Home Authors Posts by Bureau

Bureau

17653 POSTS 0 COMMENTS

ଶିବାନନ୍ଦ ଆଶ୍ରମରେ ଯୋଗ ଓ ବକ୍ତୃତା ପ୍ରତିଯୋଗୀତା

0
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ୨ଦିନ ବ୍ୟାପି ବକ୍ତୃତା ଓ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏତଦବ୍ୟତିତ ସ୍ୱାମୀ...

ତେନ୍ତଳିଖୁଣ୍ଟି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

0
ନବରଙ୍ଗପୁର ୧୯/୦୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ତେନତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫...

ନାବାଳିକା ଉଦ୍ଧାର

0
ନବରଙ୍ଗପୁର ୧୯/୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) - ନବରଙ୍ଗପୁର ଜିଲା ଡାବୁଗାଁଥାନା ପୋଲିସ ଜଣେ ନାବାଳିକାକୁ ସୋମବାର ଉଦ୍ଧାର କରିଛି। ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ପରଶୁରାମ ପୂଜାରୀଙ୍କ ୧୪...

୨୦ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ...

ବିନା ରାଜ୍ୟରେ ରାଜା : ଗଜପତି ପୁସ୍ତକ ଉନ୍ମ‌ୋଚନ

0
ନୁଆଦିଲ୍ଲୀ, ୧୯.୦୯ (ଓଡ଼ିଆ ପୁଅ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର...

୬ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0
ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଆଜି ଆମେ ବିଭିନ୍ନ କ୍ଷେତ୍ରରେ ଆମର ପ୍ରତିଭାର ବିକାଶ ହୋଇପାରିଛି – ମିଶନ ଶକ୍ତି ମା' ମାନେ ଭୁବନେଶ୍ବର, ୧୯.୦୯ (ଓଡ଼ିଆ ପୁଅ) ଆଜି ସଂଧ୍ୟାରେ ନବୀନ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ : ଶିକ୍ଷକ...

0
- ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ବଜ୍ର ଯୋଜନାର ଶୁଭାରମ୍ଭ - ୫ଟି ଶ୍ରେଷ୍ଠ ବିଦ୍ୟାଳୟ ଓ ୫ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ପୁରସ୍କୃତ ଭୁବନେଶ୍ୱର ୧୯-୦୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...

ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

0
ଭୁବନେଶ୍ୱର, ୧୮ା୯ (ଓଡ଼ିଆ ପୁଅ) : ଓଡ଼ିଶା ପ୍ରାଥମିକ ବି.ଏଡ୍ ଟିଚର୍ସ ଫେଡେରେସନ୍ (ଓଇବିଟିଏଫ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥ ଇନ୍ଦିରାଗାନ୍ଧୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ଧଳଙ୍କ...

ଐତିହସିକ ପୋଡାଗଡ଼ରେ ନୁଆଖାଇ ଭେଟ୍ ଘାଟ୍

0
ନବରଙ୍ଗପୁର ୧୯-୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ଐତିହଭରା ପର୍ଯ୍ୟଟନ୍ ସ୍ଥଳିରେ ମହାସମାହାରରେ ନୁଆଖାଇ ଭେଟ୍ ଘାଟ୍ ପାଳିତ ହୋଇ ଯାଇଛି। ଏହି ଅବସରରେ ଉକ୍ତ ଐତିହାସିକ ପିଠରେ ତିନି ମୁଠାର...

ଭାରତ ଯୋଡ଼ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ମନୋଜ ସାହୁ ମନୋନୀତ

0
ଭୁବନେଶ୍ୱର ୧୯.୯ (ଓଡ଼ିଆ ପୁଅ) : ଭାରତ ଯୋଡ଼ ଓଡ଼ିଶା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟ କଂଗ୍ରେସ ସେବା ଦଳ...

ପି.ସି.ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

0
ନବରଙ୍ଗପୁର ୧୯-୦୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ପାତ୍ରପୁଟ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ...

ରାଜ୍ୟ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

0
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ଏସ.ଏସ.ବି. ଅଧ୍ୟାପକ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ସରୋଜକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ...

ଭରତପୁର ଗଣ୍ଡାଧର ମଠରେ ଅନନ୍ତବାବାଙ୍କ ତିରୋଧାନ ଉତ୍ସବ

0
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧି ଲାଭ କରିଥିବା ଗଣ୍ଡାଧରବାବାଙ୍କ ମଠ ତଥା ଅନନ୍ତ କଳ୍ପତରୁ ଆଶ୍ରମରେ ମହାପୁରୁଷ ଅନନ୍ତବାବାଙ୍କ ୫୪ତମ ତିରୋଧାନ...

ତଥ୍ୟ ପ୍ରଦାନରେ ବିଳମ୍ବ ଯୋଗୁଁ ଗରଦପୁର ବ୍ଲକ ଏବିଡିଓ ଏବଂ ପିଇଓଙ୍କୁ ୫ହଜାର ଟଙ୍କା...

0
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସୂଚନା ଅଧିକାର ଆଇନ ଅନୁଯାୟୀ ଜଣେ ଦରଖାସ୍ତକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ କରିବାରେ ବିଳମ୍ବ ଏବଂ ଅବହେଳା କାରଣରୁ ଓଡିଶା...

ବିଜୁଳି ଶୁଳ୍କ ହ୍ରାସ, ବିଜୁଳିକାଟ୍ ବନ୍ଦ ଓ କୃଷିକାର୍ଯ୍ୟରେ ୯୦ ପ୍ରତିଶତ ରିହାତି ବ୍ୟବସ୍ଥା...

0
ଭୁବନେଶ୍ୱର, ୧୯/୯ (ଓଡ଼ିଆ ପୁଅ) - ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ଏକ ବଳକା ରାଜ୍ୟ। ତେଣୁ ବିଦ୍ୟୁତ ଶୁଳ୍କ ପଡ଼ୋଶୀ ରାଜ୍ୟଙ୍କଠାରୁ ଅଧିକ ରହିବା ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ...

କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡିଆ ନୂଆବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀ ପଠା ପରିସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଳନ ଉପଲକ୍ଷେ...

ଅଯୋଧ୍ୟାରେ ‘ରାମ ମନ୍ଦିର’ ପୂର୍ବରୁ ନିର୍ମିତ ହେଲା ଯୋଗୀଙ୍କ ମନ୍ଦିର, ଆରତୀ ହେଉଛି ପ୍ରତିଦିନ,...

0
ଅଯୋଧ୍ୟା ୧୯-୯ (ଓଡ଼ିଆ ପୁଅ) ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ରାମନଗରୀ ଅଯୋଧ୍ୟାରେ ଚାଲିଛି। ଏହାପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅଯୋଧ୍ୟା...

୫-ଟି ସଚିବଙ୍କ କଟକ ଗସ୍ତ : କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ...

0
- SCB Public School କାମ ମାର୍ଚ୍ଚ ୨୩ ସୁଦ୍ଧା ଶେଷ ହେବ - ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ସହିତ ସଂଗ୍ରହାଳୟ ଓ ପ୍ରଦର୍ଶନୀସ୍ଥଳର ବିକାଶ କରାଯିବ - ଅରବାନ ହାଟ କାମ ଡିସେମ୍ବର ୨୦୨୨...

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି : ପିଚ୍ଛିଲା ଭାବେ...

0
ଭୁବନେଶ୍ବର ୧୯.୯ (ଓଡ଼ିଆ ପୁଅ) ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ...

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ଦଳର...

0
- ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି - ବିଷ୍ଣୁ ଭାଇଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଭୁବନେଶ୍ୱର, ସେପ୍ଟେମ୍ବର ୧୯ (ଓଡ଼ିଆ ପୁଅ) - ଓଡ଼ିଶା...