Home Authors Posts by Premananda Das

Premananda Das

393 POSTS 0 COMMENTS

ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର, ରାସ୍ତା ନଥିବାରୁ ଖଟରେ ବୁହାହେଲେ ଗୁରୁତର

0
କେନ୍ଦୁଝର,ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଖାଡ଼ିଆଡିହା ଗାଁ ନିକଟରେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡିଛି । ସେହି ଗାଁର ମଦନ...

ଘରର କାନ୍ଥ ପଡି ମହିଳା ଗୁରୁତର

0
ଘଟଗାଁ, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ବଡଜାମୁପଶି ଗ୍ରାମରେ ଘରର କାନ୍ଥ ପଡି ଜଣେ ମହିଳା ଗୁରୁତର ଆହତ ହୋଇ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ...

ହରିଚନ୍ଦନପୁର ବ୍ଲକର ବିଭିନ୍ନ ରାସ୍ତାର ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ...

0
ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ ଧଗୋଠ ଗ୍ରାମ ନିକଟସ୍ଥ କୁରେଇଯୋଡି ନଦୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ...

ଲଘୁଚାପ ଲଗାଣ ବର୍ଷାରେ ଭାଙ୍ଗିଲା ଢେଙ୍କିକୋଟ ଅସ୍ଥାୟୀ ଫାଣ୍ଡି ଘର

0
ଘଟଗାଁ, ତା ୨୬ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଅଞ୍ଚଳରେ ବର୍ଷା...

ପ୍ରଶାସନର ଅବହେଳା, କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣି ଟାଙ୍କି

0
ହରିଚନ୍ଦନପୁର,ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରକାରଙ୍କ ଅନୁଦାନରୁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ଲକ୍ଷାଧିକ ଟଙ୍କା...

ଭଗାମୁଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା, ନାହିଁ ନଥିବା ଅସୁବିଧାରେ ଜନସାଧାରଣ

0
ହରିଚନ୍ଦନପୁର,ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅନ୍ତର୍ଗତ ଭଗାମୁଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା, ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା...

ଲଘୁଚାପ ଜନିତ ବର୍ଷାରେ ତେନ୍ତଳାପଶି ପଞ୍ଚାୟତର ଓ୍ବାର୍ଡମେମ୍ବରଙ୍କ ଭାଙ୍ଗିଲା ଘର

0
ହରିଚନ୍ଦନପୁର, ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନକମଣ୍ଡରା ଗ୍ରାମରେ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଯୋଗୁଁ ଜଣଙ୍କ...

ବଜ୍ରାଘାତରେ ୭ଟି ବଳଦ ମୃତ୍

0
ହରିଚନ୍ଦନପୁର,ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ଆଜି ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସହିତ ବିଜୁଳିରେ ଜନଜୀବନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା...

ରେବଣାପଳାଶପାଳ କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା

0
ହରିଚନ୍ଦନପୁର,ତା ୨୪ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସରକାର ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷଣାବେକ୍ଷଣ ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର...

ବ୍ରାହ୍ମଣୀପାଳ କୁଶେଇ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0
ହରିଚନ୍ଦନପୁର,ତା ୨୪ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରେ ଆଜି ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ...

ବୈଦ୍ୟୁତିକ ପାଣିପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମୃତ

0
ହରିଚନ୍ଦନପୁର, ତା ୨୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରେବଣାପଳାଶପାଳ ପଞ୍ଚାୟତ ବୁଢିପଦା ଗ୍ରାମର ଗଣେଶ୍ୱର ମହାନ୍ତଙ୍କ ପୁଅ ଯଶୋବନ୍ତ ମହାନ୍ତ(୩୦) ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ...

ବଜ୍ରାଘାତରେ ମହିଳା ମୃତ

0
ହରିଚନ୍ଦନପୁର, ତା ୨୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡ଼ି ପଞ୍ଚାୟତ ଗଦାଧରପୁର ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ଅନୁଯାୟୀ...

ପିଠାଗୋଳା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟିକୋଟି ଟଙ୍କାର ମହାଘୋଟାଲକୁ ନେଇ ରାଜ୍ୟ ବିଜେପି...

0
ହରିଚନ୍ଦନପୁର, ତା ୨୧ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ଖରବା ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହା ଘୋଟାଲାକୁ ନେଇ ଆଜି ରାଜ୍ୟ...

ହରିଚନ୍ଦନପୁର ବ୍ଲକର ୧୦ଟି ପଞ୍ଚାୟତରେ ଯୋଗାଣ ସହାୟକ ଚୟନରେ ଅନିୟମିତତା, ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କୁ...

0
ହରିଚନ୍ଦନପୁର,ତା ୧୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ଚୟନରେ ଅନିୟମିତତା, ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବାର ଅଭିଯୋଗ...

ବିଶ୍ୱ ମହାମାରୀ କରୋନା ଠାରୁ ବିଜୟ ଲାଭ ପରେ ପ୍ଲାଜମା ଦାନ କରି ଚର୍ଚ୍ଚାରେ...

0
ବଡ଼ବିଲ, ତା ୧୮ ଅଗଷ୍ଟ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲର ୨୦ରୁ ୨୨ବର୍ଷର ଅଙ୍କିତ ଝା ମେହୁଲ ପ୍ରସାଦ ଓ ଗଗନଦୀପ ସିଂହ ଜସାଲ କଟକ ଏସ୍ସିବି ମେଡ଼ିକାଲରେ ପ୍ଲାଜମା...

ଦୁର୍ନୀତି ଗନ୍ତାଘର ପିଠାଗୋଳା ଗ୍ରାମପଞ୍ଚାୟତ, କାର୍ଯ୍ୟାଳୟ ଘେରିଲେ ଜନସାଧାରଣ, ଅଭିଯୋଗକାରୀଙ୍କୁ ଆକ୍ରମଣ

0
ହରିଚନ୍ଦନପୁର,ତା ୧୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ରାଜ୍ୟରେ ଗରିବ ଆଦିବାସୀ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସେହି ଯୋଜନାର ସୁଫଳ ଯୋଗ୍ୟ...

ହରିଚନ୍ଦନପୁର ଥାନା ଅଞ୍ଚଳରେ ଗାଈ ଓ ବଳଦ ଚୋରଙ୍କ ଆତଙ୍କ, ଭୟଭୀତ ଅବସ୍ଥାରେ ଜନସାଧାରଣ

0
ହରିଚନ୍ଦନପୁର,ତା ୧୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେବ ଗାଈ ଏବଂ ବଳଦ ଚୋରଙ୍କ ଆତଙ୍କ, ପୋଲିସ ପ୍ରଶାସନ ଚୁପ୍...

ଗାଈ ଚୋରି ଅଭିଯୋଗର ୮ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

0
ହରିଚନ୍ଦନପୁର,ତା ୧୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନାରେ ଗତ ୭ତାରିଖ ଗାଈ ଏବଂ ବଳଦ ଚୋରିର ଲିଖିତ ଅଭିଯୋଗ ହୋଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ...

ବିନା ଅଧିକାରୀରେ ଚାଲିଛି ହରିଚନ୍ଦନପୁର ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଆଦିବାସୀଙ୍କୁ ଭଗବାନ ହିଁ...

0
ହରିଚନ୍ଦନପୁର,ତା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ଓ ରାଜ୍ୟସରକାର ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ବ୍ଲକସ୍ତରରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଖୋଲିଛନ୍ତି । ହେଲେ କାର୍ଯ୍ୟାଳୟ ଗୁଡିକରେ ଅଧିକାରୀମାନଙ୍କର ଅବସର...

ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀଙ୍କୁ ନିସ୍ତୁକମାଡ ଅଭିଯୋଗ

0
ହରିଚନ୍ଦନପୁର, ତା ୧୨ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣ ସହାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜକୁ ଅନେକ ମାସ ହେବ...