Bureau
ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୧୫ ନୂଆ...
ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୯,୨୬୪ କୁ ହ୍ରାସ ପାଇଛି।
ସକ୍ରିୟ...
ତିନିଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ : ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ...
- ରାଉରକେଲା ସହରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ
- ଭାରତ ସରକାରଙ୍କ ତରଫରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ
- ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ...
୧୩ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି...
ଆଜାଦୀ କା ଅମୃତ ମହୋତ୍ସବ : ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ...
ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ; ସବୁ ବଡ ବ୍ୟବସାୟୀ ଓ ମହଜୁଦକାରୀ...
- ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଲେ କେନ୍ଦ୍ର ସରକାର
- ମହଜୁଦକାରୀ (ଷ୍ଟକ ହୋଲଡର) ନିଜ ଷ୍ଟକ ସମ୍ପର୍କୀତ ତଥ୍ୟ ପ୍ରତି ସପ୍ତାହରେ ଥରେ ଅନ୍ଲାଇନ ମନିଟରିଂ...
ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) : ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି...
ଯୁବ ସମ୍ବାଦ ଏବଂ ବୀରଗାଥା ପ୍ରତିଯୋଗିତା ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ : ଦେଶ ପ୍ରତି...
- ବୀରଗାଥା ପ୍ରତିଯୋଗିତାରେ ବିଜୟୀ ୨୫ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ
- ଦେଶର ବୀରଗାଥାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ପରାମର୍ଶ ନିଆଯିବ
- ସୈନିକଙ୍କ ଗୌରବାର୍ଥେ ସୁପର...
ସୁରେଶ ମହାପାତ୍ର କଟକ ନଗର କଂଗ୍ରେସ କମିଟିର ମଧ୍ୟବର୍ତ୍ତି କାଳୀନ ସଭାପତି
ଭୁବନେଶ୍ୱର ୧୨.୮(ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ସୁରେଶ କୁମାର...
ଆବାସ ଯୋଜନା କଳିରେ ବଳୀ ପଡ଼ୁଛନ୍ତି ଲକ୍ଷ ଲକ୍ଷ ବାସହୀନ ଗରିବ ପରିବାର :...
- ୧୨ଲକ୍ଷ ବାସହୀନଙ୍କୁ ତୁରନ୍ତ ପକ୍କାଘର ଦେବାପାଇଁ ଦାବି କଲା କଂଗ୍ରେସ
ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) - ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳି ପାଇଁ ବଳି...
କଟକ ନଗର ମହିଳା କଂଗ୍ରେସ କମିଟି ଭଙ୍ଗ
ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) - କଟକ ନଗର ମହିଳା କଂଗ୍ରେସ କମିଟି ସାଂଗଠନିକ କାର୍ଯ୍ୟକ୍ରମରେ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବନ୍ଦିତା...
ଜିଲ୍ଲାପାଳ ଓ ଏସପିଙ୍କ ହାତରେ ରାକ୍ଷୀ ବାନ୍ଧି ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପାଳିଲେ...
କେନ୍ଦ୍ରାପଡ଼ା, ୧୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗରାପୁର ଡାକବଙ୍ଗଳା ଛକସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ହାତରେ...
ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ଓ ତ୍ରିରଙ୍ଗା ଶୋଭାଯାତ୍ରା
ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମିତି ତାଳଚେର ଖଣ୍ଡ ପକ୍ଷରୁ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବା ପରେ ତ୍ରିରଙ୍ଗା ପତାକା ଧରି...
ଅରଣ୍ୟ ଭବନ ପରିସରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ
ଭୁବନେଶ୍ଵର ୧୨/୦୮ (ଓଡ଼ିଆ ପୁଅ) ଦେଶବ୍ୟାପି ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଏବଂ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ଆଜି ପୂର୍ବାହ୍ନରେ ୧୦୦...
ମେହେର ଜୟନ୍ତୀ ପାଳନ : ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ
ଭୁବନେଶ୍ୱର ୧୨ -୮ (ଓଡ଼ିଆ ପୁଅ) ଆଜି ତା ୧୨.୦୮ (ଓଡ଼ିଆ ପୁଅ) ପୂର୍ବାହ୍ନ ୮ଟା ସମୟରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କ ଶ୍ରାବଣ...
ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ
ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା (ଏସିଆଇସି) ଅନୁଗୋଳ ଶାଖା ପକ୍ଷରୁ ତାଳଚେର ସ୍ୱତନ୍ତ୍ର ଉପକାରାଗାରର ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ...
ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ରକ୍ଷା ବନ୍ଧନ ପାଳିତ
ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସ୍ୱତନ୍ତ୍ର ଉପକାରଗାରରେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ରକ୍ଷା ବନ୍ଧନ ଉତ୍ସବରେ ସ୍ୱତନ୍ତ୍ର...
ଆକ୍ସିସ ବ୍ୟାଙ୍କ ଲୁଟ ଉଦ୍ୟମ ବେଳେ ଯୁବକ ଗିରଫ ଅନ୍ୟ ଜଣେ ଫେରାର
କୋରାପୁଟ :୧୨/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ସୁନାବେଡ଼ା ପୌର ପରିଷଦ ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ରେ ଥିବା ଆକ୍ସିସ ବ୍ୟାଙ୍କରେ ଗତକାଲି ରାତିରେ କାନ୍ଥ କଣା...
ଅଙ୍ଗନାବାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, ୧୦ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦେଶର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନ୍ ଆରମ୍ଭ କରିଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଏଥିରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଏଥର...
ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ...
ହରିଦାସପୁର- ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ...