ଗେଡିଆପଲ୍ଲୀ – ମାଣିବନ୍ଧ ରାସ୍ତା ମରଣଯନ୍ତା

ଖୋର୍ଦ୍ଧା/ବୋଲଗଡ଼ ୨୩/୮ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋଡିଆପଲ୍ଲୀ ଠାରୁ ମାଣିବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ମରାମତି ହେଉ ନଥିବାରୁ ଅଂଚଳ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ରାସ୍ତାଟି ବାଘମାରି – କଣ୍ଟିଲୋ ରାଜପଥର ଗୋଡିଆପଲ୍ଲୀଠାରୁ ବାହାରି ଗଉଡ଼ ନୂଆଗଁଆ ଦେଇ ପ୍ରାୟ ୩ କି.ମି. ପରେ ମାଣିବନ୍ଧ ଠାରେ ଟିକାତଳ ରାସ୍ତାକୁ ସଂଯୋଗ କରୁଛି ଏହା ଉପରେ ଗୋଡିଆପଲ୍ଲୀ ଏବଂ ମାଣିବନ୍ଧ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ଏହି ରାସ୍ତାକୁ ଆରଡ଼ି ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ହେଁ ମରାମତି ହେଉନଥିବାରୁ ରାସ୍ତା ସାରା ଖାଲଖମା ଭର୍ତ୍ତି ହେଉଛି। ଏପରିକି ରାସ୍ତା ପାର୍ଶ୍ୱ ଖାଇ ଅଣଓସାରିଆ…

"ଗେଡିଆପଲ୍ଲୀ – ମାଣିବନ୍ଧ ରାସ୍ତା ମରଣଯନ୍ତା"

ବାଡ଼ ଘେରରେ ଗୋଚର ଜମି ପ୍ରଶାସନ ନୀରବ ଦ୍ରଷ୍ଟା

ନୟାଗଡ 22/8 (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) କେନ୍ଦ୍ର ଓ ରାଜ୍ୟ ସରକାର ଗୋ-ସଂପଦର ବୃହର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କର ·ରଣ ନିମନ୍ତେ ଦେଶର ସମସ୍ତ ରାଜସ୍ୱ ଗ୍ରାମରେ ଗୋଚର ନାମରେ କିିଛି ଭୂମି ସଂରକ୍ଷିତ ରଖିଥିଲା ବେଳେ ନୟାଗଡ ଜିଲ୍ଲା ରଣପୁର ତହସିଲ ଅଧିନରେ ଥିବା ବହୁ ରାଜସ୍ୱ ଗ୍ରାମରେ କିଛି ସ୍ୱାର୍ଥ ନ୍ୟସ୍ତ ମୁଷ୍ଟିମେୟ ଲୋକ ଏହାକୁ ବାଡ ଘେରରେ ରଖି ଏହାକୁ ଶାଗ ମାଛ ଦରରେ ବିକ୍ରି କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହେଉଛି । ଯାହା ଫଳରେ ଶହଶହ ଗାଈ ଗୋରୁ ଛେଳି ମେଣ୍ଢା ଚରିବାରେ ଅସୁବିଧା ସୃଷ୍ଟିହେବା ସହ ନିକଟରେ ବସବାସ କରୁଥିବା ଗ୍ରାମବାସୀ ନାହିଁ…

"ବାଡ଼ ଘେରରେ ଗୋଚର ଜମି ପ୍ରଶାସନ ନୀରବ ଦ୍ରଷ୍ଟା"

ପେଟ୍ରୋଲ ପମ୍ପରେ ଓଜନ ମାପରେ ଠକେଇ… ଫାଣ୍ଡିରେ ଏତଲା

ନୟାଗଡ-ରଣପୁର ୨୧-୮ (ଓଡିଆ ପୁଅ/ଜୟେନ୍ଦ୍ର ବେହେରା) ପେଟ୍ରୋରଲ ପମ୍ପରେ ଓଜନ ମାପରରେ ଠକେଇ କରାଯାଇ ଗ୍ରାହକଙ୍କୁ ଲୁଟ୍ କରାଯାଉଥିବାର ଘଟଣା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ୫୭ନଂ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସଲଗ୍ନ ହିନ୍ଦୁସ୍ଥାନ ପେଟ୍ରୋରଲିୟମ କମ୍ପାନୀର ରାଜସୁନାଖଳାର ରାଧାକ୍ରୀଷ୍ଣା ଫିଲଙ୍ଗ ଷ୍ଟେସନରେ। ଏ ନେଇ ମାପ ଓଜନରେ ଠକେଇର ଶୀକାର ହୋଇଥିବା ଗ୍ରାହକ ଶରତ ଚନ୍ଦ୍ର ସାମନ୍ତରାୟ ଶନିବାର ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଶନିବାର ଦିନ ୧୨ଟା ବେଳେ ଶ୍ରୀ ସାମନ୍ତରାୟଙ୍କ ମାମୁଁ ଗୌରାଙ୍ଗ ଚରଣ ସାମନ୍ତସିହାଁର ତାଙ୍କର ହିରୋ କମ୍ପାନୀର ପ୍ୟାସିୟନ ପୋର ନଂ ଓଡି.୨୫ ଏ ୪୩୫୭ ବାଇକ୍ ରେ…

"ପେଟ୍ରୋଲ ପମ୍ପରେ ଓଜନ ମାପରେ ଠକେଇ… ଫାଣ୍ଡିରେ ଏତଲା"