ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରି ଅଭିଯୋଗ

ନୟାଗଡ଼ ୧୧/୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଧିନ କୁଳାସର ପଚାଂୟତ ବେଣୁଧରପୁର(ଶାସନ)ସ୍ଥ ପ୍ରସିଦ୍ଧ ଶିବ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ଧୂପ ପରେ ପୂଜକ ମନ୍ଦିର ତାଲା ପକାଇ ଘରକୁ ଫେରିଥିଲେ। ସୋମବାର ସକାଳ ୬ ଟା ସମୟରେ ଉକ୍ତ ସେବାୟତ ଦୌନଦିନ ନୀତି ସଂର୍ପର୍ଣ୍ଣ ନିମନ୍ତେ ମନ୍ଦିରକୁ ଗଲା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ପଡିଥିବା ଦେଖିବାକୁ…

"ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରି ଅଭିଯୋଗ"

ଏନ୍ ପି ଏଲ କ୍ରିକେଟ ଲିଗ୍ ସାଇନିଙ୍ଗ ଷ୍ଟାର ଚାମ୍ପିଅନ

ନୟାଗଡ଼ ୧୧/୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଚାଂୟତ ଭାରଦେଇ ପଡିଆରେ ଚାଲିଥିବା ପରିମି ପ୍ରିମିଅର ଲିଗ ଫାଇନାଲ ମ୍ୟାଚରେ ରବିବାର ବେଙ୍ଗଲ୍ ଟାଇଗରର୍କୁ ହରାଇ ସାଇନି୍ଙ୍ଗ୍ ଷ୍ଟାର ଚାଂପିଅନ୍ ହୋଇଛି । ୪ ଟି ଟିମ୍ ସମୁଦାୟ ୧୨ ଟି ମ୍ୟାଚ ଖେଳିଥିବା ବେଳେ ବେଙ୍ଗଲ ଟାଇଗର ଏବଂ ସାଇନିଙ୍ଗ ଷ୍ଟାର ଫାଇନାଲକୁ ଉନ୍ନିତ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର ଟଚ ଜିତି ପ୍ରଥମେ ବୋଲିଂଗ୍ କରିଥିଲା । ସାଇନିଙ୍ଗ ଷ୍ଟାର ୧୬ ଓଭରରେ ୧୨୦ ରନ କରିଥିବା ବେଳେ ୨ୟ ଇନିଂସରେ ବେଙ୍ଗଲ ଟାଇଗର ୯୦ ରନ୍ କରି ମାତ୍ର…

"ଏନ୍ ପି ଏଲ କ୍ରିକେଟ ଲିଗ୍ ସାଇନିଙ୍ଗ ଷ୍ଟାର ଚାମ୍ପିଅନ"

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଖୋର୍ଦ୍ଧା ୯/୧୨ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ରାଜସୁନାଖଳା କାଉରୀଁପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁୁଷ୍ଟିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶୌଳବାଳା ଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ମେଳାରେ ତୃତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର କୁନି ବୌଜ୍ଞାନିକ ମାନେ ବିଭିନ୍ନ ତିଆରି ପ୍ରକଳ୍ପକୁ ପ୍ରଦର୍ଶନୀ କରିଥିଲେ । ପ୍ରକଳ୍ପ ମଧ୍ୟରେ ଜଳ ସରକ୍ଷଂଣ , ବିଦ୍ୟୁତ୍ ଶକ୍ତି ଉତ୍ପାଦନ ,ବାୟୁ ଚାପ ,ଜଳ ପ୍ରଦୂଷଣ ,ଦୁଷିତ ବାୟୁକୁ ନିମ୍ନଗାମୀ କରାଇ ପରିବେଶ ସୁରକ୍ଷା ,ଔଷଧୀୟ ବୃକ୍ଷ ,ଖାଦ୍ୟ ଶ୍ରେଣୀ…

"ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା"

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ

ଖୋର୍ଦ୍ଧା ୮/୧୨(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅସରଳା ଗ୍ରାମ ପଚାଂୟତ ଅସରଳା ଗ୍ରାମର ଆଦର୍ଶ ଶିକ୍ଷକ ଦେବରାଜ କରଙ୍କ ଶୁକ୍ରବାର ଭୋର ସମୟରେ ବିୟୋଗ ହୋଇଯାଇଛି । ବୟୋଗ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ ଅଚଂଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗ୍ରାମର ଶୁଭେସଛୁଁ ସହକର୍ମୀ . ଛାତ୍ରଛାତ୍ରୀ ଓ ପରିବାର ବର୍ଗ ବାସ ଭବନରେ ପହଚିଂ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୃତ୍ୟ ବେଳକୁ ତାଙ୍କ ପାଖରେ ପୁଅ ଓ ତିନି ଝିଅ ଜାଁଇଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଏକ…

"ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ"

ରାଜସୁନାଖଳା ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ନୟାଗଡ଼ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହାବିଦ୍ୟାଳୟରେ ଅଧକ୍ଷ ଜୟନ୍ତ କୁମାର ପରିଡାଙ୍କ ତାବଧାନରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଶତାଧିକ ଏନ୍ଏସ୍ଏସ୍ ଓ ଏନ୍ସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନ ରାଲି ମାଧ୍ୟମରେ କଲେଜ କ୍ୟାମ୍ଫସରୁ ବାହାରି ବିନୋଦପଡା ଛକ ଡିହ ଗାଁ ଓ ନରେନ୍ଦ୍ରପୁର ପଚାଂୟତ ପରିକ୍ରମା କରି ଏଡସ୍ ନିରାକରଣ ସଂପର୍କରେ ଗ୍ରାମବାସୀଙ୍କୁ ଅବଗତ କରିଥିଲେ । ଛାତ୍ରଛାତ୍ରୀ ‘ଏଡସ୍ ହଟାଓ ଜୀବନ ବଂଚାଓ’ ଓ ‘ଭାଇ ଭଉଣୀ ଏକ୍ ହୁଏ ଏଡସ ସବୁ ଦୁରେଇ ଦିଅ’ ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ସଚେତନ ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀଙ୍କ ଏଭଳି…

"ରାଜସୁନାଖଳା ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ"

ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ମହିଳା ମୃତ;ଜଣେ ଗୁରୁତର

ଖୋର୍ଦ୍ଧା ତା ୩ /୧୨(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ଗଣେଶ ବଜାର ଠାରେ ଆଜି ପୂର୍ବାହ୍ନ ୧ଘଟିକା ୩୦ ମିନିଟ୍ ସମୟରେ ସିମେଣ୍ଟ ବୋଝେଇ ଟ୍ରକ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବୋଲଗଡ ବ୍ଳକ ଗର୍ଭଣୀପଡା ଗ୍ରାମର ଭାବଗ୍ରାହୀ ପାଇକରାୟଙ୍କ ସ୍ତ୍ରୀ ସରୋଜିନୀ ପାଇକରାୟ (୨୯ବର୍ଷ) ଆଜି ତାଙ୍କର ସାନ ଭଉଣୀ ଗୀତାଂଜଳି ବିଶ୍ୱାଳଙ୍କ ସ୍କୁଟିନଂ (ଓ.ଡି ୨୫ ୧୫୪୪)ରେ ବସି ଖୋର୍ଦ୍ଧା ଅଭିମୂଖେ ଯାଉଥିବା ବେଳେ ତାର ବୀପରିତ ଦିଗରୁ (ଓ.ଆର..୦୯.ଏନ ୧୧୪୩)ନମ୍ବର ବିଶିଷ୍ଟ ଆସୁଥିବା ସିମେ ବୋଝେଇ ଟ୍ରକ ଅକସ୍ମାତ୍ ଡାହାଣ ପଟକୁ ମାଡିଚାଲିବାରୁୁ ସରୋଜିନୀ…

"ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ମହିଳା ମୃତ;ଜଣେ ଗୁରୁତର"

କଳିଙ୍ଗ ଲୋଟସ ପକ୍ଷରୁ ବିଜ୍ଞାନ ମେଳା

ନୟାଗଡ଼ 25/11 (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଓ ଅନୁସନ୍ଧିତ୍ସୁ ଚିନ୍ତନ ସୃଷ୍ଟି କରିବା ବିଜ୍ଞାନ ପ୍ରଦର୍ଶନୀ ଆୟୋଜନର ମୂଳ ଲକ୍ଷ୍ୟ । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବୈଭବ ବିଷୟରେ ଜାଗ୍ରତ ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ସେମାନେ କୁଶଳୀ ଓ ଦକ୍ଷ ହୋଇପାରିବେ ଏହାକୁ ଦୁଷ୍ଟିରେରଖି ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷାବ୍ଲକ କଳିଙ୍ଗ ଲୋଟସ ଏକାଡେ଼ମିକ ପକ୍ଷରୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି |ଏହି 45 ଟିରୁ ଉର୍ଦ୍ଧ ପ୍ରକଳ୍ପ ଭାଗ ନେଇଥିବାବେଳେ 3 ପ୍ରକଳ୍ପକୁ ଵିଚାରକ ମନୋନିତ କରିଥିଲେ | ଛାତ୍ରଛାତ୍ରୀ ଅଭିଭାବକଙ୍କ ଉପସ୍ଥିତିରେ ବିଜ୍ଞାନ ପ୍ରଯୁକ୍ତି ସମ୍ପର୍କରେ ପ୍ରକଳ୍ପକୁ ଆସିଥିବା କୁନି ବୈଜ୍ଞାନିକ…

"କଳିଙ୍ଗ ଲୋଟସ ପକ୍ଷରୁ ବିଜ୍ଞାନ ମେଳା"

ବିଜ୍ଞାନ ମେଳା ଉଦ୍ଯାପିତ

ବୋଲଗଡ଼ 24/11 (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଓ ଅନୁସନ୍ଧିତ୍ସୁ ଚିନ୍ତନ ସୃଷ୍ଟି କରିବା ବିଜ୍ଞାନ ପ୍ରଦର୍ଶନୀ ଆୟୋଜନର ମୂଳ ଲକ୍ଷ୍ୟ । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବୈଭବ ବିଷୟରେ ଜାଗ୍ରତ ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ସେମାନେ କୁଶଳୀ ଓ ଦକ୍ଷ ହୋଇପାରିବେ ଏହାକୁ ଦୁଷ୍ଟିରେରଖି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ଦେଉଳିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଆନୁକୂଲ୍ୟରେ ଓ ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ଵାଳା ମହାପାତ୍ର .ଶିକ୍ଷକ ଜୀବନ କୁମାର ସାହୁଙ୍କ ଆବାହକତ୍ୱରେ ଶୁକ୍ରବାର ବିଜ୍ଞାନ ମେଳା ଉଦ୍ଯାପିତ ହୋଇଯାଇଛି | ଏହି ବିଜ୍ଞାନ ମେଳା ବରିଷ୍ଠ .କନିଷ୍ଠ ଓ ଶିଶୁବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ…

"ବିଜ୍ଞାନ ମେଳା ଉଦ୍ଯାପିତ"

ବର୍ଷା ଉଜାଡ଼ିଲା ବର୍ଷକ ଅମଳ

ନୟାଗଡ଼ ତା ୨୦/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)ଚାଷୀଙ୍କ ପିଛା ଛାଡୁନି ବିପତି । ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ଅଖିରେ ଲୁହ ଭରି ଦେଇଛି । ଚକଡା ଓ ମାଣ୍ଡିଆ ମୁଣ୍ଡି ପୋକ ପରେ ଏବେ ଲଘୁଚାପ ବର୍ଷା ଚାଷୀ କୁଳର ଲୁଟି ନେଇଛି ବର୍ଷ ଯାକର ଉର୍ପାଜିତ ସମ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଳକର ରାଜସୁନାଖଳା ,ନରେନ୍ଦପୁର,କାସନ୍ଦା ,ସୁର୍କାବାଡି ,ତାଳକଣି ,ବୃନ୍ଦାବନପୁର ,ଲୋଧାଚୁଆ ,ଖଇରପଲ୍ଲି . କୁଳାସର ଓ ଅନ୍ୟ ସମସ୍ତ ଗ୍ରାାମପଂଚାୟତରେ ଦେଖିବାକୁ ମିଳିଛି ଚାଷୀମାନଙ୍କର ଦୟନୀୟ ଅବସ୍ଥା । ଚଳିତ ଲଘୁଚାପକୁ ଲକ୍ଷ୍ୟ କରି ପାଚିଲା ଧାନ କାଟି ଖଳାକୁ ଆଣିବା ପାଇଁ ବହୁ ଚାଷୀ ଚେଷ୍ଟା…

"ବର୍ଷା ଉଜାଡ଼ିଲା ବର୍ଷକ ଅମଳ"

ଜନତା ହାଇସ୍କୁଲରେ ପାଳିତ ହେଲା ଶିଶୁ ଦିବସ

ନୟାଗଡ଼ ତା ୧୪/୧୧ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରା.ପର ଜନତା ହାଇସ୍କୁଲ ପରିସରରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ପଂଚାୟତ ସ୍ତରୀୟ ଶିଶୁଦିବସ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କୁଳାସର ପଂଚାୟତ ଅଧିନ ସମସ୍ତ ପ୍ରାଥମିକ ବିଦ୍ୟାଳୟ , ନୋଡାଲ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ସମସ୍ତ ଛାତ୍ରଛାତ୍ରୀ ଏହି ପଂଚାୟତ ସ୍ତରୀୟ ଶିଶୁଦିବସ ପାଳନ କରିଥିଲେ । ବୈଦୁତିକ ଗଣମାଧ୍ୟମ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏବଂ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ…

"ଜନତା ହାଇସ୍କୁଲରେ ପାଳିତ ହେଲା ଶିଶୁ ଦିବସ"