Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ବିଧାୟକଙ୍କ ଦେଖାନାହିଁ ବୁଲୁଛନ୍ତି କିଶୋର

0
କେନ୍ଦ୍ରାପଡା ୧୦/୫(ଓଡ଼ିଆ ପୁଅ) - କୋଭିଡ -୧୯ ଲକଡାଉନ ଯୋଗୁଁ ଦୀର୍ଘ ଦେଢମାସରୁ ଉର୍ଦ୍ଧ୍ୱ ହେବ ଲୋକମାନେ ଘର ଭିତରେ କିପରି ଅଛନ୍ତି ସେ ସମ୍ପର୍କରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ...

ଅବକାରୀ ଇନିସପେକ୍ଟରଙ୍କ ଅଫିସରୁ ମଦ ବାହାରିବା ଘଟଣା : ଅବକାରୀ କମିଶନର ନିଲମ୍ବନ କଲେ...

0
କେନ୍ଦ୍ରାପଡ଼ା ୧୦/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଅବକାରୀ ବିଭାଗ ଇନିସପେକ୍ଟରଙ୍କ ଅଫିସରୁ ମଦ ବାହାରିବା ଓ ସେ ଜବତ ମଦକୁ ବିକ୍ରୀ କରୁଥିବା ଅଭିଯୋଗରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୁପାରିଶ କ୍ରମେ...

କେନ୍ଦ୍ରାପଡା – ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣରେ ଗୁରୁତ୍ୱ

0
କେନ୍ଦ୍ରାପଡା ୧୦/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ରାଜ୍ୟବାହାରୁ ଆସିବାକୁଥିବା ବ୍ୟକ୍ତିମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ ଉପରେ...

ବରିଷ୍ଠ ଆଇନଜୀବି ଅନଙ୍ଗ ସାହୁଙ୍କ ପରଲୋକ

0
କେନ୍ଦ୍ରାପଡା ୯/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାର କର୍ମଚାରୀ ସଙ୍ଘ ଏବଂ ରାଜ୍ୟ ପୈାର କର୍ମଚାରୀ ସଙ୍ଘର ପୂର୍ବତନ ସଭାପତି, ଭାରତୀୟ ମଜଦୁର ସଙ୍ଘର ପୂର୍ବତନ ରାଜ୍ୟ ସଭାପତି, ବିଜେପିର...

ମହିପାଳ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଚୋରୀ ଅଭିଯୋଗ

0
କେନ୍ଦ୍ରାପଡା ୯/୫ (ଓଡ଼ିଆ ପୁଅ) - ପୈାରାଚଂଳ ଅନ୍ତର୍ଗତ ମହିପାଳ ଗ୍ରାମର ଜନୈକ ସେନା କର୍ମଚାରୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାରିରେ ବାରିପଟ ଝରକା ତାଡି ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ...

ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ଓଡିଶା ଜନସେବା ସଂଗଠନ

0
କେନ୍ଦ୍ରାପଡା ୯/୫(ଓଡ଼ିଆ ପୁଅ) - ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସମ୍ପର୍କରେ ଅଶ୍ଳୀଳ କବିତା ଲେଖିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା...

ମହାରାଷ୍ଟ୍ରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ପିତାର...

0
କେନ୍ଦ୍ରାପଡା ୯/୫ (ଓଡ଼ିଆ ପୁଅ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମର ବିଜୟ କୁମାର ବେହେରା ଶନିବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି ଯେ ତାଙ୍କର ଏକମାତ୍ର...

ଆଶାଙ୍କୁ ଜୁଲମ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

0
କେନ୍ଦ୍ରାପଡା ୯/୫ (ଓଡ଼ିଆ ପୁଅ) - ଦେଶରେ ଶିଶୁ ଓ ମାତୃ ମୃତ୍ୟୁହାର ଆଶାତିତ ଭାବେ କମାଇବା ସହିତ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ଓ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାକୁ ଆଶାକର୍ମୀମାନେ ନିଷ୍ଠାର ସହିତ...

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

0
କେନ୍ଦ୍ରାପଡା ୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଜୋତାସିଲାଇ କରୁଥିବା ଦଳିତ ବର୍ଗର ଲୋକମାନଙ୍କୁ ଏବଂ...

କେନ୍ଦ୍ରାପଡା ଜିଲ୍ଲାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ

0
କେନ୍ଦ୍ରାପଡା ୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାରେ ପୂର୍ବରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ୨ଜଣ କରୋନା...

୨୭୨ କେରଳ ଫେରନ୍ତାକୁ ନେଇ କେନ୍ଦ୍ରାପଡାରେ ପହଁଚିଲା ବସ

0
କେନ୍ଦ୍ରାପଡ଼ା ୩/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେରଳରେ ରହିଯାଇଥିବା କେନ୍ଦ୍ରାପଡା ଜିଲ୍ଲାର ୨୭୨ଜଣ ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡାରେ ପହଁଚିଛି ଏକ ବସ। ସେମାନଙ୍କ ମଧ୍ୟରୁ ଜିଲ୍ଲାର...

ତୁଳସୀ ମହିଳା କଲେଜରେ ପୌରସଂସ୍ଥା ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ

0
କେନ୍ଦ୍ରାପଡ଼ା ୪/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ପୈାରସଂସ୍ଥା ପକ୍ଷରୁ ଏକ ୨ଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ବା କ୍ୱାରେଂଟାଇନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହି...

ରାସ୍ତା ଅତିକ୍ରମ ବେଳେ ବାଇକଧକ୍କାରେ ନାବାଳକର ମୃତ୍ୟୁ

0
କେନ୍ଦ୍ରାପଡା ୩/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଉମାକାନ୍ତ ପରିଡାଙ୍କ ପୁଅ ଜଗନ୍ନାଥ ପରିଡା(୫) ଗୁରୁବାର ସନ୍ଧ୍ୟାରେ ଗ୍ରାମରେ ରାସ୍ତା ଅତିକ୍ରମ କରୁଥିବା ବେଳେ ସେହି ରାସ୍ତାଦେଇ...

କପାଳେଶ୍ୱର ପଂଚାୟତରେ କରୋନା ଫେରନ୍ତାକୁ ନେଇ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡା ୪/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗାୟତ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ କରୋନା ଫେରନ୍ତାଙ୍କୁ ନେଇ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଜିଲ୍ଲାପାଳଙ୍କ ନିର୍ଦେଶରେ ଅବକାରୀ ଅଫିସରେ ତହସିଲଦାରଙ୍କ ଚଢାଉ, ଷ୍ଟକରେ ଥିବା ମଦରୁ ୨୦ ବୋତଲ...

0
କେନ୍ଦ୍ରାପଡା ୩/୫ (ଓଡ଼ିଆ ପୁଅ/ ଚିତ୍ତରଞ୍ଜନ ଦାସ) ଏକ ଅଭିଯୋଗ ଭିତିରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ କେନ୍ଦ୍ରାପଡା ତହସିଲଦାର ଡଃ. ହେମଲତା ବାହାଲିଆ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା...

ବାଲିଗୋଠରେ ଗ୍ୟାସ ଟାଙ୍କି ଫାଠି ଘର ପୋଡିଗଲା

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବାଲିଗୋଠ ଗ୍ରାମର ବଟକୃଷ୍ଣ ଦାସଙ୍କ ଆଜବେଷ୍ଟସ ଘରଟି ଆଜି ସକାଳେ ଗ୍ୟାସ ଟାଙ୍କି ଫାଟିଯିବାରୁ ପୋଡି ପାଉଁଶ...

ବ୍ଲକ ଅଧ୍ୟକ୍ଷ ନକୁଳ ଦାସଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଲେ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତି ନକୁଳ ଚରଣ ଦାସ ଅସୁସ୍ଥ ଥିବା ଖବର ପାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ତାଙ୍କ ଗୁଲନଗରସ୍ଥିତ...

ମଧୁସୁଦନ ଦାସଙ୍କ ୧୭୩ତମ ଜୟନ୍ତୀ ପାଳିତ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୧୭୩ତମ ଜୟନ୍ତୀ ବାଲିଆ ଦୟାନନ୍ଦ ସେବାଶ୍ରମରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। କରୋନା ମହାମାରୀ ପାଇଁ ସାମାଜିକ ଦ୍ୱରତାକୁ...

ସରକାରୀ ଅଫିସ କାନ୍ଥ ଗୁଡିକୁ ରଙ୍ଗବେରଙ୍ଗର ସଜାଇବାରେ ବ୍ୟସ୍ତ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥ ଗୁଡିକୁ ରଙ୍ଗବେରଙ୍ଗରେ ସଜାଇବାରେ ବ୍ୟସ୍ତ ରହିଛନ୍ତି ଚିତ୍ରଶିଳ୍ପୀ ସୈାମ୍ୟ ରଞ୍ଜନ ପଟ୍ଟନାୟକ। ସହରକୁ...

କଂସାର ପଂଚାୟତରେ କରୋନା ସଚେତନତା ଓ ମାସ୍କ ବାଂଟିଲେ ପୂର୍ବତନ ବିଧାୟକ କିଶୋର

0
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ...