ମୁମ୍ବାଇ: ମହିଳାଙ୍କ ସାମନାରେ ହସ୍ତମୈଥୁନ କରିବାକୁ ଲାଗିଲା ଉବର ଡ୍ରାଇଭର

ମୁମ୍ବାଇ ୫ ମଇ (ଓଡ଼ିଆ ପୁଅ) ଏକ ଅଜବ ଘଟଣା ଶୁକ୍ରବାରଦିନ ସକାଳେ ମୁମ୍ବାଇର ଅନ୍ଧେରୀରେ ହୋଇଥିବା ଶୁଣିବାକୁ ମିଳିଛି। ଉବର ଟ୍ୟାକ୍ସି ସେବାର ଜଣେ ଡ୍ରାଇଭର ନିଜ କାରରେ ବସିଥିବା ମହିଳା ଯାତ୍ରୀଙ୍କ ସହିତ ଅଶ୍ଲିଳ କାମ କରୁଥିବା ବେଳେ ଧରାପଡ଼ିଛି। ମହିଳା ଯାତ୍ରୀ କାରରେ ଏକୁଟିଆ ଥିଲେ, ଏହାର ଫାଇଦା ଉଠାଇ ଡ୍ରାଇଭର ଅନ୍ଧେରୀର ବ୍ୟସ୍ତ ସିଗନାଲ ଉପରେ ନିଜର ପ୍ୟାଣ୍ଟର ଚେନ ଖୋଲିକରି ହସ୍ତ ମୈଥୁନ କରିବାକୁ ଲାଗିଲା। ମହିଳା ଜଣକ ଯେତେବେଳେ ଏହା ଉପରେ ଆପତ୍ତି କରିଥିଲେ, ସେ କାର ଛାଡ଼ିକରି ଫେରାର ହୋଇଯାଇଥିଲା। ମହିଳା ଏହି ମାମଲାରେ ଏମଆଇଡିସି ପୁଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ମହିଳା କହିଛନ୍ତିକି ଶୁକ୍ରବାରଦିନ…

"ମୁମ୍ବାଇ: ମହିଳାଙ୍କ ସାମନାରେ ହସ୍ତମୈଥୁନ କରିବାକୁ ଲାଗିଲା ଉବର ଡ୍ରାଇଭର"

୦୫ ମଇ ଶନିବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ। କୌଣସି ଧାର୍ମିକ ସ୍ଥଳ ଅଥବା ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ମିଳିବ। ବୃଷ (Taurus): ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି। ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପେୟରେ ଉଚିତ ଅନୁଚିତର ବିବେକ ରଖିବେ। ଆଜି କାର୍ଯ୍ୟଭାର ଅଧିକ ରହିବ। ସେଥିପାଇଁ ସୁସ୍ଥତା ରହିବ। ଯାତ୍ରାରେ ମଧ୍ୟ ବିଘ୍ନ ଉପସ୍ଥିତ…

"୦୫ ମଇ ଶନିବାର: ଜାଣନ୍ତୁ ଆଜିର ରାଶିଫଳ"

ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା, ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ପ୍ରବାସ

– ସାନ ନଇରୀ ଗ୍ରାମର ଗୋଲକ ଚନ୍ଦ୍ର ବେହେରାଙ୍କ ଘରେ ରାତ୍ର ଭୋଜନ ଏବଂ ରାତ୍ରୀ ଯାପନ – କେନ୍ଦ୍ର ସରକାରଙ୍କ ସବୁ ଗ୍ରାମାଭିମୁଖୀ ଜନକଲ୍ୟାଣ ଯୋଜନା ଗୁଡ଼ିକ ସଠିକ ଭାବରେ ଲୋକଙ୍କ ପାଖରେ ପହଂଚିବା ଉଚିତ – ଜୁଏଲ ଓରାମ ଭୁବନେଶ୍ୱର, ତା.୪.୫.୨୦୧୮ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦେଶ ବ୍ୟାପୀ ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମକୁ ଗସ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ଓରାମ ଗତକାଲି ଗୁରୁବାର ଦିନ ସାନ ନଇରୀ ଗ୍ରାମର ଗୋଲକ ବେହେରାଙ୍କ ଘରେ ରାତ୍ରୀ ଭୋଜନ କରିବା ସହିତ ରାତ୍ରୀ ଯାପନ ମଧ୍ୟ…

"ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା, ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ପ୍ରବାସ"

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୭୫ଟି ଜାତୀୟ ସାଧନ କେନ୍ଦ୍ର ଚୟନ – ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ୱ ବିଭାଗ ହେଲା ଓଡିଶାର ପ୍ରଥମ ରାଷ୍ଟ୍ରୀୟ ସାଧନ କେନ୍ଦ୍ର

ସ୍ୱୟଂ ମାଧ୍ୟମରେ ଉଚ୍ଚଶିକ୍ଷା ଫାକଲ୍ଟିଙ୍କ ଲାଗି ଅନଲାଇନ ରିଫ୍ରେସର କାର୍ଯ୍ୟକ୍ରମ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୭୫ଟି ଜାତୀୟ ସାଧନ କେନ୍ଦ୍ର ଚୟନ ନୂଆ ଦିଲ୍ଲୀ ୪ ମଇ (ଓଡ଼ିଆ ପୁଅ) କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ୱ (ଆନ୍ଥ୍ରୋପୋଲଜି) ବିଭାଗକୁ ଜାତୀୟ ସାଧନ କେନ୍ଦ୍ର (ଏନଆରସି) ଭାବେ ଚୟନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏମଓଓସି ପ୍ଲାଟଫର୍ମ ‘ସ୍ୱୟଂ’ର ଉପଯୋଗ କରାଯାଇ ୧.୫ ନିୟୁତ ଅନଲାଇନ ଉଚ୍ଚ ଶିକ୍ଷା ଫାକଲ୍ଟି ପେସାଦାରଙ୍କ ବିକାଶ ପାଇଁ ବୃହତ ଏବଂ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱତନ୍ତ୍ର ବିଷୟ ଉପରେ ୭୫ଟି ଜାତୀୟ ସାଧନ କେନ୍ଦ୍ର ଚିହ୍ନଟ…

"ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୭୫ଟି ଜାତୀୟ ସାଧନ କେନ୍ଦ୍ର ଚୟନ – ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ୱ ବିଭାଗ ହେଲା ଓଡିଶାର ପ୍ରଥମ ରାଷ୍ଟ୍ରୀୟ ସାଧନ କେନ୍ଦ୍ର"

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଜିନ୍ନା ଫଟୋ: ଆଲିଗଡ଼ରେ ଲାଗିଲା ୧୪୪ ଧାରା ଇଣ୍ଟରନେଟ ସର୍ଭିସ ନିଳମ୍ବିତ

ଲକ୍ଷ୍ନୌ, ୦୪ ମଇ (ଓଡ଼ିଆ ପୁଅ): ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ (AMU) ରେ ମହମ୍ମଦ ଅଲୀ ଜିନ୍ନାଙ୍କର ଏକ ଫଟୋରୁ ଆରମ୍ଭ ବିବାଦକୁ ନେଇ ଚାଲିଥିବା ବିବାଦରୁ ଆଲିଗଡ଼ ପ୍ରଶାସନ ଶୁକ୍ରବାରଦିନ ୧୪୪ ଧାରା ଲଗାଇଛନ୍ତି। ଆଲିଗଡ଼ର ଜିଲା ମାଜିଷ୍ଟ୍ରେଟ୍ ଶୁକ୍ରବାରଦିନ ୨ ଟା ସମୟରୁ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଆଲିଗଡ଼ରେ ଇଣ୍ଟରନେଟ ସେବାକୁ ନିଳମ୍ବିତ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି। ବିଜେପିର ସାଂସଦ ଜିନ୍ନାର ଫଟୋର ଉପସ୍ଥିତି ଉପରେ ପ୍ରଶ୍ନବାଚୀ କରିଥିଲେ। ଏଡିଏମ (ସିଟି) ଏସବି ସିଂହ ଗଣମାଧ୍ୟମକୁ କହିଛନ୍ତିଯେ, “ସୋସିଆଲ ନେଟୱାର୍କିଙ୍ଗ ସାଇଟରେ “ସାଂପ୍ରଦାୟିକ “ସନ୍ଦେଶର ସଞ୍ଚାଳନରୁ ବଞ୍ଚିବା ପାଇଁ ଶନିବାର ୨ ଟାରୁ ସଂଧ୍ୟାରେ ୧୨ ପର୍ଯ୍ୟନ୍ତ ଆଲିଗଡ଼ରେ ଇଣ୍ଟରନେଟ ସେବା…

"ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଜିନ୍ନା ଫଟୋ: ଆଲିଗଡ଼ରେ ଲାଗିଲା ୧୪୪ ଧାରା ଇଣ୍ଟରନେଟ ସର୍ଭିସ ନିଳମ୍ବିତ"

ବମିଖାଲ ଓଭର ବ୍ରିଜ୍ ଘଟଣାର ପ୍ରକୃତ ତଥ୍ୟକୁ ତୃତୀୟ ମହଲା ଲୁଚାଉଛି କାହିଁକି ?

ଭୁବନେଶ୍ୱର ୪ ମଇ (ଓଡିଆ ପୁଅ-ପ୍ରିୟରଂଜନ ସାହୁ) ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନ ବମିଖାଲ ଓଭରବ୍ରିଜ ଭୁଷୁଡି ପଡିବାରୁ ଜଣେ ସାଧାରଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ବ୍ୟକ୍ତି ଜଣକ ତାଙ୍କ ଝିଅକୁ ସ୍କୁଟିରେ ବସାଇ ଫେରୁଥିବା ବେଳେ ଏହା ଭୁଷୁଡି ପଡିବାରୁ ବ୍ୟକ୍ତି ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ସୌଭାଗ୍ୟକୁ ଝିଅଟି ଅଳ୍ପକେ ବଂଚି ଯାଇଥିଲା। ଏହି ଦୁଃଖଦ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ହେଲା। ଏହି ବ୍ରିଜ କାମ ନେଇଥିବା ପଣ୍ଡା ଇନ୍ଫ୍ରାର ମାଲିକ ପ୍ରତାପ ପଣ୍ଡା ଗିରଫ ହେଲେ। ତାଙ୍କ ସଂସ୍ଥାକୁ ମଧ୍ୟ…

"ବମିଖାଲ ଓଭର ବ୍ରିଜ୍ ଘଟଣାର ପ୍ରକୃତ ତଥ୍ୟକୁ ତୃତୀୟ ମହଲା ଲୁଚାଉଛି କାହିଁକି ?"

୨୮ ମଇରେ ଆସିବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ: କିପରି ଦେଖିବେ ପଢ଼ନ୍ତୁ

– ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କାରଣରୁ ଦ୍ୱାଦଶ ଶ୍ରେଣୀର ଅର୍ଥନୀତିର ପରୀକ୍ଷା ପୁନଃ କରାଯାଇଥିଲା ଏବଂ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଉପରେ ମଧ୍ୟ ଭ୍ରମ ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏହାର ରେଜଲ୍ଟ ପ୍ରକାଶିତ ହେବା ତାରିଖରେ କୌଣସି ଫରକ ପଡ଼ିବ ନାହିଁ ନୂଆ ଦିଲ୍ଲୀ ୪ ମଇ (ଓଡ଼ିଆ ପୁଅ) : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ୨୮ ମଇରେ ପ୍ରକାଶ କରିବ। ଛାତ୍ରମାନେ ସିବିଏସ୍ଇର ୱେବସାଇଟ cbse.nic.in କିମ୍ବା cbseresults.nic.in କୁ ଜାଇକରି ନିଜର ରେଜଲ୍ଟ ଦେଖି ପାରିବେ। ଏହି ପରୀକ୍ଷାରେ ୨୮ ଲକ୍ଷ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିଲେ। ଅବଶ୍ୟ…

"୨୮ ମଇରେ ଆସିବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ: କିପରି ଦେଖିବେ ପଢ଼ନ୍ତୁ"

Twitter ୟୁଜର୍ସଙ୍କ ପାଇଁ ସତର୍କ ସୂଚନା: ଶିଘ୍ର ବଦଳାନ୍ତୁ ନିଜର ପାସୱାର୍ଡ

ଟ୍ଵିଟର ତରଫରୁ ଆଶ୍ଵାସନ ଦିଆଯାଇଛି କି ବଗ କାରଣରୁ କୌଣସି ୟୁଜର୍ସଙ୍କର ଡାଟା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ କିନ୍ତୁ Twitter ତରଫରୁ ୟୁଜର୍ସଙ୍କୁ ସୂଚନା ଦିଆଯାଇଛିକି ଶିଘ୍ର ନିଜର ପାସୱାର୍ଡ ବଦଳାଇବା ପାଇଁ କୁହାଯାଇଛି। ଟ୍ଵିଟରର ଇଣ୍ଟରନାଲ ଲଗରେ ଆସିଛି ବଗ ଟ୍ଵିଟର ସମସ୍ତ ୩୩ କୋଟି ୟୁଜର୍ସଙ୍କୁ ସତର୍କ କରିଛି କହିଛି, ଶିଘ୍ର ବଦଳାଇ ନିଅନ୍ତୁ ନିଜର ପାସୱାର୍ଡ ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଯଦି ଆପଣ ମଧ୍ୟ ଟ୍ଵିଟର (Twitter)ର ୟୁଜର ଅଟନ୍ତି ତେବେ ଆପଣଙ୍କପାଇଁ ଏହା ଜରୁରୀ ସୂଚନା ଅଟେ। ଟ୍ଵିଟର ନିଜର ୩୩ କୋଟି (୩୩୦ ମିଲିୟନ) ୟୁଜର୍ସଙ୍କୁ ପାସୱାର୍ଡ ବଦଳାଇବାକୁ କହିଛି। ସୂଚନାଯୋଗ୍ୟଯେ, ଟ୍ଵିଟର…

"Twitter ୟୁଜର୍ସଙ୍କ ପାଇଁ ସତର୍କ ସୂଚନା: ଶିଘ୍ର ବଦଳାନ୍ତୁ ନିଜର ପାସୱାର୍ଡ"

ସ୍ମାର୍ଟ ସିଟି ନଂ-୧, ପ୍ରଶାସକ ନଂ-୧: ବମିଖାଲ ନମ୍ବର -୨

ଭୁବନେଶ୍ୱର ୪-୫ (ଓଡ଼ିଆ ପୁଅ/ଦେବଦତ୍ତ ରଥ) ସ୍ମାର୍ଟ ସିଟିରେ ନମ୍ବର ୧, ପ୍ରଶାସକ ମଧ୍ୟ ନମ୍ବର ୧, କିନ୍ତୁ ଘଟିଯାଇଛି ବମିଖାଲ ନମ୍ବର ୨। ୮ମାସ ପରେ ବମିଖାଲ ଓଭରବ୍ରିଜ ନିକଟରେ ଦ୍ୱିତୀୟ ଥର ପାଇଁ ଦୁର୍ଘଟଣା ଘଟିଛି। ଏଥିରେ କାର୍ଯ୍ୟରତ ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ସୁନ୍ଦରଗଡ ଲାଠିକଟା ଅଞ୍ଚଳର ଅଜୟ ଭୁମିଚ (୩୮) ବୋଲି ଜଣା ପଡ଼ିଛି। ଅନ୍ୟ ଦୁଇ ଜଣ ଶ୍ରମିକ ସୁନ୍ଦରଗଡ଼ ଦେଓଗାଁ ଅଞ୍ଚଳର ଆନନ୍ଦ କୁମାର ନାୟକ ଏବଂ ଅଜୟ କୁମାର ନାୟକ ଗୁରୁତ୍ୱର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ରାତି ପ୍ରାୟ ୯ଟା ୪୫ ସମୟରେ ବମିଖାଲ ଓଭରବ୍ରିଜର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ…

"ସ୍ମାର୍ଟ ସିଟି ନଂ-୧, ପ୍ରଶାସକ ନଂ-୧: ବମିଖାଲ ନମ୍ବର -୨"

୦୪ ମଇ ଶୁକ୍ରବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଶରୀରରେ ଫୁର୍ତ୍ତିର ଅଭାବ ରହିପାରେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି, ବ୍ୟବସାୟ ସ୍ଥଳରେ ତଥା ପରିବାରରେ ମନମାଳିନ୍ୟ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୃଷ (Taurus): କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସ୍ଵସ୍ଥତା କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିପାରନ୍ତି। ଅତ୍ୟଧିକ କାମର ବୋଝରେ ଆଳସ୍ୟ ଏବଂ ମାନସିକ ଅଣନିଶ୍ୱାସୀ ଲାଗିପାରେ। ଯଦି ସମ୍ଭବ ତେବେ ଆଜି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ…

"୦୪ ମଇ ଶୁକ୍ରବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"