Home Authors Posts by Bureau

Bureau

17653 POSTS 0 COMMENTS

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୩,୭୩୩ କୁ ହ୍ରାସ...

ବାତ୍ୟା ଜୱାଦ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ...

0
ପୁରୀ ୮ -୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାତ୍ୟା ଜୱାଦ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। କିନ୍ତୁ ଚାଷୀକୂଳକୁ ଦେଇଯାଇଛି ଦାରୁଣ ଦୁଃଖ।...

ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ହେବ ବିବାହ, ଦିଲ୍ଲୀରେ ହେବ ନିର୍ବନ୍ଧ

0
ନୂଆ ଦିଲ୍ଲୀ ୮ -୧୨ (ଓଡ଼ିଆ ପୁଅ) ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ବିବାହ ନିଶ୍ଚିତ ହୋଇଛି। ଆଜି କିମ୍ବା ଆସନ୍ତାକାଲି ଦିଲ୍ଲୀରେ...

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ

0
ଭୁବନେଶ୍ୱର ୮ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୬ କୁ ବୃଦ୍ଧି ପାଇଛି। ତେବେ ୧....

ବାଇକ୍ ଡିକି ଭାଙ୍ଗି ରୁ ୫୦ ହଜାର ଟଙ୍କା ଲୁଟ

0
ପିପିଲି ୮-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପିପିଲି ଅଞ୍ଚଳରେ ଲୁଟେରାଙ୍କ ପୁଣି ଆରମ୍ଭ ହୋଇଛି ଆତଙ୍କରାଜ। ନା ପୋଲିସକୁ ଅଛି ଭୟ ନା ଲୋକଙ୍କୁ ଅଛି ଭୟ। ଦିନ ଦ୍ଵି ପ୍ରହରରେ ଲୁଟି...

୦୮ ଡିସେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି।...

ଚିଲିରେ ସମ-ଲିଙ୍ଗି ବିବାହକୁ ମିଳିଲା ମାନ୍ୟତା

0
ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ଚିଲିର ସଂସଦରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଛି। ସମଲିଙ୍ଗୀ ଅଧିକାର କର୍ମୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ। ଯାହା ଗତ ଦଶନ୍ଧି ମଧ୍ୟରେ...

ଯାଜପୁରର ଦଶାଶ୍ବମେଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ନନ୍ଦ ସାରଙ୍କ ଅନ୍ତିମ...

0
ଯାଜପୁର ୭-୧୨ (ଓଡିଆ ପୁଅ/ ବିରଞ୍ଚି ନାରାୟଣ ପତ୍ରୀ) ମୃତ୍ୟୁର ମାତ୍ର ଏକ ମାସ ପୂର୍ବରୁ ସାରା ଦେଶ, ଜଣେ ବ୍ୟକ୍ତିଙ୍କ ଅବଦାନକୁ ଚିହ୍ନିଲା। ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କଲା,...

ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରୁଥିବା ସ୍ବଳ୍ପ ଦୂରତ୍ୱ ବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ...

0
ନୂଆ ଦିଲ୍ଲୀ ୦୭.୧୨ (ଓଡ଼ିଆ ପୁଅ) : ଆଜି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ବାରା ଓଡ଼ିଶା ଉପକୂଳରେ ଥିବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ, ଚାନ୍ଦିପୁର ଠାରେ ଭର୍ଟିକାଲ୍ ଲଞ୍ଚରୁ...

ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

0
• ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ • ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ଯ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ • “ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ...

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ସିପାହୀ 

0
କଟକ, ୭/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଷଷ୍ଠ ବାଟାଲିୟନର ସିପାହୀ ସହଦେଵ ପରିଡାଙ୍କ ଅଫିସ, ଓ ଏମ୍ ପି ସରକାରୀ ବାସଭବନ, ମାଳତୀ ପାଟପୁରରେ ଥିବା ଶଶୁର ଘର, ପୁରୀ ଚନ୍ଦନ...

କ୍ଷତିଗ୍ରସ୍ତ ଚାଷୀଙ୍କୁ ବଂଚାଅ : ନିରଞ୍ଜନ

0
- ‘ଜୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି ଭୁବନେଶ୍ୱର ୭.୧୨ (ଓଡ଼ିଆ ପୁଅ) - ‘ଜୱାଦ’ ବାତ୍ୟା ଫଳରେ ଓଡ଼ିଶାରେ ବହୁ ଜିଲ୍ଳାରେ ଚାଷୀଭାଇମାନେ ନାହିଁ...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଶୋଭାଯାତ୍ରା

0
ପୁରୀ, ୦୭।୧୨ (ଓଡ଼ିଆ ପୁଅ) ସ୍କୁଲ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି ନେଇ ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ, ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା...

ମମିତା ମେହେରଙ୍କୁ ନ୍ୟାୟ ଓ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଓ ବହିଷ୍କାର ଦାବିରେ...

0
ଭୁବନେଶ୍ୱର ୭.୧୨ (ଓଡ଼ିଆ ପୁଅ) - ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ୱରରେ ଏବଂ ରାଜ୍ୟବ୍ୟାପି...

ବିଶିଷ୍ଟ ଶ୍ରମିକ ନେତା ଯତୀନ୍ଦ୍ର ରାୟଙ୍କ ବିୟୋଗ

0
ଭୁବନେଶ୍ୱର, ୭/୧୨ – (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ବିଦ୍ୟୁତ୍ କର୍ମଚାରୀ ନେତା, ସର୍ବ ଭାରତୀୟ ଉପସଭାପତି, ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ପୂର୍ବତନ ସାଧାରଣ ସମ୍ପାଦକ ତଥା ରାଜ୍ୟ ଏଆଇଟିୟୁସିର ବରିଷ୍ଠ...

ମମିତା ଘଟଣାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା: ବିଜେଡି

0
ଅଭିଯୁକ୍ତ ଗୋବିନ୍ଦକୁ ଖସାଇବାକୁ ବିଜେପିର ବଡ ଷଡଯନ୍ତ୍ରଗୋବିନ୍ଦ ସପକ୍ଷରେ ମାମଲା ଲଢୁଛନ୍ତି ଜଣାଶୁଣା ବିଜେପି ନେତା ଭୁବନେଶ୍ୱର, ୦୭/୧୨ (ଓଡ଼ିଆ ପୁଅ) : ମମିତା ମେହେର ହତ୍ୟ।। ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା...

ନନ୍ଦ ସାର ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

0
ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ପଦ୍ମଶ୍ରୀ ନନ୍ଦ ସାରଙ୍କର ୧୦୪ ବର୍ଷ ବୟସରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଗତ କିଛିଦିନ ଧରି ସେ...

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ନନ୍ଦ ସାର୍‌ଙ୍କ ବିୟୋଗ...

0
ଭୁବନେଶ୍ୱର, ଡ଼ିସେମ୍ବର ୦୭ (ଓଡ଼ିଆ ପୁଅ) - ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ...

ପୁରୀ ବେଳାଭୂମିରେ ବ୍ୟାଗ ଭିତରେ ରହିଛି ନବଜାତ ଶିଶୁର ମୃତ ଦେହ

0
ପୁରୀ ୭-୧୨ (ଓଡ଼ିଆ ପୁଅ) ପୁରୀ ବେଳାଭୂମିରେ ଅଭାବନୀୟ ଦୃଶ୍ୟ। ବ୍ୟାଗ ଭିତରେ ରହିଛି ନବଜାତ ଶିଶୁର ମୃତ ଦେହ। ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ...

ଓଡିଶାର ଗରିବ ଆଦିବାସୀଙ୍କୁ ପିଏମ୍‍ଏୱାଇ ଘର ନଦେବାକୁ ବିଜେପିର ଷଡଯନ୍ତ୍ର : ବିଜେଡି

0
ଭୁବନେଶ୍ୱର, ୦୭/୧୨ (ଓଡ଼ିଆ ପୁଅ) : ଓଡିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)...