Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ: ଆପଣ ଏହି ଫଟୋରେ କ’ଣ ଦେଖିଲେ?

0
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ବେଳେବେଳେ ଏପରି ଫଟୋ ସେୟାର ହୁଏ, ଯେଉଁଥିରେ କିଛି ନୂତନତ୍ୱ ବା କିଛି ଭିନ୍ନତା ଥାଏ। ଏପରି ଫଟୋ ଖୁବ୍ ଶୀଘ୍ର ଏବଂ ବିଜୁଳି ବେଗରେ ଭାଇରାଲ୍ ହୋଇଯାଏ।...

“ନାରୀ ଶକ୍ତି ବନ୍ଦନ ଅଧିନିୟମ” କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ବନ୍ଦନା: କୁଆଡ଼େ ଗଲେ ଦୁଇ ନିର୍ବାଚିତ...

0
ଭୁବନେଶ୍ୱର: ସଂସଦରେ "ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩" ଗୃହିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ପ୍ରଦାନ କରି ଦେଶବ୍ୟାପୀ ବିଜେପି ଆୟୋଜିତ କରୁଛି କାର୍ଯ୍ୟକ୍ରମ। ମହିଳା ସମ୍ବଦ୍ଧିତ ବିଷୟ ହୋଇଥିବାରୁ ବିଶେଷ କରି...

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଆସିବେ ଜାହ୍ନବୀ କାପୁର

0
ମୁମ୍ବାଇ/ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଆସିବେ ବଲିଉଡ୍ ହଟ୍ ଅଭିନେତ୍ରୀ ଜାହ୍ନବୀ କାପୁର। ତେବେ, ଜାହ୍ନବୀ କୌଣସି ଫିଲ୍ମ ସୁଟିଂ କି ଅନ୍ୟ କୌଣସି କାମ ପାଇଁ ଆସୁନାହାଁନ୍ତି।...

ହିନ୍ଦୁତ୍ବର ପ୍ରୟୋଗଶାଳା: ଗୋ- ହତ୍ୟା, ଲଭ୍ ଜିହାଦ୍ ପରେ ଉଠିଲା ଧର୍ମାନ୍ତରୀକରଣ ପ୍ରସଙ୍ଗ ..

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳ ବୋଧହୁଏ କ୍ରମଶଃ ହିନ୍ଦୁତ୍ୱର ପ୍ରୟୋଗଶାଳା ହେବାକୁ ଯାଉଛି। କିଛି ଦିନ ତଳେ ଗତ ଡିସେମ୍ବର ୩ ତାରିଖ ଗୀତା ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ...

ଆଜି ରାଧାଷ୍ଟମୀ – ରାଧା ହିଁ କୃଷ୍ଣ ହିଁ ରାଧା: କିପରି ହୋଇଥିଲା ଶ୍ରୀରାଧାଙ୍କ...

0
ଆଜି ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”...

କେବେ ନମାଜ୍ ବି ପଢ଼ିନିଅ: Shame on you – ଶ୍ରୀ ଗଣେଶଙ୍କ ପୂଜା...

0
ମୁମ୍ବାଇ: ଗଣେଶ ପୂଜା ମହାରାଷ୍ଟ୍ରରେ ସବୁଠାରୁ ବଡ଼ ପର୍ବ। ଖୁବ୍ ଧୁମଧାମରେ ମହାରାଷ୍ଟ୍ରରେ ପାଳନ ହୁଏ ଗଣେଶ ପୂଜା। ଗଣେଶ ପୂଜା ଅବସରରେ "ଗଣପତି ବାପ୍ପା ମୋରିଆ" ଧ୍ୱନୀରେ ପ୍ରକମ୍ପିତ ହୋଇଥାଏ ପୂରା...

ମେରି ମିଟି – ମେରା ଦେଶ: ମାହାଙ୍ଗା ପବିତ୍ର ଭୂମିରୁ ମାଟି ସଂଗ୍ରହ ..

0
କଟକ: 'ଆଜାଦୀ କା ଅମୃତ ମହୋତ୍ସବ' ଯୋଜନା ଭିତରେ ବିଜେପି ପକ୍ଷରୁ ଚାଲିଛି ‘ମେରି ମିଟି - ମେରା ଦେଶ’ ଅଭିଯାନରେ ଅମୃତ କଳସ ଯାତ୍ରା। ଏହି ଯୋଜନାରେ ଦେଶର ବିଭିନ୍ନ ପ୍ରାନ୍ତ...

ମୁଣ୍ଡଙ୍କ ମୁଣ୍ଡକୁ ମୁଣ୍ଡିଆ ..

0
ଭୁବନେଶ୍ୱର: ମୁଣ୍ଡଙ୍କ ମୁଣ୍ଡକୁ ମୁଣ୍ଡିଆ! କେଉଁଠି ଥିଲେ କେଜାଣି କୁଆଡୁ ହଠାତ୍ ଆସି ଅପରାଜିତାଙ୍କୁ ଧରି ନେଇଗଲେ ବିଜେପିରୁ ଭୁବନେଶ୍ୱର ମେୟର ଟିକେଟ୍। ଭୁବନେଶ୍ୱର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯିବା...

ବିଶ୍ୱର ନମ୍ବର- ୧ ବୋଲର୍‌ ହେଲେ ସିରାଜ୍‌

0
ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ନମ୍ବର- ୧ ବୋଲର୍‌...

ଆଜି ଷଷ୍ଠୀ ଓଷା – ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ ..

0
ଆଜି ଷଷ୍ଠୀ ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଏହାକୁ ଷଷ୍ଠୀ ବା ଷଠି ଓଷା/ବ୍ରତ ବୋଲି ମଧ୍ୟ କୁହାଯାଏ। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି...

ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ, ମୋଦୀଙ୍କ କଥାର ଅର୍ଥକୁ ଅନର୍ଥ କରୁଛି ଓଡ଼ିଶା ବିଜେପି!

0
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ ମୋଦୀ କହୁଥିବା କଥାର ଅର୍ଥକୁ ଅନର୍ଥ କରିଦେଉଛି ଓଡ଼ିଶା ବିଜେପି! ଏହି ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିଛି। ଦଳରେ କିଛି ପଦପଦବୀ ପାଇବାକୁ ହେଉ...

ମଣିଷ ହେଉ କି ପଶୁ ଅବା ପକ୍ଷୀ – ମା’ ପାଇଁ ସବୁ ଛୁଆ...

0
ମା' .. ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଲା ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଲା ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା...

ବାସ୍ତୁ ଶାସ୍ତ୍ରରେ ଶ୍ରୀ ଗଣେଶ: ଜାଣନ୍ତୁ କିଛି ନିୟମ ..

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |। ଶ୍ରୀ ଗଣେଶ ବିଘ୍ନନାଶ, ଅଗ୍ରପୂଜ୍ୟ। ନୂତନ ଘର ପ୍ରବେଶ ହେଉ ଅବା ଶୁଭକାର୍ଯ୍ୟ, ସର୍ବ ପ୍ରଥମେ ପୂଜା ପାଆନ୍ତି ଶ୍ରୀ ଗଣେଶ।...

ଜାଣନ୍ତି କି ଆପଣ କିପରି ହେଲା ଗଣେଶଙ୍କ ହାତୀ ମୁଣ୍ଡ – କାହିଁକି ଉତ୍ତର...

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା |। ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ...

ଜାଣନ୍ତି କି ଆପଣ ଗଣେଶ ବିବାହିତ ନାଁ, ଅବିବାହିତ?

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |। ଶ୍ରୀ ଗଣେଶଙ୍କ ପତ୍ନୀ ଏବଂ ଗଣେଶଙ୍କ ବୈବାହିକ ବିଷୟ ନେଇ ବିଭିନ୍ନ ପୌରାଣିକ ଗ୍ରନ୍ଥ ମାନଙ୍କରେ ଭିନ୍ନ ଭିନ୍ନ ମତ ରହିଛି।...

ଜାଣନ୍ତି କି ଆପଣ, ଭଣ୍ଡ ଗଣେଶ କିଏ ?

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |। ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ...

ଗଣେଶ ପୂଜା: ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ – ଏକ ନିଆରା ଓଡ଼ିଆ ପରମ୍ପରା...

0
ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ। ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି...

ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା ..

0
।| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ। ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ |। ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ...

ବିଶ୍ୱ ନିର୍ମାତା ବିଶ୍ୱକର୍ମା – ନବ ଭାରତର ନିର୍ମାତା ମୋଦୀ ..

0
ଆଜି ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ଜୟନ୍ତୀ। ସଂଯୋଗ ବଶତଃ ଆଜି ମଧ୍ୟ ନବ ଭାରତର ନିର୍ମାତା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା।...

ଓଡ଼ିଶା ବିଜେପିରେ ଆତ୍ମଘାତୀ ଆଇଟି ସେଲ୍ କର୍ମୀ!

0
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ଆଇଟି ସେଲ୍ ସଂଯୋଜକ ଉମାକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି ଆଇଟି ସେଲ୍ କୋର୍ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା...