Home Authors Posts by Bureau

Bureau

17653 POSTS 0 COMMENTS

ଜାତୀୟ ପ୍ରେସ ଦିସବ ପାଳିତ

0
ପୁରୀ- ତା.୧୬.୧୧ (ଓଡ଼ିଆ ପୁଅ) - ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ...

ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ

0
ପୁରୀ- ୧୬.୧୧ (ଓଡ଼ିଆ ପୁଅ)- ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ବଳଗଣ୍ତି ଓ କୁମ୍ଭାରପଡା ନିମନ୍ତେ ପୂର୍ବାହ୍ନ ସମୟରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ...

କନିଷ୍ଠ ଶିକ୍ଷକଙ୍କ ନିୟମିତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ

0
ଭୁବନେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ) : ଓଡ଼ିଶା ସରକାରଙ୍କ ଅଧିନରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକମାନଙ୍କର ସମସ୍ୟା ପ୍ରତି ଆଖି ବୁଜିଦେଇଛନ୍ତି ସରକାର। ଅନେକ ହାରି ଗୁହାରି ସତ୍ତ୍ୱେ ଏମାନଙ୍କ ସମସ୍ୟା...

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

0
ଭୁବନେଶ୍ୱର, ୧୬-୧୧ (ଓଡ଼ିଆ ପୁଅ) : ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର...

୧୭ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ - ଧନ ଲାଭ ପ୍ରାପ୍ତିର ଭଲ ଅବସର ପ୍ରାପ୍ତ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥି ଦେବ। କାମକାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପ୍ରାପ୍ତ ହୋଇପାରେ। ସେଥିପାଇଁ ଆପଣ ନିଜର କାର୍ଯ୍ୟ ପ୍ରତି...

କଟକରୁ ତିନି ଜଣ ବନ୍ଧୁକ ବେପାରୀ ଗିରଫ :୫ ପିସ୍ତଲ ଓ ୩୦ଗୁଳି ଜବତ

0
କଟକ, ୧୬/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଲାଲବାଗ ପୋଲିସ ୩ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ୫ପିସ୍ତଲ ଓ ୩୦ ଗୁଳି ଜବତ କରିଛି। ଏମାନେ ଭୁବନେଶ୍ୱରରୁ ଏକ ଧଳା...

କମିଲା କୋଭିଡ ମାମଲା : ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବା ପାଇଁ ରାସ୍ତା ଖୋଲିଲା,...

0
ନୂଆ ଦିଲ୍ଲୀ ୧୬ -୧୧ (ଓଡ଼ିଆ ପୁଅ) COVID-19 ମାମଲାରେ ତୀବ୍ର ହ୍ରାସ ପରେ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶକୁ ପୁନର୍ବାର ପ୍ରବେଶ କରିବାକୁ ଅନୁମତି ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ...

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ବଢ଼ିଲା...

0
ମୁମ୍ବାଇ ୧୬-୧୧ (ଓଡ଼ିଆ ପୁଅ) କ୍ରୁଜ୍ ଡ୍ରଗ୍ସ ମାମଲା ସହ ଜଡିତ 'ଅସୂଲୀ' ଅଭିଯୋଗରେ ମୁମ୍ବାଇ ପୋଲିସ ବଲିଉଡ ତାରକା ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଡଲାନୀଙ୍କୁ ତୃତୀୟ ସମନ ଜାରି କରିପାରେ।...

ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ କର୍ମଚାରୀ ଫେରାର ଥାଇ ଉପସ୍ତାନରେ ସ୍ୱାକ୍ଷର କରୁଥିବା...

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ପଞ୍ଜିକୃତ ହୋଇ...

ନେତାଜୀ ମଡେଲ ସ୍କୁଲରେ ଶିଶୁ ଦିବସ ପାଳିତ

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ମହାନ ଜନନାୟକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ତଥା ଶିଶୁ ଦିବସ ଉତ୍ସବ ସ୍ଥାନୀୟ ମାଧପୁର ସ୍ଥିତ...

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଯାଗରଣ ଯାତ୍ରାର ଶୁଭାରମ୍ଭ

0
ଭୁବନେଶ୍ୱର ୧୫.୧୧ (ଓଡ଼ିଆ ପୁଅ)- ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି...

ରାଜ୍ୟରେ ଆଜି ୨୦୬ ନୂଆ ଆକ୍ରାନ୍ତ, ୨ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ...

0
ଭୁବନେଶ୍ୱର ୧୬ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮୩୮୧ କୁ ବୃଦ୍ଧି...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୬୫ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୧୬-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୦,୭୯୩ କୁ ହ୍ରାସ ପାଇଛି। ସକ୍ରିୟ...

ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଗତ

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସ୍ୱାଗତ କରାଯାଇଛି।...

ସଲମାନ ଖୁର୍ସିଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଲିଖିତ ପୁସ୍ତକ ବ୍ୟାନ୍ ପାଇଁ ଦାବି...

0
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ "ସନ୍ ରାଇଜ୍ ଓଭର ଅଯୋଧ୍ୟା: ନେସନ୍ ହୁଡ୍ ଇନ୍ ଆୱାର ଟାଇମ୍‌ସ’...

ଧାମନଗର ସେବାସମବାୟ ସମିତିରେ ଅଣଚାଷୀଙ୍କ ଜୁଲମକୁ ନେଇ ପୁଣି ଚାଷୀଙ୍କ ମେଳି – ସମିତି...

0
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ସେବାସମବାୟ ସମିତିର ଦୀର୍ଘ କିଛିଦିନ ହେବ କେତେକ ଅସାମାଜିକ ବ୍ୟକ୍ତି ଓ ଅଣଚାଷୀମାନେ ବାରମ୍ବାର ଗଣ୍ଡଗୋଳ କରିବା ଦ୍ୱାରା ବିଭିନ୍ନ ସମୟରେ...

୧୬ ନଭେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...

ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସନର...

0
ପୁରୀ ୧୫ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଏକ...

ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ

0
ପୁରୀ- ୧୫.୧୧ (ଓଡ଼ିଆ ପୁଅ) - ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆଜି ପୂର୍ବାହ୍ନରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଜନଶୁଣାଣି...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା ଝାରସୁଗୁଡା...

0
- ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ - ୨୦୦୦ ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧.୨୨ ଲକ୍ଷ ପରିବାରକୁ ପାଇପ ପାଣିର...