24.1 C
Bhubaneswar
Friday, March 29, 2024
Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଅର୍ଥ ପ୍ରଦାନ

0
ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ ଥିବା ମା ଗଜଲକ୍ଷ୍ମି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ...

ପୁରୁଷୋତ୍ତମପୁର ପଂଚାୟତ ଆଇସୋଲେସନ ଗୃହରେ ମହୁମାଛି ବସା, ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲରେ ଖୋଳାଯାଇଥିବା ଆଇସୋଲେସନ କେନ୍ଦ୍ର ଗୃହରେଏକ ବଡ ମହୁମାଛି ବସା...

ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଦାନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ନିମନ୍ତେ ୨୦ହଜାର ୫୧ଟଙ୍କା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତବଢାଇଲେ ଜରିପଡା ମହିଳା ସଂଗଠନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟତର ଜରିପଡା ଗ୍ରାମର କସ୍ତୁରବା ମହିଳା ସମିତି ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର...

ଦୁହୁରିଆ କୁଷ୍ଠ କଲୋନୀରେ କରୋନା ସଚେତନତା ଓ ମାସ୍କ ବଂଟନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ସମାଜମଙ୍ଗଳ ବିଭାଗର ମମତା ସଂଯୋଜକ ମନୋରଞ୍ଜନ ଦାସ ଓ ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ମିଳିତ ଭାବେ ଦୁହୁରିଆ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁଆଁରପାଳ ରାମଚଣ୍ଡୀ ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଟଙ୍କା ଦାନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ରିଲିଫ ପାଣ୍ଠିକୁ କୋଭିଡ -୧୯ର ମୁକାବିଲା ନିମନ୍ତେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ରାମଚଣ୍ଡି ଗ୍ରାମ୍ୟ କମିଟି...

କ୍ୱାରେଂଟାଇନ ସେଂଟରରେ ରହିବାକୁ କହିବାରୁ ଆଶାକର୍ମୀଙ୍କୁ ଗାଳିଗୁଲଜ ଅଭିଯୋଗ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପଞ୍ଜାବ ରାଜ୍ୟରୁ ଫେରିଥିବା ଜନୈକ ବ୍ୟକ୍ତିଙ୍କୁ ପଂଚାୟତ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ କହିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଓ ସମ୍ପର୍କୀୟମାନେ ଆଶାକର୍ମୀଙ୍କୁ ଗାଳିଗୁଲଜ...

ଲକଡାଉନରେ ତେଲେଙ୍ଗାନାରେ ଉପାସଭୋକରେ ଦିନବିତାଉଛନ୍ତି ଓଡିଶା ଶ୍ରମିକ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସଂକ୍ରମଣ ହେତୁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ତେଲେଙ୍ଗାନା ରାଜ୍ୟରେ ଭୋକଉପାଶରେ ପଡିରହିଛନ୍ତି ଓଡିଶା ଶ୍ରମିକ।...

ଆରକ୍ଷୀ ଅଧିକ୍ଷକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମଙ୍ଗଳବାର ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ଛକ ପର୍ଯ୍ୟନ୍ତ ବୁଲି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା...

ବ୍ଲକ ଅଧ୍ୟକ୍ଷଙ୍କ କଂସାର, କପାଳେଶ୍ୱର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଙ୍ଗଳବାର ବ୍ଲକର କଂସାର ଓ କପାଳେଶ୍ୱର ପଂଚାୟତକୁ ଗସ୍ତରେ ଯାଇ ପଂଚାୟତ ପକ୍ଷରୁ ପ୍ରସ୍ତୁତ...

କେନାଲକୁ ଟ୍ରାକ୍ଟର ଓଲଟି ପଡିବାରୁ ୨ମୃତ ଏକ ଗୁରୁତ୍ତର

0
କେନ୍ଦ୍ରାପଡା ୨୮/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାଳକଣା ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର କେନାଲ ଭିତରକୁ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପିହୋଇଯାଇ ଫକିର ସେଠୀଙ୍କ ପୁଅ...

କୋଭିଡ -୧୯ ଲକଡାଉନରେ ଅବକାରୀ ବିଭାଗର ଜନୈକ ଅଧିକାରୀ ମାଲାମାଲ

0
କେନ୍ଦ୍ରାପଡା ୨୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କୋଭିଡ -୧୯ ଯୋଗୁଁ ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ହେବ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲା ଲକଡାଉନ ଥିବା ସମୟରେ ଜନୈକ ଅବକାରୀ...

ବରିଷ୍ଠ ପେନସନଧାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

0
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବଡ ବଡ ଅନୁଷ୍ଠାନ କୋଟି କୋଟି ଟଙ୍କାର ସହାୟତା କରୁଥିବା ବେଳେ ଅଳ୍ପ କେତେ...

ଜିଲ୍ଲାପାଳଙ୍କ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତି ସମୀକ୍ଷା

0
କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକର ଭରତପୁର ପଂଚାୟତକୁ ପରିଦର୍ଶନରେ ଯାଇ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ...

ବାଲିଆ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡିଚାଳକଙ୍କୁ ମାଗଣା ରନ୍ଧାଖାଦ୍ୟ ବଂଟନ

0
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସ୍ଥିତ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡି ଚାଳକମାନଙ୍କୁ ୪ଦିନ ହେବ...

ଲକଡାଉନ ଉଠିବା ପରେ ଘରକୁ ଆସିବାକୁ ଚାହୁଁଥିବା ଶ୍ରମିକ ପଂଚାୟତରେ ପଞ୍ଜିକରଣ କରନ୍ତୁ

0
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ସରକାରଙ୍କ କରୋନା ଜନିତ ଲକଡାଉନ ଉଠିବା ପରେ ମଇମାସ ୩ତାରିଖ ଠାରୁ ନିଜ ଘରକୁ ଆସିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନେ ନିଜ...

ଅନୁପଯୁକ୍ତ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତରେ କେତେକ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ବାର୍ଦ୍ଦକ୍ୟ ଭତ୍ତା ପ୍ରଦାନକୁ ବନ୍ଦ କରାଯିବା ପାଇଁ ସଂପୃକ୍ତ ପଂଚାୟତ...

ଭାଗବତପୁର ପଂଚାୟତ ଅଗ୍ନିବିପନ୍ନଙ୍କୁ ବିଧାୟକଙ୍କ ସହାୟତା ପ୍ରଦାନ

0
କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜଙ୍ଗପଡା) ଗ୍ରାମର ପଦ୍ମ ଚରଣ ରାଉତଙ୍କ ଘରଟି ବଜ୍ରପାତରେ ସଂପୂର୍ଣ୍ଣ ପୋଡିଯିବା ସହ ଘର...

ମହାରାଷ୍ଟ୍ରରେ ସନ୍ଥଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

0
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଚଳିତ ଅପ୍ରେଲମାସ ୧୬ତାରିଖରେ ମହାରାଷ୍ଟ୍ରର ପାଲଘର ଅଂଚଳରେ ଦୁଇଜଣ ପୂଜ୍ୟ ସନ୍ଥ ଏବଂ ତାଙ୍କର ସହଯୋଗୀଙ୍କୁ ସୁନିୟୋଜିତ ଢଙ୍ଗରେ ଦଳବଦ୍ଧ ହୋଇ...

ସଂଗ୍ରାମୀ ନକୁଳ ଚରଣ ଦାସ ଅସୁସ୍ଥ

0
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ନକୁଳ ଚରଣ ଦାସ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ପଡିଥିବା ସୂଚନା...