Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

୫ ଦଫା ଦାବି ନେଇ ଚାକିରୀ ହରାଇଥିବା ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ରାଜ୍ୟ ସରକାରଙ୍କୁ...

0
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୫ ବର୍ଷ ଧରି ଆଇସିଟିଇ ବିଦ୍ୟାଳୟ ଯୋଜନାରେ କାର୍ଯ୍ୟ କରିଆସୁଥିବା ଚାରି ହଜାର ସ୍କୁଲ କୋଅଡିନେଟରଙ୍କୁ ତୁରନ୍ତ ପୁନଃ ନିଯୁକ୍ତି...

ସଂପର୍କୀୟ ଭାଉଜକୁ ଏସ୍‌ଡି ପକାଇ ଫେରାର ଥିବା ଯୁବକ ୨୦ ବର୍ଷ ପରେ ଗିରଫ

0
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ସଂପର୍କୀୟ ଭାଉଜକୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇ ତାଙ୍କ ଉପରକୁ ଏସ୍‌ଡି ପକାଇ ଫେରାର ଥିବା ହତାଶ...

ଡାକ୍ତର ଅନୀଲ ବେହେରାଙ୍କ ବିୟୋଗରେ ସ୍ମୃତିସଭା

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଂପାଦକ ଦିବଂଗତ ଡାକ୍ତର ଅନୀଲ କୁମାର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି...

ଧାମନଗର ବଜାର ରାସ୍ତା ଜବରଦଖଲ ନେଇ ବଢୁଛି ଦୁର୍ଘଟଣା- ହଟୁନି ସମସ୍ୟା

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଜମିମାଫିଆଙ୍କର ପାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମାଫିଆମାନେ ବିଭିନ୍ନ...

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଯୋଜକ କନ୍‌ଭେନ୍‌ସନ ଓ ପଞ୍ଚାୟତରାଜ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଭଦ୍ରକ ଜିଲ୍ଳାସ୍ତରୀୟ ବ୍ଲକ ଓ ଆଞ୍ଚଳିକ ସଂଯୋଜକମାନଙ୍କ ସାଂଗଠନିକ କନ୍‌ଭେନ୍‌ସନ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ...

ଭଦ୍ରକ ବସ୍ ସିଣ୍ଡିକେଟ ନବ ଗଠିତ କର୍ମକର୍ତ୍ତାଙ୍କ କରୋନା ପୁନଃ ସଂକ୍ରମଣ ଓ ସମ୍ଭାବ୍ୟ...

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀର ପୁନଃ ସଂକ୍ରମଣ ଓ ପ୍ରଚଣ୍ଡ ରୌଦ୍ରତାପର ଆଶଙ୍କା ପୂର୍ବକ ସମ୍ଭାବ୍ୟ ଅଂଶୁଘାତର କଡ଼ା ମୁକାବିଲା କରିବା ପାଇଁ ଏକ...

ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟକାରିଣୀ ପୁନର୍ଗଠିତ

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ୧୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଉପେନ୍ଦ୍ର କୁମାର ବାରିକ ସଭାପତି ରୂପେ...

ବେଆଇନ୍ ଚିଙ୍ଗୁଡି ଘେରି ୩୦ଟି ପଂଚାୟତ ଓ ଏନ୍‌ଏସିର ଚାଷ ଉଜାଡିଲାଣି , ଚାନ୍ଦବାଲିରୁ...

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବେଆଇନ୍ ଚିଙ୍ଗୁଡି ଘେରିକୁ ବନ୍ଦ କରାଯିବା, ଏଥିଯୋଗୁଁ କ୍ଷତିଗ୍ରସ୍ତ ଧାନଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଚିଙ୍ଗୁଡି ଘେରିରୁ ନିର୍ଗତ ବିଷାକ୍ତ...

ବେଆଇନ୍ ଗୋରୁ ବୋଝେଇ ପିକ୍‌-ଅପ୍ ଭ୍ୟାନ୍ ଜବତ

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତିରେ ବେଆଇନ୍ ଭାବେ ବାହାରକୁ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଛି ।...

କୋଇଲା ଓ ଇଟାଭାଟି ମାଫିଆଙ୍କ ଆକ୍ରମଣରେ ୨ ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର କର୍ମଚାରୀ ଗୁରୁତର

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ ଖାଇଛନ୍ତି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍‌ର ଦୁଇଜଣ ଯବାନ । ଏବେ ସେମାନଙ୍କୁ...

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଖୁଆପଦା, କଣ୍ଟିଘାଇ, ବାଲିପୋଖରୀ ଏସକେପ ପରିଦର୍ଶନ, ବନ୍ୟାର...

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତି ଭଣ୍ଡାରିପୋଖରୀ ବ୍ଲକର ଜଗନ୍ନାଥପ୍ରସାଦ ଠାରେ ଥିବା ବୈତରଣୀ ନଦୀ ଆଖୁଆପଦା ଆନିକଟ...

ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ...

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କଲେଜରେ ଜନୈକା ଛାତ୍ରୀଙ୍କୁ ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ (ସେକ୍‌ସୁଆଲ ହାରାସମେଣ୍ଟ) କରିଥିବା ପ୍ରସଙ୍ଗର ଆଜି ପୂର୍ଣ୍ଣଚ୍ଛେଦ ପଡିଛି ।...

ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ‘ସାଳନ୍ଦୀ ସତ୍ୟାଗ୍ରହ’, ପ୍ରଦୂଷଣମୁକ୍ତ ସାଳନ୍ଦୀ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

0
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ଦେଶରେ ନଦୀକୂଳିଆ ରାଜ୍ୟଗୁଡିକ ଅଧିକ ବିକଶିତ ହୋଇଥାଏ । ସେହିଭଳି ଏକଦା ଚିରସ୍ରୋତା ଥାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା...

ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ସମବାୟ ସମିତି, ଧାନ ବିକୁଛନ୍ତି ଦଲାଲ, ମଣ୍ଡି ଜଗିଛନ୍ତି ଚାଷୀ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀଙ୍କ ନାଁରେ ଦଲାଲ ଧାନ ବିକ୍ରି କରୁଛନ୍ତି । ତେଣେ ମଣ୍ଡିରେ ଧାନ ପକାଇ ମଣ୍ଡି ଜଗିଛି ଅସଲ ଚାଷୀ ।...

ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚରେ ନିର୍ମାଣ କଲେ ସମାଜସେବୀ କପିଳ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ କରି ନିର୍ମାଣ କରି ଚର୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ ।ପ୍ରାପ୍ତ...

ଯଜ୍ଞସୁଧା ପ୍ରକାଶନର ପୁସ୍ତକ ଉନ୍ମୋଚନ ଓ ବାର୍ଷିକ ଉସ୍‌ôବ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗରଦପୁର ଗ୍ରାମର ସଂଭ୍ରାନ୍ତ ପୁସ୍ତକ ପ୍ରକାଶନୀ ସଂସ୍ଥା ଯଜ୍ଞସୁଧା ପ୍ରକାଶନର ୨ୟ ସାରସ୍ୱତ ବାର୍ଷିକ ଉସ୍‌ôବ ଏବଂ ପୁସ୍ତକ ଉନ୍ମୋଚନ...

ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ, କୋବିଡ଼ ପରିପ୍ରେକ୍ଷୀରେ ସ୍ୱଚ୍ଛତା ପାଳନ ଉପରେ ଗୁରୁତ୍ୱାରୋପ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ‘ସ୍ୱଚ୍ଛ ଚର୍ଚ୍ଚା ଦିବସ’ ପାଳନ କରାଯାଇଛି । ଏଥିରେ ସହରାଞ୍ଚଳର ସ୍ୱଚ୍ଛତା ସମୀକ୍ଷା...

ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଚିତ୍ର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲ ସଂଘ ସଭାଗୃହ ପରିସରରେ ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଫଟୋଚିତ୍ର ଓ ସ୍ମୃତିଚାରିଣ ସଭା ଅନୁଷ୍ଠିତ ହୋଇଯାଇଛି...

ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ପ୍ରସଙ୍ଗ, ତଦନ୍ତ ପରେ ସମିତି ସମ୍ପାଦିକା...

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ହେଉଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଅଭିଯୋଗ ହୋଇଥିଲା । ଅନିୟମିତତାର...

ଆଜି ଜଣେ ନୂତନ କୋବିଡ଼ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟ ୨୦, ଗାଇଡ଼ ଲାଇନ...

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଦୈନିକ ହେଉଥିବା କରୋନା ଆଣ୍ଟିଜେନ୍ ଟେଷ୍ଟରେ ଆଜି ଜଣେ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂପୃକ୍ତ...