24.1 C
Bhubaneswar
Friday, March 29, 2024
Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଖୋଲା ବଜାରରେ ମଦ: ଧନ୍ୟରେ ସରକାର .. ଧନ୍ୟ ତମେ ..

0
ଗୋଟିଏ ପଟେ କରୋନା ମହାମାରୀ ଚାଲିଛି, ଜୀବନ ଗୁଡ଼ିକ ପୋକମାଛି ଭଳି ଚାଲିଯାଉଛି। ଭୟ ଏକ ଅଦୃଶ୍ୟ ଆତଙ୍କରେ, ଯେ ମୃତ୍ୟୁ ସୁନିଶ୍ଚିତ। ତା'ରି ଭିତରେ ମଣିଷ ନିଜ ଜୀବିକାକୁ ନେଇ ବଂଚିବାକୁ...

ଦୁଃଖଦ: ହାତୀ ଆକ୍ରମଣରେ ୪ ମୃତ..

0
ଭୁବନେଶ୍ୱର/ବଲାଙ୍ଗୀର/ବରଗଡ଼: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଏବଂ ବରଗଡ଼ ଜିଲା ଗାଇସିଲେଟ ଅଞ୍ଚଳରେ ଆଜି ସକାଳେ ଏକ ହାତୀ ଆକ୍ରମଣରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲୋଇସିଂହା, ଆଗଲପୁର ବ୍ଲକ...

ପବିତ୍ର “ଶ୍ରୀରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

0
।|ରାମାୟ ରାମ ଭଦ୍ରାୟ ରାମଚନ୍ଦ୍ରାୟ ବେଧସେ। ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ|। ଆଜି ପବିତ୍ର ଶ୍ରୀରାମ ନବମୀ। ଚୈତ୍ର ଶୁକ୍ଳ ନବମୀରେ ରାମ ନବମୀ ପାଳନ କରାଯାଇଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ...

ଲେଖାଶ୍ରୀ ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି: ଏଲିନା

0
ଭୁବନେଶ୍ୱର: ହାଇଦର ଫେରାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାଶ। ଏଲିନା କହିଛନ୍ତି, ଲେଖାଶ୍ରୀ...

ଶ୍ରୀରାମ ମହାଯଜ୍ଞରେ ଗୀତ ଗାଇଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

0
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରରେ ରାମ ନବମୀ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ଶ୍ରୀରାମ ବିଜୟା ଦଶମୀ ଉପଲକ୍ଷେ ଆଜି ଅଷ୍ଟମୀ ତିଥିରେ ସନ୍ଥ ପୂଜନ କାର୍ଯ୍ୟକ୍ରମ ଅବସରରେ ଯୋଗ...

ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ପ୍ରଶ୍ନବାଣ ..

0
ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର...

ଭିନ୍ନ ଏକ ପରମ୍ପରା ଡିଆ ଅଶୋକାଷ୍ଟମୀ ରଥଯାତ୍ରା: ଯେଉଁଠି ନିଶାର୍ଦ୍ଧରେ ଶ୍ମଶାନ ମଧ୍ୟ ଦେଇ...

0
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଅଶୋକାଷ୍ଟମୀ ତିଥିରେ ଆୟୋଜିତ ହୋଇଥାଏ ଭିର୍ଣ୍ଣ ଏକ ପରମ୍ପରାର ରଥଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ଦେବ ଏବଂ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ...

ନବୀନଙ୍କ ନିଷ୍ପତ୍ତିକୁ ବିଜେପି ନେତ୍ରୀଙ୍କ କଟାକ୍ଷ: ପ୍ରଚାର କରିବନି କହିବାଟା ସବୁଠୁ ବଡ଼ ପ୍ରଚାର...

0
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ। ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ପାଇଁ ବିଜେଡି ରାଲି...

ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ପରେ ନବୀନଙ୍କ ନିଷ୍ପତ୍ତି: ପିପିଲି ଉପନିର୍ବାଚନରେ ରାଲି...

0
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ। ଆଜି ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ପାଇଁ ବିଜେଡି...

ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରୀ ..

0
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏପ୍ରିଲ ୨୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ, ଏପ୍ରିଲ ୨୭ ତାରିଖରେ ନାମାଙ୍କନ...

ବିରୋଧୀ ଦଳ ନେତା କୋଭିଡ୍ ପିଜେଟିଭ୍

0
ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇଛନ୍ତି। ବାରମ୍ବାର କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ପିଜେଟିଭ୍ ଆସିଛି। ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇ, ଗତ...

ଦୁଃଖଦ: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ; ନିର୍ବାଚନ ସ୍ଥଗିତ, ବିଭିନ୍ନ ମହଲରୁ ଶୋକ...

0
ଭୁବନେଶ୍ବର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା...

ହାର୍ଦ୍ଦିକ ଅଭିନନ୍ଦନ: ଆଜି ଓଡ଼ିଆ ନବବର୍ଷ; ମହାବିଷୁବ ସଂକ୍ରାନ୍ତି ..

0
ଆଜି ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ନବ ବର୍ଷ। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ...

ଦୁଇ ମହିଳା ମୋର୍ଚ୍ଚା ସଭାନେତ୍ରୀ କୋଭିଡ୍ ପିଜେଟିଭ୍

0
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ପ୍ରଚାର ଦାୟିତ୍ୱରେ ଥିବା ବିଜେପି ମହିଳା ମୋର୍ଚ୍ଚାର ଦୁଇ ଜିଲ୍ଲା ସଭାନେତ୍ରୀ କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ଏବଂ...

ଅପହରଣ.. ଫେରିଲା ସାଙ୍ଗ, କିନ୍ତୁ ଫେରିଲାନି ଲିଜା: ତୁରନ୍ତ ଉଦ୍ଧାର ପାଇଁ ଦାବୀ କଲେ...

0
ଭୁବନେଶ୍ୱର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପଟେଲ କଲୋନୀ ଅଞ୍ଚଳରୁ ଜଣେ ୧୬ ବର୍ଷୀୟା ନାବାଳିକା ଅପହୃତ ହୋଇଯାଇଛନ୍ତି। ଅପହୃତ ନାବାଳିକା ଜଣଙ୍କର ମା' ତୁଳସୀ ଧରୁଆ ଏ'ନେଇ ଥାନାରେ ଅଭିଯୋଗ କରିଥିବା ବେଳେ...

ମହାରାଜା ଛତ୍ରପତି ଶିବାଜୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..

0
ମହାନ୍ ଯୋଦ୍ଧା ମହାରାଜା ଛତ୍ରପତି ଶିବାଜୀ। ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ ଶିବାଜୀ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ...

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ୩ ବିଜେପି ବିଧାୟକ ସସ୍‌ପେଣ୍ଡ୍

0
ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି। ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ତିନି ଜଣ ବିଜେପି ବିଧାୟକ। ବିଜେପିର ତିନି ଜଣ ବରିଷ୍ଠ ବିଧାୟକ,...

ରଙ୍ଗ ଆଉ ପ୍ରେମର ପର୍ବ ହୋଲି ଅଭିନନ୍ଦନ ..

0
ଆଜି ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ। ସେ ରଙ୍ଗ...

ଆଜି ହୋଲି: ରଙ୍ଗ ଖେଳିବା ନେଇ କିଛି ସତର୍କତା ..

0
ଆଜି ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ପରସ୍ପରକୁ ଲେପନ କରାଯାଏ। ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ...

ନିମେଇସାପୁର ମାନସିକ ବିକାରଗ୍ରସ୍ତ ନାବାଳିକା ଦୁଷ୍କର୍ମ ଘଟଣା: ସରଜମିନ ତଦନ୍ତ କଲା ବିଜେପି ମହିଳା...

0
ଭୁବନେଶ୍ୱର/କଟକ: କଟକ ଜିଲ୍ଲା କନ୍ଦରପୁର ଥାନା ନିମେଇସାପୁରରେ ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ପୀଡ଼ିତାର ଗାଁ'କୁ ଯାଇ ଘଟଣା...