Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ କର୍ମଶାଳା

0
କୋରାପୁଟ ୨୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଏକତା ଆନୁକୁଲ୍ୟରେ...

ଆର୍ଥିକ ଜୋରିମାନା ବିରୁଦ୍ଧରେ  କୋରାପୁଟ ଜିଲ୍ଲା ଟିପ୍ପର ଓ ଟ୍ରାକ୍ଟର ମାଲିକ ସଂଘର ଶୋଭାଯାତ୍ରା...

0
କୋରାପୁଟ ୨୭-୦୮(ଓଡିଆ ପୁଅ /ରଂଜନ ଦାସ) ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟିପ୍ପର ଓ ଟ୍ରାକ୍ଟର ଉପରେ ରୟାଲିଟି ନ ଥିବା ଦର୍ଶାଇ ତହସିଲଦାରମାନେ ଅତ୍ୟଧିକ ଆର୍ଥିକ ଜୋରିମାନା ଆଦାୟ କରୁଥିବା...

ବୃଷ୍ଟିପୃଷ୍ଠ ଅଂଚଳରେ ଉନ୍ନତିକରଣ ନିମନ୍ତେ ହରମାଣ୍ଡିଙ୍ଗରେ ଗ୍ରାମସଭା

0
କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞର ହରମାଣ୍ଡିଙ୍ଗ ଗ୍ରାମର ବିକାଶ ନିମନ୍ତେ ଜଳବିଭାଜିକା ତରଫରୁ ବୃଷ୍ଟିପୃଷ୍ଟ ଅଂଚଳରେ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ କରାଯିବ ।ଏଥି ନିମନ୍ତେ ଉକ୍ତ ଗ୍ରାମରେ ଆଜି ଏକ...

କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ତରଫରୁ ସ୍ମାରକପତ୍ର ପ୍ରଦାନ

0
କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦ୍ଦେଶିକା ଡା. ଅନ୍ନପୂର୍ଣ୍ଣା ମିଶ୍ର,ଅତିରିକ୍ତ ନିର୍ଦ୍ଦେଶକ ଡା. ସି.ବି.ଏନ.ରାଓ ଓ ସହକାରୀ ନଜିର୍ଦ୍ଦେଶକ  ସ୍ୱରୂପ କୁମାର ଦାସ କୋରାପୁଟ ଗସ୍ତ ସମୟରେ...

ଓଡିଶାର ପାଚିପେଂଟା କୁଆଡେ ଗଲା ବୋଲି ପ୍ରଶ୍ନ କଲେ ଗଦାଧର

0
କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶାର ପାଚିପେଂଟା କୁଆଡେ ଗଲା ବୋଲି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ପ୍ରଶ୍ନ କରିଛନ୍ତି ।୧୯୩୪ ମସିହାରେ ମାନ୍ୟବର ପ୍ରିଭି କାଉନସିଲ ପାଚିପେଂଟା ଜୟପୁର ଜମିଦାରର ବୋଲି...

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ,ପ୍ରାଣୀ ସ୍ୱାସ୍ଥ୍ୟ ଶିବିର କରିବା ସହ ସ୍ୱାସ୍ଥ୍ୟକାର୍ଡ ବଂଟନ

0
କୋରାପୁଟ ୨୫-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆରେ ଆନ୍ଧ୍ର ଅଧିକାରୀମାନେ ପୁଣି ଅନୁପ୍ରବେଶ କରି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବା ଜନାପଡିଛି ।କୋଟିଆ ଗ୍ରାମପୁଞର ଧୂଲିପଦର ,ତଳସେମ୍ବି ଓ ଉପରସେମ୍ବି ଗ୍ରାମରେ ଆନ୍ଧ୍ର...

ମାଛରା ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ

0
କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)ବିଜୁ କୃଷକ ବିକାଶ ଯୋଜନା ସହାୟତାରେ ମାଛରା ଗଭୀର ନଳକୂପ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ଉଠା ଜଳସେଚନ ବିଭାଗର ସମୀକ୍ଷା କଲେ ନିଗମ ଅଧ୍ୟକ୍ଷ

0
କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସ ସଭାଗୃହଠାରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ  ବିଭାଗର ସମୀକ୍ଷା କରିଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ...

କୋରାପୁଟରେ ଆଜାଦୀ କି ଅମୃତ ଉତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ରାସ୍ତା ସେମିନାର

0
କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟସ୍ଥିତ ସଦଭାବନା ସଭାଗୃହଠାରେ ଆଜାଦୀ କି ଅମୃତ ଉତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟରାସ୍ତା ସେମିନାର ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ...

କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ର ହୋଇ ମନ୍ତ୍ରୀ ପାଠ ପଢିଲେ

0
କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଛରା ଆଦର୍ଶ ବିଦ୍ୟାଳୟ ଓ କୋରାପୁଟ ସରକାରୀ ବାଳିକା ଉଚ୍ଚ...

କୋରାପୁଟରେ ବାଇପାସ ରୋଡ ନିର୍ମାଣର ବାଟ ଫିଟୁଛି

0
କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟରେ ବାଇପାସ ରୋଡ ନିର୍ମାଣ ନିମନ୍ତେ ଅନେକ ସମସ୍ୟା ଲାଗି ରହିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ ସମୟରେ ଲୋକମାନେ ଦାବି ଜଣେଇଥିଲେ...

କୋରାପୁଟ ଜିଲ୍ଲା ମିଶନଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା କଲେ ମିଶନଶକ୍ତି ଉପଦେଷ୍ଟା

0
କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ମିଶନଶକ୍ତି କାର୍ଯ୍ୟକ୍ରମର ମିଶନଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ସମୀକ୍ଷା କରିଛନ୍ତି ।କୋରାପୁଟ ଜିଲ୍ଲାର ବୈପାରୀଗୁଡା,ଜୟପୁର ଓ କୋରାପୁଟରେ ମିଶନଶକ୍ତି ଦ୍ୱାରା କରାଯାଉଥିବା କାର୍ଯ୍ୟଗୁଡିକ ପରିଦର୍ଶନ...

ଓଡିଶା ମୋ ପରିବାର , ପୋଲିସ ଓ ପ୍ରଶାସନର ସହାୟତାରେ ମହିଳାଙ୍କ ଶବ ସତ୍କାର

0
କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସୁନିତା ନାଗ ଜଣେ ମହିଳା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ତାଙ୍କର ନିଜ ଘର ମାଲାକାନଗିରି...

କୋରାପୁଟରେ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

0
କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଅତିଥିଭବନ ସଭାଗୃହଠାରେ ସତା ସାହିତ୍ୟ ସଂସଦ ଆନୁକୁଲ୍ୟରେ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ସତା ସାହିତ୍ୟ ସଂସଦର ସଭାପତି ଜଳଧର...

କୋରାପୁଟ ସରକାରୀ ମହାବିଦ୍ୟାଳୟରେ ରକ୍ଷା ବନ୍ଧନ ଉପଲକ୍ଷେ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର

0
କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ତଥା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ୱରର ତାମ୍ମାନା ଫାଉଟେଂସନର ମିଳିତ ଆନୁକୁଲ୍ୟରେ ନାରୀଟି କାହିଁକି ବର୍ତମାନ ସ୍ଥିତିରେ ଉତ୍ସାହର ପ୍ରତୀକ...

କୋରାପୁଟ ଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

0
କୋରାପୁଟ ୨୦-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ର ରେଳ ,ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆର୍ଶିବାଦ ଯାତ୍ରାରେ ଗତକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସହର ଓ...

କୋରାପୁଟରେ ବିଜେଡିର ଡିଜିଟାଲ କର୍ମଶାଳା

0
କୋରାପୁଟ ୨୦-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ କୋରାପୁଟ ଜିଲ୍ଲାର ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତାଙ୍କୁ ନେଇ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା...

       କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର ମଟରସାଇକେଲ ଶୋଭାଯାତ୍ରା ଓ ବିକ୍ଷୋଭ

0
କୋରାପୁଟ ୧୯-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଗୁରୁବାର ଦିନ  ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ଆୟୋଜନ କରାଯିବା ସହ  ବିଭିନ୍ନ କଲେଜ ଓ  କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟରେ  ଅଧ୍ୟାପକ...

କୋଟିଆ ଗ୍ରାମପୁଞରେ ଅନୁପ୍ରବେଶ କରି ଆନ୍ଧ୍ରର ବୃକ୍ଷରୋପଣ

0
କୋରାପୁଟ ୧୯-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞର ଫାଟୁସେନେରୀରେ ଆନ୍ଧ୍ର ଅନୁପ୍ରବେଶ କରି ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ଖବର ମିଳିବା ପରେ ଗତ ୧୭ ତାରିଖ ଦିନ...

ରେଳବାଇ ଓ ଯୋଗାଯୋଗର ସମସ୍ୟା ୩ ମାସ ମଧ୍ୟରେ ସମାଧାନ ନ ହେଲେ କୋରାପୁଟ...

0
କୋରାପୁଟ ୧୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି କିନ୍ତୁ  ରେଳବାଇ ଓ ଯୋଗାଯୋଗ ପ୍ରମୁଖ ସମସ୍ୟା ରହିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲକା କୋରାପୁଟଠାରେ ଏକ...