Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଓଡ଼ିଶା ବିଜେପି ପ୍ରତିନିଧି ଦଳଙ୍କ ଗୁଜୁରାଟ ଗସ୍ତ: କ’ଣ ଇଙ୍ଗିତ ଦେଉଛି ଏ’ ଗସ୍ତ...

0
ଭୁବନେଶ୍ୱର: ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଦଳୀୟ ତଥା ସାଙ୍ଗଠନିକ ସରଞ୍ଚନା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର...

ପିପିଲି ଉପନିର୍ବାଚନ: ମୈଦାନରେ ମହିଳା ମୋର୍ଚ୍ଚା ..

0
ଭୁବନେଶ୍ୱର/ପିପିଲି: ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ଅଣ୍ଟା ଭଡ଼ିଛି ବିଜେପି ମହିଳା ମୋର୍ଚ୍ଚା। ନିର୍ବାଚନ ପରିଚାଳନା ଦିଗରେ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ମୋଦୀଙ୍କ ଜନ୍ମଦିନ: ସେବା ଓ ସମର୍ପଣ ଅଭିଯାନର ଦ୍ୱିତୀୟ ଦିବସରେ ରାଜ୍ୟବ୍ୟାପୀ ବୃକ୍ଷରୋପଣ

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ'ଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନର ଦ୍ୱିତୀୟ ଦିବସରେ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆଜି ୩୭ ହଜାର...

ଓଡ଼ିଶାରେ ମରୁଡ଼ି ଘୋଷଣା କରାଯାଉ: ପିଙ୍କି ଶିବରାଜ୍ ଶାହା

0
ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଭାରତୀୟ କିଶାନ୍ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତି ପିଙ୍କି ଶିବରାଜ୍ ଶାହା କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମରୁଡ଼ିର ସ୍ଥିତି ଉକ୍ତଟ ହୋଇଛି।...

ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମ ଦିନ ଉପଲକ୍ଷେ ସେବା ଓ ସମର୍ପଣ ପକ୍ଷ ଆରମ୍ଭ:...

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି...

ବିଭିନ୍ନ ଦାବି ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

0
ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟରେ ଭେଟି ବାଲେଶ୍ଵର ନିର୍ବାଚନ ମଣ୍ଡଳୀରେ ରେଳ ଲାଇନ୍‍ର ଉଭୟ...

ଆର୍ଶୀବାଦ ଯୋଜନା ନାଁ’ରେ ରାଜ୍ୟ ସରକାର ଓଡ଼ିଶାର ଶିଶୁ ମାନଙ୍କୁ ଉପେକ୍ଷିତ କରିଛନ୍ତି: ଡ....

0
ଭୁବନେଶ୍ୱର: ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ସରକାର। ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ନୂଆ ନୂଆ ମିଥ୍ୟା କଥା କହୁଛନ୍ତି। ଯେତେବେଳେ କରୋନା ଭଳି ଭୟଙ୍କର ମହାମାରୀ ବିଶ୍ୱକୁ ଘାରିଲା ସେତେବେଳେ ସର୍ବପ୍ରଥମେ...

ରାଜ୍ୟ ସରକାର ମରୁଡ଼ି ପ୍ରସଙ୍ଗ ଭୁଲିଯିବା ଦୁର୍ଭାଗ୍ୟଜନକ ଓ ଅପରିଣାମଦର୍ଶିତାର ପରିଚାୟକ: ବିଜେପି

0
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଭୟାବହ ମରୁଡ଼ି ସଙ୍ଗେ ସଙ୍ଗେ ଦାନବ ରୂପୀ ବର୍ଷା ଓଡ଼ିଶା ଚାଷୀକୂଳକୁ ସର୍ବଶ୍ୱାନ୍ତ କରିଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ହୋଇଥିବା ମରୁଡ଼ିକୁ ଆଖିରେ...

ପିପିଲି ଉପ- ନିର୍ବାଚନ ପାଇଁ ବିଜେପି ଷ୍ଟାର୍ ପ୍ରଚାରକଙ୍କ ତାଲିକା ଘୋଷଣା ..

0
ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ବିଜେପି ତା'ର ୨୦ ଜଣିଆ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏଥିରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର...

ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ: ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ଘୋଷିତ ..

0
ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିକୁ ଅଧିକ ସକ୍ରିୟ କରିବା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭାଗବତ କଲ୍ୟାଣ ମଣ୍ଡପଠାରେ ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ...

ସୁଦଶା ବ୍ରତର ହାର୍ଦ୍ଦିକ ଅଭିନନ୍ଦନ: ଓଡ଼ିଆଙ୍କ ଏକ ନିଆରା ପରମ୍ପରା ..

0
ଆଜି ସୁଦଶା ବ୍ରତ। ଓଡ଼ିଆଙ୍କ ଏକ ନିଆରା ପରମ୍ପରା। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ଭାବେ ପାଳିତ ହୋଇଥାଏ। ଏହିଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ସୁଦଶାର...

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ: ବିଜେପି

0
ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ପ୍ରସଙ୍ଗ। ଗତ ୮ ତାରିଖ ଦିନ କୁଜଙ୍ଗ ଥାନା ଅନ୍ତର୍ଗତ ମନ୍ତ୍ରୀପାଟଣା ଗ୍ରାମର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପାଇଁ...

ରାଧାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ: ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା; କିପରି ଜନ୍ମ...

0
।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍, ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍। ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ, ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥ ଆଜି ଶ୍ରୀରାଧାଙ୍କ ଜନ୍ମ, ରାଧାଷ୍ଟମୀ। ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ।...

ଗରିବ ଆଦିବାସୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ବିଜେପି

0
ଭୁବନେଶ୍ୱର/ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିବା ୪୫ଟି ପରିବାର ପ୍ରଶାସନିକ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ...

ଷଷ୍ଠୀ ଓଷାର ଶୁଭେଚ୍ଛା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ ..

0
“ଓଲୁଅ ପରି ବଢ଼ିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ ; ବଜ୍ର ହୋ। ବଜ୍ର ହୋ” ଆଜି ଷଷ୍ଠୀ ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଏହାକୁ ଷଠି...

ଦାସିଆ ଅଜାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ..

0
ଆଜି ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା)ଙ୍କ ତିରୋଧାନ ଦିବସ। ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା...

ନୂଆଁଖାଇ ଜୁହାର୍: ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

0
ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ‘ନୂଆଁଖାଇ’ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର ଆରଧ୍ୟା...

ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ..

0
ସେପ୍ଟେମ୍ବର, ୧୧, ଆଜି ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀ। ଭୂଦାନ ଆନ୍ଦୋଳନର ପ୍ରଣେତା ଆଚାର୍ଯ୍ୟ ବିନୋବା ୧୮୯୫ ମସିହା ସେପ୍ଟେମ୍ବର, ୧୧ ତାରିଖରେ ମହାରାଷ୍ଟ୍ରର ଗଗୋଦା ନାମକ ଏକ ଗ୍ରାମରେ ଏକ ବ୍ରାହ୍ମଣ...

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: କିପରି ହେଲା ଗଣେଶଙ୍କ ହାତୀ ମୁଣ୍ଡ; କାହିଁକି ଉତ୍ତର...

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା |। ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ...

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ଜାଣନ୍ତି କି ଭଣ୍ଡ ଗଣେଶ କିଏ?

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର...