Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଜଘନ୍ୟ କାଣ୍ଡ: ଷଣ୍ଢ ଦେହରେ ଲଗେଇଦେଲେ ନିଆଁ; ଦେଖନ୍ତୁ ଭିଡିଓ ..

0
ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ସୁଗୋ ପଞ୍ଚାୟତ ଅଞ୍ଚଳରେ କିଛି ଦୁର୍ବୁତ୍ତଙ୍କ ଦ୍ୱାରା ଏକ ଜଘନ୍ୟ କାଣ୍ଡ ରଚାଯାଇଛି। କିଛି ଦୁର୍ବୁତ୍ତ ଏକ ଷଣ୍ଢ ଦେହରେ ଅତି ଅମାନୁଷିକ ଭାବରେ ନିଆଁ...

ରାଧାଷ୍ଟମୀ: କିପରି ହୋଇଥିଲା ଶ୍ରୀରାଧାଙ୍କ ଜନ୍ମ ..

0
ଆଜି ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”...

ମୃତା ଏସ୍ଆଇଙ୍କ ପରିବାରକୁ ଭେଟିଲେ ବିଜେଡି ନେତ୍ରୀ

0
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ କାର୍ଯ୍ୟରତ ମୃତା ମହିଳା ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ପାଣ୍ଡବପାଟଣା ସ୍ଥିତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ...

ଆଜି ଷଷ୍ଠୀ ଓଷା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ ..

0
ଆଜି ଷଷ୍ଠୀ ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଏହାକୁ ଷଷ୍ଠୀ ବା ଷଠି ଓଷା/ବ୍ରତ ବୋଲି ମଧ୍ୟ କୁହାଯାଏ। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି...

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା: ବିଜେପି ମହିଳା ମୋର୍ଚ୍ଚାର ପ୍ରତିକ୍ରିୟା ..

0
ଭୁବନେଶ୍ୱର/ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ ଜଣେ ମୃତକଙ୍କ ନାମ ରହିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ...

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା !

0
ଭୁବନେଶ୍ୱର/ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ଜଣେ ପ୍ରେତାତ୍ମା ସ୍ଥାନ ପାଇଛନ୍ତି। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି...

ନାଇଜର୍ ଠାରେ କ୍ୟାନ୍ସର୍ ହସ୍ପିଟାଲ୍ ନିର୍ମାଣ ସମୀକ୍ଷା କଲେ ସାଂସଦ ଅପରାଜିତା

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ନାଇଜର୍ ଠାରେ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଟାଟା ମେମୋରିଆଲ୍ କ୍ୟାନ୍ସର୍ ହସ୍ପିଟାଲ୍ ନିର୍ମାଣ ବିଷୟ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ...

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ଜାଣନ୍ତି କି ଗଣେଶ ବିବାହିତ ନାଁ, ଅବିବାହିତ ..

0
ଶ୍ରୀଗଣେଶଙ୍କ ପତ୍ନୀ ଏବଂ ଗଣେଶଙ୍କ ବୈବାହିକ ବିଷୟ ନେଇ ବିଭିନ୍ନ ପୌରାଣିକ ଗ୍ରନ୍ଥ ମାନଙ୍କରେ ଭିନ୍ନ ଭିନ୍ନ ମତ ରହିଛି। ଏକ ପୌରାଣିକ ମତରେ ଗଣେଶ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି।...

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

0
ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର...

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ବାସ୍ତୁ ଶାସ୍ତ୍ରରେ ଶ୍ରୀ ଗଣେଶ; ଜାଣନ୍ତୁ କିଛି ନିୟମ...

0
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |। ଶ୍ରୀ ଗଣେଶ ବିଘ୍ନନାଶ, ଅଗ୍ରପୂଜ୍ୟ। ନୂତନ ଘର ପ୍ରବେଶ ହେଉ ଅବା ଶୁଭକାର୍ଯ୍ୟ, ସର୍ବ ପ୍ରଥମେ ପୂଜା ପାଆନ୍ତି ଶ୍ରୀ ଗଣେଶ।...

କିଛି ବୁଝୁନାହାଁନ୍ତି କି, କିଛି ଜାଣୁନାହାଁନ୍ତି ନବୀନ: ବିଜେପି କରି ଆସୁଥିବା ଦାବୀ ଆଜି...

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ତଥା କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାରେ କାର୍ଯ୍ୟରତ ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା (ରିଙ୍କି) ଆତ୍ମହତ୍ୟା କଲେ। ସରକାରୀ କ୍ୱାଟରରୁ ତାଙ୍କର...

କିପରି ହେଲା ଗଣେଶଙ୍କ ହାତୀ ମୁଣ୍ଡ; କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା...

0
ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି। ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ...

ଗଣେଶ ପୂଜା; ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ: ଏକ ନିଆରା ଓଡ଼ିଆ ପରମ୍ପରା ..

0
ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ। ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା...

ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା ..

0
ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ...

ଯେଉଁଠି ଜଣେ ମହିଳା ପୋଲିସ୍ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ଜଣେ ସାଧାରଣ ମହିଳା ନିଜକୁ...

0
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା ଶନିବାର ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା...

ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା: ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ; କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଦାବି...

0
ଭୁବନେଶ୍ୱର/ଖୋର୍ଦ୍ଧା/କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା (୩୦) ଶନିବାର ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା...

ବନ୍ୟା ପ୍ରଭାବିତ ଅଞ୍ଚଳରେ ଅବହେଳା ପାଇଁ ଅନଶନ

0
ଭୁବନେଶ୍ୱର: ଚଳିତ ବନ୍ୟା ରାଜ୍ୟର ଅନେକ ଗୁଡ଼ିଏ ଜିଲ୍ଲାରେ ପ୍ରଭାବ ପକାଇଛି। ପ୍ରଭାବିତ ଲୋକେ ସାହାଯ୍ୟ ସହଯୋଗର ଆଶାରେ ଚାହିଁ ବସିଛନ୍ତି। ତେବେ, ପୁରୀ ଜିଲ୍ଲା ଗୋପ - ନିମାପଡ଼ା ବନ୍ୟା ପ୍ରଭାବିତ...

ନିମନ୍ତ୍ରଣ ରହିଲା: ଆପଣଙ୍କୁ ବିବାହ ଉତ୍ସବକୁ ହାର୍ଦ୍ଦିକ ନିମନ୍ତ୍ରଣ ..

0
ନୂଆଦିଲ୍ଲୀ: ବିବାହ ଉତ୍ସବ ପାଇଁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ଲାଗି ନିମନ୍ତ୍ରଣ ପତ୍ର ଛପା ଯାଇଥାଏ। ବେଳେବେଳେ କିଛି ଲୋକ ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର କିଛି ଭିନ୍ନ ଢଙ୍ଗରେ, କିଛି...

ହିନ୍ଦୁ ଧର୍ମୀୟ ଭାବନା ଉପରେ ଆଘାତ୍ ବରଦାସ୍ତ କରାଯିବନି: ହରପ୍ରିୟା ସାହୁ; ମାମଲା ଋଜୁ

0
ଭୁବନେଶ୍ୱର/ଭଦ୍ରକ: ସାମାଜିକ ଗଣମାଧ୍ୟମ ଫେସବୁକରେ ରବୀନ୍ଦ୍ର ମହାନ୍ତି ନାମଧାରୀ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ପରି କିଛି ପୋଷ୍ଟ୍ କରିଛନ୍ତି। ହିନ୍ଦୁ ଧର୍ମର ଦେବାଦେବୀଙ୍କ ସମ୍ୱନ୍ଧରେ ସେ ଅତ୍ୟନ୍ତ...

ବିଧାୟକ ଚଲାଇଲେ ଟ୍ରଲି: ବୁହାହେଲେ ସମ୍ବିତ ..

0
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଏବେ ଅନେକ ଗୁଡ଼ିଏ ଜିଲ୍ଲାରେ ବିତ୍ପାତ ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁଁ ଅନେକ ଗୁଡ଼ିଏ ନଦୀରେ ବନ୍ୟା ଆସିଛି। ବନ୍ୟା ପ୍ରଭାବିତ ଅନେକ ଗୁଡ଼ିଏ ଗାଁ'ରେ ଲୋକେ...