ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ

ଘଟଗାଁ, ୫/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ନିକଟସ୍ଥ ସୋଭାଗ୍ୟନଗର ମିନିଷ୍ଟାଡିୟମରେ ୫ମ ତମ ଏସଏନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଞୟ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଦୀଲିପ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଆଜି ଟୁର୍ଣ୍ଣାମେଣ୍ଟର ଦିତୀୟ ଦିବସ ମ୍ୟାଚରେ ସୋଭାଗ୍ୟନଗର ଏକାଦଶ ଓ କେନ୍ଦୁଆପଡା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ମ୍ୟାଚରେ କେନ୍ଦୁଆପଡା ଏକାଦଶ ଟସ ଜିଣି ନିର୍ଦ୍ଧାରିତ ୧୨ ଓଭରରେ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। କେନ୍ଦୁଆପଡା ଏକାଦଶ ପକ୍ଷରୁ ଅଜୁ ୩୫ ବଲକୁ ସାମ୍ନାକରି ସର୍ବଧିକ ୭୪ ରନ କରିଥିଲେ। ଏହାର ଜବାବରେ ସୋଭଗ୍ୟନଗର…

"ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ"

ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ

ଘଟଗାଁ, ୫/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ନିକଟସ୍ଥ ସୋଭାଗ୍ୟନଗର ମିନିଷ୍ଟାଡିୟମରେ ୫ମ ତମ ଏସଏନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଞୟ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଦୀଲିପ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଆଜି ଟୁର୍ଣ୍ଣାମେଣ୍ଟର ଦିତୀୟ ଦିବସ ମ୍ୟାଚରେ ସୋଭାଗ୍ୟନଗର ଏକାଦଶ ଓ କେନ୍ଦୁଆପଡା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ମ୍ୟାଚରେ କେନ୍ଦୁଆପଡା ଏକାଦଶ ଟସ ଜିଣି ନିର୍ଦ୍ଧାରିତ ୧୨ ଓଭରରେ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। କେନ୍ଦୁଆପଡା ଏକାଦଶ ପକ୍ଷରୁ ଅଜୁ ୩୫ ବଲକୁ ସାମ୍ନାକରି ସର୍ବଧିକ ୭୪ ରନ କରିଥିଲେ। ଏହାର ଜବାବରେ ସୋଭଗ୍ୟନଗର…

"ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ"

ସ୍କୋର୍ପିଓ ଧକ୍କାରେ ମହିଳା ମୃତ,୪ଘଣ୍ଟା ୨୦ନଂ ଜାତୀୟ ରାଜପଥ ଅବରୋଧ

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ମେଲାଣ ଛକ ନିକଟରେ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମେଲାଣ ଗ୍ରାମର ରାଧୀକା ତନ୍ତି ବୋଲିଯଣାପଡିଛି । ସ୍ଥାନୀୟ ଲୋକଙ୍କ ସୁଚନା ଅନୁଯାୟୀ ସକାଳ ୯.୩୦ ସମୟରେ ରାଧିକ ଓ ଗ୍ରାମର ଅନ୍ୟଜଣେ ମହିଳାଙ୍କ ସହ ରାସ୍ତା ପାର ହେଉଥିଲେ ଏହି ସମୟରେ ପଛପଟୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ରାଧିକାଙ୍କୁ ଧକ୍କଦେଇଥିଲା ଗୁରୁତର ଅବାସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତା ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ…

"ସ୍କୋର୍ପିଓ ଧକ୍କାରେ ମହିଳା ମୃତ,୪ଘଣ୍ଟା ୨୦ନଂ ଜାତୀୟ ରାଜପଥ ଅବରୋଧ"

କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀପ୍ରସାଦ)-ଘଟଗାଁ ବ୍ଲକ ଅନ୍ତର୍ଗତ ବିନଦା ଗ୍ରାମପଂଚାୟତର ମଶିଣାଯୋଡି ଗ୍ରାମରେ କେନ୍ଦୁଝର ସାଂସ୍କୃତିକ ପ୍ରଗତି ମଂଚର ଷଷ୍ଠ ବାର୍ଷିକ ଉସôବ ପାଳନ କରିବା ଅବସରରେ ଗାୟକ ଧନେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସଭାରେ ଘଟଗାଁର କବି,ଲେଖକ ଓ ପ୍ରବଚକ ପ୍ରତାପ ମହାନ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥିଭାବେ କଳିଙ୍ଗସେନାର ସୁପ୍ରିମୋ ହେମନ୍ତ ରଥ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଜଙ୍ଘିରା ମହାପାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାପାତ୍ର , ସମ୍ନାନନୀୟ ଅତିଥି ଭାବେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପୂର୍ବତ ଅଧ୍ୟକ୍ଷ ଧିରେନ ମହାନ୍ତି ଏବଂ ଶିକ୍ଷାବିତ ସଚିଦାନନ୍ଦ ସାହୁ ଯୋଗ ଦେଇଥିଲେ ।…

"କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା"

ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ପ୍ରେସ କ୍ଲବ ବିଜୟୀ

ଘଟଗାଁ, ୨୬/୦୧(ଓଡିଆ ପୁଅ/ ଭବାନୀ ପ୍ରସାଦ)- ଘଟଗାଁ ମିନିଷ୍ଟାଡିୟମ ଠାରେ ସାଧାରଣତନ୍ତ୍ର ଅବସରରେ ଘଟଗାଁ ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୂଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ଘଟଗାଁ ପ୍ରେସ କ୍ଲବ ଅଫିସର କ୍ଲବକୁ ହରାଇ ବିଜୟ ହୋଇଛି। ଆୟୋଜିତ ଏହି ମ୍ୟାଚରେ ଟସ ଜିଣି ଘଟଗାଁ ପ୍ରେସ କ୍ଲବ ନିର୍ଦ୍ଧାରିତ ୧୦ ଓଭରରେ ୯ ଓିକେଟ ହରାଇ ୯୯ ରନ କରିଥିଲେ। ଜବାବରେ ଘଟଗାଁ ଅଫିସର କ୍ଲବ ୯.୪ ଓଭରରେ ୪ ଓିକେଟ ହରାଇ ୯୦ ରନ ସଂଗ୍ରହ କରିଥିଲେ। ବିଜୟୀ ପ୍ରେସ କ୍ଲବର ଯୋଗେସ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ମ୍ୟାଚ୍କୁ…

"ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ପ୍ରେସ କ୍ଲବ ବିଜୟୀ"

ଘଟଗାଁରେ ବିଜେପିର ୧୨ ଘଣ୍ଟିଆ ବନ୍ଦ

ଘଟଗାଁ, ୨୪/୧(ଓଡିଆ ପୁଅ/ଭବାନୀ ପ୍ରସାଦ)- କୁନ୍ଦଲୁ ନାବାଳିକା ଆତ୍ମହତ୍ୟା ପ୍ରତିବାଦରେ ଆଜି କଂଗ୍ରେସ ଓ ବିଜେପି ଓଡିଶା ବନ୍ଦ ଡାକରା ଦେଇଥିଲେ। ଏହାର ପ୍ରଭାପ ଘଟଗାଁରେ ମଧ୍ୟ ଦେଖିବାକୁ ମିଳିଥିଲା ଆଜି ସକାଳ ୬ ଘଟିକାରୁ ବିଜେପି କର୍ମୀ ମାନେ ରାସ୍ତା ଉପରେ ଟାୟାରା ରାସ୍ତା ଅବରୋଧ କରି ଘଟଣାର ପ୍ରତିବାଦ କରିଥିଲେ। ଫଳରେ ଯାନ ବାହାନ ଚଳଚଳ ସମ୍ପୁର୍ଣ୍ଣ ଠପ ହୋଇ ପଡିଥିଲା ରାସ୍ତାର ଉଭୟ ପାଶ୍ୱରେ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲେ। ଏହାର ପ୍ରଭାବରେ ଘଟଗାଁରେ ଦୋକାନ ବଜାର, ସ୍କୁଲ, କଲେଜ ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଳନ ଯୋଗୁ ଆଜି ତାରିଣୀ ମନ୍ଦିର…

"ଘଟଗାଁରେ ବିଜେପିର ୧୨ ଘଣ୍ଟିଆ ବନ୍ଦ"

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଘଟଗାଁ, ୨୩.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ନିଶ୍ଚିତପୁର ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗୋଳାବନ୍ଧ ଗ୍ରାମର ମେଘନାଥ ମୁଣ୍ଡା। ଟ୍ରାକ୍ଟରଟି ଇଟା ଲୋଡିଙ୍ଗ କରୁଥିବା ସମୟରେ ଭାରସ୍ୟାମ ହରାଇ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ମୋଘନାଥଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଦେଇଛି।

"ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ"

ବଡଜାମୁପଶୀ ହାଇସ୍କୁଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଘଟଗାଁ, ୨୩.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ବଡଜାମୁପଶୀ ହାଇସ୍କୁଲରେ ଘଟଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିପତିକାଳିନ ନିଆଁକୁ କିପରି ଆୟତ କରିବାର ଉପାୟ, ଝଡ ତୋଫାନ ସମୟରେ ରାସ୍ତା ଅବରୋଧକୁ କମ ସମୟ ମଧ୍ୟରେ ସ୍ୱାଭାବିକ କରିବା ଓ ଉଚ୍ଚ କୋଠାରେ ନିଆଁ ଲାଗିଲେ ଫସି ରହିଥିବା ଲୋକ ମାନଙ୍କୁ କିପରି ଉଦ୍ଧାର କରିବା ଆଦି ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ, ଶିକ୍ଷତ୍ରୀ ମାନଙ୍କୁ ଏହି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରମାନେ ସହଯୋଗ କରିଥିଲେ।

"ବଡଜାମୁପଶୀ ହାଇସ୍କୁଲରେ ଅଗ୍ନିଶମ ବିଭାଗର ମକଡ୍ରିଲ"

ବାରାହାଟିପୁରା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା

ଘଟଗାଁ, ୧୪.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ମକର ସଙ୍କରାନ୍ତି କେନ୍ଦୁଝର ଜିଲ୍ଲ୍ାରେ ଏକ ପର୍ବ ଭାବେ ମାନ୍ୟତା ପାଇଛି। ମକର ସଙ୍କରାନ୍ତି ଅବସରରେ ସମଗ୍ର ଜିଲ୍ଲା ହୋଇଉଠେ ଉତ୍ସବମୁଖର। ମାଘ ମାସରେ ସଂକ୍ରାନ୍ତିକୁ ମକର ସଂକ୍ରାତି ପାଳିତ ହେଉଥିବା ବେଳେ। ଘଟଗାଁର ବରାହାଟିପୁରାରେ ଏହି ପର୍ବ ୧୫ ଦିନ ଧରି ପାଳିତ ହୋଇଥାଏ। ଏହି ଅବସରରେ ବରାହାଟିପୁରା ନିଳକଣ୍ଠେଶ୍ୱର ଶୀବ ମନ୍ଦିରରେ ଜିଲ୍ଲା ତଥା ଜିଲ୍ଲା ବାହରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।ଭକ୍ତ ମାନେ ନିଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫାକୁ ଭ୍ରମଣ କଲେ ପାପ ଧୋଇହୋଇଯାଏ ବୋଲି ବିଶ୍ୱାସ କରନ୍ତି। ଏଥିସହିତ ଏଠାରେ ୧୫ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହୋଇଥାଏ। ଘଟଗାଁ…

"ବାରାହାଟିପୁରା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା"

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘଟଗାଁରେ ଚାଷୀ ସମାବେଶ

ଘଟଗାଁ, ୪.୧.୧୭ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଚାଷୀଙ୍କ ହକ ଦାବିରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ହଜାର ହଜାର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ମାନେ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଶ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟରେ ପହଚିଁଥିଲେ। କର୍ପୋରେଟ ନିଶା ଛାଡି ଚାଷୀଙ୍କ ପାଇଁ କାମ କରିବାକୁ ସେଠାରେ ଆୟୋଜିତ ସଭାରେ ସଂଗଠନ ମୁଖ୍ୟ ଉପଦେଷ୍ଟା ସୋମ୍ୟରଞ୍ଜନ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଧାନ କ୍ୱିଣ୍ଟାଲ ପିଛା ୫ ହଜାର ଟଙ୍କା,…

"ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘଟଗାଁରେ ଚାଷୀ ସମାବେଶ"