Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ଶହୀଦ ଯବାନଙ୍କୁ ଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ

0
କେନ୍ଦ୍ରାପଡ଼ା ୧୮/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କେଶପୁର ବଜାରରେ ଥିବା ଧର୍ମଶାଳା ପରିସରରେ ଗୁରୁବାର ସନ୍ଧ୍ୟାରେ ଭାରତମାଟି ପାଇଁ ଶହୀଦ ହୋଇଥିବା ୨୦ଜଣ ଯବାନଙ୍କ ଉଦେଶ୍ୟରେ ଗଭୀର...

ସାନମାଣିତିଆ ପଂଚାୟତ ସଙ୍ଗରୋଧକେନ୍ଦ୍ରରେ ପ୍ରବାସୀଙ୍କୁ ବିଦାୟ

0
କେନ୍ଦ୍ରାପଡା ୧୮/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ଜରିଆବାଡ ସ୍ଥିତ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ଅପରାହ୍ନରେ ୧୪ଦିନ ସଙ୍ଗରୋଧ ଶେଷ କରିଥିବା...

ଅପହୃତା ଯୁବତୀ ଉଦ୍ଧାର ଅପହରଣକାରୀ ଯୁବକ ଗିରଫ

0
କେନ୍ଦ୍ରାପଡା ୧୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ଅପହୃତା ଯୁବତୀ ଉଦ୍ଧାର ହୋଇଥିବା ବେଳେ ଅପହରଣକାରୀ ଯୁବକ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା...

୫ନମ୍ବର (କ) ଜାତୀୟ ରାଜପଥର ଦୁହୁରିଆ ନିକଟ ବାମପାର୍ଶ୍ୱ ସଂଯୋଗୀକରଣ ରାସ୍ତା ମରଣଜନ୍ତା ପାଲଟିଛି

0
କେନ୍ଦ୍ରାପଡା ୧୬/୬( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୫ନମ୍ବର (କ) ଜାତୀୟ ରାଜପଥର ବାମପାର୍ଶ୍ୱ ଦୁହୁରିଆ ନିକଟ ସଂଯୋଗୀକରଣ ରାସ୍ତାଟି ମରଣଜନ୍ତ୍ରା ପାଲଟିଥିବା ଦେଖାଯାଇଛି। ସେହି ରାସ୍ତାଦେଇ ପାରାଦୀପ ପଟରୁ ଚଣ୍ଡିଖୋଲ ଆଡକୁ...

ଟିକଟକ ସେଲଫି ନେବା ବେଳେ ନଦୀରେ ବୁଡି ଯୁବକ ମୃତ

0
କେନ୍ଦ୍ରାପଡା ୧୬/୬( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ମୋବାଇଲରେ ଟିକଟକ ସେଲଫି ନେବା ବେଳେ ନଦୀରେ ବୁଡି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ...

କରୋନା ସଟଡାଉନ ଯୋଗୁଁ ରଜଉତ୍ସବ ଫିକାପଡିଲା

0
କେନ୍ଦ୍ରାପଡ଼ା ୧୪/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ସଟଡାଉନ ହେତୁ ରଜ ଉତ୍ସବ ଫିକାପଡିଯାଇଥିବା ଦେଖାଯାଇଛି।ନା ହୋଇପାରୁଛି ରଜଦୋଳି ନା ହୋଇପାରୁଛିରଜଖଟି। ସବୁ ଯେମିତି ଏଥର ଫିକା ପଡିଯାଇଛି। ସଟଡାଉନରେ ରଜମଉଜ...

ବିଶ୍ୱ ରକ୍ତଦାତା ଦିବସରେ ଜୀବନବିନ୍ଦୁ ରକ୍ତଦାନ ଶିବିର

0
କେନ୍ଦ୍ରାପଡା ୧୪/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପ୍ରତିବର୍ଷ ବିଶ୍ୱରେ ଜୁନମାସ ୧୪ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ରକ୍ତଦାନ ଜୀବନ ଦାନ। ରକ୍ତଦାତା ଜୀବନ ଦାତା। ଚିକିତ୍ସା କ୍ଷେତ୍ରରେ...

ଓଡିଆ ଚଳଚିତ୍ର ଜଗତର ମହାନ ନାୟକ ବିଜୟ ମହାନ୍ତିଙ୍କ ଘର ବାହୁଡାକୁ ନେଇ ଜନ୍ମମାଟିିରେ...

0
କେନ୍ଦ୍ରାପଡ଼ା ୧୪/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ନାୟକ ବିଜୟ ମହାନ୍ତି ଅସୁସ୍ଥ ହୋଇପଡି ବାରୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ...

କରୋନା ଲକଡାଉନରେ ଅମାନିଆଙ୍କ ଠାରୁ ୧୭ହଜାର ଜରିମାନା ଆଦାୟ

0
କେନ୍ଦ୍ରାପଡ଼ା ୧୩/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ଜନିତ ଲକଡାଉନ ସମୟରେ ଶନିବାର ଅମାନିଆମାନଙ୍କ ଠାରୁ ୧୭ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି। ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ...

ପାରିବାରିକ କଳହରୁ ସ୍ୱାମୀ ଆକ୍ରମଣରେ ପତ୍ନୀ ମୃତ

0
କେନ୍ଦ୍ରାପଡା ୮/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏକ ପାରିବାରିକ କଳହରୁ ବୃଦ୍ଧ ସ୍ୱାମୀର ଆକ୍ରମଣରେ ବୃଦ୍ଧାପତ୍ନୀର ମୃତ୍ୟୁ ହୋଇଥିବା ଭଳି ବିଭତ୍ସ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର...

କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୩୦ହଜାର ୩୮୪ ପ୍ରବାସୀ ଆସିଲେ

0
କେନ୍ଦ୍ରାପଡା ୭/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପ୍ରତ୍ୟେକ ଶନିବାର ଓ ରବିବାରକୁ ରାଜ୍ୟସରକାରଙ୍କ ସଟଡାଉନ ଘୋଷଣା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ରାପଡା ଜିଲ୍ଲାବାସୀ ଏହି ନିୟମକୁ ପାଳନ କରିଥିବାରୁ...

ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ, କଳାକାରଙ୍କ ଦରଖାସ୍ତ ଆବେଦନ ଜୁନ୩୦କୁ ବୃଦ୍ଧି

0
କେନ୍ଦ୍ରାପଡ଼ା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତି ନିମନ୍ତେ ବ୍ୟକ୍ତିଗତ କଳାକାରଙ୍କ ଦରଖାସ୍ତ ଆବେଦନ ତାରିଖ ୩୦ଜୁନକୁ ବୃଦ୍ଧି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ...

କେନ୍ଦ୍ରାପଡ଼ା – ଜିଲ୍ଲାର ସରପଂଚମାନଙ୍କ ସହ ଜିଲ୍ଲାପାଳଙ୍କ ଭିଡିଓକନଫରେନ୍ସିଂରେ ଆଲୋଚନା

0
କେନ୍ଦ୍ରାପଡ଼ା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ସରପଂଚମାନଙ୍କ ସହିତ ଭିଡିଓକନଫରେନ୍ସିଂ ଯୋଗେ ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା ଜିଲ୍ଲା କାର୍ଯ୍ୟାଳୟର ଓସୱାନ ଭିଡିଓ କନଫରେନ୍ସିଂ...

ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ

0
କେନ୍ଦ୍ରାପଡା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ନିକଟ ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ ଲାଗିଥିବା ଦେଖିବାକୁ ମିଳିଛି। ସଦର ଥାନା ପୋଲିସ...

କରୋନା ମହାମାରୀ ସଂକ୍ରମଣ ଯୋଗୁଁ ପ୍ରଥମ ୨ଦିନିଆ ସଟଡାଉନ : ସହରବଜାର ଶୁନସାନ

0
କେନ୍ଦ୍ରାପଡା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜୁନମାସ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା...

କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୨୭ହଜାର ୬୬୩ ପ୍ରବାସୀ ଆସିଲେ

0
କେନ୍ଦ୍ରାପଡା ୩/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର...

୪ଜଣ ନୂତନ ଓଡିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ଯୋଗଦାନ

0
କେନ୍ଦ୍ରାପଡା ୨୮/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ଜଣ ନୂତନ ଓଡିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀ ଯୋଗଦେଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ସମବାୟ ସମିତି ସମୂହର ଭାରପ୍ରାପ୍ତ...

ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନାକରି ଜନ୍ମସ୍ଥାନରେ ସାମୁହିକ ଦୀପଦାନ

0
କେନ୍ଦ୍ରାପଡା ୨୮/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବରିଷ୍ଠ ଚଳଚିତ୍ର ତାରକା ତଥା କେନ୍ଦ୍ରାପଡା ମାଟିର ପୁଅ ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ...

ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

0
କେନ୍ଦ୍ରାପଡା ୨୭/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ମୃତକ ପରିବାର ପକ୍ଷରୁ ବୁଧବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ...

କେନ୍ଦ୍ରାପଡ଼ା – ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ସୁପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ – ଜିଲ୍ଲାକୁ...

0
କେନ୍ଦ୍ରାପଡା ୨୬/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର...