କ୍ୟାନସର ପୀଡ଼ିତା ଦଳିତ ମହିଳାଙ୍କୁ ଆକ୍ରମଣ, ପୋଲିସର କାର୍ଯ୍ୟଶୈଳୀ ସନ୍ଦେହ … !

କବିସୂର୍ଯ୍ୟନଗର ୩-୩ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ ) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଲସର ଠାରେ ଆଜି ତା-୦୩/୦୩/୨୦୧୮ ରିଖ ଅପରାହ୍ନ ସମୟ ୪ଟା ବେଳେ ଜଣେ କ୍ୟାନସର ପୀଡିତା ମମତା ବେହେରା (୩୭) ମହିଳାଙ୍କୁ ଗାଁ ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ ହୋଇଛି।ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।ଏହି ଘଟଣାକୁ ନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ତପ୍ତରତା ଦେଖାଇନାହିଁ।ପୁରୋଷତମପୁର SDPO ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମା କୁ ସମ୍ମାନ କଥା କହୁଥିବାବେଳେ ଏଠାରେ ସବୁ ବ୍ୟତିକ୍ରମ ଦେଖାଯାଉଛି।ନିରପେକ୍ଷ ଓ ସାମାଜିକ ସୁରକ୍ଷା ପ୍ରତି ପୋଲିସ ଗୁରୁତ୍ୱ ନଦେଇ ମିଥ୍ୟାକେସ ଓ ବଟି ପ୍ରତି…

"କ୍ୟାନସର ପୀଡ଼ିତା ଦଳିତ ମହିଳାଙ୍କୁ ଆକ୍ରମଣ, ପୋଲିସର କାର୍ଯ୍ୟଶୈଳୀ ସନ୍ଦେହ … !"

କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲସରା ପୋଲିସ

ପୋଲସରା ୨୪-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ଖାକି ପୋଷାକ ଵାଲାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବାରୁ ସାଧାରଣ ଲୋକମାନେ ତ୍ରାହି ତ୍ରାହି ଡାକିଲେଣି।କାରଣ ଖାକି ଵାଲାଙ୍କ ପ୍ରାଦ୍ରୁଭାବ ଯୋଗୁଁ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଦିନ ଦ୍ଵି ପ୍ରହରେ ପୋଲସରାର ହାର୍ଟ ବୋଲାଉଥିବା ବ୍ରାହ୍ମଣ ସାହି ଠାରୁ ହାତରୁ ଟଙ୍କା ଛଡାଇ ନେଇଥିବା ସାଧାରଣ ଲୋକଙ୍କ କମନୁହେଁ, ପେସାଧରି ମାନେଯେ ଏବେ ପୋଲସରା ଅଞ୍ଚଳକୁ କବଳ କଲେଣି ଏକଥା କାହାକୁ ବା ଜଣାନାହିଁ।ଗତ ଥାନା ପୋଡିଠାରୁ ସାଧାରଣ ଲୋକେ ବିଲେଇ ବେକରେ ଘଣ୍ଟି ବାନ୍ଧିବା କଥା ଭୁଲି ଗଲେଣି ଏକଥା ସ୍ୱପ୍ନରେ ମଧ୍ୟ ଭାବିବାକୁ ଡରୁଛନ୍ତି।ସାଧାରଣ ଗାଉଁଲି ଲୋକଙ୍କ ଭାଷାରେ…

"କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲସରା ପୋଲିସ"

ପୋଲସରା ର BJD ବିଧାୟକ ବିଦ୍ୟୁତ ଚୋରିକଲେ ମାଫ୍ !

ପୋଲସରା ୨୩-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଗ୍ରାମ ହାତୀଓଟ ଠାରେ ସରକାରୀ ଜମି ଜବର ଦଖଲ କରି ଜରାଶ୍ରମ ନିର୍ମାଣ କରିଛନ୍ତି।ସେଠାରେ ବିଦ୍ୟୁତ ଚୋରି କରାଯାଇ ସଂଯୋଗ କରାଯାଇଛି ଏବଂ ବିଧାୟକ ଙ୍କ ବାପାଙ୍କ ନାମରେ ଥିବା ଗଙ୍ଗାଧର ସାହୁ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ କୁ ମଧ୍ୟ ଚୋରା ରେ ବିଦ୍ୟୁତ ସଂଯୋଗ କରାଯାଇଥିବା ସମ୍ପର୍କରେ ଛତ୍ରପୁର ବିଦ୍ୟୁତ ଥାନା ଏବଂ ଗଞ୍ଜାମ ଏସ.ପି ଙ୍କ ଠାରେ ତା.୦୨/୦୨/୨୦୧୮ ରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କେସ୍ ହୋଇନାହିଁ।ବିଦ୍ୟୁତ ଚୋରି ସମ୍ପର୍କରେ ସାଉଥକୋ ୟୁଟୀଲିଟ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ ବ୍ରହ୍ମପୁର, ପ୍ରାଧିକ୍ରୁତ ଅଧିକାରୀ ବ୍ରହ୍ମପୁର କୁ…

"ପୋଲସରା ର BJD ବିଧାୟକ ବିଦ୍ୟୁତ ଚୋରିକଲେ ମାଫ୍ !"

ବାଲିଛାଇ ଫାଣ୍ଡିରେ ହାତାହାତି କାରବାର !

ପୋଲସରା ୨୨-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବ୍ଲକ ପ୍ରତ୍ୟେକ୍ଷ ଦୁର୍ନୀତି ପଦାକୁ ଆସିବା ପରେ ଶାସକ ଦଳର ନେତାଙ୍କ ମନରେ ଛନକା ପଶି ଯାଇଛି। ପୋଲସରା ବ୍ଲକ ର ଗ୍ରାମୀଣ ଖେଳ ପଡିଆ ଓ ବୃକ୍ଷ ରୋପଣ ରେ ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ପର୍ଦାଫାସ୍ କରିଥିଲେ ସାମାଜିକ କର୍ମୀ ସମର ଜିତ୍ ମହାନ୍ତି ଏବଂ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନ ସ୍ୱାର୍ଥ ମାମଲା ମଧ୍ୟ ଦାୟର କରିଥିଲେ। ମନରେଗା, ଗ୍ରାମ୍ୟଜଳ ,ଓ ପରିମଳ ,ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିକାଶ ପ୍ରକଳ୍ପ ,ଶିକ୍ଷା ,ଜମି ଦୁର୍ନୀତି ମଧ୍ୟ ଶ୍ରୀ ମହାନ୍ତି ଲୋକ ଲୋଚନକୁ ଆଣିଥିଲେ। ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ଓ…

"ବାଲିଛାଇ ଫାଣ୍ଡିରେ ହାତାହାତି କାରବାର !"

ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ଓ ମିଥ୍ୟା ସତ୍ଯ ପାଠ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଜନ ସ୍ବାର୍ଥ ମମଲା ଦାୟର

ପୋଲସରା ୧୩-୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ଓ ମିଥ୍ୟା ସତ୍ୟ ପାଠ ବିରୁଦ୍ଧରେ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଆଜି ଉଚ୍ଚ ନ୍ୟାୟାଳୟରେ ଜନ ସ୍ବାର୍ଥ ମମଲା ଦାୟର କରାଯାଇଛି। ପିଟିସନ 2767/2018ରେ ଉଚ୍ଚ ନ୍ୟାୟାଳୟ ଆବେଦନ ଗ୍ରହଣ କରିଛନ୍ତି। ଏହି ନିର୍ବାଚନ ସଂକ୍ରାନ୍ତୀୟ ମାମଲାରେ ଜାତି ମୁଖ୍ୟ ନିର୍ବାଚନ କମିଶନ ନୂଆଦିଲ୍ଲୀ, ଓଡ଼ିଆ ନିର୍ବାଚନ କମିଶନ, ଜିଲ୍ଳାପାଳ ଗଂଜାମ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପକ୍ଷଭୁକ୍ତ କର ଯାଇଛି।

"ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ଓ ମିଥ୍ୟା ସତ୍ଯ ପାଠ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଜନ ସ୍ବାର୍ଥ ମମଲା ଦାୟର"