Home Authors Posts by Bureau

Bureau

17653 POSTS 0 COMMENTS

ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାସକ୍ତ ଯୁବକଙ୍କ ଦୌରାତ୍ମ୍ୟ ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

0
ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାସକ୍ତ ଯୁବକଙ୍କର ବିଶୃଙ୍ଖଳିତ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ...

ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ...

0
ପିଏମ ଗ୍ରାମୀଣ ଆବାସ ଯୋଜନା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ - କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ପତ୍ର ପ୍ରଦାନ କରିବା ସହ ଆଲୋଚନା କଲେ - ଆଲୋଚନା...

ରେପୋ ଦର ଆଉ ୫୦ ବେସିସ ପଏଣ୍ଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

0
- ମୋଟ୍‌ ରେପୋ ଦର ୫.୪%ରେ ପହଞ୍ଚିଲା - ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨% ରହିବାର ପୂର୍ବାନୁମାନ - ଭାରତ ବିଲ ପେମେଣ୍ଟ ସିଷ୍ଟମ ବ୍ୟବହାର କରି ବିଲ୍‌ ପଇଠ କରିପାରିବେ ପ୍ରବାସୀ...

ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ଜନ୍ମବାର୍ଷିକ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ

0
ଭୁବନେଶ୍ୱର ୫.୮ (ଓଡ଼ିଆ ପୁଅ) - ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ତତ୍ୱାବଧାନରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପ୍ରଦେଶ...

ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମନଇଛା ସାଧାରଣ ଖାଦ୍ୟ ପଦାର୍ଥ ଉପରେ...

0
ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ, ଯୁବକମାନଙ୍କୁ ରୋଜଗାର ଓ ସାଧାରଣ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍ଟି ଛାଡ଼ ଦାବିରେ ଓଡ଼ିଶା କଂଗ୍ରେସର ରାଜଭବନ ଘେରାଉ ଭୁବନେଶ୍ୱର ୫.୮ (ଓଡ଼ିଆ ପୁଅ) - ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ...

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ...

0
ଭୁବନେଶ୍ୱର ୫ା୮ (ଓଡ଼ିଆ ପୁଅ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସହଯୋଗୀ, ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ, ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମାଜ ସଂସ୍କାରକ, ସାହିତ୍ୟିକ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ପଣ୍ଡିତ...

କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ ଆସୋସିଏସନ୍ ର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

0
ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କୋଲିୟରୀ ସ୍ଥିତ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ୍ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ନିଯୁକ୍ତି ସମେତ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

0
ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଦାବିପତ୍ର ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର...

ନାଲକୋ ସିପିପି ଠାରେ ଫୁଲ୍ ସ୍ଖେଲ ମକ୍ ଡ୍ରିଲ ଆୟୋଜିତ

0
ଅନୁଗୋଳ, ୫/୮(ଓଡ଼ିଆ ପୁଅ/ଅଜିତ ବେହେରା): ଏହାର ଜରୁରୀକାଳୀନ ପ୍ରସ୍ତୁତି, ଯାଂଚ କରିବାକୁ, ନାଲକୋ ସିପିପି ତରଫରୁ ଡିଷ୍ଟ୍ରିକ୍ଟ କ୍ରାଇସେସ୍ ଗ୍ରୁପ୍‌(ଡିସିଜି), ଅନୁଗୋଳ ସହଯୋଗରେ ଇନ୍ଧନ ତେଲ ପମ୍ପ ହାଉସ୍‌(ଫୁଏଲ ଅଏଲ ପମ୍ପ୍ ହାଉସ)...

କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ‘ଏ’ ଗ୍ରେଡ ନାକ୍ ମାନ୍ୟତା ବଜାୟ ରଖିବାକୁ ଉପଯୁକ୍ତ ପ୍ରସ୍ତୁତି ଜରୁରୀ

0
କେନ୍ଦ୍ରାପଡ଼ା, ୫ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ନାକ୍‌(ନ୍ୟାସନାଲ ଆସେସମେଣ୍ଟ ଓ ଆକ୍ରିଡିଟେସନ କାଉନସିଲ)ର ‘ଏ’ ଗ୍ରେଡ ମାନ୍ୟତା ବଜାୟ ରଖିବା ପାଇଁ ହେଲେ ଯୋରଦାର ପ୍ରସ୍ତୁତି ଏବେଠୁଁ ଆରମ୍ଭ...

ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

0
କେନ୍ଦ୍ରାପଡ଼ା, ୫ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ନବ ନିର୍ବାଚିତ ସଭାପତି ଓ ସମସ୍ତ ନିର୍ଦେଶକମାନେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଏହି...

ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ପ୍ରତି ସି.ପି.ଆଇ.(ଏମ୍‌)ର ସମର୍ଥନ

0
ଭୁବନେଶ୍ୱର ୫/୭ (ଓଡ଼ିଆ ପୁଅ) ସାଲିଆ ସାହି ଅଞ୍ଚଳରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆଦିବାସୀ - ଦଳିତ, ଗରୀବ ଲୋକେ ରହି ଆସିଛନ୍ତି। ବିଭିନ୍ନ ସମୟରେ ସରକାର ତଥା ପ୍ରଶାସନ...

ରେଳବାଇ କୁଲିଙ୍କ ବିକ୍ଷୋଭ

0
ଭୁବନେଶ୍ୱର, ୫/୮ (ଓଡ଼ିଆ ପୁଅ) – ରେଳବାଇ କୁଲିଙ୍କ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନର ୧ନଂ. ପ୍ଲାଟଫର୍ମର୍ରେ ଏକ ସ୍ଥାୟୀ ବିଶ୍ରାମ ଗୃହ ଏବଂ ପ୍ରତ୍ୟେକ କୁଲିଙ୍କୁ ବର୍ଷକୁ ୨ହଳ ପୋଷାକ ଯୋଗାଇଦେବା...

ଓଡିଶା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍...

0
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି। ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନୀ ପରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ନିଜର ବାସ...

ସାମ୍ବାଦିକଙ୍କ ମାତୃ ବିୟୋଗ

0
ପୁରୀ ୩-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍ ର ସ୍ବର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ...

କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

0
ପୁରୀ ୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ...

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋର ଭୟରେ ଲୋକେ ଆତଙ୍କିତ, ପ୍ରଶାସନ ପକ୍ଷରୁ ପଦକ୍ଷେପ ଦାବି

0
କଳାହାଣ୍ଡି ୫/୮ (ଓଡ଼ିଆ ପୁଅ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ମାସେ ହେବ ଚୋର ଭୟରେ ପ୍ରତି ଗାଁ ଗଣ୍ଡାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। କଳାହାଣ୍ଡି ସୀମାନ୍ତ ଆମପାଣି ଅଂଚଳରୁ ଆରମ୍ଭ କରି...

ପୁରୀ: ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
ପୁରୀ ୫/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଗତ ଦୁଇ ବର୍ଷ ଭଳି କୋଭିଡ ନିୟମାବଳୀ ଆଧାରରେ ପାଳିତ ହେବ ଚଳିତ ବର୍ଷର ସ୍ୱାଧୀନତା ଦିବସ। କେବଳ ପୋଲିସ ବାହିନୀ ପାରେଡ ପଡ଼ିଆରେ ଉପସ୍ଥିତ...

ପୁରୀରେ ବିଜୁ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ...

0
ପୁରୀ ୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ଆଜି ବିଜୁ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ...

ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା

0
ପୁରୀ ୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରାରେ ବର୍ଷା ଲାଗି ରହିଛି। ଫଳରେ ଯାତାୟତ...