Home Authors Posts by Bureau

Bureau

17653 POSTS 0 COMMENTS

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୬-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୦,୨୪୦ କୁ ହ୍ରାସ ପାଇଛି। ସକ୍ରିୟ...

ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି

0
ଭୁବନେଶ୍ୱର ୧୬ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି ପାଇଛି। ତେବେ ୧- ବାଲେଶ୍ୱର ଜିଲ୍ଲାର ୪୧ ବର୍ଷ...

ପ୍ରସିଦ୍ଧ ସିଙ୍ଗର ତଥା ମ୍ୟୁଜିକ୍‌ ଡାଇରେକ୍ଟର ବାପି ଲହରୀଙ୍କର ନିଧନ

0
ମୁମ୍ବାଇ ୧୬-୨ (ଓଡ଼ିଆ ପୁଅ) ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ବାପି ଲାହିରି ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ୬୯...

୧୬ ଫେବ୍ରୁଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ...

ବ୍ରେକିଂ : ଲାଲକିଲ୍ଲା ହିଂସା ମାମଲାରେ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ତଥା ଆକ୍ଟିଭିଷ୍ଟ ଦୀପ...

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) : ଲାଲକିଲ୍ଲା ହିଂସା ମାମଲାରେ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ତଥା ଆକ୍ଟିଭିଷ୍ଟ ଦୀପ ସିଦ୍ଧୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ହରିୟାଣାର...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି : ଆଉ ୫...

0
ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ଅନ୍ତର୍ଭୁକ୍ତ ଏପର୍ଯ୍ୟନ୍ତ ୧୫୧ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର ୧୫-୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ପଠାଇଥିବା ଦୁଇ ଅଭିଯୁକ୍ତ...

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଅଶ୍ଳୀଳ ଭିଡିଓ କଲ କରିଥିବା ଦୁଇ ଅଭିଯୁକ୍ତଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ଏହି ଗିରଫ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ...

0
କଟକ ୧୫/୨ (ଓଡ଼ିଆ ପୁଅ /ଅଭୟ ଜେନା) ପୋଲିସ୍ କମ୍ୟୁନିକେସନ୍ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନ...

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପଞ୍ଚମ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ରାଞ୍ଚିର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ଦ୍ୱାରା ଦୋରନ୍ଦା ଟ୍ରେଜେରୀ ସ୍କାମରେ...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୨୩,୧୨୭ କୁ...

ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ

0
ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ ଭୁବନେଶ୍ୱର ୧୫ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।...

ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ...

0
ଭୁବନେଶ୍ୱର ୧୫ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ ୧. ବାଲେଶ୍ୱର ଜିଲ୍ଲାର...

୧୫ ଫେବ୍ରୁଆରୀ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ...

ଆଉ ଖେଳି ପାରିବେ ନାହିଁ କି ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରିଫାୟାର ?

0
ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) PUBG ପରେ ଏବେ ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରିଫାୟାରକୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି। ଭାରତ ସରକାର ପୁଣି ଥରେ ୫୪ ଟି ଚାଇନିଜ୍...

ବିଜୁ ପଟ୍ଟନାୟକ ପାର୍କରେ ହେବାକୁ ଥିବା ବେଆଇନ ରାଜନୈତିକ ବୈଠକ ବନ୍ଦ

0
କେନ୍ଦ୍ରାପଡ଼ା, ୧୩ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିର ସମ୍ମୁଖ ଭ୍ରମରଦିଆପାଟଣାସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଭିତରେ ହେବାକୁ ଥିବା ଏକ ବେଆଇନ ବୈଠକ ଶେଷରେ...

ରାଜ୍ୟରେ ଆଜି ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୪-୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? ନୂଆ ଆକ୍ରାନ୍ତ: ୮୫୯ ୦-୧୮ ବର୍ଷର : ୧୭୨ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...

ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ

0
ଭୁବନେଶ୍ୱର, ୧୩/୦୨ (ଓଡ଼ିଆ ପୁଅ) ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ। ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ଵ...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୭୮,୮୮୨ କୁ ହ୍ରାସ ପାଇଛି। ସକ୍ରିୟ...

୧୪ ଫେବ୍ରୁଆରୀ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ବିଚାରର ଗତିଶୀଳତାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜିର ଦିନ ଆପଣଙ୍କପାଇଁ ଚାକିରି କ୍ଷେତ୍ରରେ ପ୍ରତିଦ୍ୱନ୍ଦୀମୂଳକ ରହିବ ଏବଂ ସେଥିରେ ପ୍ରତିଦ୍ୱନ୍ଦିତା କରି ଭଲ କରିବାକୁ ଚେଷ୍ଟା କରିବେ। ମାନସିକ...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୪,୮୭୭ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୮୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସକରାତ୍ମକତା ହାର (୩.୧୭%) ସାପ୍ତାହିକ ସକରାତ୍ମକତା ହାର (୪.୪୬%) ଭାରତର ଆକ୍ଟିଭ୍...