ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗଣଧାରଣା ମାଧ୍ୟମରେ ଜବାବ ମାଗିଲା ସଚେତନ ନାଗରିକ ମଂଚ।ଏ ସଂପର୍କରେ ୧୩ ଦଫା ଦାବିରେ ମଂଚ ପକ୍ଷରୁ ରବିବାର ପୂର୍ବାହ୍ନରେ ଗାନ୍ଧୀସ୍ମୃତିପୀଠ ପରିସରରେ ଗଣଧାରଣା ଦିଆଯିବା ସହ ଅନଶନ କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ପୁରୀର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସିଥିବା ବେଳେ ଏହି ଟଙ୍କାର ବିକାଶ ବଦଳରେ କେବଳ ବିନାଶ ହୋଇଛି ବୋଲି ଅଭିଯୋଗ କରିଛି ମଧ୍ୟ ଠିକାଦାର, କର୍ମୀ ଓ ଅଫିସର ମାନେ ଭାଗବାଂଟି ଏହାକୁ ହଡପ କରିଛନ୍ତି ବୋଲି ସଂଚ ପକ୍ଷରୁ ଗାନ୍ଧୀସ୍ମୃତି ପୀଠ ପରିସରରେ ଏହି ଅନଶନ କରାଯାଇଥିଲା। ମଂଚରେ ଆବାହକ…

"ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ"

୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆସନ୍ତା ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଆମର ଆନୁକୂଲ୍ୟରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟମଂଚ ନାଟକ ପ୍ରତିଯୋଗିତା। ଏନେଇ ଚନ୍ଦ୍ରଶେଖର ପାଠାଗାର ପରିସରରେ ଆୟୋଜିତ ଏକ ସାସ୍ୱାଦିକ ସମ୍ମିଳନୀରେ ସୂଚନା ଦେିଛନ୍ତି କର୍ମକର୍ତ୍ତା। ଅନୁଷ୍ଠାନର ସଭାପତି ବିଜୟ ଲକ୍ଷ୍ମୀ ଦାସ, ସଂପାଦକ ଗୋବିନ୍ଦ ମହାନ୍ତି, ଉପଦେଷ୍ଠା ରାମଚନ୍ଦ୍ର ପ୍ରତିହାରୀ, ବଟରାଜ ଦେବଗୋସ୍ୱାମୀ, ଡଃ ତୁଳସୀ ଓଝା, ନବକିଶୋର ପ୍ରଧାନ, ନମିତା ମହାନ୍ତି ପ୍ରମୁଖ ସୂଚନା ଦେଇ କହିଲେ ୧୩ ତାରିଖରେ ଅନ୍ନପୂର୍ଣ୍ଣା ରଂଗମଂଚରେ ଏହିନାଟକ ପ୍ରତିଯୋଗିତାକୁ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିବେ। ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୈାର ସଦସ୍ୟ ଭକ୍ତ ଚରଣ ଦାସ, ଏବଂ ଜିଲ୍ଲା…

"୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା"

ପୁସ୍ତକମେଳା ଚତୁର୍ଥ ଦିବସ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶରଧାବାଲିରେ ଚାଲୁଥିବା ପୁସ୍ତକମେଳାର ଶନିବାର ଥିଲା ଚତୁର୍ଥ ଦିବସ। ଚତୁର୍ଥ ସଂଧ୍ୟାରେ ମେଳା କମିଟି ପକ୍ଷରୁ ପ୍ରାଥମିକ ଚିକିତ୍ସା ଓ ଆଶୁ ଆରୋଗ୍ୟ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ରେଡକ୍ରଶ କମିଟିର ଅର୍ଥନୈତିକ ସଂପାଦକ ଗୀତାଞ୍ଜଳୀ ପଣ୍ଡା ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶିର୍ଷକ ସଂର୍ପକରେ ଆଲୋଜଚନା କରିଥିଲେ। ଆଲୋଚନାଚକ୍ରରେ ପ୍ରାଥମିକ ଚିକିତ୍ସା ସଂପର୍କରେ ସୂଚନା, ରକ୍ତଦାନର ଆବଶ୍ୟକତା, ଓ ଆଶୁଆରୋଗ୍ୟ ସଂପର୍କରେ ଚତୁର୍ଥ ସଂଧ୍ୟାରେ ପ୍ରଶାନ୍ତି ନ୍ୟୃତ୍ୟ ସଂଗୀତ ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟ, ମଙ୍ଗଳା ଚରଣ, ପାଣ୍ଡିଆ ଏବଂ ଭଜନକୃତ୍ୟ ପରିବେଶଣ କରାଯାଇଥିଲା। ନୃତ୍ୟଗୁରୁ ସାଗରିକା ମହାପାତ୍ରଙ୍କ ପରିଚାଳନାରେ ଶିଳ୍ପୀମାନେ ନୃତ୍ୟ…

"ପୁସ୍ତକମେଳା ଚତୁର୍ଥ ଦିବସ"

ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀରେ ପୁଣି ଗୁଳି ଫୁଟିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ବାଟ ଗାଁର ଦୁର୍ଦ୍ଦାନ୍ତ ଗଂଗାଧର ଭୋଳ ଗୁରୁତର ଆହତ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଭୁବନେଶ୍ୱର ଜାତୀୟରାଜପଥର କାଠପୋଲ ନିକଟରେ ଘଟିଛି ଏହିକାଣ୍ଡ।ବାଟଗାଁର ଗଂଗାଭୋଳ ନିଜ ଭାଟିରୁ ଘରକୁ ଫେରୁଥିବା ବେଳେ ହଠାତ୍ ୪ଟି ବାଇକରେ ୮ ଜଣ ଯୁବକ ଆସି କାଠପୋଲ ନିକଟରେ ତାଙ୍କୁ ଖଣ୍ଡା ଓ ଭୂଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ। ଏଥିରେ ଗଂଗା ବର୍ତ୍ତୀ ଯାଇ ଦୈାଡି ପଳାଇବା ସମୟରେ ପଛପଟୁ ଦୁବୃତ ମାନେ ତାଙ୍କୁ ଗୁଳି କରିଥିଲେ।…

"ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର"

ତେଜିଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଦାବି

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଐତିହ୍ୟ ସଂପନ୍ନ ସହର ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ର ପ୍ରତିଷ୍ଠା ହେବା ପରେ ଦରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଫଳରେ ଶ୍ରୀର ଜଗନ୍ନାଥ ସଂସ୍କୃତି ସଂପର୍କରେ ବିଶେଷ ଗବେଷଣା ହୋଇପାରିବ। ତେଣୁ ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏବେ ଦାବି ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଗତକିଛି ମାସ ଧରି ଏହା ଦାବି ହୋଇ ଆସୁଥବା ବେଳେ ଏବେ ତାହା ଜୋର ଧରିଛି। ରବିବାର ଏନେଇ ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷର ୁବିଶ୍ୱ ବିଦ୍ୟାଳୟ ପ୍ରତତିଷ୍ଠା ପାଇଁ ଦୀପଦାନ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପ୍ରାକ୍ତନ ନଗରପାଳ ଗୈାରହରୀ…

"ତେଜିଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଦାବି"

ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣାର ପ୍ରତିବାଦ…ଶିକ୍ଷକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଟାଙ୍ଗୀ ବ୍ଲକ ହରିପୁର ଉଗ୍ରତାରା ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ଅଂଜଳୀ ଦେହୁରୀଙ୍କ ଘଟଣାର ତାକ୍ତ ପ୍ରତିବାଦ କରିଛି ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ। ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଘଟଣା ତୀବ୍ର ନିନ୍ଦା କରାଯିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ସଂଧ୍ୟାରେ ମୁକ୍ତାକାଶ ରଂଗମଂଚ ନିକଟରେ ସଂଘର ସଭାପତି ପ୍ରସନ୍ନ ମହାପାତ୍ରଙ୍କ ନେତୃତ୍ୱରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରୀ ଡାକ୍ତରଖାନା ଛକ ନିକଟକୁ ଆସିଥିଲା। ସଂଘର କର୍ମଚାରୀ ସଭାପତି ପ୍ରଦୀପ ପାତ୍ର, ଉପସଭାପତି ମହେଶ୍ୱର ମହାରଣା, ସଂପାଦକ ଦୟାନିଧୀ ପାର୍ଥା, ସହ ସଂପାଦକ ଝୁଲୁଚନ୍ଦ୍ର ନାୟକ, ବାଙ୍କନିଧୀ ପ୍ରଧାନ, ବ୍ରହ୍ମାନନ୍ଦ…

"ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣାର ପ୍ରତିବାଦ…ଶିକ୍ଷକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା"

ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପରିବେଶ ସୁରକ୍ଷା ଓ ବ୍ୟାପକ ଜଙ୍ଗଲ ସୃଷ୍ଟି ପ୍ରଦୂଷଣ ଏବଂ ଗ୍ଲୋବାଲ ୱାର୍ମି ଭଳି ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।। ଏହି ଅବସରରେ ଭାରତ ସେବାଶ୍ରମ ଆଂଚଳିକ ସାଧନ କେନ୍ଦସ୍ତରୀୟ କାର୍ଯ୍ୟକ୍ରମ ଦୋଳମଣ୍ଡପସାହି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଗ୍ରାମ୍ୟ ଓ ଜଙ୍ଗଲ ସୁରକ୍ଷା ସଂପର୍କିତ କବିତା ଥିବା ଗଳ୍ପ, କବିତା, ପ୍ରବନ୍ଧ, ନାଟକ, ଚିତ୍ରାଙ୍କନ, ପ୍ରକଳ୍ପ ଆଦି ପ୍ରଦର୍ଶନ କରିଥିଲେ। ଏହି…

"ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ"

କରାଟେ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଶ୍ୱ ଟ୍ରାଡିନାଲା ସୋତେକାନ କରାଟେ ଫେଡେରରେ ସନ୍ ଆନୁକୂଲ୍ୟରେ ୟୁଥ ହଷ୍ଟେଲ ପରିସରରେ ଆରମ୍ଭ ହୋଇଛି।। ୪ ଦିନିଆ ସିନିୟର ରନ ଷ୍ଟକ୍ଟର ପ୍ରଶିକ୍ଷଣ ଶିବିର। ଫେଡେରେସନର ଜାତୀୟ ସାଧାରଣ ସଂପାଦକ ରବିନାରାୟଣ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷତ୍ତତତା୍ୱବଧାନରେ ଏହି ଶିବିର ପରିଚାଳିତ ହେଉଥଇବା ବେଳେ ୧୬ ଟି ରାଜ୍ୟରୁ ୬୦ ଜଣ ପ୍ରଶିକ୍ଷଣ ଏହି ଶିବିରରେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ଓଡିଶାରେ ୧୬ ଓ ପୁରୀରୁ ୨ ଜଣ ମଧ୍ୟ ରହିଛନ୍ତି। ସିହାନ ସତ୍ୟଜିତ୍ ଚୋଧୁରୀ ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଇନଷ୍ଟ୍ରକ୍ଟର ମାନଙ୍କୁ କରାଟେରେ ବିଭିନ୍ନ କଳା କୈାଶଳ ଓ ଆତ୍ମାରକ୍ଷା ସଂପର୍କରେ ତାଲିମ ପ୍ରଦାନ…

"କରାଟେ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର"

ଉତ୍କଳହିନ୍ଦୀ ବିଦ୍ୟାପୀଠ ବାର୍ଷିକ ଉତ୍ସବ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଉତ୍କଳହିନ୍ଦୀ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ସଂଗୀତ ଗୂରୁ ବିଜୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ। ମଦର ମଣ୍ଡଳସହକାରୀ ଶିକ୍ଷାଧିକାରୀ କାର୍ତ୍ତିକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିଆରସିସି ଲକ୍ଷ୍ମୀଧର ସାହୁ ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ହେମନ୍ତ କୁମାର ଷ୍ୟଙ୍ଗୀ, ଭଗବାନ ସାହୁ, ପୈାରସଦସ୍ୟ ସୁପ୍ରିୟା ପାତ୍ର ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କାରଥିଲେ। ଉତମ ଜ୍ଞାନ ଆହରଣ ସହ ଭବିଷ୍ୟତରେ ଭଲମଣିଷ ହୋଇ ସମାଜରେ ପ୍ରତିଷ୍ଠା ଲାଭ କାରିବାକୁ…

"ଉତ୍କଳହିନ୍ଦୀ ବିଦ୍ୟାପୀଠ ବାର୍ଷିକ ଉତ୍ସବ"

ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ କ୍ରୀଡା ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ବଙ୍ଗଲି କ୍ଲବର ମିଳିତ ସହଯୋଗରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକ ଜିଲ୍ଲା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ବଙ୍ଗଲୀ କ୍ଲବର ମୁଖ୍ୟ ରାମ ନାୟକ, ପ୍ରକାଶ ବେହେରା, ବିଗଲୁର ମହମ୍ମଦ, ରବୀନ୍ଦ୍ର ଭୋଇ, ଣଶରତ ମହାନ୍ତି ଏବଂ କଲ୍ୟାଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆନୁଷ୍ଠାନିକ ଭାବେ ଫୁଟବଲ ମ୍ୟାଚ କରାଯାଇଥିଲା। ସୂଚନା…

"ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ"