Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ବିଜେଡିର ୩୦ ଜଣିଆ ମିଡିଆ ଟିମ୍ ଘୋଷିତ: ୬ ଜଣ ଜାତୀୟ ମୁଖପାତ୍ର, ୧୬...

0
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ତାର ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଡିଆ ଟିମ୍‌ର ପୁନର୍ଗଠନ କରି...

ସୁରେଶ ମୁଖ୍ୟ ଶାସନ ସଚିବ, ଅସିତ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ, ପ୍ରଦୀପ ଉନ୍ନୟନ କମିଶନର

0
ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ସହ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ୱ...

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମା’ ବିମଲା ପ୍ରସାଦଙ୍କ ବିୟୋଗ: ଜେପି ଆନ୍ଦୋଳନରେ ଥିଲେ...

0
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମାତା ବିମଲା ପ୍ରସାଦ ଆଉ ନାହାଁନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ବିମଲା ପ୍ରସାଦ ଧାର୍ମିକ ଚିନ୍ତାଧାରା ଏବଂ ବିଶ୍ୱାସରେ ସମୃଦ୍ଧ ଥିଲେ।...

ଭାରତରତ୍ନ “ଅଟଳ ଜୀ”ଙ୍କ ଜନ୍ମ ଜୟନ୍ତୀ ଅବସରରେ ଶତଶତ ନମନ

0
ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୬ ତମ ଜନ୍ମ ଜୟନ୍ତୀ। । (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮)। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ...

ଲେଖାଙ୍କୁ ଲାଇସେନ୍ସ: ନବୀନଙ୍କୁ କହିଲେ ଜଲ୍ହାଦ! କେନ୍ଦ୍ର ସରକାରରେ ବସି ଗଡ଼କରୀ କ’ଣ ତାଙ୍କ...

0
ଭୁବନେଶ୍ୱର: ନିକଟରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଏହି ସମୟରେ ସେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ଯୋଗଦେବା ସହ...

ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ନିଆରା ପରମ୍ପରା ..

0
ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ଏକ ନିଆରା ପରମ୍ପରା। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ଭାବେ ପାଳିତ ହୋଇଥାଏ। ଏହିଦିନ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ସୁଦଶାର...

ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ତୃତୀୟ ଦିନ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ...

0
ଭୁବନେଶ୍ୱର: ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ତୃତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର...

ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ଦ୍ଵିତୀୟ ଦିନ: ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ...

0
ଭୁବନେଶ୍ୱର: ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା ପରୀ ପାଇଁ ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ଲିଙ୍ଗରାଜ ମନ୍ଦିର ନିକଟରୁ...

ତୋମାଇ ହ୍ରିଦ୍ ମଝାରେ ରଖିବୋ ଛେରେ ଦେବୋ ନା … ଶାହା ଶୁଣିଲେ ବଙ୍ଗାଳୀ...

0
କୋଲକତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାଧାରଣ ବଙ୍ଗୀୟ ମଧ୍ୟାହ୍ନ ଭୋଜନ କରିବା ପାଇଁ ବାଉଲ (ବଙ୍ଗଳାର ସୁଫି ଧାରା ଲୋକ ସଙ୍ଗୀତ) ଗାୟକ...

ବିଜେପି ଆରମ୍ଭ କଲା ପରୀ ପାଇଁ ପଦଯାତ୍ରା: ସାମିଲ ହେଲେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ...

0
ଭୁବନେଶ୍ୱର: ପରୀ ସମେତ ରାଜ୍ୟରେ ନିଖୋଜ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ବିଜେପି ଆରମ୍ଭ କରିଛି ୫ ଦିନିଆ ପଦଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା...

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା ସତ୍ତ୍ୱେ ରାଜ୍ୟକୁ ବିକଶିତ କରିବାରେ...

0
ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟର ଶାସନ କ୍ଷମତାରେ କଂଗ୍ରେସ ଓ ବିଜେଡି ଓଡ଼ିଶାକୁ ଅବହେଳା କରି ଆସୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଦାୟିତ୍ୱ ନେବା ପରେ...

ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା କାଲିଠୁ...

0
ଭୁବନେଶ୍ୱର: ଚଳିତ ମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା କରାଯାଉଛି। ଏହି ଧାରଣାଟି ଧିରେ ଧିରେ...

ଭୁନେଶ୍ୱରରେ ପହଞ୍ଚିଲେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିତା ଶ୍ରୀନିବାସନ୍: ଯୋଗଦେବେ ପରୀ ପାଇଁ...

0
ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିତା ଶ୍ରୀନିବାସନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା...

ଦାଦାଙ୍କ ନୌକା ବିହାର; ବରଗଡ଼ ସହ ଝାରସୁଗୁଡ଼ା ଜିଲ୍ଲା ଯୋଡ଼ିବାକୁ ପ୍ରୟାସ: ହୀରାକୁଦ ଜଳଭଣ୍ଡାର...

0
ଭୁବନେଶ୍ୱର: ବରଗଡ଼ ଓ ଝାରସୁଗୁଡା ଜିଲ୍ଲାକୁ ଯୋଡ଼ିବା ତଥା ଦୁଇ ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ବିକଶିତ କରିବା ପାଇଁ ହୀରାକୁଦ ଜଳଭଣ୍ଡାର ଭିତରେ ଏକ ବ୍ରିଜ ସହ ବ୍ୟାରେଜ ନିର୍ମାଣ କରିବା ପାଇଁ...

ପରୀ ପାଇଁ ପଦଯାତ୍ରା: ଯୋଗଦେବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

0
ଭୁବନେଶ୍ୱର: ପରୀ ହତ୍ୟା ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାକୁ ଆଦୌ ମାନିବାକୁ ନାରାଜ ବିଜେପି। ପରୀକୁ ନ୍ୟାୟ ଦେବା ଦାବୀରେ ତାର ଆନ୍ଦୋଳନ ଜାରୀ ରଖିଛି ବିଜେପି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ...

ପିଆଜର ବଜାର ଦରକୁ ପ୍ରତିହତ କରିବା ପାଇଁ ଆମଦାନୀ କଟକଣା କୋହଳ

0
ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩...

କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ, ଯାଜପୁର ମେଡିକାଲ କଲେଜ: ଲେଖାଶ୍ରୀ ସାମନ୍ତସିଂହାର

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସେହି କ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୭୧୭ କୋଟି...

ପରୀ ଏବଂ ରାଜ୍ୟର ଅପହୃତ ଶିଶୁମାନଙ୍କୁ ଖୋଜିବା ପାଇଁ ପୋଲିସର ତଦନ୍ତକୁ ଆହୁରି ତ୍ୱରାନ୍ୱୀତ...

0
ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ'ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୁତ୍ତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି। ଏହା ବିରୁଦ୍ଧରେ...

ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭା...

0
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି। ଗତ ୪ ମାସ ତଳେ ନୟାଗଡ଼ରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୁତ୍ତ ଅପହରଣ କରି ହତ୍ୟା କରିଥଲେ। ଏହି...