Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି: ବିଜେପି

0
ଭୁବନେଶ୍ୱର: ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି। ରାଜ୍ୟରେ ପ୍ରତି ୩ ଜଣରେ ୧ ଗରୀବ। ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଏବଂ ରାଜ୍ୟ ସରକାରଙ୍କ...

ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ୍ ଜୟୀ ରାଜଗୁରୁ: ଆଜି ବଳିଦାନ ଦିବସ; ଦେଶମାତୃକା...

0
ଆଜି ଡିସେମ୍ବର ୬; ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ୍ ଜୟୀ ରାଜଗୁରୁଙ୍କର ବଳିଦାନ ଦିବସ। ଯିଏ ଦେଶମାତୃକା ବରଣ କରିଥିଲେ ଭୟାନକ ମୃତ୍ୟୁ। ୧୭୩୯ ମସିହା ଅକ୍ଟୋବର ମାସ...

ଆଇନର ବାଟ ଓଗାଳି, ନ୍ୟାୟାଳୟର ନିର୍ଦ୍ଦେଶକୁ ଅସମ୍ମାନ କରି, କ୍ଷମତାର ଅପବ୍ୟବହାର କରି ଖୋଦ୍ ଆଇନମନ୍ତ୍ରୀ...

0
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟକୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ୧୩ତମ ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦିଆଯାଇଥିଲା।ମାନ୍ୟବର ଜେଏମଏଫସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା...

ବାଉଁଶ ହୋଇ ରହିବାକୁ ପସନ୍ଦ କରିବେ, ନାଁ ବଇଁଶୀ? ପଥର ହୋଇ ରହିବାକୁ ପସନ୍ଦ...

0
ବଇଁଶୀଟିଏର ମଧୁର ସ୍ୱର ଶୁଣି ଯେ କେହିବି ମୁଗ୍ଧ ହୋଇଯାଆନ୍ତି। କିନ୍ତୁ, ବଇଁଶୀ ସହିଥିବା ପୀଡ଼ାକୁ କେହି ବୁଝନ୍ତି ନାହିଁ। ଯାହା ସେ ବାଉଁଶରୁ ବଇଁଶୀ ହେବାରେ ସହ୍ୟ କରିଥାଏ। ପୀଡ଼ା ସହ୍ୟ...

ଦେବାଂଶୁ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଘୋଷିତ

0
ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ବିଜେପିର ଯୁବା ଚେହେରା ଦେବାଂଶୁ ରାଉତ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଘୋଷିତ ହୋଇଛନ୍ତି। ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ...

ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା:...

0
ଭୁବନେଶ୍ୱର: ବିଧାନସଭାରେ ଶିକ୍ଷୟିତ୍ରୀ ମମିତା ମହେର ପ୍ରସଙ୍ଗରେ ଚଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମିମତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ହୋଇଥିବା ଅପଚେଷ୍ଟା ଓଡ଼ିଶାବାସୀଙ୍କୁ ଗଭୀର...

ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି: ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ତଦନ୍ତ ହେବ। ଆଇନ ତା'...

ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନିଲମ୍ବିତ

0
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଦୀପକ କୁମାର ସାହୁ ଦଳରୁ ନିଲମ୍ବିତ ହୋଇଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଡା: ବ୍ୟମୋକେଶ...

ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

0
ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ...

ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଆଇଟିଡିସି ଅଧ୍ୟକ୍ଷ ନିଯୁକ୍ତ

0
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ମୁଖପାତ୍ର ଡା: ସମ୍ବିତ ପାତ୍ରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। ସମ୍ବିତଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି)ର ଚେୟାରମ୍ୟାନ୍...

ପିଙ୍କି ପ୍ରଧାନଙ୍କ ନୂଆ ପ୍ରେରଣାଦାୟୀ ଗୀତ: “ଜିତିବୁ ଆମେ” ..

0
ଭୁବନେଶ୍ୱର: ପିଙ୍କଉଡ଼ କ୍ରିଏସନ୍ ଓ ଟିମ୍ ମିଡ଼ିଆ ପକ୍ଷରୁ , ସ୍ୱାଧୀନତାର ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ "ଆଜାଦୀ କା ଅମୃତ ମହୋତ୍ସବ" ପାଳନ ଅବସରରେ ସ୍ଥାନୀୟ ପ୍ରେସ୍ କ୍ଳବ୍ ପରିସରରେ ଓଲିଉଡ୍...

ମହିଳାଙ୍କ ପାଇଁ ଖୁସି ଖବର: ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଅନୁମୋଦନ ..

0
ନୂଆଦିଲ୍ଲୀ: ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି। ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ...

ଉତ୍ତମ ପ୍ରଶାସନକୁ ଫଳପ୍ରଦ କରିବା ଲାଗି ସରକାରୀ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକର ଉପସ୍ଥାପନା ସହିତ...

0
ନୂଆଦିଲ୍ଲୀ: ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆଜାଦୀ କା ଡିଜିଟାଲ ମହୋତ୍ସବ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ...

ମହାମାରୀ ମୁକାବିଲା ଜାରି ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ – ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ରଣନୀତି...

0
ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କୋଭିଡ- ୧୯ ଓମିକ୍ରନ ଭାରିଆଣ୍ଟର ପ୍ରକୋପ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଦେଶରେ ଜନ ସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ...

ଆରମ୍ଭ ହେବ ନୂଆ ଅଧ୍ୟାୟ: ବଦଳିଯିବ ସମୀକରଣ! ଚର୍ଚ୍ଚାରେ ଭଦ୍ରକ ବିଜେପିରେ ନ୍ୟୁ-ଏଣ୍ଟ୍ରି ..

0
ଭୁବନେଶ୍ୱର: ଆରମ୍ଭ ହେବ ନୂଆ ଅଧ୍ୟାୟ, ବଦଳିଯିବ ସମୀକରଣ! ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନୂଆ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଏବେ ଜୋର୍ ଜୋର ଧରିଛି। ଚନ୍ଦୁ ଭାଇନା ବା ଚନ୍ଦୁ ନନା...

ମହିଳା ସୁରକ୍ଷା ପ୍ରସଙ୍ଗ: ବିଜେପି – ବିଜେଡି ମୁହାଁମୁହିଁ ..

0
ଭୁବନେଶ୍ୱର/ଭଦ୍ରକ/ବାଲେଶ୍ୱର: ଗତ ଶୁକ୍ରବାର ଦିନ ବାଲେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ଭଦ୍ରକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ।...

ଭଦ୍ରକରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ: କଳା ପତାକା ପ୍ରଦର୍ଶନ କଲା...

0
ଭୁବନେଶ୍ୱର/ଭଦ୍ରକ: ଶୁକ୍ରବାର ଦିନ ବାଲେଶ୍ୱରରେ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଜୁ ସ୍ମାର୍ଟ କାର୍ଡ (ବିଏସକେୱାଇ) ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଭଦ୍ରକ ଗସ୍ତରେ...

ଡରିଗଲେ ମୁଖ୍ୟମନ୍ତ୍ରୀ! ଏହି ଡର ପରିବର୍ତ୍ତନର ସଙ୍କେତ ..

0
ଭୁବନେଶ୍ୱର: ଆଜି ବାଲେଶ୍ୱରରେ ଗସ୍ତରେ ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାର...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

0
ଆମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ପ୍ରାପ୍ତ କରି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ବହନ କରିବା ପରେ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ବିକାଶ କାର୍ଯ୍ୟ...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ...

0
ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା...