୁଟ ଜିଲ୍ଲାର ନେତା ଓ କର୍ମି ମିଶିଲେ

0
କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ବିଜେଡି  ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମାଲକାନଗିରି ଗସ୍ତ ସାରି ଭୁବନେଶ୍ୱରକୁ ଫେରୁଥିବା ସମୟରେ କୋରାପୁଟ ସର୍କିଟହାଉସଠାରେ ବିଜେଡି ନେତା...

ଦେଓଘାଟୀରେ ବିଜେଡିର ପଂଚାୟତସସ୍ତରୀୟ   ସାଙ୍ଗଠନିକ ବୈଠକ,୪ ଜଣ କଂଗ୍ରେସ କର୍ମି ବିଜେଡିରେ ମିଶିଲେ

0
କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ କୋରାପୁଟ ବ୍ଲକ ବିଜେଡିର ସଜବାଜ ।କୋରାପୁଟ ବ୍ଲକ ଅନ୍ତର୍ଗତ ଦେଓଘାଟୀରେ ବଡକେରେଙ୍ଗା ଓ ଦେଓଘାଟୀ ଦୁଇଟି ପଂଚାୟତର କର୍ମିମାନଙ୍କୁ ନେଇ ବିଜେଡିର...

କୋରାପୁଟରେ ବିଜେଡିର ପ୍ରତ୍ୟେକ ଜୋନରେ ସ୍ୱାଧୀନତା ଦିବସ ପାଳନ କରାଯିବ

0
କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟିରେ ବିଜେଡିର ପ୍ରତ୍ୟେକ ଜୋନରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି କୋରାପୁଟ ନଗର ବିଜେଡି ସଭାପତି ସୁରେଶ ପଟନାୟକ ସୂଚନା ଦେଇଛନ୍ତି ।କୋଭିଡ...

ସିବିଏସଇ ଦଶମ ପରୀକ୍ଷାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

0
କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।କୋରାପୁଟ କେନ୍ଦ୍ରୂୀୟ ବିଦ୍ୟାଳୟର ପରୀକ୍ଷା ଦେଇଥିବା ୮୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ...

   ପାଡୁଆ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ୨ କୋଟି ଟଙ୍କାର ଗଞେଇ ଜବତ,୨...

0
କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପାଡୁଆ ଓ ମାଛକୁଣ୍ଡ  ପୋଲିସ ଦ୍ୱାରା ୨କୋଟି  ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ  ସଂପୂକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା...

କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା  ଶୁଖିଲା ରାସନ ଖାଦ୍ୟ ଓ...

0
କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଅନୁକୁଲ୍ୟରେ  ଏବଂ ଡିଲନ ଓଏଡେଲଗିଭ ଫାଉଟେଂସନ ସହାୟତାରେ କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ଓ ମହାଦେଇପୁଟ ଗ୍ରାମ ପଂଚାୟତର...

କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

0
କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ) ଓଡିଶା ଷ୍ଟାଫ ସିଲେକସନ କମିଶନରେ ହୋଇଥିବା ଦୁର୍ନିତି ପ୍ରତିବାଦରେ କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର କର୍ମକର୍ତାମାନେ ସହରରେ ଶୋଭାଯାତ୍ରା କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ...

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମାଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ବିଜେପି...

0
କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟରେ ଅନୁସୂଚିତ ଜାତି  ପରିବାର ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ଅଭିଯୋଗ କରି କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ କୋରାପୁଟ ପ୍ରେସ କ୍ଲବଠାରେ ଏକ...

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ

0
କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ...

କୋରାପୁଟ ସହରର କହ୍ନେଇପୁଟରେ ଗୋଷ୍ଠୀ କେନ୍ଦ୍ର ଓ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଉଦଘାଟିତ

0
କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର କହ୍ନେଇପୁଟର ରଣାସାହିରେ ଗୋଷ୍ଠୀ କେନ୍ଦ୍ର ଓ ଅନୁସୂଚିତ ଜାତି ସାହିରେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା...

 କୋରାପୁଟ ବିଧାୟକ ପୂଜାରୀପୁଟସ୍ଥିତ ରାମ ମନ୍ଦିର ପରିଦର୍ଶନ କଲେ

0
କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ରାମ ମନ୍ଦିରକୁ ଆଜି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ପରିଦର୍ଶନ କରିବା ସହ...

ସିବିଏସଇ ଦଶମ ପରୀକ୍ଷାରେ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

0
କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା...