କ. ନୂଆଗାଁରେ କୃଷକ କଲ୍ୟାଣ କର୍ମଶାଳା

କ. ନୂଆଗାଁ ୧୬ ମଇ (ଓଡ଼ିଆ ପୁଅ): କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର, ଜିଲ୍ଲା କୃଷି କାର୍ଯ୍ୟାଳୟ ପ୍ରାଙ୍ଗଣରେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ “କୃଷକ କଲ୍ୟାଣ କର୍ମଶାଳା” ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଭାଗରୁ ସତର ଜଣ ଅଧିକାରୀ ଙ୍କ ସମେତ କେତେକ ରାଜନେତା ତଥା ସରପଞ୍ଚ ଏବଂ ଅନେକ ପୁରୁଷ ଓ ମହିଳା ଚାଷୀ ଙ୍କ ଉପସ୍ଥିତ ରେ ବ୍ଲକ ଅଧକ୍ଷ ଶ୍ରୀ ଚକ୍ରମଣୀ କଂହର ପ୍ରଦୀପ ପ୍ରଜଳନ କରି କର୍ମଶାଳା ଟିକୁ ଉଦଘାଟନ କରିଥିଲେ। ଜିଲ୍ଲା କୃଷି ଅଧିକାରୀ କ. ନୂଆଗାଁ, ଶ୍ରୀ ଅଚ୍ୟୁତ ନନ୍ଦ ନାହାକ ନିଜ ଆକର୍ଷଣୀୟ…

"କ. ନୂଆଗାଁରେ କୃଷକ କଲ୍ୟାଣ କର୍ମଶାଳା"

କୁଡୁଟୁଲିରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

କନ୍ଧମାଳ ୨୫-୪ (ଓଡ଼ିଆ ପୁଅ/ଅଶୋକ ଦିଗଲ): କ.ନୂଆଗାଁ ବ୍ଲକ ର କୁଡୁଟୁଲି ଗ୍ରାମରେ ପ୍ରାଣୀଧନ କ.ନୂଆଗାଁ, ଆନୁକୂଲ୍ୟରେ ପଶୁପକ୍ଷୀ ପାଳନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ସରକାରୀ ଅନୁଦାନ ବିଷୟରେ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା। ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ, ଡା. ଲଲାଟେନ୍ଦୁ କୁମାର ଆଇଚ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲିଗୁଡା ଡା. ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ ଡା.ଆଶିଷ ଶତପଥୀ, ସ୍ପେଛାସେବୀ ଅଶୋକ କୁମାର ପରିଡ଼ା, କୋପରେଟିଭ ଇନ୍ସପେକ୍ଟର , ଡ଼. ପାର୍ଥ ସାରଥୀ ସ୍ୱାଇଁ ,( ପ୍ରାଣୀ ଚିକିତ୍ସକ କ. ନୂଆଗାଁ), ଡ. ଦେବ…

"କୁଡୁଟୁଲିରେ ଦକ୍ଷତା ବୃଦ୍ଧି ତାଲିମ ଶିବିର"